ଗଂଜେଇ ଜବତ, ଦୁଇ ଗିରଫ

ଗୁଣପୁର (ପ୍ରତିଫଳନ ମିଡ଼ିଆ )

ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ରାୟଗଡା ଜିଲ୍ଲା ଗୁଣପୁର ଅବକାରୀ ପୋଲିସ | ଦୁଇ ଜଣଙ୍କୁ ଠାରୁ ଦୁଇଟି ବ୍ୟାଗ୍ ରେ ଥିବା 12 କେଜି 740 ଗ୍ରାମ ଗଞ୍ଜେଇ ଜବତ ଗିରଫ | ଗିରଫ ବ୍ୟକ୍ତି ହେଲେ ବିହାର ରାଜ୍ଯ ମୁଜାଫର ଥାନା ଅଞ୍ଚଳ ର 24 ବର୍ଷୀୟ ବିକ୍ରମ କୁମାର ସହାନି ଓ ତରୀଆନି ଥାନା ଅଞ୍ଚଳର 32 ବର୍ଷୀୟ ଲକ୍ଷ୍ମୀ ଚନ୍ଦ୍ରା ଦେବୀ | ଗୁଣପୁର ରେଳ ଷ୍ଟେସନ ନିକଟରୁ ଧରିଥିଲା |

Spread the love