ପ୍ରତିଫଳନ ମିଡ଼ିଆ ଖଣି ଦ୍ଵାରା କ୍ଷତିଗ୍ରସ୍ତ ଓ ପ୍ରଭାବିତ ଅଞ୍ଚଳର ଯୁବକ ଯୁବତୀ ମାନଙ୍କର ଦକ୍ଷତା ବୃଦ୍ଧି କରାଇ ନିଯୁକ୍ତି କରାଇବା ଉଦ୍ଦେଶ୍ୟରେ ଵୈଶୟିକ ତାଲିମ ପ୍ରଦାନ କରାଯାଉଛି । ରାୟଗଡ଼ା ଜିଲ୍ଲାର କାଶିପୁର…
View More ମୈତ୍ରୀ କମ୍ପାନିର ଦକ୍ଷତା ବିକାଶ କାର୍ଯ୍ୟକ୍ରମCategory: ଶିକ୍ଷା
ସେବାରେ ସମର୍ପିତା ରାଜେଶ୍ବରୀ
ପ୍ରାରମ୍ଭିକ ଜୀବନ ଛଅ ଭାଇ ଭଉଣୀଙ୍କ ମଧ୍ୟରେ କନିଷ୍ଠା ଭଉଣୀ ରାଜେଶ୍ବରୀ । ଜନ୍ମ ୧୯୭୫ ମସିହା । ନବରଙ୍ଗପୁରରେ ଜନ୍ମ । ମାଆ ହେଉଛନ୍ତି ଶୋଭା ଦଳେଇ ଏବଂ ବାପା ସୋମନାଥ ଦଳେଇ…
View More ସେବାରେ ସମର୍ପିତା ରାଜେଶ୍ବରୀବିକଳ୍ପ ପକ୍ଷରୁ ଝୋଡ଼ିଆ ସାହିରେ ଅଭିନବ ଶିକ୍ଷାଦାନ♦ପରିବେଶର ସୁରକ୍ଷା ଓ ସ୍ବଚ୍ଛତା ରଖିବାକୁ ଗୁରୁତ୍ବ
(ପ୍ରତିଫଳନ ମିଡ଼ିଆ) ରାୟଗଡ଼ା ଜିଲ୍ଲାରେ ବିକଳ୍ପ ସଙ୍ଗଠନ ପକ୍ଷରୁ ପିଲାଙ୍କୁ ଅଭିନବ ଶିକ୍ଷା ପ୍ରଦାନ ଅଭିଯାନ ଜାରି ରହିଛି । ରାୟଗଡ଼ା ସହର ର ଝୋଡ଼ିଆ ସାହିରେ ରହୁଥିବା କୁନି କୁନି ପିଲାଙ୍କ ମଧ୍ୟରେ…
View More ବିକଳ୍ପ ପକ୍ଷରୁ ଝୋଡ଼ିଆ ସାହିରେ ଅଭିନବ ଶିକ୍ଷାଦାନ♦ପରିବେଶର ସୁରକ୍ଷା ଓ ସ୍ବଚ୍ଛତା ରଖିବାକୁ ଗୁରୁତ୍ବଜି ଆଇ ଇ ଟି ବିଶ୍ଵବିଦ୍ୟାଳୟର ସ୍କୁଲ ଅଫ ମ୍ୟାନେଜମେଣ୍ଟ ର ଦୁଇଦିନିଆ ବାର୍ଷିକ ମ୍ୟାନେଜମେଣ୍ଟ ଫେଷ୍ଟ ସ୍ପନ୍ଦନ -୧.୦ ଅନୁଷ୍ଠିତ
ଗୁଣୁପୁର(ପ୍ରତିଫଳନ ମିଡ଼ିଆ) ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ର ସ୍କୁଲ ଅଫ ମ୍ୟାନେଜମେଣ୍ଟ ବିଭାଗ ପକ୍ଷରୁ ଦୁଇଦିନିଆ ବାର୍ଷିକ ମ୍ୟାନେଜମେଣ୍ଟ ଫେଷ୍ଟ ସ୍ପନ୍ଦନ -୧.୦ ଅନୁଷ୍ଠିତ ହୋଇଯାଇଅଛି।ଏହି ଅବସରରେ ମେଗା ଅଡ଼ିଟରୀୟରେ…
View More ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟର ସ୍କୁଲ ଅଫ ମ୍ୟାନେଜମେଣ୍ଟ ର ଦୁଇଦିନିଆ ବାର୍ଷିକ ମ୍ୟାନେଜମେଣ୍ଟ ଫେଷ୍ଟ ସ୍ପନ୍ଦନ -୧.୦ ଅନୁଷ୍ଠିତରାୟଗଡ଼ାର କୃତି ଶିକ୍ଷାବିତ ରେଭେନ୍ସା ବିଶ୍ଵବିଦ୍ୟାଳୟ ଶିକ୍ଷକ ସଂଘ ସଂପାଦକ ଭାବେ ନିର୍ବାଚିତ◆ବିଭିନ୍ନ ମହଲରୁ ଡ଼ ଈଶ୍ଵର ଚନ୍ଦ୍ର ନାୟକଙ୍କୁ ଶୁଭେଚ୍ଛା
(ପ୍ରତିଫଳନ ମିଡ଼ିଆ) ଓଡ଼ିଶାର ସ୍ବନାମଧନ୍ୟ ଶିକ୍ଷାନୁଷ୍ଠାନ ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ (ରୁଟା )ର ସମ୍ପାଦକ ଭାବେ ଡ: ଈଶ୍ୱର ଚନ୍ଦ୍ର ନାୟକ ମନୋନୀତ ହୋଇଛନ୍ତି ।ସେ ସୋସିୟୋଲୋଜି ବିଭାଗର ସହକାରୀ ପ୍ରଫେସର ଭାବେ…
View More ରାୟଗଡ଼ାର କୃତି ଶିକ୍ଷାବିତ ରେଭେନ୍ସା ବିଶ୍ଵବିଦ୍ୟାଳୟ ଶିକ୍ଷକ ସଂଘ ସଂପାଦକ ଭାବେ ନିର୍ବାଚିତ◆ବିଭିନ୍ନ ମହଲରୁ ଡ଼ ଈଶ୍ଵର ଚନ୍ଦ୍ର ନାୟକଙ୍କୁ ଶୁଭେଚ୍ଛାCUO Organises Workshop on Visual Content Verification
(Pratiphalan Media) Central University of Odisha organised a workshop on Visual Content Verification at its Sunabeda Campus on January 28, 2025. The one day workshop…
View More CUO Organises Workshop on Visual Content Verificationଡଃ ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରଜତ ଜୟନ୍ତୀ
(ପ୍ରତିଫଳନ ମିଡ଼ିଆ) ଡଃ ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ+୨ ବିଦ୍ୟାଳୟ ଡମ୍ବସରା ଠାରେ ସଫଳତାର ୨୫ବର୍ଷ ପୂର୍ତ୍ତି ଅବସରରେ ରଜତ ଜୟନ୍ତୀ ସମାରୋହ ଉତ୍ସବ ଆୟୋଜିତ ହୋଇଯାଇଛି ।ଉତ୍ସବର ପ୍ରାରମ୍ଭ ରେ ଡଃ ଆମ୍ବେଦକର…
View More ଡଃ ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରଜତ ଜୟନ୍ତୀଡମ୍ବସରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା କୌଶଳ ତାଲିମ ଶିବିର
(ପ୍ରତିଫଳନ ମିଡ଼ିଆ) ଗୁଣୁପୁର ବ୍ଲକ ଅନ୍ତର୍ଗତ ଡ଼ମ୍ବସରା ଉଚ୍ଚ ମାଧ୍ୟମିକ ଶିକ୍ଷା(ଯୁକ୍ତ 2) ବିଦ୍ୟାଳୟ ପରିସରରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ବାଳିକା ମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର(SDTP) ଉଦଯାପିତ ହୋଇଯାଇଛି।…
View More ଡମ୍ବସରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା କୌଶଳ ତାଲିମ ଶିବିରରାମନାଗୁଡ଼ା ବ୍ଲକ୍ “ଆୟୁଷ ଯୁକ୍ତ ତିନି ମହାବିଦ୍ୟାଳୟରେ ପ୍ରବାସୀ ଭାରତୀୟ ଦିବସର” ଉଦଯାପନୀ
(ପ୍ରତିଫଳନ ମିଡ଼ିଆ) ଆୟୁଷ ଯୁକ୍ତ ତିନି ମହାବିଦ୍ୟାଳୟରେ ୧୮ତମ ପ୍ରବାସୀ ଭାରତୀୟ ଦିବସର ଉଦଯାପନୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉଦଯାପନୀ ଉତ୍ସବରେ ମହାବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ଉଦୟ ଚନ୍ଦ୍ର ଚୌଧୁରୀ, ଅଧକ୍ଷ…
View More ରାମନାଗୁଡ଼ା ବ୍ଲକ୍ “ଆୟୁଷ ଯୁକ୍ତ ତିନି ମହାବିଦ୍ୟାଳୟରେ ପ୍ରବାସୀ ଭାରତୀୟ ଦିବସର” ଉଦଯାପନୀଜିଆଇଇଟି ବିଶ୍ଵବିଦ୍ୟାଳୟରେ ତିନିଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ
ଗୁଣୁପୁର ( ପ୍ରତିଫଳନ ମିଡ଼ିଆ) ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟର ସ୍କୁଲ ଅଫ ଇଞ୍ଜିନିୟରିଂର ବେସିକ ସାଇନ୍ସ ଆଣ୍ଡ ହୁମାନିଟିସ ତରଫରୁ ”ଯାନ୍ତ୍ରିକ କାର୍ଯ୍ୟାତ୍ମକ ବସ୍ତୁର ସ୍ଥାୟୀ ସାମାଜିକ ପ୍ରୟୋଗ” ସଂପର୍କୀୟ…
View More ଜିଆଇଇଟି ବିଶ୍ଵବିଦ୍ୟାଳୟରେ ତିନିଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ
