ପଦ୍ମପୁର (ପ୍ରତିଫଳନ ମିଡ଼ିଆ )
ବାଲେଶ୍ୱରଫକୀରମୋହନସ୍ୱୟଂଶାସିତମହବିଦ୍ୟାଳୟ ର ଛାତ୍ରୀ ସୌମ୍ୟାଶ୍ରୀଙ୍କ ବିୟୋଗରେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପଦ୍ମପୁର ଏଭିବିପି ତରଫରୁ ଶୋକସଭା ପାଳନ କରାଯାଇଥିଲା।
ଏହା ପଦ୍ମପୁର ସୁନାରିଘାଇ ଛକ ନିକଟସ୍ଥ ଖିଲାମୁଣ୍ଡା ମନ୍ଦିର ପ୍ରାଙ୍ଗଣରେ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ରୁଦ୍ର, ରାକେଶ, ଜଗନ୍ନାଥ, ନଚିକେତା ସାହୁଙ୍କ ସହ ଅନେକ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ ଅନ୍ୟାନ୍ୟ ସଦସ୍ୟ ଯୋଗ ଦେଇଥିଲେ।

