ପ୍ରତିଫଳନ ମିଡ଼ିଆ ଓଡ଼ିଶାର କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ଶୁଭ ଖବର । ସାମ୍ବାଦିକଙ୍କ ବୃତ୍ତିଗତ ସୁରକ୍ଷା ପାଇଁ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି…
View More ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମ୍ବାଦିକଙ୍କସହ କଲେ ଆଲୋଚନା।ଦାବୀ ପୂରଣ କରାଯିବ ବୋଲି ଦେଲେ ଆଶ୍ଵାସନା।Month: August 2025
୬୫୦ ଶଯ୍ୟା ବିଶିଷ୍ଟ କୋରାପୁଟ ମେଡିକାଲ କଲେଜ୍ ହସପିଟାଲ କୋଠାର ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ🔹 କହିଲେ କୋରାପୁଟରେ ହେଵ କ୍ୟାନ୍ସର ହସପିଟାଲ ଓ ନବରଙ୍ଗପୁରରେ ହେଵ ମେଡିକାଲ କଲେଜ🔹ସାଧାରଣରେ ଖୁସିର ଲହରୀ
କୋରାପୁଟ (ପ୍ରତିଫଳନ ମିଡ଼ିଆ ) ଆଦିବାସୀ ଅଞ୍ଚଳର ଲୋକଙ୍କୁ ମିଳିବ ଭଲ ଚିକିତ୍ସା । ଅବିଭକ୍ତ କୋରାପୁଟ ଜିଲ୍ଲାର ସ୍ବାସ୍ଥ୍ୟ ସେବାରେ ଅଧିକ ଉନ୍ନତ ଆସିବ । ଶଯ୍ୟା ପାଇଁ ରୋଗୀଙ୍କୁ ଅସୁବିଧା ହେବ…
View More ୬୫୦ ଶଯ୍ୟା ବିଶିଷ୍ଟ କୋରାପୁଟ ମେଡିକାଲ କଲେଜ୍ ହସପିଟାଲ କୋଠାର ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ🔹 କହିଲେ କୋରାପୁଟରେ ହେଵ କ୍ୟାନ୍ସର ହସପିଟାଲ ଓ ନବରଙ୍ଗପୁରରେ ହେଵ ମେଡିକାଲ କଲେଜ🔹ସାଧାରଣରେ ଖୁସିର ଲହରୀକୋରାପୁଟ ଜିଲ୍ଲାବାସୀଙ୍କ ହୃଦୟ ଜିତିଲେ ମୁଖ୍ୟମନ୍ତ୍ରୀ🔹ଓପିଡିରେ ଠିଆ ହୋଇ ରୋଗୀ ସେବାର କଲେ ପ୍ରତ୍ୟକ୍ଷ ଅନୁଧ୍ୟାନ🔹ପ୍ରଶାସକ, ନେତା ଓ ଜନତା ହେଲେ ତାଟକା
୨୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୬୫୦ ଶଯ୍ୟା ମେଡିକାଲ କୋଠାର କଲେ ଶୁଭ ଉଦଘାଟନ କୋରାପୁଟ (ପ୍ରତିଫଳନ ମିଡ଼ିଆ ) ପୁଣି ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ପ୍ରମାଣିତ କଲେ। ଆଜି…
View More କୋରାପୁଟ ଜିଲ୍ଲାବାସୀଙ୍କ ହୃଦୟ ଜିତିଲେ ମୁଖ୍ୟମନ୍ତ୍ରୀ🔹ଓପିଡିରେ ଠିଆ ହୋଇ ରୋଗୀ ସେବାର କଲେ ପ୍ରତ୍ୟକ୍ଷ ଅନୁଧ୍ୟାନ🔹ପ୍ରଶାସକ, ନେତା ଓ ଜନତା ହେଲେ ତାଟକାଆଦିବାସୀଙ୍କ ସୁରକ୍ଷା,ସାମାଜିକ ଓ ଅର୍ଥନୈତିକ ସ୍ଥିତି ସୁଦୃଢ଼ କରିବାକୁ ଦାବି,ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୨ ଦଫା ଦାବିପତ୍ର ପ୍ରଦାନ
ପ୍ରତିଫଳନ ମିଡ଼ିଆ ଓଡିଶା ଆଦିବାସୀ ମଞ୍ଚ ପକ୍ଷରୁ ବିଶ୍ବ ଆଦିବାସୀ ଦିବସ ପାଳିତ ମଞ୍ଚ ଉପରେ କେହି ଅତିଥି ବସିନଥିଲେ । ହେଲେ ଆଦିବାସୀ ଭାଷା ସଂସ୍କୃତିର ସୁରକ୍ଷା ,ପରମ୍ପରା ଉପରେ ପ୍ରଚାର ପ୍ରସାର…
View More ଆଦିବାସୀଙ୍କ ସୁରକ୍ଷା,ସାମାଜିକ ଓ ଅର୍ଥନୈତିକ ସ୍ଥିତି ସୁଦୃଢ଼ କରିବାକୁ ଦାବି,ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୨ ଦଫା ଦାବିପତ୍ର ପ୍ରଦାନବଡ଼ ହୃଦୟ ଦେଖାଇଲେ ମୁଖ୍ୟମନ୍ତ୍ରୀ, ଲୋକେ ମାଗିଥିଲେ ଦିନବେଳା ଭୁବନେଶ୍ୱରକୁ ଟ୍ରେନ, ମୁଖ୍ୟମନ୍ତ୍ରୀ ଘୋଷଣା କଲେ ଖୁଵ ଶୀଘ୍ର ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ
ରାୟଗଡା (ପ୍ରତିଫଳନ ମିଡ଼ିଆ ) ମୁଖ୍ୟମନ୍ତ୍ରୀଙ୍କ ସତରେ ବଡ଼ ହୃଦୟ। ଅଳ୍ପ ମାଗିଲେ ଢାଳି ଦିଅନ୍ତି ଅନେକ। ଏମିତି ଏକ ହୃଦୟ ଖୋଲା ଖବର ଆଜି ରକ୍ଷା ବନ୍ଧନ ଅବସରରେ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଅବିଭକ୍ତ…
View More ବଡ଼ ହୃଦୟ ଦେଖାଇଲେ ମୁଖ୍ୟମନ୍ତ୍ରୀ, ଲୋକେ ମାଗିଥିଲେ ଦିନବେଳା ଭୁବନେଶ୍ୱରକୁ ଟ୍ରେନ, ମୁଖ୍ୟମନ୍ତ୍ରୀ ଘୋଷଣା କଲେ ଖୁଵ ଶୀଘ୍ର ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସଜନଜାତି ଦିବସରେ ଗୀତ ଗାଇଲେ ଡ଼ଙ୍ଗରିଆ ଯୁବକ, ୟୁ ଟ୍ୟୁବରେ ଟ୍ରେଣ୍ଡ କରୁଛି ଗୀତ
ରାୟଗଡା (ପ୍ରତିଫଳନ ମିଡ଼ିଆ ) ଆଜି ବିଶ୍ଵ ଜନଜାତି ଦିବସ। ସବୁଠାରେ ଜନଜାତି ଭାଇଭଉଣୀମାନେ ହର୍ଷ ଉଲ୍ଲାସର ସହ ପାଳନ କରୁଛନ୍ତି ଜନଜାତି ଦିବସ। ନିଜର ଭାବନା, ଆବେଗକୁ ନାଚ ଗୀତ ସମାବେଶ ଜରିଆରେ…
View More ଜନଜାତି ଦିବସରେ ଗୀତ ଗାଇଲେ ଡ଼ଙ୍ଗରିଆ ଯୁବକ, ୟୁ ଟ୍ୟୁବରେ ଟ୍ରେଣ୍ଡ କରୁଛି ଗୀତକୋରାପୁଟ ମାଟିରେ ଭାଇ ଭଉଣୀ ହର୍ଷ ଗଦଗଦ, ଭଉଣୀମାନେ ମୁଖ୍ୟମନ୍ତ୍ରୀଙ୍କୁ ବାନ୍ଧିଲେ ରାକ୍ଷୀ, ଭାଇ ଦେଲେ ଶୁଭଦ୍ରା ତୃତୀୟ କିସ୍ତି
ନିଆରା ପରମ୍ପରା ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ, ରାଜଧାନୀ ଠାରୁ ଦୂରରେ ଭଉଣୀମାନଙ୍କ ଗହଣରେ ପାଳିଲେ ରକ୍ଷା ବନ୍ଧନ କୋରାପୁଟ (ପ୍ରତିଫଳନ ମିଡ଼ିଆ ) ଭାଇ ଓ ଭଉଣୀଙ୍କ ମିଳନର ସ୍ଥଳ ପାଲଟିଛି କୋରାପୁଟ। କୋରାପୁଟର…
View More କୋରାପୁଟ ମାଟିରେ ଭାଇ ଭଉଣୀ ହର୍ଷ ଗଦଗଦ, ଭଉଣୀମାନେ ମୁଖ୍ୟମନ୍ତ୍ରୀଙ୍କୁ ବାନ୍ଧିଲେ ରାକ୍ଷୀ, ଭାଇ ଦେଲେ ଶୁଭଦ୍ରା ତୃତୀୟ କିସ୍ତିହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମାରକ ଉଦ୍ୟାନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ, ପ୍ରତିମୂର୍ତ୍ତି ଉନ୍ମୋଚିତ
ଜୟପୁର (ପ୍ରତିଫଳନ ମିଡ଼ିଆ ) ଓଡ଼ିଶାର ବିଶିଷ୍ଟ ରାଜନେତା ଆଦିବାସୀ, ଚାଷୀ, ମୂଲିଆ, ଶ୍ରମିକଙ୍କ ସଂଗ୍ରାମୀ ସାଥୀ ଉତ୍କଳ ସମ୍ମିଳନୀର ପ୍ରାକ୍ତନ ସଭାପତି, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କର ପ୍ରତିମୂର୍ତି ଜୟପୁର ଠାରେ…
View More ହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମାରକ ଉଦ୍ୟାନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ, ପ୍ରତିମୂର୍ତ୍ତି ଉନ୍ମୋଚିତକୃଷ୍ଣଚନ୍ଦ୍ର ଗଜପତିଙ୍କ ପୂର୍ଣ୍ଣାଙ୍ଗ ଦଣ୍ଡାୟମାନ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ପୌର ପ୍ରଶାସନ ନିକଟରେ ଦାବି ରଖିଲା ଉତ୍କଳ ସମ୍ମିଳନୀ
ପ୍ରତିଫଳନ ମିଡ଼ିଆ ଓଡ଼ିଆ ଭାଷା ଭାଷୀ ଅଞ୍ଚଳକୁ ଏକତ୍ରୀକରଣ କରି ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ପ୍ରମୁଖ ବିନ୍ଧାଣି କୃଷ୍ଣ ଚନ୍ଦ୍ର ଗଜପତିଙ୍କ ନୂତନ ଭାବେ ପୂର୍ଣ୍ଣାଙ୍ଗ ଦଣ୍ଡାୟମାନ ପୂର୍ବାଭିମୁଖୀ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ…
View More କୃଷ୍ଣଚନ୍ଦ୍ର ଗଜପତିଙ୍କ ପୂର୍ଣ୍ଣାଙ୍ଗ ଦଣ୍ଡାୟମାନ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ପୌର ପ୍ରଶାସନ ନିକଟରେ ଦାବି ରଖିଲା ଉତ୍କଳ ସମ୍ମିଳନୀମୃତ ଶିକ୍ଷକଙ୍କୁବି ଛାଡ଼ୁ ନାହିଁ ଲାଞ୍ଚୁଆ କିରାଣୀ,ବକେୟା ବିଲ କରିବାକୁ ନେଉଥିଲେ ଟଙ୍କା,ଲାଞ୍ଚୁଆ କିରାଣୀ ସମ୍ବିତ ତ୍ରିପାଠୀ କୁ ଧରିଲା ଭିଜିଲାନସ୍ ।
ପ୍ରତିଫଳନ ମିଡ଼ିଆ ଧର୍ମ ସହିଲା ନାହିଁ । ଭିଜିଲାନସ୍ ହାତରେ ଧରି ପଡ଼ିଲେନନ୍ଦପୂର୍ ବ୍ଲକ୍ ଶିକ୍ଷାଧକାରୀଙ୍କ କାର୍ଯ୍ୟାଳୟର କିରାଣୀ ସମ୍ବିତ ତ୍ରିପାଠୀ । ମୃତ ଶିକ୍ଷକଙ୍କ ଏରିଅର ବିଲ କରିବାକୁ ୩୦ ହଜାର ଟଙ୍କାଲାଞ୍ଚ…
View More ମୃତ ଶିକ୍ଷକଙ୍କୁବି ଛାଡ଼ୁ ନାହିଁ ଲାଞ୍ଚୁଆ କିରାଣୀ,ବକେୟା ବିଲ କରିବାକୁ ନେଉଥିଲେ ଟଙ୍କା,ଲାଞ୍ଚୁଆ କିରାଣୀ ସମ୍ବିତ ତ୍ରିପାଠୀ କୁ ଧରିଲା ଭିଜିଲାନସ୍ ।
