ପ୍ରତିଫଳନ ମିଡ଼ିଆ ବେଆଇନ ବାଲି ଚାଲାଣ କାରୀ ଗୋଷ୍ଠୀ ଛାନିଆ । ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ କାରିକୁ ଧରିବାରେ ସଫଳ ହେଉଛି ରାଜସ୍ଵ ଅଧିକାରୀ ଓ ପୋଲିସ । ହେଲେ ଜିଲ୍ଲାର…
View More ବେଆଇନ ବାଲି ଚାଲାଣକାରୀଙ୍କୁ ଧରୁଛି ରାଜସ୍ୱ ଅଧିକାରୀ ଓ ପୋଲିସ 🔹ବାଲି ଓ ପଥର ମାଫିଆ ଛାନିଆ🔹ଏଣିକି ଖଣି ବିଭାଗ ଅଧିକାରୀଙ୍କ ବନ୍ଦ ହେଵ ଉପୁରି କାରବାର !Day: August 25, 2025
ଉତ୍କଳ ସମ୍ମିଳନୀର ବୈଠକ,ସୀମାନ୍ତ ଅଞ୍ଚଳରେ ଓଡ଼ିଆ ଭାଷାର ବ୍ୟବହାର ନେଇ ଗୁରୁତ୍ୱାରୋପ ।
ରାୟଗଡ, ପ୍ରତିଫଳନ ମିଡ଼ିଆ ଓଡ଼ିଆ ଭାଷା,ସାହିତ୍ୟ,ସଂସ୍କୃତି ଓ ପରମ୍ପରାର ସବୁବେଳେ ସ୍ୱତନ୍ତ୍ର୍ୟ । ଏସବୁର ସମୃଦ୍ଧି ଘଟିଲେ ଓଡ଼ିଆ ଜାତିର ପ୍ରଗତି ହୋଇପାରିବ।ଏଣୁ ପ୍ରତ୍ୟେକେ ଓଡ଼ିଆ, ଭାଷାର ବ୍ୟବହାର ପ୍ରତି ଯତ୍ନବାନ ରହିବା ଆବଶ୍ୟକ…
View More ଉତ୍କଳ ସମ୍ମିଳନୀର ବୈଠକ,ସୀମାନ୍ତ ଅଞ୍ଚଳରେ ଓଡ଼ିଆ ଭାଷାର ବ୍ୟବହାର ନେଇ ଗୁରୁତ୍ୱାରୋପ ।ଜାତୀୟ ସ୍ତରରେ ଚମକିଲେ ଅବିଭକ୍ତ କୋରାପୁଟ ଜିଲ୍ଲାର ଦୁଇ ଶିକ୍ଷକ, ମାଲକାନଗିରିର ବସନ୍ତ କୁମାର ରଣା ଓ କୋରାପୁଟର ତରୁଣ କୁମାର ଦାସ ଏଥର ପାଇବେ ଜାତୀୟ ଶିକ୍ଷକ ପୁରସ୍କାର, ଅବିଭକ୍ତ କୋରାପୁଟ ମାଳ ଅଞ୍ଚଳ ରାଜ୍ୟ ଶିକ୍ଷା ବ୍ୟବସ୍ଥାକୁ ଦେଖାଉଛି ନୂଆ ରାସ୍ତା
କୋରାପୁଟ (ପ୍ରତିଫଳନ ମିଡ଼ିଆ ) ଅବିଭକ୍ତ କୋରାପୁଟ ଜିଲ୍ଲାର ଶିକ୍ଷକ ଏଥର ମାରିଲେ ବାଜି। ଜାତୀୟ ସ୍ତରରେ ଚମକିଲେ ମାଳ ଅଞ୍ଚଳର ଶିକ୍ଷକ। ଚଳିତ ବର୍ଷ କୋରାପୁଟ ଓ ମାଲକାନଗିରି ଜିଲ୍ଲାରୁ ଦୁଇ ଜଣଙ୍କୁ…
View More ଜାତୀୟ ସ୍ତରରେ ଚମକିଲେ ଅବିଭକ୍ତ କୋରାପୁଟ ଜିଲ୍ଲାର ଦୁଇ ଶିକ୍ଷକ, ମାଲକାନଗିରିର ବସନ୍ତ କୁମାର ରଣା ଓ କୋରାପୁଟର ତରୁଣ କୁମାର ଦାସ ଏଥର ପାଇବେ ଜାତୀୟ ଶିକ୍ଷକ ପୁରସ୍କାର, ଅବିଭକ୍ତ କୋରାପୁଟ ମାଳ ଅଞ୍ଚଳ ରାଜ୍ୟ ଶିକ୍ଷା ବ୍ୟବସ୍ଥାକୁ ଦେଖାଉଛି ନୂଆ ରାସ୍ତାନଦୀରେ ଭାସି ନିଖୋଜ ଥିବା ବ୍ୟକ୍ତିଙ୍କ ମୃତ ଦେହ ଠାବ
ଗୁଣୁପୁର (ପ୍ରତିଫଳନ ମିଡ଼ିଆ)ନଦୀ ରେ ଭାସି ନିଖୋଜ ଥିବା ବ୍ୟକ୍ତି ଙ୍କ ମୃତ ଦେହ ଉଦ୍ଧାର ହୋଇଛି | ମୃତ ବ୍ୟକ୍ତି ଜଣଙ୍କ ହେଲେ ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ମେରିଙ୍ଗି ଗାଁ ର…
View More ନଦୀରେ ଭାସି ନିଖୋଜ ଥିବା ବ୍ୟକ୍ତିଙ୍କ ମୃତ ଦେହ ଠାବପିଲା ଦିନ ଓ ବର୍ଷାକୁ ନେଇ ଚର୍ଚ୍ଚା, ମିଗ୍ ସହରରେ ବନପ୍ରଭା ସାହିତ୍ୟ ସଂସଦର ଆସର ।
କୋରାପୁଟ,ପ୍ରତିଫଳନ ମିଡ଼ିଆ ହାଲ ସହରାଞ୍ଚଳ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଥିବା ଅନ୍ନପୂର୍ଣ୍ଣା ମଣ୍ଡପରେ ବନପ୍ରଭା ସାହିତ୍ୟ ସଂସଦ ତରଫରୁ ବର୍ଷା କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏହି ଆସରକୁ ଦୁଇଟି ଅଧିବେଶନର ସମାପ୍ତ…
View More ପିଲା ଦିନ ଓ ବର୍ଷାକୁ ନେଇ ଚର୍ଚ୍ଚା, ମିଗ୍ ସହରରେ ବନପ୍ରଭା ସାହିତ୍ୟ ସଂସଦର ଆସର ।
