ପ୍ରତିଫଳନ ମିଡ଼ିଆ ୫ଯୋଡ଼ା ଟ୍ରେନକୁ ବାତିଲ କରିଛି ରେଳ ବିଭାଗ । କୋରାପୁଟରୁ ଜଗଦଲପୁରକୁ ୨ତାରିଖରୁ ରେଳ ଚଳା ଚଳ ବନ୍ଦ ରହିଛି । ବିଶାଖାପାଟଣା,ରାଉରକେଲା, ହାୱଡା ,ଭୁବନେଶ୍ୱର ରୁ ଆସୁଥିବା ରେଳ ଗୁଡ଼ିକ…
View More କୋରାପୁଟରୁ ଜଗଦଳପୁରକୁ କେବେ ଚାଲିବ ଟ୍ରେନ ? ଟ୍ରେନ ଚଳା ଚଳରେ ଅନିଶ୍ଚିତତା. ଦିନ ଘୁଞ୍ଚାଇ ଚାଲିଛି ରେଳ ବିଭାଗ.Author: Keerti chandra Sahu
ଜିଆଇଇଟି ବିଶ୍ୱବିଦ୍ୟାଳୟ ଓ ସର୍ଭିସ୍ ନାଓ କମ୍ପାନୀ ମଧ୍ୟରେ ଏକାଡେମିକ୍ ପାର୍ଟନର ଭାବେ ଅନୁବନ୍ଧିତ
ଗୁଣୁପୁର (ପ୍ରତିଫଳନ ମିଡ଼ିଆ ) – ଆଜି ସ୍ଥାନୀୟ ଜିଆଇଇଟି ବିଶ୍ୱବିଦ୍ୟାଳୟ ପରିସରର ମେଗା ଅଡିଟୋରିମରେ ସର୍ଭିସ୍ ନାଓ କମ୍ପାନୀ ଓ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକାଡେମିକ୍ ପାର୍ଟନର ଭାବେ…
View More ଜିଆଇଇଟି ବିଶ୍ୱବିଦ୍ୟାଳୟ ଓ ସର୍ଭିସ୍ ନାଓ କମ୍ପାନୀ ମଧ୍ୟରେ ଏକାଡେମିକ୍ ପାର୍ଟନର ଭାବେ ଅନୁବନ୍ଧିତଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳିତ.ଗଛ ଲଗାଇ ସ୍ମରଣୀୟ କଲେ ଛାତ୍ର ଛାତ୍ରୀ.
ପ୍ରତିଫଳନ ମିଡ଼ିଆ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ, ଜଣେ ଶିକ୍ଷାବିତ୍, ଦୂରଦୃଷ୍ଟିସମ୍ପନ୍ନ ନେତା, ମହାନ ରାଷ୍ଟ୍ରବାଦୀ ଚିନ୍ତା ନାୟକ ଥିଲେ ।ତାଙ୍କର ୧୨୫ତମ ଜନ୍ମବାର୍ଷିକୀ ଛାତ୍ର ଛାତ୍ରୀଙ୍କ ଗହଣରେ ମହା ସମାରୋହରେ ପାଳିତ ହୋଇଯାଇଛି…
View More ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳିତ.ଗଛ ଲଗାଇ ସ୍ମରଣୀୟ କଲେ ଛାତ୍ର ଛାତ୍ରୀ.୧୦୬୪ର କମାଲ…. ଲାଞ୍ଚୁଆ ପଶୁଡାକ୍ତର ଓ ସହଯୋଗୀ ଡାଟାଏଣ୍ଟ୍ରି ଅପରେଟରକୁ ଧରିଲା ଭିଜିଲାନସ୍
ସମ୍ବଲପୁର (ପ୍ରତିଫଳନ ମିଡ଼ିଆ) ବ୍ରୋଏଲର କୁକୁଡ଼ା ଫାର୍ମ ସବସିଡି ପ୍ରଦାନ କରିବା ପାଇଁ ୫,୦୦୦ ଟଙ୍କା ଲାଞ୍ଚ ନେଉ ଥୁଲେ ,ଧରିଲା ଭିଜିଲାନସ୍।ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ପଶୁ ଚିକିତ୍ସା ଅଧିକାରୀ – ପଶୁ…
View More ୧୦୬୪ର କମାଲ…. ଲାଞ୍ଚୁଆ ପଶୁଡାକ୍ତର ଓ ସହଯୋଗୀ ଡାଟାଏଣ୍ଟ୍ରି ଅପରେଟରକୁ ଧରିଲା ଭିଜିଲାନସ୍କୋରାପୁଟରେ ବଟ ବୃକ୍ଷ ପୋତିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ମନ୍ତ୍ରୀ, ସାଂସଦ , ବିଧାୟକ ଓ ପ୍ରଶାସକଙ୍କ ମହା ସଙ୍ଗମ
ଜିଲ୍ଲାପାଳ, ଡିଆଇଜି,ଏସପି, ଡିଏଫଓ ,ଛାତ୍ର ଛାତ୍ରୀ ଓ ସ୍ଵଂୟ ସହାୟକ ଗୋଷ୍ଠୀ ମହିଳା ବି ଲଗାଇଲେ ଗଛ କୋରାପୁଟ (ପ୍ରତିଫଳନ ମିଡ଼ିଆ ) ଝିପି ଝିପି ବର୍ଷା ସାଂଗକୁ କୋହଲା ପାଗ । କୋରାପୁଟର…
View More କୋରାପୁଟରେ ବଟ ବୃକ୍ଷ ପୋତିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ମନ୍ତ୍ରୀ, ସାଂସଦ , ବିଧାୟକ ଓ ପ୍ରଶାସକଙ୍କ ମହା ସଙ୍ଗମଶାବର ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ରକୁ ଦିନ ବେଳା ଶାବରୀ ଏକ୍ସପ୍ରେସର ପ୍ରଚଳନ ଓ NH-16 ଚିଲକାପାଲମ୍ ରୁ NH-26 ଭବାନୀପାଟଣା (ଓଡିଶା) ପର୍ଯ୍ୟନ୍ତ NH-326 ଜାତୀୟ ରାଜପଥର କାର୍ଯ୍ୟାରମ୍ଭ ପାଇଁ ଦାବୀ ରଖିଲେ ରାୟଗଡ଼ ନାଗରିକ ମଞ୍ଚ, ମନ୍ତ୍ରୀ କହିଲେ ଦାବୀ ଯଥାର୍ଥ, ଖୁଵ ଶୀଘ୍ର ପୂରଣ ହେବ
ରାୟଗଡ ( ପ୍ରତିଫଳନ ମିଡ଼ିଆ ) ଅବିଭକ୍ତ କୋରାପୁଟ ଜିଲ୍ଲାର ଜନସାଧାରଣଙ୍କ ସୁବିଧା ଲାଗି କୋରାପୁଟ ଶାବର ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ରକୁ ଦିନ ସମୟରେ ଏକ ଟ୍ରେନ ଚଳାଚଳ ଓ NH-16 ଚିଲକାପାଲମ୍ (AP)…
View More ଶାବର ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ରକୁ ଦିନ ବେଳା ଶାବରୀ ଏକ୍ସପ୍ରେସର ପ୍ରଚଳନ ଓ NH-16 ଚିଲକାପାଲମ୍ ରୁ NH-26 ଭବାନୀପାଟଣା (ଓଡିଶା) ପର୍ଯ୍ୟନ୍ତ NH-326 ଜାତୀୟ ରାଜପଥର କାର୍ଯ୍ୟାରମ୍ଭ ପାଇଁ ଦାବୀ ରଖିଲେ ରାୟଗଡ଼ ନାଗରିକ ମଞ୍ଚ, ମନ୍ତ୍ରୀ କହିଲେ ଦାବୀ ଯଥାର୍ଥ, ଖୁଵ ଶୀଘ୍ର ପୂରଣ ହେବରେଳ ଧାରଣାରୁ ମାଟି ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ.କୋରାପୁଟରୁ ଜଗଦଲ ପୁରକୁ ରେଳ ଚଳା ଚଳ ପାଇଁ ଟ୍ରାକ ପ୍ରସ୍ତୁତ.୬ତାରିଖରୁ ଚାଲିବ ହୀରାଖଣ୍ଡ ଓ ରାଉରକେଲା ଟ୍ରେନ. ୭ତାରିଖରୁ ଚାଲିବ ସମଲେଶ୍ୱରୀ ଟ୍ରେନ
ପ୍ରତିଫଳନ ମିଡ଼ିଆ କୋରାପୁଟ ଜୟପୁର ମଧ୍ୟରେ ଜରଟି ନିକଟରେ ରେଳ ଧାରଣା ଉପରେ ମାଟି ଅତଡ଼ା ପଡ଼ିବା ଘଟଣା । ରେଳ ଲାଇନ ରୁ ମାଟି ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଗଲା । ଟ୍ରାକ…
View More ରେଳ ଧାରଣାରୁ ମାଟି ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ.କୋରାପୁଟରୁ ଜଗଦଲ ପୁରକୁ ରେଳ ଚଳା ଚଳ ପାଇଁ ଟ୍ରାକ ପ୍ରସ୍ତୁତ.୬ତାରିଖରୁ ଚାଲିବ ହୀରାଖଣ୍ଡ ଓ ରାଉରକେଲା ଟ୍ରେନ. ୭ତାରିଖରୁ ଚାଲିବ ସମଲେଶ୍ୱରୀ ଟ୍ରେନରେଳ ପଥରୁ ମାଟି,ପଥର ସଫେଇ କାର୍ଯ୍ୟ ଜାରି ରହିଛି,13ଟି ପ୍ରକଲିନ ମେସିନ 300ଶ୍ରମିକ ନିୟୋଜିତ ,
ପ୍ରତିଫଳନ ମିଡ଼ିଆ କୋରାପୁଟରେ ଲଗାଣ ବର୍ଷା ଜାରି ରହିଛି । ପ୍ରତିକୂଳ ପାଗ ଯୋଗୁଁ କୋରାପୁଟ- ଜୟପୁର ରେ ପଥର ଜରଟି ନିକଟରେ ରେଳ ଧାରଣାରେ ପଡ଼ିଥିବା ମାଟି ଓ ପଥର ସଫେଇ କାର୍ଯ୍ୟରେ…
View More ରେଳ ପଥରୁ ମାଟି,ପଥର ସଫେଇ କାର୍ଯ୍ୟ ଜାରି ରହିଛି,13ଟି ପ୍ରକଲିନ ମେସିନ 300ଶ୍ରମିକ ନିୟୋଜିତ ,ଟିଟଲାଗଡ଼ ଆର ଆଣ୍ଡ ବି ସବ-ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲେଶ୍ୱର ମାଝୀଙ୍କ ବାସଭବନ ସହ 6ଟି ସ୍ଥାନରେ ଭିଜିଲାନ୍ସର ଚଢ଼ାଉ
ଭୁବନେଶ୍ୱର (ପ୍ରତିଫଳନ ମିଡ଼ିଆ) ଭିଜିଲାନସ୍ ଜାଲରେ ଆଉ ଜଣେ ଯନ୍ତ୍ରୀ । କଣ୍ଟାବାଞ୍ଜି ଆର ଆଣ୍ଡ ବି ଡିଭିଜନର ବଲାଙ୍ଗିର ଅନ୍ତର୍ଗତ ଟିଟଲାଗଡ଼ ଆର ଆଣ୍ଡ ବି ସବ-ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE)…
View More ଟିଟଲାଗଡ଼ ଆର ଆଣ୍ଡ ବି ସବ-ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲେଶ୍ୱର ମାଝୀଙ୍କ ବାସଭବନ ସହ 6ଟି ସ୍ଥାନରେ ଭିଜିଲାନ୍ସର ଚଢ଼ାଉକୋରାପୁଟରୁ ଜଗଦଲପୁରକୁ ୮ରୁ ଉର୍ଦ୍ଧ୍ବ ରେଳ ଚଳାଚଳ ବନ୍ଦ, କୋରାପୁଟ ପର୍ଯ୍ୟନ୍ତ ରେଳ ଚଳାଚଳ କରିବ, ଜରଟି-ମାଲିଗୁଡ଼ା ମଧ୍ୟରେ ରେଳ ଧାରଣା ଉପରେ ପାହାଡ ଧସିବା ଘଟଣା,ଉଦ୍ଧାର କାର୍ଯ୍ୟ ଜାରି
ପ୍ରତିଫଳନ ମିଡ଼ିଆ କୋରାପୁଟ_ଜୟପୁର ରେଳ ପଥର ଜରଟି ଓ ମଲିଗୁଡ଼ା ମଧ୍ୟରେ 208କିମି ନିକଟରେ ରେଳ ଧାରଣା ଉପରେ ପାହାଡ଼ରୁ ପଥର ଓ ମାଟି ଖସି ରେଳ ଚଳା ଚଳ ବନ୍ଦ । 3…
View More କୋରାପୁଟରୁ ଜଗଦଲପୁରକୁ ୮ରୁ ଉର୍ଦ୍ଧ୍ବ ରେଳ ଚଳାଚଳ ବନ୍ଦ, କୋରାପୁଟ ପର୍ଯ୍ୟନ୍ତ ରେଳ ଚଳାଚଳ କରିବ, ଜରଟି-ମାଲିଗୁଡ଼ା ମଧ୍ୟରେ ରେଳ ଧାରଣା ଉପରେ ପାହାଡ ଧସିବା ଘଟଣା,ଉଦ୍ଧାର କାର୍ଯ୍ୟ ଜାରି
