ପ୍ରତିଫଳନ ମିଡ଼ିଆ ଓଡିଶା ଆଦିବାସୀ ମଞ୍ଚ ପକ୍ଷରୁ ବିଶ୍ବ ଆଦିବାସୀ ଦିବସ ପାଳିତ ମଞ୍ଚ ଉପରେ କେହି ଅତିଥି ବସିନଥିଲେ । ହେଲେ ଆଦିବାସୀ ଭାଷା ସଂସ୍କୃତିର ସୁରକ୍ଷା ,ପରମ୍ପରା ଉପରେ ପ୍ରଚାର ପ୍ରସାର…
View More ଆଦିବାସୀଙ୍କ ସୁରକ୍ଷା,ସାମାଜିକ ଓ ଅର୍ଥନୈତିକ ସ୍ଥିତି ସୁଦୃଢ଼ କରିବାକୁ ଦାବି,ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୨ ଦଫା ଦାବିପତ୍ର ପ୍ରଦାନDay: August 9, 2025
ବଡ଼ ହୃଦୟ ଦେଖାଇଲେ ମୁଖ୍ୟମନ୍ତ୍ରୀ, ଲୋକେ ମାଗିଥିଲେ ଦିନବେଳା ଭୁବନେଶ୍ୱରକୁ ଟ୍ରେନ, ମୁଖ୍ୟମନ୍ତ୍ରୀ ଘୋଷଣା କଲେ ଖୁଵ ଶୀଘ୍ର ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ
ରାୟଗଡା (ପ୍ରତିଫଳନ ମିଡ଼ିଆ ) ମୁଖ୍ୟମନ୍ତ୍ରୀଙ୍କ ସତରେ ବଡ଼ ହୃଦୟ। ଅଳ୍ପ ମାଗିଲେ ଢାଳି ଦିଅନ୍ତି ଅନେକ। ଏମିତି ଏକ ହୃଦୟ ଖୋଲା ଖବର ଆଜି ରକ୍ଷା ବନ୍ଧନ ଅବସରରେ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଅବିଭକ୍ତ…
View More ବଡ଼ ହୃଦୟ ଦେଖାଇଲେ ମୁଖ୍ୟମନ୍ତ୍ରୀ, ଲୋକେ ମାଗିଥିଲେ ଦିନବେଳା ଭୁବନେଶ୍ୱରକୁ ଟ୍ରେନ, ମୁଖ୍ୟମନ୍ତ୍ରୀ ଘୋଷଣା କଲେ ଖୁଵ ଶୀଘ୍ର ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସଜନଜାତି ଦିବସରେ ଗୀତ ଗାଇଲେ ଡ଼ଙ୍ଗରିଆ ଯୁବକ, ୟୁ ଟ୍ୟୁବରେ ଟ୍ରେଣ୍ଡ କରୁଛି ଗୀତ
ରାୟଗଡା (ପ୍ରତିଫଳନ ମିଡ଼ିଆ ) ଆଜି ବିଶ୍ଵ ଜନଜାତି ଦିବସ। ସବୁଠାରେ ଜନଜାତି ଭାଇଭଉଣୀମାନେ ହର୍ଷ ଉଲ୍ଲାସର ସହ ପାଳନ କରୁଛନ୍ତି ଜନଜାତି ଦିବସ। ନିଜର ଭାବନା, ଆବେଗକୁ ନାଚ ଗୀତ ସମାବେଶ ଜରିଆରେ…
View More ଜନଜାତି ଦିବସରେ ଗୀତ ଗାଇଲେ ଡ଼ଙ୍ଗରିଆ ଯୁବକ, ୟୁ ଟ୍ୟୁବରେ ଟ୍ରେଣ୍ଡ କରୁଛି ଗୀତକୋରାପୁଟ ମାଟିରେ ଭାଇ ଭଉଣୀ ହର୍ଷ ଗଦଗଦ, ଭଉଣୀମାନେ ମୁଖ୍ୟମନ୍ତ୍ରୀଙ୍କୁ ବାନ୍ଧିଲେ ରାକ୍ଷୀ, ଭାଇ ଦେଲେ ଶୁଭଦ୍ରା ତୃତୀୟ କିସ୍ତି
ନିଆରା ପରମ୍ପରା ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ, ରାଜଧାନୀ ଠାରୁ ଦୂରରେ ଭଉଣୀମାନଙ୍କ ଗହଣରେ ପାଳିଲେ ରକ୍ଷା ବନ୍ଧନ କୋରାପୁଟ (ପ୍ରତିଫଳନ ମିଡ଼ିଆ ) ଭାଇ ଓ ଭଉଣୀଙ୍କ ମିଳନର ସ୍ଥଳ ପାଲଟିଛି କୋରାପୁଟ। କୋରାପୁଟର…
View More କୋରାପୁଟ ମାଟିରେ ଭାଇ ଭଉଣୀ ହର୍ଷ ଗଦଗଦ, ଭଉଣୀମାନେ ମୁଖ୍ୟମନ୍ତ୍ରୀଙ୍କୁ ବାନ୍ଧିଲେ ରାକ୍ଷୀ, ଭାଇ ଦେଲେ ଶୁଭଦ୍ରା ତୃତୀୟ କିସ୍ତିହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମାରକ ଉଦ୍ୟାନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ, ପ୍ରତିମୂର୍ତ୍ତି ଉନ୍ମୋଚିତ
ଜୟପୁର (ପ୍ରତିଫଳନ ମିଡ଼ିଆ ) ଓଡ଼ିଶାର ବିଶିଷ୍ଟ ରାଜନେତା ଆଦିବାସୀ, ଚାଷୀ, ମୂଲିଆ, ଶ୍ରମିକଙ୍କ ସଂଗ୍ରାମୀ ସାଥୀ ଉତ୍କଳ ସମ୍ମିଳନୀର ପ୍ରାକ୍ତନ ସଭାପତି, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କର ପ୍ରତିମୂର୍ତି ଜୟପୁର ଠାରେ…
View More ହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମାରକ ଉଦ୍ୟାନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ, ପ୍ରତିମୂର୍ତ୍ତି ଉନ୍ମୋଚିତ
