ବ୍ରହ୍ମପୁର (ପ୍ରତିଫଳନ ମିଡ଼ିଆ ) ଚଳିତ ମାସ 11ତାରିଖ ଠାରୁ 17 ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆ ର ବଟ୍ଟମ୍ ସିଟି ଠାରେ ଅନୁଷ୍ଠିତ ହେବାକୁ ଥିବା 16ତମ ବିଶ୍ବ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ରେ…
View More ବିଶ୍ବ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ପାଇଁ ବ୍ରହ୍ମପୁର ଦୁଇ ଜଣଙ୍କୁ ବିଚାରକ ଦାୟିତ୍ୱ, ଇଣ୍ଡୋନେସିଆ ଯିବେ ଦୁଇ ଗଞ୍ଜାମ ପୁଅAuthor: Keerti chandra Sahu
ରାୟଗଡାରେ ଛାୟା ସଂସଦ, ଶିଶୁ ସାଂସଦଙ୍କୁ ଦେଖି କୋରାପୁଟ ସାଂସଦ ହେଲେ ଅଭିଭୂତ
ରାୟଗଡା (ପ୍ରତିଫଳନ ମିଡ଼ିଆ ) ଚାଲିଥିଲା ସଂସଦର ଶୀତ କାଳୀନ ଅଧିବେଶନ। ଘନ ଘନ ଟେବୁଲ ବାଡେଇ ପ୍ରଶ୍ନ କରୁଥିଲେ ବିରୋଧୀ ଦଳ। ସଠିକ ଉତ୍ତର ଦେଉଥିଲେ ଶାସକ ଦଳ। କଳାଧନ, ଶିକ୍ଷା, ସ୍ବାସ୍ଥ୍ୟ,…
View More ରାୟଗଡାରେ ଛାୟା ସଂସଦ, ଶିଶୁ ସାଂସଦଙ୍କୁ ଦେଖି କୋରାପୁଟ ସାଂସଦ ହେଲେ ଅଭିଭୂତବସରେ ପୁଣି ଲାଗିଗଲା ନିଆଁ, ହୁତୁ ହୁତୁ ହୋଇ ଜଳିଗଲା ବସ, ବଞ୍ଚିଗଲେ ବସ ଯାତ୍ରୀ
କୋରାପୁଟ (ପ୍ରତିଫଳନ ମିଡ଼ିଆ ) ନିକଟରେ ତେଲେଙ୍ଗାନାରେ ଏକ ବସରେ ନିଆଁ ଲାଗିବାରୁ ବସର ସମସ୍ତ ଯାତ୍ରୀ ଦଗ୍ଧ ହୋଇଯାଇଥିଲେ। ଏହି ଘଟଣା ମନରୁ ନ ଲିଭୁଣୁ ଆଉ ଏକ ବସରେ ନିଆଁ ଲାଗିଯାଇଛି।…
View More ବସରେ ପୁଣି ଲାଗିଗଲା ନିଆଁ, ହୁତୁ ହୁତୁ ହୋଇ ଜଳିଗଲା ବସ, ବଞ୍ଚିଗଲେ ବସ ଯାତ୍ରୀଲୋକେ ଚାଲୁଥିଲେ, ଏବେ ଚାଲିଲା ପ୍ରଶାସନ 🔹 କାଶୀପୁରର ଅପହଞ୍ଚ ମନୁଷପଦରରେ ଚାଲି ଚାଲି ପହଁଚିଲେ ସିଡିଓ🔹ଲୋକଙ୍କ ସହ କଥା ହେଲେ, ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି
କାଶୀପୁର (ପ୍ରତିଫଳନ ମିଡ଼ିଆ ) ନିତି ସମସ୍ୟା ଭୋଗୁଛନ୍ତି ଲୋକ। ଅପହଞ୍ଚ ଇଲାକାକୁ ପହଂଚିବାକୁ କେବଳ ଏକ ମାତ୍ର ସାହାରା ପାଦ ଚଲା ରାସ୍ତା। ପାହାଡ଼ ସେପାଖ ଗାଁକୁ ଯିବା ପାଇଁ ଡେଇଁବାକୁ ହୁଏ…
View More ଲୋକେ ଚାଲୁଥିଲେ, ଏବେ ଚାଲିଲା ପ୍ରଶାସନ 🔹 କାଶୀପୁରର ଅପହଞ୍ଚ ମନୁଷପଦରରେ ଚାଲି ଚାଲି ପହଁଚିଲେ ସିଡିଓ🔹ଲୋକଙ୍କ ସହ କଥା ହେଲେ, ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତିଗାଁକୁ ପ୍ରବେଶ ମନା, ପ୍ରବେଶ ପଥ ସିଲ, ମୃତ୍ୟୁ ତାଣ୍ଡବ ରୋକିବା ଲାଗି ଗାଁ ଝାଙ୍କିରୀ ପୀଠରେ ଚାଲିଛି ପୂଜା
କୋରାପୁଟ ଜିଲ୍ଲା ନାରାୟଣପାଟଣାର ଗାଦବାଗୁଡା ଗାଁର ଘଟଣା ନାରାୟଣପାଟଣା (ପ୍ରତିଫଳନ ମିଡ଼ିଆ ) ଏବେ ଗାଁକୁ ପ୍ରବେଶ ମନା। କୋରାପୁଟ ଜିଲ୍ଲା ନାରାୟଣପାଟଣାର ଗାଦବାଗୁଡା ଗାଁରେ ଏମିତି ଅଘୋଷିତ କରଫ୍ୟୁ। ଗାଁ ପ୍ରବେଶ ପଥ…
View More ଗାଁକୁ ପ୍ରବେଶ ମନା, ପ୍ରବେଶ ପଥ ସିଲ, ମୃତ୍ୟୁ ତାଣ୍ଡବ ରୋକିବା ଲାଗି ଗାଁ ଝାଙ୍କିରୀ ପୀଠରେ ଚାଲିଛି ପୂଜାଆଦିବାସୀ ଅଂଚଳରେ ସଂଘର ଶକ୍ତି ବୃଦ୍ଧି,ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପଥ ସଂଚାଳନ, ପରମ ବୈଭବଶାଳୀ ଭାରତ ଗଠନ ଲକ୍ଷ୍ୟ।
ସଂଘ କୌଣସି ଜାତି ଏବଂ ଧର୍ମକୁ ପ୍ରାଥମିକତା ଦିଏନାହିଁ ସେ ଯେ କୌଣସି ଜାତିର କିମ୍ବା ଧର୍ମର ହୋଇଥିଲେ ମଧ୍ୟ ରାଷ୍ଟ୍ର ଭକ୍ତି ଏବଂ ରାଷ୍ଟ୍ର ନିର୍ମାଣର ଅଗ୍ରଦୁତ ହେବା ଦରକାର। ବ୍ୟକ୍ତିତ୍ବ ନିର୍ମାଣ…
View More ଆଦିବାସୀ ଅଂଚଳରେ ସଂଘର ଶକ୍ତି ବୃଦ୍ଧି,ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପଥ ସଂଚାଳନ, ପରମ ବୈଭବଶାଳୀ ଭାରତ ଗଠନ ଲକ୍ଷ୍ୟ।ପଦ୍ମପୁର,ରାମନାଗୁଡ଼ା କଲ୍ୟାଣସିଂଙ୍ଗପୁରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉପ-ନିବନ୍ଧନଙ୍କ କାର୍ଯ୍ୟାଳୟ ଉଦଘାଟିତ,
ରାୟଗଡା ଜିଲ୍ଲାର ପଦ୍ମପୁର,ରାମନାଗୁଡ଼ା ଓ କଲ୍ୟାଣସିଙ୍ଗପୁର ତହସିଲରେ ଏବେ ଉପ ନିବନ୍ଧନ କାର୍ଯ୍ୟାଳୟ ଖୋଲିଲା। ଏଣିକି ଜମି ରେଜିଷ୍ଟ୍ରେସନ କାମ ଉପରୋକ୍ତ ତହସିଲ ରେ ହୋଇପାରିବ।ନଭେମ୍ବର ମାସ ୧ ତାରିଖରୁ ତହସିଲ କାର୍ଯ୍ୟାଳୟଗୁଡିକରେ ଜମି…
View More ପଦ୍ମପୁର,ରାମନାଗୁଡ଼ା କଲ୍ୟାଣସିଂଙ୍ଗପୁରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉପ-ନିବନ୍ଧନଙ୍କ କାର୍ଯ୍ୟାଳୟ ଉଦଘାଟିତ,ଆନ୍ଧ୍ରପ୍ରଦେଶ : କାସିବୁଗା ଭେଙ୍କଟଶ୍ୱର ମନ୍ଦିରରେ ଦଳଚକଟା 9 ମୃତ 10ରୁ ଉର୍ଧ୍ଵ ଆହତ।
ବିଶାଖାପାଟଣାରୁ ଯଶୋବନ୍ତ ପାଢୀ, ପ୍ରତିଫଳନ ମିଡ଼ିଆ କାର୍ତିକ ମାସ ପୁଣ୍ୟ ମାସ। ପୁଣି ଏକାଦଶୀ ତିଥି। ଏହି ଦିନରେ ଠାକୁରଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳିବ। ଏହି ଆଶାରେଠାକୁରଙ୍କ ଦର୍ଶନ ପାଇଁ ମନ୍ଦିର…
View More ଆନ୍ଧ୍ରପ୍ରଦେଶ : କାସିବୁଗା ଭେଙ୍କଟଶ୍ୱର ମନ୍ଦିରରେ ଦଳଚକଟା 9 ମୃତ 10ରୁ ଉର୍ଧ୍ଵ ଆହତ।କୋରାପୁଟରେ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ – ଓକିଲ ସଂଘ
କୋରାପୁଟ ରୁ ମଦନମୋହନ ସାହୁ ପ୍ରତିଫଳନ ମିଡ଼ିଆ କୋରାପୁଟ ଓକିଲ ସଂଘ ପକ୍ଷରୁ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜିତ କରାଯିବ।ଆସନ୍ତା ନଭେମ୍ବର ୨ ରୁ ୧୦ ତାରିଖ ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲାରେ ଆୟୋଜିତ…
View More କୋରାପୁଟରେ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ – ଓକିଲ ସଂଘଜବଲପୁରରେ ଆରମ୍ଭ ହେଲା RSS ର ତିନି ଦିନିଆ ଅଖିଲ ଭାରତୀୟ କାର୍ଯ୍ୟକାରି ମଣ୍ଡଳ ସଭା।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଲ ଭାରତୀୟ କାର୍ଯ୍ୟକାରି ମଣ୍ଡଳ ସଭା ଅକ୍ଟୋବର ୩୦ ତାରିଖରୁ ଜବଲପୁରର କଚ୍ଛନାର ସିଟିରେ ଆରମ୍ଭ ହୋଇଛି। ସଂଘର ସରସଂଘଚାଳକ ଡା. ମୋହନ ଭାଗବତ ଜୀ ଓ ସରକାର୍ଯ୍ୟବାହ ମାନ୍ନନୀୟ…
View More ଜବଲପୁରରେ ଆରମ୍ଭ ହେଲା RSS ର ତିନି ଦିନିଆ ଅଖିଲ ଭାରତୀୟ କାର୍ଯ୍ୟକାରି ମଣ୍ଡଳ ସଭା।
