ରାୟଗଡା (ପ୍ରତିଫଳନ ମିଡ଼ିଆ)
ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଗ୍ରାମ୍ୟ ନିର୍ମାଣ ବିଭାଗୀୟ କାର୍ଯ୍ୟାଳୟ ପରିସରରୁ କର୍ମରତ 4ର୍ଥ ଶ୍ରେଣୀ କର୍ମଚାରୀଙ୍କ ମୃତ ଦେହ ଠାବ । ମୃତକ ହେଲେ ଅଜାମ୍ୱିଳ ସାହାଣୀ । ତାଙ୍କ ମୃତ ଦେହ ଉଦ୍ଧାର କରା ଯାଇଛି । ଘଟଣା ସ୍ଥଳରେ ବିଭାଗୀୟ ଯନ୍ତ୍ରୀଙ୍କ ସମେତ ଚନ୍ଦ୍ରପୁର ପୋଲିସ ଓ scientific ଦଳ ପହଞ୍ଚି ତଦନ୍ତ ଆରମ୍ଭ କରୁଛି। ଏହା ଆତ୍ମହତ୍ୟା ନା ହତ୍ୟା ପୋଲିସ ସେ ଦିଗରେ ତଦନ୍ତ କରୁଛି ।