(ପ୍ରତିଫଳନ ମିଡିଆ) ଡାକୁ ମାଝୀ ହତ୍ୟା ମାମଲାରେ ପ୍ରମାଣ ଅଭାବରୁ କୋର୍ଟରେ ନିର୍ଦ୍ଦୋଷ ପ୍ରମାଣିତ ହେଲେ ମାଓ ନେତା ସବ୍ୟସାଚୀ ପଣ୍ଡା । କଡା ସୁରକ୍ଷା ମଧ୍ୟରେ ମାଓନେତା ସବ୍ୟସାଚୀଙ୍କୁ ରାୟଗଡ଼ା ଜିଲ୍ଲା ଗୁଣପୁର…
View More ଡାକୁ ମାଝୀ ହତ୍ୟା ମାମଲାରେ ମାଓ ନେତା ସବ୍ୟସାଚୀ ନିର୍ଦ୍ଦୋଷ ପ୍ରମାଣିତCategory: ଅପରାଧ
୨୭୫ କେଜି ଗଞ୍ଜେଇ ଜବତ● ଜଣେ ମାଫିଆ ଗିରଫ
ନନ୍ଦପୁର ପୋଲିସରସଫଳତା।୨ କୁଇଣ୍ଟାଲ୍ ରୁ ଉର୍ଦ୍ଧ ଗଞ୍ଜେଇ ଜବତ କରିବା ସହ ଜଣେ ଯୁବକ କୁ ଗିରଫ କରିଛି ନନ୍ଦପୁର ପୋଲିସ।କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ନନ୍ଦପୁର ଏସ୍ଡିପିଓ ଙ୍କ ନେତୃତ୍ଵ…
View More ୨୭୫ କେଜି ଗଞ୍ଜେଇ ଜବତ● ଜଣେ ମାଫିଆ ଗିରଫଆରମ୍ଭ ହେଲା ଅପରେସନ ଗ୍ରୀନ କ୍ଲିନ●କୋଟି କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା, ଅବକାରୀ ବଭାଗ ଓ ପୋଲିସ, ପ୍ରଶାସନ●ଡିଜିଙ୍କ ଗସ୍ତ ପରେ ପୋଲିସ ହେଲା କ୍ରିୟାଶୀଳ
(ପ୍ରତିଫଳନ ମିଡିଆ) ପୋଲିସ ମହାନିର୍ଦ୍ଦେଶକଙ୍କ ଗସ୍ତର ପ୍ରଭାବ । ଡିଜିଙ୍କ ଗସ୍ତ ପରେ କୋରାପୁଟ ଜିଲ୍ଲାରେ ଆରମ୍ଭ ହୋଇଛି ଗଞ୍ଜେଇ କ୍ଲିନ୍ ଅଭିଯାନ। ଲମତାପୁଟରୁ ଆରମ୍ଭ ହେଲା ଅପେରସନ ଗ୍ରୀନ କ୍ଳୀନ | ମାଛକୁଣ୍ଡ…
View More ଆରମ୍ଭ ହେଲା ଅପରେସନ ଗ୍ରୀନ କ୍ଲିନ●କୋଟି କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା, ଅବକାରୀ ବଭାଗ ଓ ପୋଲିସ, ପ୍ରଶାସନ●ଡିଜିଙ୍କ ଗସ୍ତ ପରେ ପୋଲିସ ହେଲା କ୍ରିୟାଶୀଳମାଂସ ପାଇଁ ମାଙ୍କଡ଼ ମାରିଲେ : ବନ୍ଧା ହୋଇ ଜେଲ ଗଲେ
(ପ୍ରତିଫଳନ ମିଡିଆ) ମାଙ୍କଡ଼ ମଣିଷର ବଂଶଧର । ମାଙ୍କଡ଼ ହେଉଛି ଭଗବାନ ହନୁମାନଙ୍କ ଵଂଶଜ । ସେଥିପାଇଁ ମଣିଷ ଭିତରେ ମାଙ୍କଡ଼ ପ୍ରତି ଶ୍ରଦ୍ଧା ଯେତିକି ସେତିକି ପରିମାଣରେ ଭକ୍ତି ବି ରହିଛି…
View More ମାଂସ ପାଇଁ ମାଙ୍କଡ଼ ମାରିଲେ : ବନ୍ଧା ହୋଇ ଜେଲ ଗଲେସ୍ଵାମୀକୁ ଗଛରେ ବାନ୍ଧି ସ୍ତ୍ରୀକୁ ହତ୍ୟା କରିଥିବା ନନ୍ଦପୁର ଘଟଣାର ନାଟକୀୟ ମୋଡ଼◆ନିଜ ସ୍ତ୍ରୀକୁ ମାରିବା ପାଇଁ ସ୍ବାମୀ ରଚିଥିଲା ପ୍ଲାନ◆ପୋଲିସ ପାଖରେ ଫେଲ ମାରିଲା ସ୍ଵାମୀର ଚାଲାଖି
(ପ୍ରତିଫଳନ ମିଡିଆ) ସ୍ଵାମୀ କୁ ଗଛ ରେ ବାନ୍ଧି ସ୍ତ୍ରୀ କୁ ହତ୍ୟା କରିଥିବା ଘଟଣା ର 24 ଘଣ୍ଟା ନ ପୂରୁଣୁ ନନ୍ଦପୁର ପୋଲିସ ଖୋଲିଲା ଗୁମର l ଘର କଳହ କୁ…
View More ସ୍ଵାମୀକୁ ଗଛରେ ବାନ୍ଧି ସ୍ତ୍ରୀକୁ ହତ୍ୟା କରିଥିବା ନନ୍ଦପୁର ଘଟଣାର ନାଟକୀୟ ମୋଡ଼◆ନିଜ ସ୍ତ୍ରୀକୁ ମାରିବା ପାଇଁ ସ୍ବାମୀ ରଚିଥିଲା ପ୍ଲାନ◆ପୋଲିସ ପାଖରେ ଫେଲ ମାରିଲା ସ୍ଵାମୀର ଚାଲାଖିଅଧ ରାତିରେ ସାମ୍ୱାଦିକଙ୍କୁ ଗିରଫ କଲା ସୁବର୍ଣ୍ଣପୁର ପୋଲିସ●ବିଡ଼ିଓ ଵିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଶୁନ● ଦୁର୍ନୀତିର ତଦନ୍ତ କରିବା ସହ ସାମ୍ବାଦିକଙ୍କୁ ତୁରନ୍ତ ଖଲାସ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲା ଏସୟୁଜେ ସଂଗଠନ●
ପ୍ରତିଫଳନ ମିଡିଆ ସୁବର୍ଣ୍ଣପୁର ଜିଲ୍ଲା ନିୟୂଜ 7ର ସାମ୍ବାଦିକଙ୍କୁ ମଧ୍ୟରାତିରେ ଗିରଫ କରିଛି ପୋଲିସ ।ଗତକାଲି ଅପରାହ୍ନରେ ସୁବର୍ଣ୍ଣପୁର ବ୍ଲକ କାର୍ଯ୍ୟାଳୟକୁ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ସାମ୍ବାଦିକ ଧିରେନ୍ଦ୍ର କୁମାର ଦାନୀ…
View More ଅଧ ରାତିରେ ସାମ୍ୱାଦିକଙ୍କୁ ଗିରଫ କଲା ସୁବର୍ଣ୍ଣପୁର ପୋଲିସ●ବିଡ଼ିଓ ଵିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଶୁନ● ଦୁର୍ନୀତିର ତଦନ୍ତ କରିବା ସହ ସାମ୍ବାଦିକଙ୍କୁ ତୁରନ୍ତ ଖଲାସ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲା ଏସୟୁଜେ ସଂଗଠନ●ପାର୍ବଣରେ ଅଘଟଣ ●କୋରାପୁଟ ମଣ୍ଡଳକାରାଗାରରେ କଏଦୀର ଆତ୍ମହତ୍ୟା●
(ପ୍ରତିଫଳନ ମିଡିଆ) ଦୁଇ ଦିନ ପରେ ଦଶହରା ପାଳିଥାନ୍ତେ । ସେଥିପାଇଁ ଚାଲିଥିଲା ପ୍ରସ୍ତୁତି । ସମସ୍ତଙ୍କ ମନରେ ଥିଲା ଉତ୍ସାହ । କିନ୍ତୁ ପାର୍ବଣ ସମୟରେ ଘଟିଗଲା ଅଘଟଣ ।ଚାଲିଗଲା ଜୀବନ ।…
View More ପାର୍ବଣରେ ଅଘଟଣ ●କୋରାପୁଟ ମଣ୍ଡଳକାରାଗାରରେ କଏଦୀର ଆତ୍ମହତ୍ୟା●ବଲାଙ୍ଗୀର ରେଞ୍ଜ: ମୃତ ଦନ୍ତା ହାତୀର ଦାନ୍ତ କାଟି ନେବା ଘଟଣା ରହସ୍ୟ ଖୋଜୁଛି ବନ ବିଭାଗ
ରିପୋର୍ଟ :ମହେନ୍ଦ୍ର କୁମାର ଦର୍ଜି ବଲାଙ୍ଗୀର:- ବଲାଙ୍ଗୀର ଟିଟିଲାଗଡ଼ ରାସ୍ତା ମଠାଖାଇ ନିକଟ ଅସୁର ଦୁଙ୍ଗୁରି ଜଙ୍ଗଲରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି।ହାତୀ ର ଗୋଟିଏ ଦାନ୍ତ ଗାୟବ୍ ଅଛି।ହାତୀ ଦାନ୍ତ…
View More ବଲାଙ୍ଗୀର ରେଞ୍ଜ: ମୃତ ଦନ୍ତା ହାତୀର ଦାନ୍ତ କାଟି ନେବା ଘଟଣା ରହସ୍ୟ ଖୋଜୁଛି ବନ ବିଭାଗପୋଡିଗଲା ଆଇଏଏସ ସ୍ବପ୍ନ : ବାପାର ନିର୍ଯ୍ୟାତନା ସହି ନପାରି ଆତ୍ମହତ୍ୟା କଲା ଝିଅ, ପୋଲିସର ତଦନ୍ତ ଆରମ୍ଭ
ବ୍ରହ୍ମପୁର (ପ୍ରତିଫଳନ ମିଡିଆ) ନିଆଁରେ ଜଳି ପୋଡି ପାଉଁଶ ହୋଇଗଲା । ଆଇ. ଏ. ଏସ ବନିବା ସ୍ବପ୍ନରେ ରହିଗଲା । ଯୁକ୍ତ ତିନି ବିଜ୍ଞାନର ଶେଷ ବର୍ଷ ଛାତ୍ରୀ ରାଣୀ ପ୍ରଧାନ. ବାପାର…
View More ପୋଡିଗଲା ଆଇଏଏସ ସ୍ବପ୍ନ : ବାପାର ନିର୍ଯ୍ୟାତନା ସହି ନପାରି ଆତ୍ମହତ୍ୟା କଲା ଝିଅ, ପୋଲିସର ତଦନ୍ତ ଆରମ୍ଭଗୋଛାପଡ଼ା: ଯୁବକ ମୃତ୍ୟୁ ଘଟଣା , ଦୁଇ ପୋଲିସ ଅଧିକାରୀ ନିଲମ୍ବିତ, ତିନି ହୋମଗାର୍ଡ କାର୍ଯ୍ୟରୁ ଅନ୍ତର ରହସ୍ୟ ଖୋଲିବ କ୍ରାଇମ୍ ବ୍ରାଞ୍ଚ ।
(ରିପୋର୍ଟ -ମହେନ୍ଦ୍ର କୁମାର ଦର୍ଜି ) କନ୍ଧମାଳ ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । ପୋଲିସ କବଳରୁ ଖସିବାକୁ ଉଦ୍ୟମ କରି ଚାଲି ଗଲା ଯୁବକଙ୍କ ଜୀବନ।ଉଜୁଡ଼ି ଗଲା ସୁମନ୍ତୀଙ୍କ ସୁନା ସଂସାର। ବାପ…
View More ଗୋଛାପଡ଼ା: ଯୁବକ ମୃତ୍ୟୁ ଘଟଣା , ଦୁଇ ପୋଲିସ ଅଧିକାରୀ ନିଲମ୍ବିତ, ତିନି ହୋମଗାର୍ଡ କାର୍ଯ୍ୟରୁ ଅନ୍ତର ରହସ୍ୟ ଖୋଲିବ କ୍ରାଇମ୍ ବ୍ରାଞ୍ଚ ।
