କୋରାପୁଟ (ପ୍ରତିଫଳନ ମିଡ଼ିଆ ) ରାୟଗଡ଼ା ପରେ କୋରାପୁଟରେ ଏକ୍ସନ ରିପ୍ଲେ । ଘଟଣା ସମାନ। କାରଣ ବି ସମାନ। ଯାହା ଖାଲି ସ୍ଥାନ ପାତ୍ର ଓ କାଳ ଭିନ୍ନ।ଗୋଟିଏ ବଂଶରେ ବାହାହେଲେ ବୋଲି…
View More ଏକ୍ସନ ରିପ୍ଲେ, ପ୍ରେମ ପାଇଁ ବେକରେ ପଡିଲା ଜୁଆଳି, ବଳଦ ହୋଇ ଚାଷ କଲେCategory: ଅପରାଧ
ମୋଟୁରେ ସାମ୍ବାଦିକଙ୍କୁ ହତ୍ୟା ମାଲକାନଗିରି ଜିଲ୍ଲା ସାମ୍ବାଦୀକ ସମନ୍ବୟ ସଂଘର ଦୃଢ଼ ପ୍ରତିବାଦ
ପ୍ରତିଫଳନ ମିଡ଼ିଆ ଏସୟୁଜେ ସମେତ ରାଜ୍ୟର ବିଭିନ୍ନ ସଂଗଠନ ପକ୍ଷରୁ ଦୃଢ଼ ନିନ୍ଦା ମାଲକାନଗିରି ରେ ଅଘଟଣ । ଧାରୁଆ ଅସ୍ତ୍ରରେ ହାଣି ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି। କିଏ କାହିଁକି ହତ୍ୟା କରିଛନ୍ତି କାରଣ…
View More ମୋଟୁରେ ସାମ୍ବାଦିକଙ୍କୁ ହତ୍ୟା ମାଲକାନଗିରି ଜିଲ୍ଲା ସାମ୍ବାଦୀକ ସମନ୍ବୟ ସଂଘର ଦୃଢ଼ ପ୍ରତିବାଦପ୍ରେମ ପାଇଁ ପ୍ରେମୀ ଯୁଗଳଙ୍କୁଦଣ୍ଡ ଦେବା ଘଟଣା,ନ୍ୟାୟ ପ୍ରଦାନ ପାଇଁ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ମାମଲା ଦାୟର କଲେ ଓକିଲ ଅନୁପ କୁମାର ପାତ୍ର
ପ୍ରତିଫଳନ ମିଡ଼ିଆ ଆଦିବାସୀଙ୍କ ପରମ୍ପରା ନାମରେ ପ୍ରେମୀ ଜୁଗଳକୁ ବେକରେଜୁଆଳୀ ବାନ୍ଧି ପଶୁଙ୍କ ଭଳି ଲଙ୍ଗଳ ଦ୍ବାରା ଜମିରେ ଚାଷ କରାଇ ବେତ ରେ ମାଡ ମାରିବା ଘଟଣା । ମାନବିକତାର ସମସ୍ତ ସୀମା…
View More ପ୍ରେମ ପାଇଁ ପ୍ରେମୀ ଯୁଗଳଙ୍କୁଦଣ୍ଡ ଦେବା ଘଟଣା,ନ୍ୟାୟ ପ୍ରଦାନ ପାଇଁ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ମାମଲା ଦାୟର କଲେ ଓକିଲ ଅନୁପ କୁମାର ପାତ୍ରLove in the same clan turns out to be painful: Tribal couple gets extradited from the village
Badal Tah Remember a true story of a love marriage between a tribal girl & a dalit boy in Kashipur ? Forty family members of…
View More Love in the same clan turns out to be painful: Tribal couple gets extradited from the village୧୦୬୪ର କମାଲ…. ଲାଞ୍ଚୁଆ ପଶୁଡାକ୍ତର ଓ ସହଯୋଗୀ ଡାଟାଏଣ୍ଟ୍ରି ଅପରେଟରକୁ ଧରିଲା ଭିଜିଲାନସ୍
ସମ୍ବଲପୁର (ପ୍ରତିଫଳନ ମିଡ଼ିଆ) ବ୍ରୋଏଲର କୁକୁଡ଼ା ଫାର୍ମ ସବସିଡି ପ୍ରଦାନ କରିବା ପାଇଁ ୫,୦୦୦ ଟଙ୍କା ଲାଞ୍ଚ ନେଉ ଥୁଲେ ,ଧରିଲା ଭିଜିଲାନସ୍।ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ପଶୁ ଚିକିତ୍ସା ଅଧିକାରୀ – ପଶୁ…
View More ୧୦୬୪ର କମାଲ…. ଲାଞ୍ଚୁଆ ପଶୁଡାକ୍ତର ଓ ସହଯୋଗୀ ଡାଟାଏଣ୍ଟ୍ରି ଅପରେଟରକୁ ଧରିଲା ଭିଜିଲାନସ୍କାଶୀପୁରର ଶୋଷକ.ଗିରଫ ହେଲେ ଦୟାନିଧି ବାଗ, ବିପୁଳ ପରିମାଣର ସୁନା ଗହଣା , ୨ଟି ବିଶାଳ ଫାର୍ମ ହାଉସ ,୮୪ ଏକର ଜମି, ପ୍ଲଟ,ଫ୍ଲାଟ୍ ,୨୦କୋଟି ଟଙ୍କାର ସମ୍ପତି ଠାବ ।
ପ୍ରତିଫଳନ ମିଡ଼ିଆ କାଶୀପୁରର କୃଷି ପୋଖରୀ କେଳେଙ୍କାରୀ । ଖୋଜୁ ଖୋଜୁ ବାହାରିଲା ଅମାପ ସମ୍ପତି । ରାଜଧାନୀରୁ ନବରଙ୍ଗପୁର ପର୍ଯ୍ୟନ୍ତ ରହିଛି ବିପୁଳ ସମ୍ପତି । ଆୟ ବହିର୍ଭୁତ ସମ୍ପତି ରଖିଥିବା ଅଭିଯୋଗରେ…
View More କାଶୀପୁରର ଶୋଷକ.ଗିରଫ ହେଲେ ଦୟାନିଧି ବାଗ, ବିପୁଳ ପରିମାଣର ସୁନା ଗହଣା , ୨ଟି ବିଶାଳ ଫାର୍ମ ହାଉସ ,୮୪ ଏକର ଜମି, ପ୍ଲଟ,ଫ୍ଲାଟ୍ ,୨୦କୋଟି ଟଙ୍କାର ସମ୍ପତି ଠାବ ।ରାୟଗଡା ଓ କୋରାପୁଟ ଜଳ ବିଭାଜିକା ମିଶନର ପୂର୍ବତନ ପିଡି ଦୟାନିଧି ବାଗଙ୍କ ଆଠଟି ସ୍ଥାନରେ ଭିଜିଲାନ୍ସ ଚଢାଉ
ଭୁବନେଶ୍ୱର (ପ୍ରତିଫଳନ ମିଡ଼ିଆ ) ଶେଷରେ ଭିଜିଲାନ୍ସ ଜାଲରେ ପଡିଲେ ଦୟାନିଧି ବାଗ। ଦୀର୍ଘ ଦିନ ଧରି ଭିଜିଲାନ୍ସ କୁ ଚକମା ଦେଇ ଦୁର୍ନୀତି କରି ଚାଲିଥିଲେ। ତାଙ୍କ ନାମରେ ଜଳ ବିଭାଜିକା ମିଶନ…
View More ରାୟଗଡା ଓ କୋରାପୁଟ ଜଳ ବିଭାଜିକା ମିଶନର ପୂର୍ବତନ ପିଡି ଦୟାନିଧି ବାଗଙ୍କ ଆଠଟି ସ୍ଥାନରେ ଭିଜିଲାନ୍ସ ଚଢାଉସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସାତଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ
ବ୍ରହ୍ମପୁର (ପ୍ରତିଫଳନ ମିଡ଼ିଆ ) ଆୟ ବହିର୍ଭୂତ ସମ୍ପତି ଠୁଳ କରିଥିବା ଅଭିଯୋଗ , ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘର ସମେତ 7ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ଗଞ୍ଜାମ ଜିଲ୍ଲାର ୬ଟି ଓ…
View More ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସାତଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉଟଙ୍କାଗଣୁ ଥୁଲେ.ଧରିଲା ଭିଜିଲାନ୍ସ
ଅଙ୍ଗନୱାଡ଼ି କର୍ମୀ ଚାକିରୀ ଫିକ୍ସିଂ ! ପ୍ରତିଫଳନ ମିଡ଼ିଆ ଭିଜିଲାନସ୍ ଜାଲ ପକାଇଛି ।ସେହି ଜାଲ ରେ ଗୋଟାଏ ପରେ ଗୋଟାଏ ଧରାପଡୁଛନ୍ତି ରାୟଗଡ଼ା ଜିଲ୍ଲାର ଲାଞ୍ଚୁଆ ଅଧିକାରୀ ଓ କର୍ମଚାରୀ । ଅଙ୍ଗନୱାଡ଼ି…
View More ଟଙ୍କାଗଣୁ ଥୁଲେ.ଧରିଲା ଭିଜିଲାନ୍ସମୁଖ୍ୟମନ୍ତ୍ରୀଙ୍କୁ ନେଇ ଆପତ୍ତିଜନକ ପୋଷ୍ଟ ମାହଙ୍ଗା ପଡିଲା, ରାୟଗଡା କେଉଟଗୁଡାର ଯୁବକ ଗିରଫ
ଫେସବୁକ ନିଶା ଉତୁରିଲା, ଡି ଫେକ ଭିଡିଓ ପୋଷ୍ଟ ଭାରି ପଡିଲା ରାୟଗଡା ( ପ୍ରତିଫଳନ ମିଡ଼ିଆ)ଭୁବନେଶ୍ୱର କ୍ରାଇମବ୍ରାଞ୍ଚ୍ ପୋଲିସ ଦ୍ୱାରା ଗିରଫ ହେଲା ରାୟଗଡ଼ା ର ଯୁବକ କିଶୋର କୌଶଲ୍ୟା। କିଶୋର ର…
View More ମୁଖ୍ୟମନ୍ତ୍ରୀଙ୍କୁ ନେଇ ଆପତ୍ତିଜନକ ପୋଷ୍ଟ ମାହଙ୍ଗା ପଡିଲା, ରାୟଗଡା କେଉଟଗୁଡାର ଯୁବକ ଗିରଫ
