ପ୍ରତିଫଳନ ମିଡ଼ିଆ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ, ଦ୍ଵିତୀୟ କିସ୍ତିରେ ରାଜ୍ୟର ପ୍ରାୟ ଏକ କୋଟି ସୁଭଦ୍ରା ପାଇଲେ ୫ହଜାର ଟଙ୍କା ସହାୟତା । ସେହିପରି କୋରାପୁଟ ଜିଲ୍ଲାରେ ୩ଲକ୍ଷ, ରାୟଗଡ଼ା ଜିଲ୍ଲାରେ ୨ଲକ୍ଷ…
View More ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ, ଦ୍ଵିତୀୟ କିସ୍ତିରେ ରାଜ୍ୟର ପ୍ରାୟ ଏକ କୋଟି ସୁଭଦ୍ରା ପାଇଲେ ୫ହଜାର ଟଙ୍କା ସହାୟତା◆କୋରାପୁଟ ଜିଲ୍ଲାରେ ୩ଲକ୍ଷ◆ରାୟଗଡ଼ାଜିଲ୍ଲାରେ ୨ଲକ୍ଷ ୨୪ହଜାର ୩୯୩ ଜଣ ◆ମାଲକାନଗିରି ଜିଲ୍ଲାରେ ୧ ଲକ୍ଷ ୩୪ ହଜାର ୬୧୦ ଜଣ ◆ନବରଂଗପୁର ଜିଲ୍ଲାରେ ୨ ଲକ୍ଷ୮୫ ହଜାର ୯୫୨ ଜଣCategory: ରାଜ୍ୟ
ମାଲକାନଗିରି ପୁଅ ପାଇଲେ ଓଡ଼ିଆ ସାମ୍ବାଦିକତାରେ ଆଇ.ଆଇ.ଏମ୍ ସି ସମ୍ମାନ
ପ୍ରତିଫଳନ ମିଡ଼ିଆ ଉପାନ୍ତ ମାଲକାନଗିରି ଜିଲ୍ଲାର ଏମଭି 79 ର ଯୁବକ ସୁରଜ କୁମାର ବେହେରା ଆଇ ଆଇ ଏମ୍ ସି ସମ୍ମାନ ରେ ସମ୍ମାନିତ ହୋଇଛନ୍ତି ।। ନୂଆଦିଲ୍ଲୀ ସ୍ଥିତ ଭାରତୀୟ ଜନ…
View More ମାଲକାନଗିରି ପୁଅ ପାଇଲେ ଓଡ଼ିଆ ସାମ୍ବାଦିକତାରେ ଆଇ.ଆଇ.ଏମ୍ ସି ସମ୍ମାନଦୁଃଖହାରିଣୀ କାଦମ୍ବିନୀ
ରାଜନେତ୍ରୀରୁ ସମାଜସେବା ବିବାହର ମାତ୍ର ୩ ବର୍ଷ ପରେ ୨୦୦୦ ମସିହାରେ କାଦମ୍ବିନୀ ମ୍ୟୁନିସପାଲିଟି ନିର୍ବାଚନରେ ୱାର୍ଡ ସଭ୍ୟା ପାଇଁ ସ୍ବାଧୀନ ଭାବରେ ପ୍ରତିଦ୍ବନ୍ଦିତା କରି ବହୁତ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଥିଲେ…
View More ଦୁଃଖହାରିଣୀ କାଦମ୍ବିନୀତିନି ନୂଆ ଆଇନକୁ ନେଇ କୋରାପୁଟ ଟାଉନଥାନା ପକ୍ଷରୁ ଛାତ୍ର ଛାତ୍ରୀଙ୍କୁ ସଚେତନତା
ପ୍ରତିଫଳନ ମିଡ଼ିଆ କୋରାପୁଟ ରେ ଛାତ୍ର ଛାତ୍ରୀ ଙ୍କୁ ନୂତନ ଆଇନ ସଂପର୍କରେ ପୋଲିସ ପକ୍ଷରୁ ସଚେତନତା କରା ଯାଇଛି ।କୋରାପୁଟ ଆଦର୍ଶ ଥାନାର ଉଦଘାଟନ ପରେ କଲେଜ ଛାତ୍ରଛାତ୍ରୀଙ୍କୁ ନୂଆ ତିନି ଆଇନ୍…
View More ତିନି ନୂଆ ଆଇନକୁ ନେଇ କୋରାପୁଟ ଟାଉନଥାନା ପକ୍ଷରୁ ଛାତ୍ର ଛାତ୍ରୀଙ୍କୁ ସଚେତନତାକୋରାପୁଟ ଜିଲ୍ଲାର କୋରାପୁଟ ଓ ଶୁଙ୍କି ଅତ୍ୟାଧୁନିକ ଆଦର୍ଶ ଥାନାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ପ୍ରତିଫଳନ ମିଡ଼ିଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭରଚୁଆଲ୍ ମୋଡରେ ରାଜ୍ୟର ୧୩ଟି ନୂଆ ଥାନାର ଲୋକାର୍ପଣ କରିଛନ୍ତି। କୋରାପୁଟ ଜିଲ୍ଲାର କୋରାପୁଟ ଟାଉନଥାନା ଓ ସୁଙ୍କି ଥାନାର ଲୋକାର୍ପଣ ହୋଇଛି। କୋରାପୁଟ…
View More କୋରାପୁଟ ଜିଲ୍ଲାର କୋରାପୁଟ ଓ ଶୁଙ୍କି ଅତ୍ୟାଧୁନିକ ଆଦର୍ଶ ଥାନାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀବାଲଦା ଖଣି ଖନନ ପାଇଁ ଜନଶୁଣାଣୀ●ନାଗେଶ୍ବରୀ ପାହାଡ଼ ସୁରକ୍ଷା ମଞ୍ଚର ବିରୋଧ ପ୍ରଦର୍ଶନ
ପ୍ରତିଫଳନ ମିଡ଼ିଆ ପ୍ରାକୃତିକ ଶୋଭାରାଜି ରେ ଭରପୂର କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ନାଗେଶ୍ୱରୀ ପାହାଡରୁ ବକ୍ସାଇଟ ଖନନ ପାଇଁ ଆଜି ଜନ ଶୁଣାଣି ।ଏହି ଜନ ଶୁଣାଣିକୁ ସ୍ଥାନୀୟ ଲୋକେ ବିରୋଧ…
View More ବାଲଦା ଖଣି ଖନନ ପାଇଁ ଜନଶୁଣାଣୀ●ନାଗେଶ୍ବରୀ ପାହାଡ଼ ସୁରକ୍ଷା ମଞ୍ଚର ବିରୋଧ ପ୍ରଦର୍ଶନପ୍ରତିଶ୍ରୁତିସମ୍ପନ୍ନା : ଲୋପାମୁଦ୍ରା
କର୍ପୋରେଟ ସିଏସଆର କ୍ଷେତ୍ରରେ ସାରା ଦେଶରେ ନାଁ କରିଥିବା ଓଡ଼ିଆ ଝିଅ ଲୋପାମୁଦ୍ରା ପ୍ରିୟଦର୍ଶିନୀ I ବିଦେଶ ଯିବାର ସୁଯୋଗ ପାଇଲେ ଅନେକ ପଛକୁ ଫେରି ଚାହାନ୍ତି ନାହିଁ, ହେଲେ ରାୟଗଡ଼ାରୁ ଗ୍ରୀସ ପର୍ଯ୍ୟନ୍ତ…
View More ପ୍ରତିଶ୍ରୁତିସମ୍ପନ୍ନା : ଲୋପାମୁଦ୍ରାଅସହାୟଙ୍କ ହୃଦୟର ରାଣୀ : ପଙ୍କଜିନୀ
ପଙ୍କଜିନୀ ପ୍ରଧାନ ଜଣେ ଏମିତି ଏକ ଚରିତ୍ର ଯିଏ ନିଜେ ଦୀପ ପରି ଜଳି ଅନ୍ୟ ଅସହାୟ ମଣିଷମାନଙ୍କୁ ପ୍ରଜ୍ବଳିତ କରିବାରେ ସାହାଯ୍ୟ କରିଛନ୍ତି । ପ୍ରାୟ ୩୦୦୦ ମହିଳାଙ୍କୁ ସମାଜରେ ସମ୍ମାନର ସହିତ…
View More ଅସହାୟଙ୍କ ହୃଦୟର ରାଣୀ : ପଙ୍କଜିନୀମିଲେଟ ରାଣୀ ଡ଼. ରାଇମତି ଘିଉରିଆ
ପ୍ରେରଣାର ଉତ୍ସ ପଦ୍ମଶ୍ରୀ କମଳା ପୂଜାରୀ ପଦ୍ମଶ୍ରୀ କମଳା ପୂଜାରୀ ହେଉଛନ୍ତି ତାଙ୍କ ବଡ଼ ମାଆ, ପିଲା ଦିନେ ବଡ଼ ମାଆଙ୍କ ସାଙ୍ଗରେ ଧାନ କ୍ଷେତକୁ ଯାଇ ତାଙ୍କ ଠାରୁ ପୁରୁଣା କାଳିଆ ଧାନ…
View More ମିଲେଟ ରାଣୀ ଡ଼. ରାଇମତି ଘିଉରିଆମାଲକାନଗିରିର ପ୍ରସିଦ୍ଧ ବଡଯାତ୍ରା
(ପ୍ରତିଫଳନ ମିଡ଼ିଆ) ଆରମ୍ଭ ହୋଇଛି ମାଲକାନଗିରିର ଗଣ ପର୍ଵ ବଡ଼ଯାତ୍ରା । ପ୍ରତି ଦୁଇ ବର୍ଷର ଅନ୍ତରରେ ଆୟୋଜିତ ଏହି ଯାତ୍ରା ଶ୍ରଦ୍ଧାଳୁଙ୍କ ପାଇଁ ବଡ଼ ପବିତ୍ର ମୁହୂର୍ତ୍ତ । ଏହି ଯାତ୍ରାଠାରୁ ନିଜକୁ…
View More ମାଲକାନଗିରିର ପ୍ରସିଦ୍ଧ ବଡଯାତ୍ରା
