ପ୍ରତିଫଳନ ମିଡ଼ିଆ
ପ୍ରାୟ ୩ଘଣ୍ଟା ଧରି ଅଟକି ରହିଛି ହୀରାଖଣ୍ଡ ଟ୍ରେନ । ଓଡ଼ିଶା ଓ ଛତିଶ ଗଡ ସୀମାନ୍ତ ଆମଗୁରା ନିକଟରେ ଘଟିଛି ଘଟଣା ।ହୀରାଖଣ୍ଡ ଟ୍ରେନ ବଡ ଦୁର୍ଘଟଣାରୁ ବର୍ତିଲା ।ବଗି ଜୟଣ୍ଟ ଛିଡି ଯିବାରୁ ଅଧା ବାଟରେ ଅଟକି ରହିଛି ଟ୍ରେନ । ଯାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖିନ ହୋଇଛନ୍ତି

ରେଳ ଧାରଣା ଉପରେ ଟ୍ରେନ ଟି ଅଟକି ରହିଥିବାରୁ ଗାଡ଼ି ଚଳା ଚଳ ବନ୍ଦ ରହିଛି । କୋରାପୁଟ ଓ ଜଗଦଲ ପୁର ରୁ ବୈଷୟିକ ଟିମ୍ ଘଟଣା ସ୍ଥଳକୁ ଯାଇଛନ୍ତି । ବଗି କୁ ବଗି ସଂଯୋଗ କରୁଥିବା କପଲର ଲିଙ୍କ ମରାମତି ହେଲେ ଗାଡ଼ି ଚଳା ଚଳ କରିବ ବୋଲି ରେଳ କର୍ତୃପକ୍ଷ ସୂଚନା ଦେଇଛନ୍ତି ।


