ଭୁବନେଶ୍ଵର ପ୍ରତିଫଳନ ମିଡ଼ିଆ ଲୋକଙ୍କୁ ଠକୁଥୁଲେ ,ହଇରାଣ କରୁଥିଲେ । ଅଭିଯୋଗ କଲେ ମଧ୍ୟ ଲାଞ୍ଚୁଆ କନିଷ୍ଠ ରାଜସ୍ୱ ସହାୟକଙ୍କୁ ସୁଧାରିବାରେ ଭୁବନେଶ୍ୱର ଉପ ଜିଲ୍ଲାପାଳ ବା ଉପରିସ୍ଥ ଅଧିକାରୀ କିଛି କରୁନଥିଲେ। ଲୋକେ…
View More 30ହଜାର ଟଙ୍କା ଲାଞ୍ଚ ନେଉଥିଲେ , ଲାଞ୍ଚୁଆ କନିଷ୍ଠ ରାଜସ୍ବ ସହାୟକ ସୌରଭ ତ୍ରିପାଠିକୁ ଧରିଲା ଭିଜିଲାନସ୍ ।Author: Keerti chandra Sahu
ଫିଲ୍ମ ରେଏଡ2 ଷ୍ଟାଇଲରେ ଭିଜିଲାନସର ଚଢାଉ, ଟଙ୍କାଖିଆ ରେଞ୍ଜର ରାମଚନ୍ଦ୍ରଙ୍କ ଜଙ୍ଗଲ ରାଜର ଖୋଲିଲା ପେଢ଼ି, ଲୁଟିଛନ୍ତି ପୁଳା ପୁଳା ଟଙ୍କା,ସମ୍ପତ୍ତି ଦେଖି ଭିଜିଲାନ୍ସ ତଟସ୍ଥ।
ଜୟପୁର ପ୍ରତିଫଳନ ମିଡ଼ିଆ ମୋହନ ମାଝୀ ସରକାରଙ୍କ ଭିଜିଲାନସ୍ ବଡ ସକ୍ରିୟ। ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କୁ ଖୋଜି ଖୋଜି ଧରୁଛି । ରାମଚନ୍ଦ୍ରଙ୍କ ଘରୁ ଜବତ କରିଛି କୋଟି କୋଟି ଟଙ୍କାର ନୋଟ ,…
View More ଫିଲ୍ମ ରେଏଡ2 ଷ୍ଟାଇଲରେ ଭିଜିଲାନସର ଚଢାଉ, ଟଙ୍କାଖିଆ ରେଞ୍ଜର ରାମଚନ୍ଦ୍ରଙ୍କ ଜଙ୍ଗଲ ରାଜର ଖୋଲିଲା ପେଢ଼ି, ଲୁଟିଛନ୍ତି ପୁଳା ପୁଳା ଟଙ୍କା,ସମ୍ପତ୍ତି ଦେଖି ଭିଜିଲାନ୍ସ ତଟସ୍ଥ।IASଙ୍କ ବଦଳି,ରୁପା ରୋଶନ ସାହୁ ହେଲେ ରାଜ୍ୟପାଳଙ୍କ ସଚିବ, କୀର୍ତିୱାସନ୍ ହେଲେ ଗଞ୍ଜାମ ଜିଲ୍ଲାପାଳ, ୧୬ ଜିଲ୍ଲାକୁ ନୂଆ ଜିଲ୍ଲାପାଳ ।
ଭୁବନେଶ୍ବର ପ୍ରତିଫଳନ ମିଡ଼ିଆ ସଚିବ ଓ ଜିଲ୍ଳାପାଳ ସ୍ତରରେ ଅଦଳବଦଳ କରିଛନ୍ତି ସରକାର ।IAS ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ।ପ୍ରଶାସନକୁ ଅଧିକ ଲୋକାଭିମୁଖୀ ଓ ପ୍ରଭାବୀ କରିବା ପାଇଁ ଦକ୍ଷତା କୁ…
View More IASଙ୍କ ବଦଳି,ରୁପା ରୋଶନ ସାହୁ ହେଲେ ରାଜ୍ୟପାଳଙ୍କ ସଚିବ, କୀର୍ତିୱାସନ୍ ହେଲେ ଗଞ୍ଜାମ ଜିଲ୍ଲାପାଳ, ୧୬ ଜିଲ୍ଲାକୁ ନୂଆ ଜିଲ୍ଲାପାଳ ।ଗୋମାତାଙ୍କ ଉପରେ ଚଡ଼କ ଗାଈ ମୃତ୍ୟୁ,ଗାଈ ଚରାଳି ମହିଳା ଗୁରୁତର ।
ପଦ୍ମପୁର (ପ୍ରତିଫଳନ ମିଡ଼ିଆ ) ଗାଈ ଚରୁଥିଲା ଚଡକ ପଡ଼ିଗଲା | ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ମାଳତିପୁର ମୁଖ୍ୟ କେନାଲ ନିକଟରେ ଖସିଲା ବଜ୍ରାଘାତ | ବଜ୍ରାଘାତରେ ଗୋଟିଏ ଗାଈ ମୃତ ହୋଇଛି।…
View More ଗୋମାତାଙ୍କ ଉପରେ ଚଡ଼କ ଗାଈ ମୃତ୍ୟୁ,ଗାଈ ଚରାଳି ମହିଳା ଗୁରୁତର ।ଦୁଷ୍କର୍ମ ଅଭିଯୋଗରେ କଂଗ୍ରେସ ଛାତ୍ର ନେତା ଜେଲରେ, ବେକ ଫୁଟରେ କଂଗ୍ରେସ
ଭୁବନେଶ୍ୱର ( ପ୍ରତିଫଳନ ମିଡ଼ିଆ) ଚାରି ମାସ ପୂର୍ବରୁ ଘଟିଛି ଘଟଣା। ସାହସ କରି ପାରୁ ନଥିଲେ ପୀଡିତା। ଛାତ୍ର ନେତାଙ୍କ ନାଲି ଆଖିରେ ଚୁପ ହୋଇଥିଲେ। ରାଜ୍ୟ ସରକାରଙ୍କ ଏକ୍ସନ ମୁଡ଼ ଦେଖି…
View More ଦୁଷ୍କର୍ମ ଅଭିଯୋଗରେ କଂଗ୍ରେସ ଛାତ୍ର ନେତା ଜେଲରେ, ବେକ ଫୁଟରେ କଂଗ୍ରେସସ୍ଥିତି ପାଇଁ ସଂଗ୍ରାମ, ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ଚାଲିଛି କସରତ, ବିରୋଧୀଙ୍କ ଆକ୍ରମଣ ମୋହନଙ୍କ ପାଇଁ ସୃଷ୍ଟି ହେଉଛି ଅନୁକମ୍ପା
ବିଗତ ଦିନର ମହିଳା ନିର୍ଯ୍ୟାତନାକୁ ଚାପୁଥିଲେ, ଏବେ ଏକ୍ସନ ମୁଡ଼ରେ ବିଜେପି ସରକାର ଭୁବନେଶ୍ୱର (ପ୍ରତିଫଳନ ମିଡ଼ିଆ) ଗତକିଛି ଦିନ ଧରି ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ଓଡିଶା ରାଜନୀତିରେ ଦୁଇ ବିରୋଧୀ ଦଳ ରୋଟି…
View More ସ୍ଥିତି ପାଇଁ ସଂଗ୍ରାମ, ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ଚାଲିଛି କସରତ, ବିରୋଧୀଙ୍କ ଆକ୍ରମଣ ମୋହନଙ୍କ ପାଇଁ ସୃଷ୍ଟି ହେଉଛି ଅନୁକମ୍ପାଜଙ୍ଗଲ ଅଧିକାରୀଙ୍କ ଜମି ନିଶା, ୧୧୫ଟି ପ୍ଲଟର ମାଲିକ, ଫାଇଭ ଷ୍ଟାର ହଟେଲ ଭଳି ଘର
ଭୁବନେଶ୍ୱର (ପ୍ରତିଫଳନ ମିଡ଼ିଆ ) ନଗଦ ରଖିଲେ ରିକ୍ସ ବେଶୀ। ସୁନା ଅଳଙ୍କାର ରଖିଲେ ଚୋରି ହେବାର ଭୟ। ଅନୈତିକ ଅର୍ଜିତ ଟଙ୍କାକୁ ସାଇତି ରଖିବା ଲାଗି ମାଷ୍ଟର ମାଇଣ୍ଡ କରିଥିଲେ ଡିଏଫଓ ନିତ୍ୟାନନ୍ଦ…
View More ଜଙ୍ଗଲ ଅଧିକାରୀଙ୍କ ଜମି ନିଶା, ୧୧୫ଟି ପ୍ଲଟର ମାଲିକ, ଫାଇଭ ଷ୍ଟାର ହଟେଲ ଭଳି ଘରଜ୍ଞାନଲୋକ ଦ୍ୱିତୀୟ ଛାତ୍ରବୃତ୍ତି ପୁରସ୍କାର ସମାରୋହ
ରାୟଗଡା ( ପ୍ରତିଫଳନ ମିଡ଼ିଆ) ଶିକ୍ଷାବର୍ଷ 2025-26 ପାଇଁ ଜ୍ଞାନଲୋକ ଟ୍ରଷ୍ଟର ଦ୍ୱିତୀୟ ଛାତ୍ରବୃତ୍ତି ପୁରସ୍କାର ସମାରୋହ ଆସିଷ୍ଟ ଚିଲଡ୍ରେନ ହୋମ, ରାୟଗଡା ଠାରେ ସଫଳତାର ସହିତ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ, ଦୁଇ…
View More ଜ୍ଞାନଲୋକ ଦ୍ୱିତୀୟ ଛାତ୍ରବୃତ୍ତି ପୁରସ୍କାର ସମାରୋହଭିଜିଲାନସ୍ ଜାଲରେ କେନ୍ଦୁଝର କେନ୍ଦୁଲିଫ ଡିଏଫଓ ନିତ୍ୟାନନ୍ଦ ନାୟକ ।
କେନ୍ଦୁଝର (ପ୍ରତିଫଳନ ମିଡ଼ିଆ) ରାଜ୍ୟରେ ଭିଜିଲାନସ ବିଭାଗ ବହୁତ ପ୍ରଭାବୀ ଢଙ୍ଗରେ କାମ କରୁଥିବା ଦୃଷ୍ଟି ଗୋଚର ହେଉଛି। କାହାରିକୁ ଛାଡ଼ୁ ନାହିଁ ଭିଜିଲାନସ। ତଳିଆ କର୍ମଚାରୀଙ୍କ ଠାରୁ ଆରମ୍ଭ କରି IAS,OAS,OFS ସମସ୍ତ…
View More ଭିଜିଲାନସ୍ ଜାଲରେ କେନ୍ଦୁଝର କେନ୍ଦୁଲିଫ ଡିଏଫଓ ନିତ୍ୟାନନ୍ଦ ନାୟକ ।ଗୋ ମାତାଙ୍କ ଉପରେ ଚଡକ, ମରିଗଲେ ୬ଟି ବଳଦ,ଗୋଟାଏ ଗାଈ, ଜଗୁଆଳି ଗୁରୁତର ।
ପ୍ରତିଫଳନ ମିଡ଼ିଆ ମୃତ ଗୋରୁ ପାଳକଙ୍କୁ କ୍ଷତି ପୁରଣ ଓ ଆହତ ଗୋରୁଙ୍କୁ ଚିକିତ୍ସା ଯୋଗାଇଦେବାକୁ ସରପଞ୍ଚଙ୍କ ନିବେଦନ । ବର୍ଷା ସମୟରେ ଗଛ ତଳେ ଆଶ୍ରୟ ନେବା ବିପଦ ଘଟୁଛି।ଚଡକ ପଡ଼ି ବହୁ…
View More ଗୋ ମାତାଙ୍କ ଉପରେ ଚଡକ, ମରିଗଲେ ୬ଟି ବଳଦ,ଗୋଟାଏ ଗାଈ, ଜଗୁଆଳି ଗୁରୁତର ।
