ଅଙ୍ଗନୱାଡ଼ି କର୍ମୀ ଚାକିରୀ ଫିକ୍ସିଂ ! ପ୍ରତିଫଳନ ମିଡ଼ିଆ ଭିଜିଲାନସ୍ ଜାଲ ପକାଇଛି ।ସେହି ଜାଲ ରେ ଗୋଟାଏ ପରେ ଗୋଟାଏ ଧରାପଡୁଛନ୍ତି ରାୟଗଡ଼ା ଜିଲ୍ଲାର ଲାଞ୍ଚୁଆ ଅଧିକାରୀ ଓ କର୍ମଚାରୀ । ଅଙ୍ଗନୱାଡ଼ି…
View More ଟଙ୍କାଗଣୁ ଥୁଲେ.ଧରିଲା ଭିଜିଲାନ୍ସAuthor: Keerti chandra Sahu
ଐତିହ୍ୟମୟ ନବରଙ୍ଗପୁର ଶ୍ରୀ ଜଗନ୍ନାଥ ମନ୍ଦିର : ଏକା ରହିଗଲେ ଭାଇ, ବସ୍ତର ଚାଲିଗଲେ ବଡ ଭାଇ ଓ ଭଉଣୀ
(ପ୍ରତିଫଳନ ମିଡ଼ିଆ ) କାଳିଆ ଆସୁଛି। ବଡ଼ ଦାଣ୍ଡରେ ଲାଗିବ ଗହଳି। ପତିତ ଉଦ୍ଧାର ଲାଗି ଏ ଯାତ୍ରାର ମହତ୍ତ୍ୱ ଅନେକ। ପବିତ୍ର ରଥଯାତ୍ରା ଅବସରରେ ବିଭିନ୍ନ ଜଗନ୍ନାଥ ମନ୍ଦିର ଓ ଅନନ୍ୟ ପରମ୍ପରାକୁ…
View More ଐତିହ୍ୟମୟ ନବରଙ୍ଗପୁର ଶ୍ରୀ ଜଗନ୍ନାଥ ମନ୍ଦିର : ଏକା ରହିଗଲେ ଭାଇ, ବସ୍ତର ଚାଲିଗଲେ ବଡ ଭାଇ ଓ ଭଉଣୀହୀରାଖଣ୍ଡ ଟ୍ରେନ ଦୁର୍ଘଟଣାରୁ ବର୍ତିଲା, ଛିଡ଼ିଲା ବଗି ଜୟଣ୍ଟ କପଲର ,ଅଧା ବାଟରେ ଅଟକି ରହିଛି ଟ୍ରେନ ।
ପ୍ରତିଫଳନ ମିଡ଼ିଆ ପ୍ରାୟ ୩ଘଣ୍ଟା ଧରି ଅଟକି ରହିଛି ହୀରାଖଣ୍ଡ ଟ୍ରେନ । ଓଡ଼ିଶା ଓ ଛତିଶ ଗଡ ସୀମାନ୍ତ ଆମଗୁରା ନିକଟରେ ଘଟିଛି ଘଟଣା ।ହୀରାଖଣ୍ଡ ଟ୍ରେନ ବଡ ଦୁର୍ଘଟଣାରୁ ବର୍ତିଲା ।ବଗି…
View More ହୀରାଖଣ୍ଡ ଟ୍ରେନ ଦୁର୍ଘଟଣାରୁ ବର୍ତିଲା, ଛିଡ଼ିଲା ବଗି ଜୟଣ୍ଟ କପଲର ,ଅଧା ବାଟରେ ଅଟକି ରହିଛି ଟ୍ରେନ ।କଂଗ୍ରେସ ଫ୍ୟାକ୍ଟ ଫାଇଣ୍ଡିଂ ଟିମର ଟିକାବାଲି ଗସ୍ତ
ପ୍ରତିଫଳନ ମିଡ଼ିଆ ରାଜ୍ୟରେ ମହିଳା ଓ ନାବାଳିକା ବଳାତ୍କାର କୁ ପ୍ରସଙ୍ଗ କରିଛି କଂଗ୍ରେସ । ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଖରାପ ହୋଇ ପଡ଼ିଥିବା ଅଭିଯୋଗ କରି ବିଜେପି ସରକାର ବିରୋଧରେ ଅଭିଯାନ…
View More କଂଗ୍ରେସ ଫ୍ୟାକ୍ଟ ଫାଇଣ୍ଡିଂ ଟିମର ଟିକାବାଲି ଗସ୍ତଓଭର ବ୍ରିଜ ତଳେ ଜଳି ଗଲା ଟ୍ରକ ଓ ପିକ୍ ଅପ ଗାଡ଼ି
ପ୍ରତିଫଳନ ମିଡ଼ିଆ ଜଳିଗଲା ଗାଡ଼ି । ରେଳ ବାଇ ଓଭର ବ୍ରିଜ ତଳେ ଜଳିଗଲା ଟ୍ରକ୍ ଓ ପିକ ଅପ ଗାଡ଼ି । ଧୂଆଁ ମୟ ହୋଇଗଲା ଅଞ୍ଚଳ । ରାସ୍ତାରେ ଯାଉଥିବା ଯାତ୍ରୀ…
View More ଓଭର ବ୍ରିଜ ତଳେ ଜଳି ଗଲା ଟ୍ରକ ଓ ପିକ୍ ଅପ ଗାଡ଼ିମୁହାଁମୁହିଁ ଧକ୍କା, ଜଳିଗଲା ଗାଡି
ରାୟଗଡା (ପ୍ରତିଫଳନ ମିଡ଼ିଆ ) ଜଳିଗଲା ଗାଡ଼ି । ରେଳବାଇ ଓଭର ବ୍ରିଜ ତଳେ ଜଳିଗଲା ପିକ ଅପ ଗାଡ଼ି । ଧୂଆଁମୟ ହୋଇଗଲା ଅଞ୍ଚଳ ।ରାୟଗଡ଼ା ସହରର ମା ମଝିଘରିଆଣୀ ମନ୍ଦିର ନିକଟ…
View More ମୁହାଁମୁହିଁ ଧକ୍କା, ଜଳିଗଲା ଗାଡିଆଦିବାସୀ ଦେବତାଙ୍କ ଅନନ୍ୟ କ୍ଷେତ୍ର : ଶାବର ଶ୍ରୀକ୍ଷେତ୍ର
କାଳିଆ ଆସୁଛି। ବଡ଼ ଦାଣ୍ଡରେ ଲାଗିବ ଗହଳି। ପତିତ ଉଦ୍ଧାର ଲାଗି ଏ ଯାତ୍ରାର ମହତ୍ତ୍ୱ ଅନେକ। ପବିତ୍ର ରଥଯାତ୍ରା ଅବସରରେ ବିଭିନ୍ନ ଜଗନ୍ନାଥ ମନ୍ଦିର ଓ ଅନନ୍ୟ ପରମ୍ପରାକୁ ନେଇ ପ୍ରତିଫଳନର ବିଶେଷ…
View More ଆଦିବାସୀ ଦେବତାଙ୍କ ଅନନ୍ୟ କ୍ଷେତ୍ର : ଶାବର ଶ୍ରୀକ୍ଷେତ୍ରHDFC, ICICI ଏବଂ AXIS ବ୍ୟାଙ୍କକୁ ନା, ଆର୍ଥିକ କାରବାର କରିବେନି ଆଉ ସରକାର, ଖାତା ବନ୍ଦ କରିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଜାରି କଲା ଅର୍ଥ ବିଭାଗ
ଭୁବନେଶ୍ୱର (ପ୍ରତିଫଳନ ମିଡ଼ିଆ ) ରାଜ୍ୟ ସରକାରୀ ସଂଗଠନର ବ୍ୟବସାୟ ଏବଂ ଜମା ପରିଚାଳନା ପାଇଁ ତାଲିକାଭୁକ୍ତ ବ୍ୟାଙ୍କ ତାଲିକାରୁ HDFC ବ୍ୟାଙ୍କ, ICICI ବ୍ୟାଙ୍କ ଏବଂ ଆକ୍ସିସ୍ ବ୍ୟାଙ୍କକୁ ବାଦ ଦିଆଯାଉଛି ବୋଲି…
View More HDFC, ICICI ଏବଂ AXIS ବ୍ୟାଙ୍କକୁ ନା, ଆର୍ଥିକ କାରବାର କରିବେନି ଆଉ ସରକାର, ଖାତା ବନ୍ଦ କରିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଜାରି କଲା ଅର୍ଥ ବିଭାଗଜିଲ୍ଲାପାଳଙ୍କ ଶରଣ ପଶିଲେ ସେବା ପେପର ମିଲ ଶ୍ରମିକ ସଂଗଠନ ।
କୋରାପୁଟ (ପ୍ରତିଫଳନ ମିଡିଆ ) ସେବା ପେପର ମିଲ ବନ୍ଦ ହୋଇଯାଇଛି ।ଶ୍ରମିକମାନଙ୍କୁ ଦରମା ମିଳୁନାହିଁ। ଶ୍ରମିକଙ୍କ ପରିବାର ଢୋକେ ପିଇ ଦଣ୍ଡେ ଜିଇଁ ବା ଅବସ୍ଥାରେ।ପରିବାର ଅବସ୍ଥା ଶୋଚନୀୟ ।କମ୍ପାନୀ ଅର୍ଥକୁ ଚାହିଁ…
View More ଜିଲ୍ଲାପାଳଙ୍କ ଶରଣ ପଶିଲେ ସେବା ପେପର ମିଲ ଶ୍ରମିକ ସଂଗଠନ ।ଭେଇକଲ ଲୋକେଶନ ଟ୍ରାକିଂ ଡିଭାଇସ ଲଗାଇବାକୁ ଦାବି. ଯାତ୍ରୀ ପରିବହନ ସୁରକ୍ଷା ନେଇ ବଡୁଛି ଚିନ୍ତା
ପ୍ରତିଫଳନ ମିଡ଼ିଆ ଅପରାଧିକ କାର୍ଯ୍ୟକୁ ଧରିବା ଓ ଗାଡ଼ିର ଅବସ୍ଥିତି ଓ ସମୟ ଜାଣିବା ପାଇଁ ଗାଡ଼ି ଗୁଡିକରେ ଭେଇକଲ ଲୋକେଶନ ଟ୍ରାକିଂ ଡିଭାଇସ୍ (VLTD ) ସଫ ଟୱେର ଲଗାଇବାକୁ ଭାରତ ସରକାର…
View More ଭେଇକଲ ଲୋକେଶନ ଟ୍ରାକିଂ ଡିଭାଇସ ଲଗାଇବାକୁ ଦାବି. ଯାତ୍ରୀ ପରିବହନ ସୁରକ୍ଷା ନେଇ ବଡୁଛି ଚିନ୍ତା
