Breaking Breaking Breaking ମାଲ ବୋଝେଇ ଟ୍ରେନ ଲାଇନଚ୍ୟୁତକୋରାପୁଟ -କୋତୱ୍ବାଲସା ରେଳପଥରେ ରେଳ ଚଳାଚଳ ବନ୍ଦଗୋଟାଏ ବଗି ଲାଇନଚ୍ୟୁତଅଳ୍ପକେ ବର୍ତିଲେ ଡ୍ରାଇଭର ଓ ଇଂଜିନଇଂଜିନ ସହ ୪ ଟି ବଗି ପାରି ହେବା ପରେ…
View More ମାଲ ବୋଝେଇ ଟ୍ରେନ ଲାଇନଚ୍ୟୁତ◆କୋରାପୁଟ -କୋତୱ୍ବାଲସା ରେଳପଥରେ ରେଳ ଚଳାଚଳ ବନ୍ଦ◆Category: ରାଜ୍ୟ
ଭିନ୍ନ ରାଜ୍ୟ ଦାବୀ କାହିଁକି ?
● ଗଦାଧର ପରିଡା କେତେ ତ୍ୟାଗ ଓ ତପସ୍ୟାର ଫଳ ଭାବରେ ଓଡିଆମାନେ ପହିଲା ଅପ୍ରେଲ ୧୯୩୬ ମସିହାରେ ଓଡିଆମାନଙ୍କପାଇଁ ଏକ ପ୍ରଦେଶ , ଓଡିଶା ପ୍ରଦେଶ ପାଇଥିଲେ ! ଆଜି କାହିଁକି ଦେଶିଆ…
View More ଭିନ୍ନ ରାଜ୍ୟ ଦାବୀ କାହିଁକି ?ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଦୂରଦର୍ଶୀ ପଦକ୍ଷେପ◆ଉଚ୍ଚ ଶିକ୍ଷା ବିଭାଗ ଦ୍ଵାରା ସ୍ଵତନ୍ତ୍ର କୋଚିଂ ବ୍ୟବସ୍ଥାର ପୁନଃ ପ୍ରଚଳନ ପରେ ୨୫ଜଣ ପାଇଲେ ଓଏଏସରେ ସଫଳତା◆
(ପ୍ରତିଫଳନ ମିଡିଆ ) ସଦ୍ୟ ପ୍ରକାଶିତ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ପିଲାମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ମୋଟ ୨୫ ଜଣ ପିଲା…
View More ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଦୂରଦର୍ଶୀ ପଦକ୍ଷେପ◆ଉଚ୍ଚ ଶିକ୍ଷା ବିଭାଗ ଦ୍ଵାରା ସ୍ଵତନ୍ତ୍ର କୋଚିଂ ବ୍ୟବସ୍ଥାର ପୁନଃ ପ୍ରଚଳନ ପରେ ୨୫ଜଣ ପାଇଲେ ଓଏଏସରେ ସଫଳତା◆ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ବଡ଼ ସଫଳତା ◆ରାୟଗଡ଼ା ଜିଲ୍ଲାରୁ ୯ ଜଣ ପାଇଲେ◆
(ପ୍ରତିଫଳନ ମିଡିଆ) ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବହୁ ଯୁବକଯୁବତୀ ସଫଳତା ହାସଲ କରିଛନ୍ତି । ରାୟଗଡା ଜିଲ୍ଲାର ପଙ୍କଜ ମାଝି, ଲାଖେଶ୍ୱରୀ ମାଝୀ, ଦୀପାରାଣୀ ବେହେରା,ଧୀରେନ୍ଦ୍ର କଣ୍ଡାଗରୀ ସଫଳତା…
View More ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ବଡ଼ ସଫଳତା ◆ରାୟଗଡ଼ା ଜିଲ୍ଲାରୁ ୯ ଜଣ ପାଇଲେ◆ଲାଇନରେ ମୁଖପାତ୍ର !
(ପ୍ରତିଫଳନ ମିଡିଆ) ମୁଖପାତ୍ର ବିମୁଖ। ଅନ୍ୟଦଳକୁ ଡେଇଁବା ପାଇଁ ଲାଇନରେ ଅଛନ୍ତି ବୋଲି ସବୁଠି ଚର୍ଚା । ସେଥିପାଇଁ ମୁଖପାତ୍ର ନିଜର ସୀମା ଟପି ଦଳକୁ କ୍ଷତି ହେଲା ଭଳି କଥା କହିଚାଲିଛନ୍ତି ।…
View More ଲାଇନରେ ମୁଖପାତ୍ର !ଏସୟୁଜେର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ◆ବରିଷ୍ଠ ସାମ୍ବାଦିକ କୀର୍ତ୍ତି ଚନ୍ଦ୍ର ସାହୁ ହେଲେ କାର୍ଯ୍ୟକାରୀ ସଭାପତି◆ପ୍ରତିବର୍ଷ ଫେବୃଆରୀ ପ୍ରଥମ ସପ୍ତାହରେ ହେବ ରାଜ୍ୟ ସମାବେଶ
(ପ୍ରତିଫଳିନ ମିଡିଆ) ଏସୟୁଜେ ରାଜ୍ୟ କାର୍ଯ୍ୟ କାରିଣି ବୈଠକ ଗୋଦାବରୀଶ ସାହିତ୍ୟ ସଂସଦ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଗଠକୁ ସୁଦୃଢ କରିବା ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନିଆଯାଇଛି । କାର୍ଯ୍ୟକାରୀ ସଭାପତି…
View More ଏସୟୁଜେର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ◆ବରିଷ୍ଠ ସାମ୍ବାଦିକ କୀର୍ତ୍ତି ଚନ୍ଦ୍ର ସାହୁ ହେଲେ କାର୍ଯ୍ୟକାରୀ ସଭାପତି◆ପ୍ରତିବର୍ଷ ଫେବୃଆରୀ ପ୍ରଥମ ସପ୍ତାହରେ ହେବ ରାଜ୍ୟ ସମାବେଶପନ୍ଦର ଫୁଟ ତଳକୁ ଖସିଲା କାର●ଜଣେ ମୃତ ●ତିନି ଆହତ●
(ପ୍ରତିଫଳନ ମିଡିଆ) ଭାରସାମ୍ୟ ହରାଇ ପନ୍ଦର ଫୁଟ ତଳକୁ ଖସିଲା ଆଲ୍ଟ କାର । ଫଳରେ ଘଟଣା ସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟି ଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ…
View More ପନ୍ଦର ଫୁଟ ତଳକୁ ଖସିଲା କାର●ଜଣେ ମୃତ ●ତିନି ଆହତ●କାମରେ ଆସୁନି ମେଗା ପ୍ରକଳ୍ପ ◆ଚାଷୀଙ୍କ ଗୁହାରୀ ଶୁଣିଲାନି ପ୍ରଶାସନ◆ନଦୀରେ ବାନ୍ଧିଲେ ଆଡିବନ୍ଧ
(ପ୍ରତିଫଳନ ମିଡିଆ) ଚାଷ ଓ ଚାଷୀ ର ବିକାଶ ଲାଗି ସରକାର କରୁଛନ୍ତି ଅନେକ ଯୋଜନା | ଆଉ ଯୋଜନା ମୁତାବକ ପାଣି ଭଳି ଅଜସ୍ର ଅର୍ଥ କରୁଛନ୍ତି ଖର୍ଚ୍ଚ | ତଥାପି ନା…
View More କାମରେ ଆସୁନି ମେଗା ପ୍ରକଳ୍ପ ◆ଚାଷୀଙ୍କ ଗୁହାରୀ ଶୁଣିଲାନି ପ୍ରଶାସନ◆ନଦୀରେ ବାନ୍ଧିଲେ ଆଡିବନ୍ଧ●ଭକ୍ତଙ୍କୁ ମିଳିବ ଆଶ୍ବସ୍ତି●ଶ୍ରୀମନ୍ଦିରରେ ବ୍ୟବହାର ହେବ ବିଶୁଦ୍ଧ ଓମଫେଡ ଘିଅ ● ଲାଭବାନ ହେବ ଓମଫେଡ ଓ ଗୋପାଳକ ●
ପ୍ରତିଫଳନ ମିଡିଆ ଶ୍ରୀମନ୍ଦିରକୁ ନେଇ ବଡ଼ ନିଷ୍ପତି । ଏଣିକି ଶ୍ରୀମନ୍ଦିର ସେବାରେ କେବଳ ଲାଗିବ ଓମଫେଡ ଘିଅ । ମନ୍ଦିର ପ୍ରଶାସନ ଓମଫେଡକୁ ଚିଠି ଲେଖି ଜଣାଇଛନ୍ତି । ତିରୁପତି ମନ୍ଦିରରେ ବ୍ୟବହୃତ…
View More ●ଭକ୍ତଙ୍କୁ ମିଳିବ ଆଶ୍ବସ୍ତି●ଶ୍ରୀମନ୍ଦିରରେ ବ୍ୟବହାର ହେବ ବିଶୁଦ୍ଧ ଓମଫେଡ ଘିଅ ● ଲାଭବାନ ହେବ ଓମଫେଡ ଓ ଗୋପାଳକ ●ମୁଣ୍ଡରେ ଶିରିପା ପାଇଁ ହୁଏ ବନ୍ଧୁକ ଚାଳନା●କାଶୀପୁରର ବିରଳ ଲାଖ ବିନ୍ଧା ପର୍ଵ●ରାଜା ଓ ପ୍ରଜା ଏକାକାର●
(ପ୍ରତିଫଳନ ମିଡିଆ) ରାଜତନ୍ତ୍ର ଶେଷ ହୋଇଛି । ଭାରତ ସ୍ଵାଧୀନ ହେବାର ର ୭୭ବର୍ଷ ବିତିଯାଇଛି ଯାଇଛି ।। ତଥାପି ଲୋକେ ରାଜାଙ୍କୁ ଭୁଲିନାହାନ୍ତି କି ତାଙ୍କ ଦ୍ୱାରା ଆୟୋଜିତ ଉତ୍ସବରେ ଯୋଗଦେବା ଭୁଲନ୍ତିନି…
View More ମୁଣ୍ଡରେ ଶିରିପା ପାଇଁ ହୁଏ ବନ୍ଧୁକ ଚାଳନା●କାଶୀପୁରର ବିରଳ ଲାଖ ବିନ୍ଧା ପର୍ଵ●ରାଜା ଓ ପ୍ରଜା ଏକାକାର●