ଯାଜପୁରରୁ କୈଳାଶ ଚନ୍ଦ୍ର ନାୟକ (ପ୍ରତିଫଳନ ମିଡ଼ିଆ) ଯାଜପୁର ଜିଲ୍ଲା ବ୍ୟାସନଗର ଅଞ୍ଚଳର ବରିଷ୍ଟ ସାମ୍ବାଦିକ ଚିନ୍ତାମଣି ପାଢ଼ୀ ପିଏଚଡ଼ି ହାସଲ କରିଛନ୍ତି । ସାମାଜର ଚଳଣି ଓ ଜୀବନ ଧାରଣର ମାନ ଉପରେ…
View More ବାସ୍ତୁଶାସ୍ତ୍ରରେ ପିଏଚଡି ହାସଲ ସାମ୍ବାଦିକଙ୍କୁ ବିଦ୍ୟାବାରିଧି ସମ୍ମାନCategory: ଶିକ୍ଷା
ଜିଆଇଟି ଗୁଣୁପୁରରେ ଅଗ୍ନିକାଣ୍ଡ, ଓଜେଇ ମେଇନ୍ ପରୀକ୍ଷା ଅଧାରୁ ବନ୍ଦ
ଗୁଣପୁର (ପ୍ରତିଫଳନ ମିଡ଼ିଆ) ଗୁଣୁପୁର- ଗାନ୍ଧୀ ଯାନ୍ତ୍ରିକ ବୈାଷୟିକ ବିଶ୍ବ ବିଦ୍ୟାଳୟର କମ୍ପୁଟର ଲ୍ୟାବ୍ ରେ ଭୟାବହ ଅଗ୍ନି କାଣ୍ଡ ଘଟିଛି । ହୁତୁହୁତୁ ହୋଇ ଜଳୁଛି। ପ୍ରଚୁର ଧୂଆଁ ବାହାରୁଛି । ନିଆଁକୁ…
View More ଜିଆଇଟି ଗୁଣୁପୁରରେ ଅଗ୍ନିକାଣ୍ଡ, ଓଜେଇ ମେଇନ୍ ପରୀକ୍ଷା ଅଧାରୁ ବନ୍ଦରାୟଗଡା ଜିଲ୍ଲାରେ ମେଟ୍ରିକ୍ ଫଳାଫଳ ୯୭.୩୩ % , ଏଥର ଝିଅଙ୍କୁ ପଛରେ ପକାଇଲେ ପୁଅ
କୋରାପୁଟ ଜିଲ୍ଲା ରାଜ୍ୟରେ ସର୍ବନିମ୍ନ ପରୀକ୍ଷା ଫଳ , କୋରାପୁଟରେ ୯୨.୮୩ ପ୍ରତିଶତ ରାୟଗଡା (ପ୍ରତିଫଳନ ମିଡିଆ) ବାହାରିଲା ମେଟ୍ରିକ୍ ପରୀକ୍ଷା ଫଳ । ରାଜ୍ୟର ପରୀକ୍ଷା ଫଳ ୯୪.୯୩ ପ୍ରତିଶତ ଥିବା ବେଳେ…
View More ରାୟଗଡା ଜିଲ୍ଲାରେ ମେଟ୍ରିକ୍ ଫଳାଫଳ ୯୭.୩୩ % , ଏଥର ଝିଅଙ୍କୁ ପଛରେ ପକାଇଲେ ପୁଅପୋଲିସ ପକ୍ଷରୁ ରାମନାଗୁଡା ଆୟୁଷ ମହାବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ
ପ୍ରତିଫଳନ ମିଡ଼ିଆ ରାୟଗଡା ଜିଲ୍ଲା ରାମନଗୁଡ଼ା ବ୍ଲକ୍ ଆୟୁଷ ଯୁକ୍ତ ତିନି ମହାବିଦ୍ୟାଳୟ ରେ ବହୁ ଆଡମ୍ବର ସହକାରେ ରାମନାଗୁଡା ପୋଲିସ ଅଧିକାରୀ ପକ୍ଷରୁ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ପାଳନ କରାଯାଇଛି। ଉକ୍ତ…
View More ପୋଲିସ ପକ୍ଷରୁ ରାମନାଗୁଡା ଆୟୁଷ ମହାବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମରାୟଗଡ଼ା ଜିଲ୍ଲାର ବିଦ୍ୟାଳୟଗୁଡିକୁ ଉତ୍କଳ ଆଲୁମିନା ତରଫରୁ ଡେସ୍କ ବେଞ୍ଚ ପ୍ରଦାନ
ପ୍ରତିଫଳନ ମିଡିଆ ଉତ୍କଳ ଆଲୁମିନା ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ଼, ଆଦିତ୍ୟ ବିର୍ଲା ଗ୍ରୁପ୍ର ଶତପ୍ରତିଶତ ସହଯୋଗୀ କମ୍ପାନୀ ପକ୍ଷରୁ ରାୟଗଡା ଜିଲ୍ଲାରେ ଶିକ୍ଷା ଭିତ୍ତିଭୂମି ବିକାଶ ପାଇଁ ସହାୟତାର ହାତ ବଢାଯାଇଅଛି । ସମ୍ପ୍ରତି…
View More ରାୟଗଡ଼ା ଜିଲ୍ଲାର ବିଦ୍ୟାଳୟଗୁଡିକୁ ଉତ୍କଳ ଆଲୁମିନା ତରଫରୁ ଡେସ୍କ ବେଞ୍ଚ ପ୍ରଦାନଆଦିତ୍ୟ ଆଲୁମିନା ରିଫାଇନାରୀ ପକ୍ଷରୁ ‘ଜ୍ଞାନ ବୃଦ୍ଧି ପାଠଶାଳା’ ଶୁଭାରମ୍ଭ
ପଞ୍ଚମ ଶ୍ରେଣୀ ଯାଏଁ ପିଲାଙ୍କୁ ଦିଆଯିବ କୋଚିଂ ରାୟଗଡ଼ା : ପ୍ରତିଫଳନ ମିଡ଼ିଆ ଆଦିତ୍ୟ ଅଲୁମିନା ରିଫାଇନରୀ, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ଼, ଆଦିତ୍ୟ ବିର୍ଲା ଗ୍ରୁପର ଏକ ସହଯୋଗୀ କମ୍ପାନୀ, ଏହାର ପରିପାର୍ଶ୍ୱିକ ଅଞ୍ଚଳରେ…
View More ଆଦିତ୍ୟ ଆଲୁମିନା ରିଫାଇନାରୀ ପକ୍ଷରୁ ‘ଜ୍ଞାନ ବୃଦ୍ଧି ପାଠଶାଳା’ ଶୁଭାରମ୍ଭକ୍ଷୁଦ୍ର ଚଳଚ୍ଚିତ୍ର ପାଇଁ କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟ ଶିକ୍ଷକ ତରୁଣ କୁମାର ଦାଶ ଗ୍ରହଣ କଲେ ଜାତୀୟ ସମ୍ମାନ◆ପହିଆ କୁର୍ସି କୁ ଦୁଇଟି ଜାତୀୟ ସମ୍ମାନ
ପ୍ରତିଫଳନ ମିଡ଼ିଆ ଅନ୍ତର୍ଭୁକ୍ତିମୂଳକ ଶିକ୍ଷା ଉପରେ ଆଧାରିତ କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ତରୁଣ କୁମାର ଦାଶଙ୍କ ନୂତନ କ୍ଷୁଦ୍ର ଚଳଚ୍ଚିତ୍ର ପାହିୟା କୁର୍ସି (ହିନ୍ଦୀ) ୨୦୨୪-୨୫ ଅଧିବେଶନ ପାଇଁ NCERT ଦ୍ୱାରା ଆୟୋଜିତ…
View More କ୍ଷୁଦ୍ର ଚଳଚ୍ଚିତ୍ର ପାଇଁ କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟ ଶିକ୍ଷକ ତରୁଣ କୁମାର ଦାଶ ଗ୍ରହଣ କଲେ ଜାତୀୟ ସମ୍ମାନ◆ପହିଆ କୁର୍ସି କୁ ଦୁଇଟି ଜାତୀୟ ସମ୍ମାନସାନ ପଙ୍କଳବାଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
କବିସୂର୍ଯ୍ୟନଗର– ପ୍ରତିଫଳନ ମିଡ଼ିଆ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ୍ ଅନ୍ତର୍ଗତ ପ୍ରାଥମିକ ବିଦ୍ୟାଳୟରେ ସାନ ପଙ୍କଳବାଡ଼ି ପ୍ରକଳ୍ପ ଉଚ୍ଚ ବାର୍ଷିକ ଉତ୍ସବ- ୨୦୨୫ ପାଳିତ ହୋଇଯାଇଛି I ପ୍ରଧାନ ଶିକ୍ଷକ ଶ୍ରୀ ଲିଙ୍ଗରାଜ ବେହେରାଙ୍କ…
View More ସାନ ପଙ୍କଳବାଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବସଦାବର୍ତ୍ତ ନୂଆଗାଁ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
ଆମ ଖେଳନା ଓ ଆମ ସଂସ୍କୃତି କାର୍ଯ୍ୟକ୍ରମ କବିସୂର୍ଯ୍ୟନଗର: ପ୍ରତିଫଳନ ମିଡ଼ିଆଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ୍ ଅନ୍ତର୍ଗତ ସଦାବର୍ତ୍ତ ନୂଆଗାଁ ପ୍ରାଥମିକ ବିଦ୍ୟାଳୟରେ ଆମ ଖେଳନା ଓ ଆମ ସଂସ୍କୃତି କାର୍ଯ୍ୟକ୍ରମ ଏବଂ ବାର୍ଷିକ…
View More ସଦାବର୍ତ୍ତ ନୂଆଗାଁ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବଅପ୍ରିଲ ୨ରୁ ସକାଳୁଆ ବିଦ୍ୟାଳୟ
ପ୍ରତିଫଳନ ମିଡ଼ିଆ ସ୍କୁଲ ପିଲାଙ୍କ ପାଇଁ ରାଜ୍ୟ ସରକାରଙ୍କ ଭଲ ନିଷ୍ପତି । ଅପ୍ରିଲ ୨ରୁ ହେବ ସକାଳୁଆ ସ୍କୁଲ । ଖରାର ପ୍ରକୋପ ବଢ଼ୁଥିବାରୁ ମୁଖ୍ୟମନ୍ତ୍ରୀ ନିକଟରେ ଏସଓପି ଜାରି କରିବାକୁ ସମୀକ୍ଷା…
View More ଅପ୍ରିଲ ୨ରୁ ସକାଳୁଆ ବିଦ୍ୟାଳୟ
