(ପ୍ରତିଫଳନ ମିଡ଼ିଆ) ରାୟଗଡ଼ା ଏବେ ଚଳଚଞ୍ଚଳ । ବହୁ ପ୍ରତୀକ୍ଷିତ ରାୟଗଡ ରେଳ ଡିଭିଜନ ଶେଷରେ କାର୍ଯ୍ୟକାରୀ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ ଏବେ ତାକୁ କାର୍ଯ୍ୟକାରୀ କରୁଛନ୍ତି। ରାୟଗଡ଼ାରେ…
View More ରାୟଗଡ ରେଳ ଡିଭିଜନର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି.ଲାଭବାନ ହେବ ଦକ୍ଷିଣ -ପଶ୍ଚିମ ଓଡ଼ିଶା.Category: ବାଣିଜ୍ୟ
ବ୍ରହ୍ମପୁର ବ୍ୟାଟେରୀ ଗାଡି ଶୋରୁମରେ ଅଗ୍ନିକାଣ୍ଡ◆ଚାଲିଛି ତଦନ୍ତ◆ଲକ୍ଷାଧିକ ଟଙ୍କାର ସରଞ୍ଜାମ ନଷ୍ଟ ଅଭିଯୋଗ
(ପ୍ରତିଫଳନ ମିଡ଼ିଆ) ବ୍ରହ୍ମପୁର ଗେଟବଜାର ରେଡ୍ଡୀ ଗ୍ୟାରେଜ ଛକରେ ଥିବା ଏକ ଇ ଭି ସୋ ରୁମ୍ ରେ ଅଗ୍ନିକାଣ୍ଡ। ଶୋ ରୁମ୍ ର 3ମହଲା କୋଠାରେ ଅଗ୍ନିକାଣ୍ଡ ଘଟିଛି ।ଖବର ପାଇ ଅଗ୍ନିଶମ…
View More ବ୍ରହ୍ମପୁର ବ୍ୟାଟେରୀ ଗାଡି ଶୋରୁମରେ ଅଗ୍ନିକାଣ୍ଡ◆ଚାଲିଛି ତଦନ୍ତ◆ଲକ୍ଷାଧିକ ଟଙ୍କାର ସରଞ୍ଜାମ ନଷ୍ଟ ଅଭିଯୋଗଆସନ୍ତା ୧୪ରୁ ଜାତୀୟ ଲୋକ ମହୋତ୍ସବ ପରବ◆କୋରାପୁଟ କଫି, ପରିବେଶ ସୁରକ୍ଷା ଓ ଜନଜାତି ଜୀବନଜୀବିକା ଏଥର ପରବର ବିଷୟ◆
(ପ୍ରତିଫଳନ ମିଡିଆ) ଜାତୀୟ ଲୋକ ମହୋତ୍ସବ କୋରାପୁଟର ପରବ ପାଇଁ ଅପେକ୍ଷାର ଅନ୍ତ ଘଟିବ । ଆସନ୍ତା୧୪ ତାରିଖରୁ ଆରମ୍ଭ ହେବ ପରବ। ପାଞ୍ଚ ଦିନ ବ୍ୟାପୀ ନୃତ୍ୟ ସଙ୍ଗୀତରେ ଦୁଲିକିବ ପରବ ମଞ୍ଚ।…
View More ଆସନ୍ତା ୧୪ରୁ ଜାତୀୟ ଲୋକ ମହୋତ୍ସବ ପରବ◆କୋରାପୁଟ କଫି, ପରିବେଶ ସୁରକ୍ଷା ଓ ଜନଜାତି ଜୀବନଜୀବିକା ଏଥର ପରବର ବିଷୟ◆ପାନ ହେବ ସଂଶୋଧନ●ରହିବ କ୍ୟୁଆର କୋର୍ଡ଼●ଡାଟା ରହିବ ସୁରକ୍ଷିତ●ବଦଳିବ ନାହିଁ ନମ୍ବର
(ପ୍ରତିଫଳନ ମିଡିଆ) ଏଣିକି ସାଧାରଣ ହେବନି ପାନ କାର୍ଡ । ବଦଳିବ ତାର ଚେହେରା । ଏଥିରେ ରହିବ କ୍ୟୁଆର କୋଡ଼ । ସେବା ହେବ ସୁବିଧା ଓ ସହଜ । କେନ୍ଦ୍ର ସରକାର…
View More ପାନ ହେବ ସଂଶୋଧନ●ରହିବ କ୍ୟୁଆର କୋର୍ଡ଼●ଡାଟା ରହିବ ସୁରକ୍ଷିତ●ବଦଳିବ ନାହିଁ ନମ୍ବର●ଭକ୍ତଙ୍କୁ ମିଳିବ ଆଶ୍ବସ୍ତି●ଶ୍ରୀମନ୍ଦିରରେ ବ୍ୟବହାର ହେବ ବିଶୁଦ୍ଧ ଓମଫେଡ ଘିଅ ● ଲାଭବାନ ହେବ ଓମଫେଡ ଓ ଗୋପାଳକ ●
ପ୍ରତିଫଳନ ମିଡିଆ ଶ୍ରୀମନ୍ଦିରକୁ ନେଇ ବଡ଼ ନିଷ୍ପତି । ଏଣିକି ଶ୍ରୀମନ୍ଦିର ସେବାରେ କେବଳ ଲାଗିବ ଓମଫେଡ ଘିଅ । ମନ୍ଦିର ପ୍ରଶାସନ ଓମଫେଡକୁ ଚିଠି ଲେଖି ଜଣାଇଛନ୍ତି । ତିରୁପତି ମନ୍ଦିରରେ ବ୍ୟବହୃତ…
View More ●ଭକ୍ତଙ୍କୁ ମିଳିବ ଆଶ୍ବସ୍ତି●ଶ୍ରୀମନ୍ଦିରରେ ବ୍ୟବହାର ହେବ ବିଶୁଦ୍ଧ ଓମଫେଡ ଘିଅ ● ଲାଭବାନ ହେବ ଓମଫେଡ ଓ ଗୋପାଳକ ●Realesed the Book DENA na thiba SWAPNA
Realesed the Book DENA na thiba SWAPNA
View More Realesed the Book DENA na thiba SWAPNAଉଠୁଛି ପଡ଼ୁଛି ଧାମନଗର: ବିଜେଡିର ମଙ୍ଗ ଧରିଛନ୍ତି ମହିଳା ସୋମବାର ୧୩ଟି ସଭାରେ ଉଦ୍ବୋଧନ ଦେବେ ନବୀନ
ଭୁବନେଶ୍ୱର, ୨୯ା୧୦: ଧାମନଗରରେ ଜମୁଛି ପ୍ର·ର । ଧାମନଗର ଉପନିର୍ବାଚନ ପାଇଁ ସବୁ ଦଳର ପ୍ରାର୍ଥୀ ଏବେ ପ୍ର·ରପ୍ରସାର ଚଳାଇଛନ୍ତି । ଷ୍ଟାର୍ପ୍ର·ରକମାନେ ମଧ୍ୟ ନିଜ ଦଳୀୟ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭରପୁର…
View More ଉଠୁଛି ପଡ଼ୁଛି ଧାମନଗର: ବିଜେଡିର ମଙ୍ଗ ଧରିଛନ୍ତି ମହିଳା ସୋମବାର ୧୩ଟି ସଭାରେ ଉଦ୍ବୋଧନ ଦେବେ ନବୀନଭିକି କୌଶଲଙ୍କ ଫିଲ୍ମରୁ ଆଉଟ୍ ହେଲେ ସାରା
ମୁମ୍ବାଇ ୨୭ ।୧୦: ଅଭିନେତ୍ରୀ ସାରା ଅଲି ଖାନ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଷ୍ଟାରକିଡ୍ସଙ୍କ ମଧ୍ୟରୁ ଅନ୍ୟତମ । ସୈଫ ଅଲି ଖାନଙ୍କ ଲାଡଲୀ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ଏବେ ତାଙ୍କ ବିଷୟରେ ଆଉ…
View More ଭିକି କୌଶଲଙ୍କ ଫିଲ୍ମରୁ ଆଉଟ୍ ହେଲେ ସାରାଗୃହମନ୍ତ୍ରୀଙ୍କ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ ଗୋଟିଏ ଦେଶ, ଗୋଟିଏ ପୋଲିସ୍ ପୋଷାକ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶର ପୁଲିସ ପାଇଁ ଗୋଟିଏ ରାଷ୍ଟ୍ର, ଗୋଟିଏ ୟୁନିଫର୍ମର ପ୍ରସ୍ତାବ ଦେଇଛନ୍ତି । ଯାହା ବିଜେପି ସରକାରଙ୍କ“ଏକକ’ ବିଚାରଧାରାର ଅନ୍ୟତମ ଆଭିମୁଖ୍ୟକୁ ଦର୍ଶାଉଛି । ସେ କହିଛନ୍ତି…
View More ଗୃହମନ୍ତ୍ରୀଙ୍କ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ ଗୋଟିଏ ଦେଶ, ଗୋଟିଏ ପୋଲିସ୍ ପୋଷାକଏ ନବୀନଙ୍କ ଓଡିଶା; ୭୬ତମ ବର୍ଷରେ ପାଦ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର: ନବୀନ ପଟ୍ଟନାୟକ ଏହି ନାମ ଓଡିଶାରବାସୀ ଙ୍କୁ ଭଲ ଭାବେ ଜଣା। ଓଡିଶାର ଜନ କଲ୍ୟାଣ ପାଇଁ ସେ ରାଜ୍ୟ ରାଜନୀତିରେ ପାଦ ଦେଲେ। ସେତେବେଳେ କେହି ଜାଣିନ ଥିଲା ଏହି ବ୍ୟକ୍ତି…
View More ଏ ନବୀନଙ୍କ ଓଡିଶା; ୭୬ତମ ବର୍ଷରେ ପାଦ ଦେଲେ ମୁଖ୍ୟମନ୍ତ୍ରୀ
