ରାୟଗଡ ( ପ୍ରତିଫଳନ ମିଡ଼ିଆ ) ଅବିଭକ୍ତ କୋରାପୁଟ ଜିଲ୍ଲାର ଜନସାଧାରଣଙ୍କ ସୁବିଧା ଲାଗି କୋରାପୁଟ ଶାବର ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ରକୁ ଦିନ ସମୟରେ ଏକ ଟ୍ରେନ ଚଳାଚଳ ଓ NH-16 ଚିଲକାପାଲମ୍ (AP)…
View More ଶାବର ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ରକୁ ଦିନ ବେଳା ଶାବରୀ ଏକ୍ସପ୍ରେସର ପ୍ରଚଳନ ଓ NH-16 ଚିଲକାପାଲମ୍ ରୁ NH-26 ଭବାନୀପାଟଣା (ଓଡିଶା) ପର୍ଯ୍ୟନ୍ତ NH-326 ଜାତୀୟ ରାଜପଥର କାର୍ଯ୍ୟାରମ୍ଭ ପାଇଁ ଦାବୀ ରଖିଲେ ରାୟଗଡ଼ ନାଗରିକ ମଞ୍ଚ, ମନ୍ତ୍ରୀ କହିଲେ ଦାବୀ ଯଥାର୍ଥ, ଖୁଵ ଶୀଘ୍ର ପୂରଣ ହେବMonth: July 2025
ରେଳ ଧାରଣାରୁ ମାଟି ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ.କୋରାପୁଟରୁ ଜଗଦଲ ପୁରକୁ ରେଳ ଚଳା ଚଳ ପାଇଁ ଟ୍ରାକ ପ୍ରସ୍ତୁତ.୬ତାରିଖରୁ ଚାଲିବ ହୀରାଖଣ୍ଡ ଓ ରାଉରକେଲା ଟ୍ରେନ. ୭ତାରିଖରୁ ଚାଲିବ ସମଲେଶ୍ୱରୀ ଟ୍ରେନ
ପ୍ରତିଫଳନ ମିଡ଼ିଆ କୋରାପୁଟ ଜୟପୁର ମଧ୍ୟରେ ଜରଟି ନିକଟରେ ରେଳ ଧାରଣା ଉପରେ ମାଟି ଅତଡ଼ା ପଡ଼ିବା ଘଟଣା । ରେଳ ଲାଇନ ରୁ ମାଟି ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଗଲା । ଟ୍ରାକ…
View More ରେଳ ଧାରଣାରୁ ମାଟି ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ.କୋରାପୁଟରୁ ଜଗଦଲ ପୁରକୁ ରେଳ ଚଳା ଚଳ ପାଇଁ ଟ୍ରାକ ପ୍ରସ୍ତୁତ.୬ତାରିଖରୁ ଚାଲିବ ହୀରାଖଣ୍ଡ ଓ ରାଉରକେଲା ଟ୍ରେନ. ୭ତାରିଖରୁ ଚାଲିବ ସମଲେଶ୍ୱରୀ ଟ୍ରେନରେଳ ପଥରୁ ମାଟି,ପଥର ସଫେଇ କାର୍ଯ୍ୟ ଜାରି ରହିଛି,13ଟି ପ୍ରକଲିନ ମେସିନ 300ଶ୍ରମିକ ନିୟୋଜିତ ,
ପ୍ରତିଫଳନ ମିଡ଼ିଆ କୋରାପୁଟରେ ଲଗାଣ ବର୍ଷା ଜାରି ରହିଛି । ପ୍ରତିକୂଳ ପାଗ ଯୋଗୁଁ କୋରାପୁଟ- ଜୟପୁର ରେ ପଥର ଜରଟି ନିକଟରେ ରେଳ ଧାରଣାରେ ପଡ଼ିଥିବା ମାଟି ଓ ପଥର ସଫେଇ କାର୍ଯ୍ୟରେ…
View More ରେଳ ପଥରୁ ମାଟି,ପଥର ସଫେଇ କାର୍ଯ୍ୟ ଜାରି ରହିଛି,13ଟି ପ୍ରକଲିନ ମେସିନ 300ଶ୍ରମିକ ନିୟୋଜିତ ,ଟିଟଲାଗଡ଼ ଆର ଆଣ୍ଡ ବି ସବ-ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲେଶ୍ୱର ମାଝୀଙ୍କ ବାସଭବନ ସହ 6ଟି ସ୍ଥାନରେ ଭିଜିଲାନ୍ସର ଚଢ଼ାଉ
ଭୁବନେଶ୍ୱର (ପ୍ରତିଫଳନ ମିଡ଼ିଆ) ଭିଜିଲାନସ୍ ଜାଲରେ ଆଉ ଜଣେ ଯନ୍ତ୍ରୀ । କଣ୍ଟାବାଞ୍ଜି ଆର ଆଣ୍ଡ ବି ଡିଭିଜନର ବଲାଙ୍ଗିର ଅନ୍ତର୍ଗତ ଟିଟଲାଗଡ଼ ଆର ଆଣ୍ଡ ବି ସବ-ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE)…
View More ଟିଟଲାଗଡ଼ ଆର ଆଣ୍ଡ ବି ସବ-ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲେଶ୍ୱର ମାଝୀଙ୍କ ବାସଭବନ ସହ 6ଟି ସ୍ଥାନରେ ଭିଜିଲାନ୍ସର ଚଢ଼ାଉକୋରାପୁଟରୁ ଜଗଦଲପୁରକୁ ୮ରୁ ଉର୍ଦ୍ଧ୍ବ ରେଳ ଚଳାଚଳ ବନ୍ଦ, କୋରାପୁଟ ପର୍ଯ୍ୟନ୍ତ ରେଳ ଚଳାଚଳ କରିବ, ଜରଟି-ମାଲିଗୁଡ଼ା ମଧ୍ୟରେ ରେଳ ଧାରଣା ଉପରେ ପାହାଡ ଧସିବା ଘଟଣା,ଉଦ୍ଧାର କାର୍ଯ୍ୟ ଜାରି
ପ୍ରତିଫଳନ ମିଡ଼ିଆ କୋରାପୁଟ_ଜୟପୁର ରେଳ ପଥର ଜରଟି ଓ ମଲିଗୁଡ଼ା ମଧ୍ୟରେ 208କିମି ନିକଟରେ ରେଳ ଧାରଣା ଉପରେ ପାହାଡ଼ରୁ ପଥର ଓ ମାଟି ଖସି ରେଳ ଚଳା ଚଳ ବନ୍ଦ । 3…
View More କୋରାପୁଟରୁ ଜଗଦଲପୁରକୁ ୮ରୁ ଉର୍ଦ୍ଧ୍ବ ରେଳ ଚଳାଚଳ ବନ୍ଦ, କୋରାପୁଟ ପର୍ଯ୍ୟନ୍ତ ରେଳ ଚଳାଚଳ କରିବ, ଜରଟି-ମାଲିଗୁଡ଼ା ମଧ୍ୟରେ ରେଳ ଧାରଣା ଉପରେ ପାହାଡ ଧସିବା ଘଟଣା,ଉଦ୍ଧାର କାର୍ଯ୍ୟ ଜାରି1VK ପାସିଞ୍ଜର ଟ୍ରେନ ଯାତ୍ରୀ ବର୍ତିଗଲେ, ପାହାଡ ଜଙ୍ଗଲ ମଧ୍ୟରେ ଅନ୍ଧାର ରେ 3ଘଣ୍ଟାରୁ ଅଧିକ ସମୟ ଅଟକି ରହିଲେ ଟ୍ରେନ ସହ ଯାତ୍ରୀ
ପ୍ରତିଫଳନ ମିଡ଼ିଆ ରଖେ ହରି ମାରେ କିଏ । ମାତ୍ର କିଛି ସମୟ ର ବ୍ୟବଧାନ। ଟ୍ରେନ ଉପରେ ମାଟି ପଥର ପଡ଼ିବା ପୂର୍ବରୁ ପରି ହୋଇଯାଇଥିଲା। ଅଘଟଣରୁ ବାର୍ତିଗଲା 1VK ପାସିଞ୍ଜର ଟ୍ରେନ…
View More 1VK ପାସିଞ୍ଜର ଟ୍ରେନ ଯାତ୍ରୀ ବର୍ତିଗଲେ, ପାହାଡ ଜଙ୍ଗଲ ମଧ୍ୟରେ ଅନ୍ଧାର ରେ 3ଘଣ୍ଟାରୁ ଅଧିକ ସମୟ ଅଟକି ରହିଲେ ଟ୍ରେନ ସହ ଯାତ୍ରୀକଥା ରଖିଲେ ମୋହନ ସରକାର, ଚାରି ଲାଇନ ବିଶିଷ୍ଟ ଜମାଦେଇପେଣ୍ଠ- ଅମଲାଭଟ୍ଟା ରାସ୍ତା ଓ ଦୁଇଟି ହାଇ ଲେଭେଲ ବ୍ୟାରେଜ ବ୍ରିଜ ହେବ ନିର୍ମାଣ, 544.44 କୋଟି କଲେ ମଞ୍ଜୁର
ରାୟଗଡା (ପ୍ରତିଫଳନ ମିଡ଼ିଆ ) ମୁଖ୍ୟମନ୍ତ୍ରୀ କଥା ଦେଇ କଥା ରଖିଲେ । ରାୟଗଡାର ବିକାଶ ପାଇଁ ଅର୍ଥର ପେଡି ଖୋଲିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମ କରି ରାୟଗଡ଼ା ଗସ୍ତରେ ଆସିଥିବା ବେଳେ ରାୟଗଡ଼ା ନାଗରିକ…
View More କଥା ରଖିଲେ ମୋହନ ସରକାର, ଚାରି ଲାଇନ ବିଶିଷ୍ଟ ଜମାଦେଇପେଣ୍ଠ- ଅମଲାଭଟ୍ଟା ରାସ୍ତା ଓ ଦୁଇଟି ହାଇ ଲେଭେଲ ବ୍ୟାରେଜ ବ୍ରିଜ ହେବ ନିର୍ମାଣ, 544.44 କୋଟି କଲେ ମଞ୍ଜୁରବଡ ଦୁର୍ଘଟଣାରୁ ବର୍ତିଗଲା ରାଉର କେଲା ଏକ୍ସପ୍ରେସ ଟ୍ରେନ କୋରାପୁଟ – ଜୟପୁର ରେଳ ପଥ ମଧ୍ୟରେ ଭୂସ୍ଖଳନ,ରେଳ ଚଳା ଚଳ ବନ୍ଦ, ଜଗଦଲପୁର ରୁ ଆସୁଥିବା ହୀରାଖଣ୍ଡ ଓ ରାଉରକେଲା ଟ୍ରେନ ବାତିଲ।
ପ୍ରତିଫଳନ ମିଡ଼ିଆ ବଡ ଦୁର୍ଘଟଣାରୁ ବର୍ତିଗଲା ରାଉର କେଲା ଏକ୍ସ ପ୍ରେସ ଟ୍ରେନ । ଟ୍ରେନ ଆସିବାର କିଛି ସମୟ ପୂର୍ବରୁ ପାହାଡ଼ ଧସି ରେଳ ପଥ ଅବରୋଧ ହୋଇଗଲା । ବର୍ତ୍ତି ଗଲେ…
View More ବଡ ଦୁର୍ଘଟଣାରୁ ବର୍ତିଗଲା ରାଉର କେଲା ଏକ୍ସପ୍ରେସ ଟ୍ରେନ କୋରାପୁଟ – ଜୟପୁର ରେଳ ପଥ ମଧ୍ୟରେ ଭୂସ୍ଖଳନ,ରେଳ ଚଳା ଚଳ ବନ୍ଦ, ଜଗଦଲପୁର ରୁ ଆସୁଥିବା ହୀରାଖଣ୍ଡ ଓ ରାଉରକେଲା ଟ୍ରେନ ବାତିଲ।ଗଜପତି ଜିଲ୍ଲାର ବିକାଶରେ ସ୍ୱେଚ୍ଛାସେବୀ ସଂଗଠନର ପ୍ରମୁଖ ଭୂମିକା ରହିଛି: ଅଚ୍ୟୁତ ଦାସ
ପାରଳାଖେମୁଣ୍ଡି-(ପ୍ରତିଫଳନ ମିଡ଼ିଆ ) ଗଜପତି ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ଅଟେ। ଯେଉଁଠି ସମତଳ ଜମିର ଅଭାବ ପରିଲିକ୍ଷିତ ହୋଇଥାଏ।ତଥାପି କ୍ରୁଷି ଭିତ୍ତିକ କାର୍ଯ୍ୟକ୍ରମ ସହ ଉଦ୍ୟାନ ଭିତ୍ତିକ ବିକାଶର ଆବଶ୍ଯକତା ରହିଛି।ବିଶେଷ…
View More ଗଜପତି ଜିଲ୍ଲାର ବିକାଶରେ ସ୍ୱେଚ୍ଛାସେବୀ ସଂଗଠନର ପ୍ରମୁଖ ଭୂମିକା ରହିଛି: ଅଚ୍ୟୁତ ଦାସପାଇକପଡ଼ାର ଶ୍ରୀକ୍ଷେତ୍ର
କାଳିଆ ଆସୁଛି। ବଡ଼ ଦାଣ୍ଡରେ ଲାଗିବ ଗହଳି। ପତିତ ଉଦ୍ଧାର ଲାଗି ଏ ଯାତ୍ରାର ମହତ୍ତ୍ୱ ଅନେକ। ପବିତ୍ର ରଥଯାତ୍ରା ଅବସରରେ ବିଭିନ୍ନ ଜଗନ୍ନାଥ ମନ୍ଦିର ଓ ଅନନ୍ୟ ପରମ୍ପରାକୁ ନେଇ ପ୍ରତିଫଳନର ବିଶେଷ…
View More ପାଇକପଡ଼ାର ଶ୍ରୀକ୍ଷେତ୍ର
