ମହିମାମୟୀ ମା’ ମଝିଘରିଆଣୀ ◆ଦଶହରା ନବରାତ୍ର ପୂଜାରେ ହୁଏ ମାଆଙ୍କ ସୁନାବେଶ◆

ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ। ମା’ଙ୍କ ପ୍ରତି ଭକ୍ତଙ୍କ ରହିଛି ଅଗାଢ଼ ବିଶ୍ଵାସ ଓ ଭକ୍ତି ।  ଦର୍ଶନ କରି ମାନସିକ କଲେ ତାହା ପୂରଣ ହୁଏ ବୋଲି ବିଶ୍ଵାସ ରହିଛି। ରାୟଗଡ଼ାର…

View More ମହିମାମୟୀ ମା’ ମଝିଘରିଆଣୀ ◆ଦଶହରା ନବରାତ୍ର ପୂଜାରେ ହୁଏ ମାଆଙ୍କ ସୁନାବେଶ◆

ପଦ୍ମପୁର ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ■ ଡ଼ ଦ୍ବିତୀ ଚନ୍ଦ୍ର ସାହୁ ହେଲେ ସମ୍ବର୍ଦ୍ଧିତ

ପଦ୍ମପୁର ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ବ୍ଲକ ଶିକ୍ଷା ଅଧିକାରୀ ହୃଷୀକେଶ ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଡ଼ ଦ୍ବିତୀ ଚନ୍ଦ୍ର ସାହୁ ମୁଖ୍ୟ…

View More ପଦ୍ମପୁର ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ■ ଡ଼ ଦ୍ବିତୀ ଚନ୍ଦ୍ର ସାହୁ ହେଲେ ସମ୍ବର୍ଦ୍ଧିତ

ନୂଆ ଡ଼ିଆଇଜିଙ୍କ ଯୋଗଦାନ

ଦକ୍ଷିଣ ପଶ୍ଚିମାଚଳ ଡିଆଇଜି ଭାବେ ନିତିଶେଖର ଦାୟିତ୍ବ ଗ୍ରହଣ କରିଛନ୍ତିଡିଆଇଜି ଚରଣ ସିଂ ମୀନା ତାଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି । ଚରଣ ସିଂ ମୀନାଙ୍କୁ କେନ୍ଦ୍ରାଂଚଳ ଡିଆଇଜି ଭାବେ ବଦଳି ହୋଇଛି ।ଡିଆଇଜି…

View More ନୂଆ ଡ଼ିଆଇଜିଙ୍କ ଯୋଗଦାନ

ସ୍ତମ୍ଭକାର ଦ୍ବିତୀଚନ୍ଦ୍ର ସାହୁ ପାଇଲେ ଲାଡ଼ଲି ମିଡିଆ ଆୱାର୍ଡ- ୨୦୨୩

ରାୟଗଡ –  ଲିଙ୍ଗଗତ ବୈଷମ୍ୟ ଆଧାରିତ ସ୍ତମ୍ଭ ରଚନା ଲାଗି ସ୍ତମ୍ଭକାର ତଥା ଗବେଷକ ଦ୍ବିତୀଚନ୍ଦ୍ର ସାହୁଙ୍କୁ ଲାଡ଼ଲି ମିଡିଆ ଆୱାର୍ଡରେ ସମ୍ମାନିତ କରାଯାଇଛି । ରାଜସ୍ଥାନ ଇଣ୍ଟରନେସେନାଲ ସେଣ୍ଟର, ଜୟପୁରଠାରେ ଅକ୍ଟୋବର ୨୧…

View More ସ୍ତମ୍ଭକାର ଦ୍ବିତୀଚନ୍ଦ୍ର ସାହୁ ପାଇଲେ ଲାଡ଼ଲି ମିଡିଆ ଆୱାର୍ଡ- ୨୦୨୩

ଉଠୁଛି ପଡ଼ୁଛି ଧାମନଗର: ବିଜେଡିର ମଙ୍ଗ ଧରିଛନ୍ତି ମହିଳା ସୋମବାର ୧୩ଟି ସଭାରେ ଉଦ୍‌ବୋଧନ ଦେବେ ନବୀନ

ଭୁବନେଶ୍ୱର, ୨୯ା୧୦: ଧାମନଗରରେ ଜମୁଛି ପ୍ର·ର । ଧାମନଗର ଉପନିର୍ବାଚନ ପାଇଁ ସବୁ ଦଳର ପ୍ରାର୍ଥୀ ଏବେ ପ୍ର·ରପ୍ରସାର ଚଳାଇଛନ୍ତି । ଷ୍ଟାର୍‌ପ୍ର·ରକମାନେ ମଧ୍ୟ ନିଜ ଦଳୀୟ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭରପୁର…

View More ଉଠୁଛି ପଡ଼ୁଛି ଧାମନଗର: ବିଜେଡିର ମଙ୍ଗ ଧରିଛନ୍ତି ମହିଳା ସୋମବାର ୧୩ଟି ସଭାରେ ଉଦ୍‌ବୋଧନ ଦେବେ ନବୀନ