ପ୍ରତିଫଳନ ମିଡ଼ିଆ
କୋରାପୁଟ_ଜୟପୁର ରେଳ ପଥର ଜରଟି ଓ ମଲିଗୁଡ଼ା ମଧ୍ୟରେ 208କିମି ନିକଟରେ ରେଳ ଧାରଣା ଉପରେ ପାହାଡ଼ରୁ ପଥର ଓ ମାଟି ଖସି ରେଳ ଚଳା ଚଳ ବନ୍ଦ । 3 ତାରିଖ ପର୍ଯ୍ୟନ୍ତ 8 ଟି ଟ୍ରେନକୁ ବାତିଲ କରିଛି ରେଳ ବିଭାଗ । କୋରାପୁଟ ଷ୍ଟେସନ୍ ରୁ ସମସ୍ତ ଟ୍ରେନ ଚଳା ଚଳ କରିବ। କୋରାପୁଟ ରୁ ଜୟପୁର,ଜଗଦଲ ପୁର ଅଭିମୁଖେ ଟ୍ରେନ ଚଳା ଚଳ କରିବ ନାହିଁ ।ରେଳ ବିଭାଗ ସୂଚନା ଦେଇଛି ।ରେଳ ଧାରଣାରୁ ମାଟି ପଥର ହଟାଇବା ଉଧାର କାର୍ଯ୍ୟ ଜାରି ରହିଛି ।

ଜଗଦଲପୁର ଆସୁଥୁବା ହୀରାଖଣ୍ଡ ଟ୍ରେନ, ରାଉରକେଲା ଟ୍ରେନ,ବିଶାଖା ପାଟଣା ପାସି ଞ୍ଜର ଟ୍ରେନ ଓ ବିଶାଖାପାଟଣା ରାତ୍ରୀକାଳୀନ ଏକସ୍ପ୍ରେସ ଟ୍ରେନ କିରଣ୍ଡଲ ଓ ଜଗଦଲପୁର ରେ ଅଟକି ରହିଛି ।

