ଓଡିଶା ସରକାର ମାଣ୍ଡିଆରୁ ମଦ ପ୍ରସ୍ତୁତ ପାଇଁ ସ୍ଥିର କରିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ମାଣ୍ଡିଆ ମଦ ବିକ୍ରି କେତେ ପ୍ରାସଙ୍ଗିକ !ଏହାକୁ ନେଇ ପ୍ରତିଫଳନ ଆରମ୍ଭ କରିଛି ଏକ ମନ୍ଥନ…
View More ସୁପର ଫୁଡ଼ ମାଣ୍ଡିଆ◆ସରକାର କରିବେ ମାଣ୍ଡିଆ ମଦAuthor: Keerti chandra Sahu
ଏକ କୋଟି ଟଙ୍କାର ଗଞ୍ଜେଇ ଜବତ କଲା ପୋଲିସ◆୩ ଜଣକୁ ଗିରଫ କଲା ପୋଲିସ
ଗୁଣୁପୁର – ପ୍ରତିଫଳନ ମିଡ଼ିଆ ୧ କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ ଜବତ କଲା ପଦ୍ମପୁର ପୁଲିସ।୧୦ କୁଇଣ୍ଟାଲ ୨୦ କେଜି ଗଞ୍ଜେଇ ଜବତ । ପଦ୍ମପୁର ବ୍ଲକ ଲିକିଟି ପଦର ପଞ୍ଚାୟତର ସାରିଗାଡା…
View More ଏକ କୋଟି ଟଙ୍କାର ଗଞ୍ଜେଇ ଜବତ କଲା ପୋଲିସ◆୩ ଜଣକୁ ଗିରଫ କଲା ପୋଲିସଏନ୍ଏଚ ୨୬ରେ ଘଣ୍ଟା ଘଣ୍ଟା ଧରି ଅଟକି ରହୁଛି ଗାଡ଼ି◆ଯାତ୍ରୀ ଓ ଗାଡ଼ି ଚାଳକଙ୍କ ପାଇଁ ପାଲଟିଛି ଯନ୍ତ୍ରଣା ଦାୟକ◆ବିକଳ୍ପ ରାସ୍ତାର ବ୍ୟବସ୍ଥା କରିବାକୁ ଦାବି
ପ୍ରତିଫଳନ ମିଡ଼ିଆ ୨୬ ନମ୍ବର୍ ଜାତୀୟ ରାଜପଥରେ ଯାତ୍ରା କରିବା ଯନ୍ତ୍ରଣା ଦାୟକ ହୋଇଛି ।କୋରାପୁଟ ରୁ ସୁନାବେଡ଼ା ବା ସେମିଳିଗୁଡା ୨୨କିମି ଦୂର ଯିବାକୁ ପଡୁଛି ୨ରୁ ୩ଘଣ୍ଟା । ତାହାବି କେତେବେଳେ…
View More ଏନ୍ଏଚ ୨୬ରେ ଘଣ୍ଟା ଘଣ୍ଟା ଧରି ଅଟକି ରହୁଛି ଗାଡ଼ି◆ଯାତ୍ରୀ ଓ ଗାଡ଼ି ଚାଳକଙ୍କ ପାଇଁ ପାଲଟିଛି ଯନ୍ତ୍ରଣା ଦାୟକ◆ବିକଳ୍ପ ରାସ୍ତାର ବ୍ୟବସ୍ଥା କରିବାକୁ ଦାବିସହରାଞ୍ଚଳରେ ପରିମଳ ବ୍ୟବସ୍ଥାର ଉନ୍ନତି ପାଇଁ ବୈଠକ● ପରିମଳ ମନିଟରିଂ ପାଇଁ ଡିଜିଟାଲ ଆପ୍ଲିକେସନ୍ ବିକଶିତ କରିବାକୁ ମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ୱର, ପ୍ରତିଫଳନ ମିଡ଼ିଆ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସହରାଞ୍ଚଳରେ ପରିମଳ ଉନ୍ନତି ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ପାଞ୍ଚଟି ନଗର…
View More ସହରାଞ୍ଚଳରେ ପରିମଳ ବ୍ୟବସ୍ଥାର ଉନ୍ନତି ପାଇଁ ବୈଠକ● ପରିମଳ ମନିଟରିଂ ପାଇଁ ଡିଜିଟାଲ ଆପ୍ଲିକେସନ୍ ବିକଶିତ କରିବାକୁ ମନ୍ତ୍ରୀଙ୍କ ପରାମର୍ଶଯୋଗ୍ୟ ହିତାଧିକାରୀଙ୍କୁ ମିଳିବ କାର୍ଡ – ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ
କୋରାପୁଟରେ ମନ୍ତ୍ରୀ କଲେ ସମୀକ୍ଷା, ଜିଲ୍ଲାପାଳଙ୍କୁ କଲେ ପ୍ରଶଂସା ପ୍ରତିଫଳନ ମିଡ଼ିଆ କୋରାପୁଟ ଜିଲ୍ଲା ଗସ୍ତରେ ଆସି ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର…
View More ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ କାର୍ଡ – ଖାଦ୍ୟ ଓ ଯୋଗାଣ ମନ୍ତ୍ରୀବନ ଅଗ୍ନି ରୋକିବାକୁ କୋରାପୁଟ ବନ ବିଭାଗର ଅଭିନବ ପଦକ୍ଷେପ
ଜିଲ୍ଲାରେ ହୋଇଛି ୭୦ଟି ଅଗ୍ନି ନିରୋଧକ ମଞ୍ଚା ପ୍ରତିଫଳନ ମିଡ଼ିଆ ମାଳଭୂମିରେ ବଢୁଛି ଗ୍ରୀଷ୍ମର ପ୍ରକୋପ । ତା ସହ ପାହାଡ ଜଙ୍ଗଲ ଗୁଡିକରେ ବହୁ ସ୍ଥାନରେ ନିଆଁ ଲାଗି ହୁତୁ ହୁତୁ ହୋଇ…
View More ବନ ଅଗ୍ନି ରୋକିବାକୁ କୋରାପୁଟ ବନ ବିଭାଗର ଅଭିନବ ପଦକ୍ଷେପରୋଗୀଙ୍କୁ ମିଳିବ ଉନ୍ନତ ସ୍ବାସ୍ଥ୍ୟ ସେବା◆ କୋରାପୁଟ ମେଡ଼ିକାଲ କଲେଜ ଓ ହସପିଟାଲକୁ ନାଲକୋ ଦେଲା ୧୦ କୋଟି ୧୦ ଲକ୍ଷ ଟଙ୍କା ସହାୟତା
ପ୍ରତିଫଳନ ମିଡ଼ିଆ ଅବିଭକ୍ତ କୋରାପୁଟ ଜିଲ୍ଲା ତଥା ମାଳଭୂମି ଅଞ୍ଚଳର ଲୋକଙ୍କୁ ମିଳିବଉନ୍ନତ ଚିକିତ୍ସା ସେବା । ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ ଦାମନଯୋଡ଼ି ସ୍ଥିତ ଭାରତ ସରକାରଙ୍କ ନବରତ୍ନ କମ୍ପାନୀ ନାଲକୋ…
View More ରୋଗୀଙ୍କୁ ମିଳିବ ଉନ୍ନତ ସ୍ବାସ୍ଥ୍ୟ ସେବା◆ କୋରାପୁଟ ମେଡ଼ିକାଲ କଲେଜ ଓ ହସପିଟାଲକୁ ନାଲକୋ ଦେଲା ୧୦ କୋଟି ୧୦ ଲକ୍ଷ ଟଙ୍କା ସହାୟତାକୋରାପୁଟ ପ୍ରଶାସନ, ପୋଲିସ, ଜଙ୍ଗଲ ବିଭାଗ ଓ ଗଣମାଧ୍ୟମ କୁ କୃତଜ୍ଞତା ଜଣାଇଲା ଏସଏସଏମବି: ୨୯ ୟୁନିଟ◆ ଅଭିନେତା ପ୍ରଣୀତ ରେଡ୍ଡି ବ୍ୟକ୍ତିଗତ ମିଶି ଜଣାଇଲେ କୃତଜ୍ଞତା
ପ୍ରତିଫଳନ ମିଡ଼ିଆ କୋରାପୁଟରୁ ଫେରିଯାଇଛନ୍ତି ଏସଏସଏମବି:୨୯ ଟିମ । କୋରାପୁଟ ତଳମାଳିରେ ୧୫ ଦିନ ଯାଏଁ ଚାଲିଥିଲା ବିଗ ବଜେଟର ଫିଲ୍ମ । କ୍ୟାମେରା ରେ ଦୃଶ୍ୟ ସବୁକୁ ରେକଡ଼ିଂ କରିବା ମଧ୍ୟରେ କୋରାପୁଟର…
View More କୋରାପୁଟ ପ୍ରଶାସନ, ପୋଲିସ, ଜଙ୍ଗଲ ବିଭାଗ ଓ ଗଣମାଧ୍ୟମ କୁ କୃତଜ୍ଞତା ଜଣାଇଲା ଏସଏସଏମବି: ୨୯ ୟୁନିଟ◆ ଅଭିନେତା ପ୍ରଣୀତ ରେଡ୍ଡି ବ୍ୟକ୍ତିଗତ ମିଶି ଜଣାଇଲେ କୃତଜ୍ଞତାଅପ୍ରିଲ ୨ରୁ ସକାଳୁଆ ବିଦ୍ୟାଳୟ
ପ୍ରତିଫଳନ ମିଡ଼ିଆ ସ୍କୁଲ ପିଲାଙ୍କ ପାଇଁ ରାଜ୍ୟ ସରକାରଙ୍କ ଭଲ ନିଷ୍ପତି । ଅପ୍ରିଲ ୨ରୁ ହେବ ସକାଳୁଆ ସ୍କୁଲ । ଖରାର ପ୍ରକୋପ ବଢ଼ୁଥିବାରୁ ମୁଖ୍ୟମନ୍ତ୍ରୀ ନିକଟରେ ଏସଓପି ଜାରି କରିବାକୁ ସମୀକ୍ଷା…
View More ଅପ୍ରିଲ ୨ରୁ ସକାଳୁଆ ବିଦ୍ୟାଳୟକୋରାପୁଟରେ ବର୍ଷା◆ଗରମରୁ ଆଶ୍ବସ୍ତି
ପ୍ରତିଫଳନ ମିଡ଼ିଆ କୋରାପୁଟ ରେ ଝିପି ଝିପି ଅସରାଏ ବର୍ଷା ହୋଇଛି ।ଫଳରେ ଉତ୍ତପ୍ତ ପରିବେଶରେ ସାମାନ୍ୟ ଶୀତଳତା ଛୁଇଁ ଯାଇଛି । ଗତ କିଛି ଦିନ ଧରି ସକାଳ ରୁ ଅପରାହ୍ନ ପର୍ଯ୍ୟନ୍ତ…
View More କୋରାପୁଟରେ ବର୍ଷା◆ଗରମରୁ ଆଶ୍ବସ୍ତି
