ଭୁବନେଶ୍ୱର, ପ୍ରତିଫଳନ ମିଡ଼ିଆ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସହରାଞ୍ଚଳରେ ପରିମଳ ଉନ୍ନତି ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ପାଞ୍ଚଟି ନଗର…
View More ସହରାଞ୍ଚଳରେ ପରିମଳ ବ୍ୟବସ୍ଥାର ଉନ୍ନତି ପାଇଁ ବୈଠକ● ପରିମଳ ମନିଟରିଂ ପାଇଁ ଡିଜିଟାଲ ଆପ୍ଲିକେସନ୍ ବିକଶିତ କରିବାକୁ ମନ୍ତ୍ରୀଙ୍କ ପରାମର୍ଶCategory: ରାଜ୍ୟ
ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ କାର୍ଡ – ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ
କୋରାପୁଟରେ ମନ୍ତ୍ରୀ କଲେ ସମୀକ୍ଷା, ଜିଲ୍ଲାପାଳଙ୍କୁ କଲେ ପ୍ରଶଂସା ପ୍ରତିଫଳନ ମିଡ଼ିଆ କୋରାପୁଟ ଜିଲ୍ଲା ଗସ୍ତରେ ଆସି ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର…
View More ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ କାର୍ଡ – ଖାଦ୍ୟ ଓ ଯୋଗାଣ ମନ୍ତ୍ରୀବନ ଅଗ୍ନି ରୋକିବାକୁ କୋରାପୁଟ ବନ ବିଭାଗର ଅଭିନବ ପଦକ୍ଷେପ
ଜିଲ୍ଲାରେ ହୋଇଛି ୭୦ଟି ଅଗ୍ନି ନିରୋଧକ ମଞ୍ଚା ପ୍ରତିଫଳନ ମିଡ଼ିଆ ମାଳଭୂମିରେ ବଢୁଛି ଗ୍ରୀଷ୍ମର ପ୍ରକୋପ । ତା ସହ ପାହାଡ ଜଙ୍ଗଲ ଗୁଡିକରେ ବହୁ ସ୍ଥାନରେ ନିଆଁ ଲାଗି ହୁତୁ ହୁତୁ ହୋଇ…
View More ବନ ଅଗ୍ନି ରୋକିବାକୁ କୋରାପୁଟ ବନ ବିଭାଗର ଅଭିନବ ପଦକ୍ଷେପକୋରାପୁଟ ପ୍ରଶାସନ, ପୋଲିସ, ଜଙ୍ଗଲ ବିଭାଗ ଓ ଗଣମାଧ୍ୟମ କୁ କୃତଜ୍ଞତା ଜଣାଇଲା ଏସଏସଏମବି: ୨୯ ୟୁନିଟ◆ ଅଭିନେତା ପ୍ରଣୀତ ରେଡ୍ଡି ବ୍ୟକ୍ତିଗତ ମିଶି ଜଣାଇଲେ କୃତଜ୍ଞତା
ପ୍ରତିଫଳନ ମିଡ଼ିଆ କୋରାପୁଟରୁ ଫେରିଯାଇଛନ୍ତି ଏସଏସଏମବି:୨୯ ଟିମ । କୋରାପୁଟ ତଳମାଳିରେ ୧୫ ଦିନ ଯାଏଁ ଚାଲିଥିଲା ବିଗ ବଜେଟର ଫିଲ୍ମ । କ୍ୟାମେରା ରେ ଦୃଶ୍ୟ ସବୁକୁ ରେକଡ଼ିଂ କରିବା ମଧ୍ୟରେ କୋରାପୁଟର…
View More କୋରାପୁଟ ପ୍ରଶାସନ, ପୋଲିସ, ଜଙ୍ଗଲ ବିଭାଗ ଓ ଗଣମାଧ୍ୟମ କୁ କୃତଜ୍ଞତା ଜଣାଇଲା ଏସଏସଏମବି: ୨୯ ୟୁନିଟ◆ ଅଭିନେତା ପ୍ରଣୀତ ରେଡ୍ଡି ବ୍ୟକ୍ତିଗତ ମିଶି ଜଣାଇଲେ କୃତଜ୍ଞତାଅପ୍ରିଲ ୨ରୁ ସକାଳୁଆ ବିଦ୍ୟାଳୟ
ପ୍ରତିଫଳନ ମିଡ଼ିଆ ସ୍କୁଲ ପିଲାଙ୍କ ପାଇଁ ରାଜ୍ୟ ସରକାରଙ୍କ ଭଲ ନିଷ୍ପତି । ଅପ୍ରିଲ ୨ରୁ ହେବ ସକାଳୁଆ ସ୍କୁଲ । ଖରାର ପ୍ରକୋପ ବଢ଼ୁଥିବାରୁ ମୁଖ୍ୟମନ୍ତ୍ରୀ ନିକଟରେ ଏସଓପି ଜାରି କରିବାକୁ ସମୀକ୍ଷା…
View More ଅପ୍ରିଲ ୨ରୁ ସକାଳୁଆ ବିଦ୍ୟାଳୟକୋରାପୁଟ ମାଟି ଓ ମଣିଷଙ୍କୁ ଭୁଲି ପାରୁ ନାହାଁନ୍ତି ହଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ନିର୍ଦ୍ଦେଶକ ଏସ ରାଜମୌଳି◆ ଉଷ୍ମ ଆତିଥେୟତା ପାଇଁ ଚିଠି ଲେଖି କୋରାପୁଟକୁ ଜଣାଇଲେ ଧନ୍ୟବାଦ
ପ୍ରତିଫଳନ ମିଡ଼ିଆ ପ୍ରିୟ କୋରାପୁଟ ଉଷ୍ମ ଆତିଥ୍ୟ ପାଇଁ ଧନ୍ୟବାଦ। ଆଗକୁ ମୋର ଏପରି ଅନେକ ଦୁଃସାହସିକ ଅଭିନବ ପ୍ରକଳ୍ପ ପାଇଁ ଅପେକ୍ଷା ରଖିବି । #SSMB29 ସେଟରୁ ପ୍ରଚୁର ଭଲ ପାଇବା ପ୍ରିୟଙ୍କା…
View More କୋରାପୁଟ ମାଟି ଓ ମଣିଷଙ୍କୁ ଭୁଲି ପାରୁ ନାହାଁନ୍ତି ହଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ନିର୍ଦ୍ଦେଶକ ଏସ ରାଜମୌଳି◆ ଉଷ୍ମ ଆତିଥେୟତା ପାଇଁ ଚିଠି ଲେଖି କୋରାପୁଟକୁ ଜଣାଇଲେ ଧନ୍ୟବାଦବାଲଦା ବକ୍ସାଇଟ ଖଣିରୁ କଳିଙ୍ଗ ଆଲୁମିନାର ଖଣିଜ ଉତ୍ତୋଳନ ମଞ୍ଜୁରୀ କୁ ବିରୋଧ କରି ନନ୍ଦପୁର ଠାରେ ବିଶାଳ ରାଲି◆ସାମିଲ ହେଲେ କଂଗ୍ରେସ ବିଧାୟକ ଦଳ ନେତା
କୋରାପୁଟ -ପ୍ରତିଫଳନ ମିଡ଼ିଆ ବାଲାଦା ବକ୍ସାଇଟ୍ ଖଣିରୁ ଖଣି ଖନନ ପାଇଁ ହୋଇଥିବା ଜଣ ଶୁଣାଣିକୁ ନେଇ ପ୍ରତିବାଦର ସ୍ବର ତୀବ୍ର ହେବାରେ ଲାଗିଛି । ଗତ ୬ ମାର୍ଚ୍ଚ ୨୦୨୫ ରେ ଭେଜା…
View More ବାଲଦା ବକ୍ସାଇଟ ଖଣିରୁ କଳିଙ୍ଗ ଆଲୁମିନାର ଖଣିଜ ଉତ୍ତୋଳନ ମଞ୍ଜୁରୀ କୁ ବିରୋଧ କରି ନନ୍ଦପୁର ଠାରେ ବିଶାଳ ରାଲି◆ସାମିଲ ହେଲେ କଂଗ୍ରେସ ବିଧାୟକ ଦଳ ନେତାବିଧାନସଭା ଘେରାଉ ନେଇ ଜିଲା କଂଗ୍ରେସର ପ୍ରସ୍ତୁତି ବୈଠକ
ରାୟଗଡ଼ା- ପ୍ରତିଫଳନ ମିଡ଼ିଆ ରାଜ୍ୟରେ ମହିଳାଙ୍କ ପ୍ରତି ବଢ଼ୁଛି ହିଂସା ଓ ଅପରାଧ । ନାବାଳିକା ଠାରୁ ଆରମ୍ଭ କରି ଯୁବତୀ ଓ ବିବାହିତ ମହିଳା ସମସ୍ତଙ୍କ ଉପରେ ବଢ଼ିଛି ନିର୍ଯାତନା । ଏନେଇ…
View More ବିଧାନସଭା ଘେରାଉ ନେଇ ଜିଲା କଂଗ୍ରେସର ପ୍ରସ୍ତୁତି ବୈଠକଯେଉଁଠି ଆରମ୍ଭ ସେଇଠି ଅନ୍ତ ଓଡ଼ିଆ ଅସ୍ମିତା !
କୋଟିଆକୁ ଆନ୍ଧ୍ରକୁ ଟେକିଦେବେ କି ସରକାର ? : ଆମ କୋଟିଆ ସଙ୍ଗଠନ ପ୍ରତିଫଳନ ମିଡ଼ିଆ ଓଡ଼ିଆ ଅସ୍ମିତାକୁ ନେଇ ଚର୍ଚ୍ଚା । ହେଲେ ଏହାର ଆରମ୍ଭସ୍ଥଳକୁ ଭୁଲିଗଲେ ନେତା ଓ ଜନତା ।…
View More ଯେଉଁଠି ଆରମ୍ଭ ସେଇଠି ଅନ୍ତ ଓଡ଼ିଆ ଅସ୍ମିତା !ହୋଲି ଖେଳରୁ ଗୁଳି କାଣ୍ଡ◆ସାଙ୍ଗ ଗୁଳିରେ ମଲା ସାଙ୍ଗ
ମଦ ନିଶାରେ ଗୁଳିକାଣ୍ଡ କଟକରୁ ରଶ୍ମିତା ପ୍ରଧାନ ପ୍ରତିଫଳନ ମିଡ଼ିଆ ହୋଲି ଖେଳିବା ପରେ ଏକାଠି ବସି ମଦ ପିଇ ମଉଜ ମସ୍ତି କରୁଥିଲେ । ନିଶା ବି ଜୋର ଧରିଲା । ଆରମ୍ଭ…
View More ହୋଲି ଖେଳରୁ ଗୁଳି କାଣ୍ଡ◆ସାଙ୍ଗ ଗୁଳିରେ ମଲା ସାଙ୍ଗ
