କୋରାପୁଟ (ପ୍ରତିଫଳନ ମିଡ଼ିଆ ) ଅବିଭକ୍ତ କୋରାପୁଟ ଜିଲ୍ଲାର ଶିକ୍ଷକ ଏଥର ମାରିଲେ ବାଜି। ଜାତୀୟ ସ୍ତରରେ ଚମକିଲେ ମାଳ ଅଞ୍ଚଳର ଶିକ୍ଷକ। ଚଳିତ ବର୍ଷ କୋରାପୁଟ ଓ ମାଲକାନଗିରି ଜିଲ୍ଲାରୁ ଦୁଇ ଜଣଙ୍କୁ…
View More ଜାତୀୟ ସ୍ତରରେ ଚମକିଲେ ଅବିଭକ୍ତ କୋରାପୁଟ ଜିଲ୍ଲାର ଦୁଇ ଶିକ୍ଷକ, ମାଲକାନଗିରିର ବସନ୍ତ କୁମାର ରଣା ଓ କୋରାପୁଟର ତରୁଣ କୁମାର ଦାସ ଏଥର ପାଇବେ ଜାତୀୟ ଶିକ୍ଷକ ପୁରସ୍କାର, ଅବିଭକ୍ତ କୋରାପୁଟ ମାଳ ଅଞ୍ଚଳ ରାଜ୍ୟ ଶିକ୍ଷା ବ୍ୟବସ୍ଥାକୁ ଦେଖାଉଛି ନୂଆ ରାସ୍ତାMonth: August 2025
ନଦୀରେ ଭାସି ନିଖୋଜ ଥିବା ବ୍ୟକ୍ତିଙ୍କ ମୃତ ଦେହ ଠାବ
ଗୁଣୁପୁର (ପ୍ରତିଫଳନ ମିଡ଼ିଆ)ନଦୀ ରେ ଭାସି ନିଖୋଜ ଥିବା ବ୍ୟକ୍ତି ଙ୍କ ମୃତ ଦେହ ଉଦ୍ଧାର ହୋଇଛି | ମୃତ ବ୍ୟକ୍ତି ଜଣଙ୍କ ହେଲେ ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ମେରିଙ୍ଗି ଗାଁ ର…
View More ନଦୀରେ ଭାସି ନିଖୋଜ ଥିବା ବ୍ୟକ୍ତିଙ୍କ ମୃତ ଦେହ ଠାବପିଲା ଦିନ ଓ ବର୍ଷାକୁ ନେଇ ଚର୍ଚ୍ଚା, ମିଗ୍ ସହରରେ ବନପ୍ରଭା ସାହିତ୍ୟ ସଂସଦର ଆସର ।
କୋରାପୁଟ,ପ୍ରତିଫଳନ ମିଡ଼ିଆ ହାଲ ସହରାଞ୍ଚଳ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଥିବା ଅନ୍ନପୂର୍ଣ୍ଣା ମଣ୍ଡପରେ ବନପ୍ରଭା ସାହିତ୍ୟ ସଂସଦ ତରଫରୁ ବର୍ଷା କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏହି ଆସରକୁ ଦୁଇଟି ଅଧିବେଶନର ସମାପ୍ତ…
View More ପିଲା ଦିନ ଓ ବର୍ଷାକୁ ନେଇ ଚର୍ଚ୍ଚା, ମିଗ୍ ସହରରେ ବନପ୍ରଭା ସାହିତ୍ୟ ସଂସଦର ଆସର ।ନାଲକୋ କମ୍ପାନୀକୁ ବିରୋଧ । ସେରୁବନ୍ଧ ପାହାଡ଼ରୁ ଖଣି ଖନନ କରିବାକୁ କଦାପି ସୁଯୋଗ ଦିଆଯିବ ନାହିଁ – ସେରୁବନ୍ଧ ସୁରକ୍ଷା ସମିତି ।
କୋରାପୁଟ, ପ୍ରତିଫଳନ ମିଡ଼ିଆ ସେରୁବନ୍ଧ ଖଣିରୁ ବକ୍ସାଇଟ ଖନନ ପାଇଁ ନାଲକୋ କମ୍ପାନୀକୁ ସେତେଟା ସହଜ ହେବ ନାହିଁ । ସେରୁବନ୍ଧ ସୁରକ୍ଷା ସମିତିର କର୍ମ କର୍ତ୍ତାମାନେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେବା…
View More ନାଲକୋ କମ୍ପାନୀକୁ ବିରୋଧ । ସେରୁବନ୍ଧ ପାହାଡ଼ରୁ ଖଣି ଖନନ କରିବାକୁ କଦାପି ସୁଯୋଗ ଦିଆଯିବ ନାହିଁ – ସେରୁବନ୍ଧ ସୁରକ୍ଷା ସମିତି ।ଶିଶୁ ଶ୍ରମିକ ସମ୍ପର୍କିତ ଡ଼ ସଂଯୁକ୍ତା ମହାରଣାଙ୍କ ପୁସ୍ତକ ଉନ୍ମୋଚିତ🔹 କଳ୍ପନାପ୍ରସୂତ ଠାରୁ ବାସ୍ତବଧର୍ମୀ ସାହିତ୍ୟ ଅଧିକ ଗ୍ରହଣୀୟ 🔹
ଭୁବନେଶ୍ୱର (ପ୍ରତିଫଳନ ମିଡ଼ିଆ ) କଳ୍ପନା ପ୍ରସୂତ ଠାରୁ ବାସ୍ତବଧର୍ମୀ ସାହିତ୍ୟ ଅଧିକ ଗ୍ରହଣୀୟ ଏବଂ ପ୍ରଭାବୀ। ସହଜରେ ଲୋକଙ୍କ ଗ୍ରହଣୀୟତା ହୋଇଥାଏ। ସମାଜ ବିଭିନ୍ନ ସମସ୍ୟା ସାହିତ୍ୟରେ ସ୍ଥାନ ପାଇବା ଆବଶ୍ୟକ। ଏଭଳି…
View More ଶିଶୁ ଶ୍ରମିକ ସମ୍ପର୍କିତ ଡ଼ ସଂଯୁକ୍ତା ମହାରଣାଙ୍କ ପୁସ୍ତକ ଉନ୍ମୋଚିତ🔹 କଳ୍ପନାପ୍ରସୂତ ଠାରୁ ବାସ୍ତବଧର୍ମୀ ସାହିତ୍ୟ ଅଧିକ ଗ୍ରହଣୀୟ 🔹ହଷ୍ଟେଲ ପାଚିକାଙ୍କ ପୁଅ ପାଇଲେ ଏନଆଇଟି◽ ଅଣ୍ଟାମୋଡାରେ ଖୁସିର ଲହରି 🔻 ପିତାମାତା, ମାର୍ଗଦର୍ଶକ ଓ ଶିକ୍ଷକଙ୍କୁ ଦେଲେ ସଫଳତାର ଶ୍ରେୟ
ରାୟଗଡା (ପ୍ରତିଫଳନ ମିଡ଼ିଆ ) ଅଣ୍ଟାମୋଡା ଆବାସିକ ଉଚ୍ଚ ବିଦ୍ୟାଳୟରେ ପାଚିକାଙ୍କ ପୁଅ ପାଇଲା ଏନଆଇଟି। ପ୍ରସିଦ୍ଧ ରାଉରକେଲାର ଏନଆଇଟିରେ ଚଳିତ ବର୍ଷ ମେକାନିକାଲ ଇଞ୍ଜିନିଅର ଭାବେ ନାମ ଲେଖାଇଛନ୍ତି। ଅନୁସୂଚିତ ଜନଜାତି ଓ…
View More ହଷ୍ଟେଲ ପାଚିକାଙ୍କ ପୁଅ ପାଇଲେ ଏନଆଇଟି◽ ଅଣ୍ଟାମୋଡାରେ ଖୁସିର ଲହରି 🔻 ପିତାମାତା, ମାର୍ଗଦର୍ଶକ ଓ ଶିକ୍ଷକଙ୍କୁ ଦେଲେ ସଫଳତାର ଶ୍ରେୟPoor tribal father and mother’s dream of a pucca house is fulfilled because of two-year-old disabled son
Pratiphalan media Rayagada (Odisha): Naleshrao becomes eligible for bonus by building a pucca house under Pradhan Mantri Awas Yojana(Antyodaya) within two months. Naleshrao Mandangi and…
View More Poor tribal father and mother’s dream of a pucca house is fulfilled because of two-year-old disabled sonପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ କମିଶନରଙ୍କ ଗୁଣୁପୁର ଗସ୍ତ💠 ବୁଲିଲେ ମେଡିକାଲ, ବିଦ୍ୟାଳୟ ଓ ଅଙ୍ଗନୱାଡି 💠 ଲାଞ୍ଜିଆ ସଉରା ମାଗିଲେ ସ୍ଵତନ୍ତ୍ର ବ୍ଲକ
ଗୁଣୁପୁର (ପ୍ରତିଫଳନ ମିଡ଼ିଆ ) ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ କମିଶନର ଗିରୀଶ ଏସ ଏନ ଙ୍କ ରାୟଗଡା ଜିଲ୍ଲା ଗସ୍ତ ଅବସରରେ ଆଜି ଗୁଣପୁରର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି। କମିଶନର…
View More ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ କମିଶନରଙ୍କ ଗୁଣୁପୁର ଗସ୍ତ💠 ବୁଲିଲେ ମେଡିକାଲ, ବିଦ୍ୟାଳୟ ଓ ଅଙ୍ଗନୱାଡି 💠 ଲାଞ୍ଜିଆ ସଉରା ମାଗିଲେ ସ୍ଵତନ୍ତ୍ର ବ୍ଲକପକ୍କା ଘର ସ୍ବପ୍ନ ପୂରଣ କଲା ଦୁଇ ବର୍ଷର ଦିବ୍ୟାଙ୍ଗ ପୁଅ🏠 ଦୁଇ ମାସରେ ବାପା ନିର୍ମାଣ କଲେ ଅନ୍ତ୍ୟୋଦୟ ଘର🏠 ପ୍ରଶାସନ ଦେବ ୪୪ହଜାର ଟଙ୍କା ବୋନସ🏠 ଉଦାହରଣ ସୃଷ୍ଟି କଲେ ନାଲେଶରାଓ
ବିଡ଼ିଓ କହିଲେ ଯୋଜନାର ଲାଭ ଉଠାନ୍ତୁ ହିତାଧିକାରୀ, ସେବା ଯୋଗାଇବାକୁ ଆମେ ପ୍ରସ୍ତୁତ ରାମନାଗୁଡ଼ା /ପ୍ରତିଫଳନ ମିଡ଼ିଆ ଛାତ ଘରରେ ରହିବା ସ୍ବପ୍ନ ପୁରଣ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ…
View More ପକ୍କା ଘର ସ୍ବପ୍ନ ପୂରଣ କଲା ଦୁଇ ବର୍ଷର ଦିବ୍ୟାଙ୍ଗ ପୁଅ🏠 ଦୁଇ ମାସରେ ବାପା ନିର୍ମାଣ କଲେ ଅନ୍ତ୍ୟୋଦୟ ଘର🏠 ପ୍ରଶାସନ ଦେବ ୪୪ହଜାର ଟଙ୍କା ବୋନସ🏠 ଉଦାହରଣ ସୃଷ୍ଟି କଲେ ନାଲେଶରାଓଆଦିବାସୀଙ୍କ ପାଇଁ ସକ୍ରିୟ ହେଉଛନ୍ତି – ନାଚିକା ଲିଙ୍ଗା !
ପ୍ରତିଫଳନ ମିଡ଼ିଆ ଆବାସ ଘର ନିର୍ମାଣ ରାଶି 3ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ମୂଖ୍ୟମନ୍ତ୍ରୀ ଙ୍କୁ ନିବେଦନ କଲେ ଆଦିବାସୀ ନେତା ନାଚିକା ଲିଙ୍ଗା ନାରାୟଣପାଟଣା ବ୍ଲକ ବୋରିଗୀ ପଞ୍ଚାୟତ ଲୋକେ ଯୋଜନାର ସୁଫଳ…
View More ଆଦିବାସୀଙ୍କ ପାଇଁ ସକ୍ରିୟ ହେଉଛନ୍ତି – ନାଚିକା ଲିଙ୍ଗା !
