ପ୍ରତିଫଳନ ମିଡ଼ିଆ ଛିଣ୍ଡିଲା ବିଦ୍ୟୁତ ତାର। ଅଧା ବାଟରେ ଅଟକି ରହିଛି ପାସେଞ୍ଜର ଟ୍ରେନ ।କେକେ ରେଳ ପଥରେ ଗାଡ଼ି ଚଳା ଚାଲ ଠପ୍ ।ଟ୍ରେନ ଚାଲୁଥିଲା ହଠାତ୍ ଅଟକି ଗଲା ମାଝୀ ରାସ୍ତାରେ…
View More ଛିଣ୍ଡିଲା ବିଦ୍ୟୁତ ତାର, ଅଧା ବାଟରେ ଅଟକିଲା ପାସେଞ୍ଜର ଟ୍ରେନ,କେ କେ ରେଳ ପଥରେ ଗାଡ଼ି ଚଳା ଚଳ ଠପ୍Author: Keerti chandra Sahu
ଝିଅ କଲା ପ୍ରେମ, ପରିବାର ଓ ବଂଶ ଲୋକ ହେଲେ ମୁଣ୍ଡନ, ଜାତିଆଣର ଜଟିଳ ଜାଲରେ ସମାଜ
କାଶୀପୁର (ପ୍ରତିଫଳନ ମିଡ଼ିଆ) ଅନୁସୂଚିତ ଜନଜାତିର ଝିଅ ଓ ଅନୁସୂଚିତ ଜାତିର ପୁଅ ଭିତରେ ପ୍ରେମ ଓ ଘର ଛାଡି ଦୁହେଁ ନୂଆ ସଂସାର କରିବାକୁ ଚାଲିଗଲେ। କିନ୍ତୁ ପରିବାର ଓ ବଂଶ ଉପରେ…
View More ଝିଅ କଲା ପ୍ରେମ, ପରିବାର ଓ ବଂଶ ଲୋକ ହେଲେ ମୁଣ୍ଡନ, ଜାତିଆଣର ଜଟିଳ ଜାଲରେ ସମାଜରଥ ପାଇଁ ପଥ ହେଉ ପରିଷ୍କାର, ଅଣ୍ଡର ପାଶ ରାସ୍ତାକୁ ଅବରୋଧ ମୁକ୍ତ କରାଯାଉ, ମାଂସ ଦୋକାନ ହଟାଯାଉ : ରାୟଗଡା ସହରବାସୀ
ବର୍ଷା ଋତୁରେ ଦୈନିକ ମାର୍କେଟରୁ ହଇଜା ବ୍ୟାପିବା ଆଶଙ୍କା ବଢ଼ୁଛି, ବେଳ ଥାଉ ଥାଉ ସାବଧାନ ଜରୁରୀ ରାୟଗଡା ( ପ୍ରତିଫଳନ ମିଡ଼ିଆ ) ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ହେଉଛି। ବୈଠକ ସରିବାର…
View More ରଥ ପାଇଁ ପଥ ହେଉ ପରିଷ୍କାର, ଅଣ୍ଡର ପାଶ ରାସ୍ତାକୁ ଅବରୋଧ ମୁକ୍ତ କରାଯାଉ, ମାଂସ ଦୋକାନ ହଟାଯାଉ : ରାୟଗଡା ସହରବାସୀମୁଖ୍ୟମନ୍ତ୍ରୀଙ୍କୁ ନେଇ ଆପତ୍ତିଜନକ ପୋଷ୍ଟ ମାହଙ୍ଗା ପଡିଲା, ରାୟଗଡା କେଉଟଗୁଡାର ଯୁବକ ଗିରଫ
ଫେସବୁକ ନିଶା ଉତୁରିଲା, ଡି ଫେକ ଭିଡିଓ ପୋଷ୍ଟ ଭାରି ପଡିଲା ରାୟଗଡା ( ପ୍ରତିଫଳନ ମିଡ଼ିଆ)ଭୁବନେଶ୍ୱର କ୍ରାଇମବ୍ରାଞ୍ଚ୍ ପୋଲିସ ଦ୍ୱାରା ଗିରଫ ହେଲା ରାୟଗଡ଼ା ର ଯୁବକ କିଶୋର କୌଶଲ୍ୟା। କିଶୋର ର…
View More ମୁଖ୍ୟମନ୍ତ୍ରୀଙ୍କୁ ନେଇ ଆପତ୍ତିଜନକ ପୋଷ୍ଟ ମାହଙ୍ଗା ପଡିଲା, ରାୟଗଡା କେଉଟଗୁଡାର ଯୁବକ ଗିରଫକୋଟପାଡ଼ରେ ଦୁର୍ଘଟଣାର ଦିନ, ଦୁଇଟି ପୃଥକ ରାସ୍ତା ଦୁର୍ଘଟଣାରେ ଜଣେ ମୃତ, ଦୁଇ ଆହତ, ଆହତଙ୍କୁ ହସ୍ପିଟାଲରେ ପହଞ୍ଚାଇ ଲେ ବିଧାୟକ ରୁପୁ ଭତ୍ରା
କୋଟପାଡ଼ (ପ୍ରତିଫଳନ ମିଡ଼ିଆ ) କୋରାପୁଟ ଜିଲ୍ଲା କୋଟପାଡ଼ରେ ଅଭାବନୀୟ ଘଟଣା । ସାମାନ୍ୟ ଅନ୍ୟ ମନସ୍କତା ଯୋଗୁଁ ପୋଲ ତଳକୁ ଖସିଗଲା ବାଇକ୍ । ବାଇକ୍ ରୁ ଖସି ଉଡିଗଲା ଜଣକ ଜୀବନ…
View More କୋଟପାଡ଼ରେ ଦୁର୍ଘଟଣାର ଦିନ, ଦୁଇଟି ପୃଥକ ରାସ୍ତା ଦୁର୍ଘଟଣାରେ ଜଣେ ମୃତ, ଦୁଇ ଆହତ, ଆହତଙ୍କୁ ହସ୍ପିଟାଲରେ ପହଞ୍ଚାଇ ଲେ ବିଧାୟକ ରୁପୁ ଭତ୍ରାପଦ୍ମପୁର ଉପଖଣ୍ଡ ସ୍ତରୀୟ ବିକାଶ ମେଳାରେ ସ୍ଵାସ୍ଥ୍ୟ ମନ୍ତ୍ରୀ, ବାଣ୍ଟିଲେ ସହାୟତା ରାଶି ଏବଂ କାର୍ଯ୍ୟାଦେଶ
ବରଗଡ଼ (ପ୍ରତିଫଳନ ମିଡ଼ିଆ ) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ପୁରଣ କରିଛି । ଏହି ଉପଲକ୍ଷେ ପଦମପୁର ଇନଡୋର ଷ୍ଟାଡିୟମ ଠାରେ ଆୟୋଜିତ ଉପଖଣ୍ଡ…
View More ପଦ୍ମପୁର ଉପଖଣ୍ଡ ସ୍ତରୀୟ ବିକାଶ ମେଳାରେ ସ୍ଵାସ୍ଥ୍ୟ ମନ୍ତ୍ରୀ, ବାଣ୍ଟିଲେ ସହାୟତା ରାଶି ଏବଂ କାର୍ଯ୍ୟାଦେଶହୋଟେଲରେ ମିଳିତ ଚଢ଼ାଉ, ନିମ୍ନମାନର ଖାଦ୍ୟ ମିଳିଲା, ଜୋରିମାନା ଆଦାୟ
ଗୁଣୁପୁର (ପ୍ରତିଫଳନ ମିଡ଼ିଆ ) ଗୁଣୁପୁର ହୋଟେଲରେ ଯଦି ଖାଉଛନ୍ତି ତେବେ ଟିକେ ଜାଗ୍ରତ। ଅନେକ ହୋଟେଲରେ ଦିଆଯାଉଛି ବାସି ଖାଦ୍ୟ। ପ୍ରସ୍ତୁତ ହେଉଛି ନିମ୍ନମାନର ଖାଦ୍ୟ। ରଙ୍ଗ ବୋଳା ଖାଦ୍ୟ ପରଷା ଯାଉଛି।…
View More ହୋଟେଲରେ ମିଳିତ ଚଢ଼ାଉ, ନିମ୍ନମାନର ଖାଦ୍ୟ ମିଳିଲା, ଜୋରିମାନା ଆଦାୟପୋଷା ମାଙ୍କଡ଼ କରୁଛି ନାକେଦମ, ଆକ୍ରମଣରେ ଜଣେ ବାଳକ ଗୁରୁତର, ବନ ବିଭାଗ ନିରବ
ଗୁଣୁପୁର (ପ୍ରତିଫଳନ ମିଡ଼ିଆ ) ପିଲା ଦେଖିଲେ ଖେଦି ବୁଲୁଛି ମାଙ୍କଡ଼। ଖପ କରି ଝାମ୍ପି ପଡୁଛି। ଭୟରେ ଦୌଡୁଛନ୍ତି ପିଲାଏ। ପରିସ୍ଥିତି ଏମିତି ହେଲାଣି ଘରୁ ବାହାରକୁ ବାହାରିବାକୁ ଡରୁଛନ୍ତି ପିଲାମାନେ। ଖରାଛୁଟି…
View More ପୋଷା ମାଙ୍କଡ଼ କରୁଛି ନାକେଦମ, ଆକ୍ରମଣରେ ଜଣେ ବାଳକ ଗୁରୁତର, ବନ ବିଭାଗ ନିରବସାପ କାମୁଡ଼ାରେ ଯୁବକର ମୃତ
ଗୁଡ଼ାରୀ ( ପ୍ରତିଫଳନ ମିଡ଼ିଆ ) ସବୁଦିନ ପରି ଶୋଇଥିଲେ । କିନ୍ତୁ କିଏ ଜାଣିଥିଲା ସେଇଟା ହେବ କାଳରାତ୍ରୀ । ଜୀବନର ଶେଷ ରଜନୀକୁ ସେ ଉପଭୋଗ କରୁଛନ୍ତି ବୋଲି ଜମା ଜାଣି…
View More ସାପ କାମୁଡ଼ାରେ ଯୁବକର ମୃତଶବର ପଣ୍ଡିତ ମାଙ୍ଗେଇ ଗମାଙ୍ଗଙ୍କ ଜୟନ୍ତୀ ପାଳିତ, ଏକାଠି ହେଲେ ରାଜ୍ୟର ସଉରା ସମ୍ପ୍ରଦାୟ
ଗୁଣୁପୁର (ପ୍ରତିଫଳନ ମିଡ଼ିଆ ) ଶବର ପଣ୍ଡିତ ମାଙ୍ଗେଇ ଗମାଙ୍ଗଙ୍କ ୧୦୯ ତମ ଜନ୍ମ ଜୟନ୍ତି ଉତ୍ସବ ପାଳିତ ହୋଇଯାଇଛି । ଶବର ସାଂସ୍କୃତିକ ସଙ୍ଘ ଗୁଣୁପୁର ତରଫରୁ ଶବର ଜାତିର ଗୁରୁ ସ୍ୱର୍ଗତ…
View More ଶବର ପଣ୍ଡିତ ମାଙ୍ଗେଇ ଗମାଙ୍ଗଙ୍କ ଜୟନ୍ତୀ ପାଳିତ, ଏକାଠି ହେଲେ ରାଜ୍ୟର ସଉରା ସମ୍ପ୍ରଦାୟ
