(ପ୍ରତିଫଳନ ମିଡିଆ) ମିଲେଟସ୍ କଭରେଜ୍, ମିଲେଟ୍ ଉତ୍ପାଦନ ଏବଂ ରାଗି କ୍ରୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଶ୍ରୀଅନ୍ନ ଅଭିଆନ ଅଧୀନରେ କୋରାପୁଟ ଜିଲ୍ଲାକୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବରେ ପୁରସ୍କୃତ କରାଯାଇଛି |…
View More ଶ୍ରୀଅନ୍ନ ଅଭିଯାନରେ ଉତ୍କର୍ଷତା ପାଇଁ କୋରାପୁଟ ଜିଲ୍ଲା ସମ୍ମାନିତCategory: ରାଜ୍ୟ
ଆରମ୍ଭ ହେଲା ଅପରେସନ ଗ୍ରୀନ କ୍ଲିନ●କୋଟି କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା, ଅବକାରୀ ବଭାଗ ଓ ପୋଲିସ, ପ୍ରଶାସନ●ଡିଜିଙ୍କ ଗସ୍ତ ପରେ ପୋଲିସ ହେଲା କ୍ରିୟାଶୀଳ
(ପ୍ରତିଫଳନ ମିଡିଆ) ପୋଲିସ ମହାନିର୍ଦ୍ଦେଶକଙ୍କ ଗସ୍ତର ପ୍ରଭାବ । ଡିଜିଙ୍କ ଗସ୍ତ ପରେ କୋରାପୁଟ ଜିଲ୍ଲାରେ ଆରମ୍ଭ ହୋଇଛି ଗଞ୍ଜେଇ କ୍ଲିନ୍ ଅଭିଯାନ। ଲମତାପୁଟରୁ ଆରମ୍ଭ ହେଲା ଅପେରସନ ଗ୍ରୀନ କ୍ଳୀନ | ମାଛକୁଣ୍ଡ…
View More ଆରମ୍ଭ ହେଲା ଅପରେସନ ଗ୍ରୀନ କ୍ଲିନ●କୋଟି କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା, ଅବକାରୀ ବଭାଗ ଓ ପୋଲିସ, ପ୍ରଶାସନ●ଡିଜିଙ୍କ ଗସ୍ତ ପରେ ପୋଲିସ ହେଲା କ୍ରିୟାଶୀଳଫୁଲ କନିଆ ପାଇଁ ‘ଫୁଲ ଯାତ୍ରା’● ଲକ୍ଷ୍ମୀପୁରରେ ଆୟୋଜିତ ହେଲା କନିଆ ଝିଙ୍କା ଯାତ୍ରା●
(ପ୍ରତିଫଳନ ମିଡିଆ) ଜନଜାତି ପରମ୍ପରାରେ ଜୀବନ ସାଥୀ ବାଛିବାର ସ୍ଵାଧୀନତା ରହିଛି । ଏଥିପାଇଁ ବିଶେଷ ଆୟୋଜନ କରାଯାଏ । ଜନଜାତି ଯୁବକ ଯୁବତୀ ପରସ୍ପରକୁ ଭଲ ପାଇ ମନ ଦିଆନିଆ ପରେ ବାହାଘର…
View More ଫୁଲ କନିଆ ପାଇଁ ‘ଫୁଲ ଯାତ୍ରା’● ଲକ୍ଷ୍ମୀପୁରରେ ଆୟୋଜିତ ହେଲା କନିଆ ଝିଙ୍କା ଯାତ୍ରା●ଥାନା ଠାରୁ ଜିଲ୍ଲା ପର୍ଯ୍ୟନ୍ତ ପୋଲିସକୁ ପ୍ରଭାବୀ କରାଯିବ : ଡି ଜି ପୋଲିସ
ପ୍ରତିଫଳନ ମିଡ଼ିଆ ସୀମାନ୍ତରେ ଅବସ୍ଥିତ କୋରାପୁଟ ଓ ମାଲକାନଗିରି ଜିଲ୍ଲା ରେ ଗଞ୍ଜେଇ ଚୋରା କାରବାରକୁ ରୋକିବା ସକାଶେ କଠୋର ପଦକ୍ଷେପ ଗ୍ରହଣ କରାଯିବ । ଅପରାଧୀଙ୍କୁ ଧରିବା ଓ ଅପରାଧକୁ ନିୟନ୍ତ୍ରଣ କରିବା…
View More ଥାନା ଠାରୁ ଜିଲ୍ଲା ପର୍ଯ୍ୟନ୍ତ ପୋଲିସକୁ ପ୍ରଭାବୀ କରାଯିବ : ଡି ଜି ପୋଲିସମାଂସ ପାଇଁ ମାଙ୍କଡ଼ ମାରିଲେ : ବନ୍ଧା ହୋଇ ଜେଲ ଗଲେ
(ପ୍ରତିଫଳନ ମିଡିଆ) ମାଙ୍କଡ଼ ମଣିଷର ବଂଶଧର । ମାଙ୍କଡ଼ ହେଉଛି ଭଗବାନ ହନୁମାନଙ୍କ ଵଂଶଜ । ସେଥିପାଇଁ ମଣିଷ ଭିତରେ ମାଙ୍କଡ଼ ପ୍ରତି ଶ୍ରଦ୍ଧା ଯେତିକି ସେତିକି ପରିମାଣରେ ଭକ୍ତି ବି ରହିଛି…
View More ମାଂସ ପାଇଁ ମାଙ୍କଡ଼ ମାରିଲେ : ବନ୍ଧା ହୋଇ ଜେଲ ଗଲେଦୁଇ ଦିନ ହେଲା ହାଇଟେକ ହେୱେନ ଅନ୍ଧାର● ଟାଟା ପାୱାର ତଥାପି ନିରବ●ଖାଉଟି ଅଦାଲତର ଦ୍ବାରସ୍ଥ ପାଇଁ ସଜବାଜ ହେଲେଣି ଗ୍ରାହକ
(ପ୍ରତିଫଳନ ମିଡିଆ) ନାଆ ହାଇଟେକ ହେଭେନ । ମାନେ ସ୍ବର୍ଗ । କିନ୍ତୁ କୌଣସି ପ୍ରାକୃତିକ ବିପର୍ଯ୍ୟୟ ନଥାଇ ବି ନର୍କର ଯନ୍ତ୍ରଣା ଭୋଗୁଛନ୍ତି ଭୁବନେଶ୍ବର ଉପକଣ୍ଠ ଗୁଡ଼ିଆପୋଖରୀସ୍ଥ ହାଇଟେକ ହେଭେନରେ ରହୁଥିବା ଲୋକେ…
View More ଦୁଇ ଦିନ ହେଲା ହାଇଟେକ ହେୱେନ ଅନ୍ଧାର● ଟାଟା ପାୱାର ତଥାପି ନିରବ●ଖାଉଟି ଅଦାଲତର ଦ୍ବାରସ୍ଥ ପାଇଁ ସଜବାଜ ହେଲେଣି ଗ୍ରାହକଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ବର୍ଷବ୍ୟାପୀ ପାଳନ କରାଯିବ●ନଭେମ୍ବର ୨୧ରୁ ତିନିଦିନ ପର୍ଯ୍ୟନ୍ତ ଭୁବନେଶ୍ବରରେ ଜୟନ୍ତୀ ସମାରୋହ
(ପ୍ରତିଫଳନ ମିଡିଆ) ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ତଥା ଜନନାୟକ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ଏକ ବର୍ଷ ପର୍ଯ୍ୟନ୍ତ ପାଳନ କରାଯିବ। ଡକ୍ଟର ମହତାବଙ୍କ ଜୟନ୍ତୀ ଅବସରରେ ନଭେମ୍ବର ୨୧ ତାରିଖରୁ…
View More ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ବର୍ଷବ୍ୟାପୀ ପାଳନ କରାଯିବ●ନଭେମ୍ବର ୨୧ରୁ ତିନିଦିନ ପର୍ଯ୍ୟନ୍ତ ଭୁବନେଶ୍ବରରେ ଜୟନ୍ତୀ ସମାରୋହଅଧ ରାତିରେ ସାମ୍ୱାଦିକଙ୍କୁ ଗିରଫ କଲା ସୁବର୍ଣ୍ଣପୁର ପୋଲିସ●ବିଡ଼ିଓ ଵିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଶୁନ● ଦୁର୍ନୀତିର ତଦନ୍ତ କରିବା ସହ ସାମ୍ବାଦିକଙ୍କୁ ତୁରନ୍ତ ଖଲାସ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲା ଏସୟୁଜେ ସଂଗଠନ●
ପ୍ରତିଫଳନ ମିଡିଆ ସୁବର୍ଣ୍ଣପୁର ଜିଲ୍ଲା ନିୟୂଜ 7ର ସାମ୍ବାଦିକଙ୍କୁ ମଧ୍ୟରାତିରେ ଗିରଫ କରିଛି ପୋଲିସ ।ଗତକାଲି ଅପରାହ୍ନରେ ସୁବର୍ଣ୍ଣପୁର ବ୍ଲକ କାର୍ଯ୍ୟାଳୟକୁ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ସାମ୍ବାଦିକ ଧିରେନ୍ଦ୍ର କୁମାର ଦାନୀ…
View More ଅଧ ରାତିରେ ସାମ୍ୱାଦିକଙ୍କୁ ଗିରଫ କଲା ସୁବର୍ଣ୍ଣପୁର ପୋଲିସ●ବିଡ଼ିଓ ଵିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଶୁନ● ଦୁର୍ନୀତିର ତଦନ୍ତ କରିବା ସହ ସାମ୍ବାଦିକଙ୍କୁ ତୁରନ୍ତ ଖଲାସ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲା ଏସୟୁଜେ ସଂଗଠନ●B:ବୁଡି●J:ଯାଉଥିବା●D:ଦଳ
(ପ୍ରତିଫଳନ ମିଡିଆ) ବଳ ହରାଉଛି ବିଜେଡି । ଦୁର୍ବଳ ହୋଇପଡୁଛନ୍ତି ନେତା । ବିଜେଡ଼ି ଏବେ ଆଉ ଓଡ଼ିଶାର ବଳ ହୋଇ ରହିନି କି ଲୋକଙ୍କ ଦଳ ହୋଇ ରହିନି । ବିଜେଡି ବରଂ…
View More B:ବୁଡି●J:ଯାଉଥିବା●D:ଦଳଦିଆଲି ପରବ : ଅବିଭକ୍ତ କୋରାପୁଟ ଜିଲ୍ଲାର ଭାଇଚାରାର ଉତ୍ସବ◆ଅନୁସୂଚିତ ଜାତିର ମୁଖ୍ୟ ପରବ◆
(ପ୍ରତିଫଳନ ମିଡିଆ) ପିତୃ ଶ୍ରାଦ୍ଧର ପର୍ବ ଦୀପାବଳି I ପିତୃ ଲୋକଙ୍କ ଉଦ୍ଦେଶ୍ୟରେ ପୂଜା କରାଯାଏ । ଓଡ଼ିଆ ପରଂପରାରେ ଦିପାବଳୀର ଗୁରୁତ୍ଵ ଢେର ବେଶୀ। ପ୍ରଭୁ ରାମଚନ୍ଦ୍ରଙ୍କ ଆଗମନକ୍ରମରେ ଦୀପାବଳି ଉତ୍ସବର ଆୟୋଜନ…
View More ଦିଆଲି ପରବ : ଅବିଭକ୍ତ କୋରାପୁଟ ଜିଲ୍ଲାର ଭାଇଚାରାର ଉତ୍ସବ◆ଅନୁସୂଚିତ ଜାତିର ମୁଖ୍ୟ ପରବ◆
