ପଲ୍ଲିଶ୍ରୀ ମେଳାରେ ୬କୋଟି ୨୩ଲକ୍ଷ ୯୮ହଜାର ଟଙ୍କାର ରେକର୍ଡ ବ୍ୟବସାୟ ରାୟଗଡା (ପ୍ରତିଫଳନ ମିଡ଼ିଆ) ଚାହୁଁ ଚାହୁଁ ସରିଗଲା ଚଇତି। ପାଞ୍ଚ ଦିନ ଧରି ଚାଲିଥିବା ଜିଲ୍ଲାର ଗଣ ପର୍ବର ଶେଷ ଦିନର ମୌକା…
View More ସରିଗଲା ଚଇତି, ଶେଷ ରଜନୀରେ ଅସମ୍ଭଵ ଭିଡ଼Category: ମନୋରଞ୍ଜନ
ରାୟଗଡ଼ର ପ୍ରକୃତି ଓ ସଂସ୍କୃତି ଅନନ୍ୟ
‘ଚଇତି’ ଚତୁର୍ଥ ସଞ୍ଜରେ କ୍ରୀଡ଼ାବିତମାନେ ହେଲେ ସମ୍ମାନିତ ରାୟଗଡା (ପ୍ରତିଫଳନ ମିଡ଼ିଆ ) ଚଇତି ଚତୁର୍ଥ ସଞ୍ଜ ଥିଲା ଶିଳ୍ପ ଉଦ୍ୟାଗୀଙ୍କ ସମାବେଶ। ଚଇତି ଆୟୋଜନରେ ପ୍ରମୁଖ ଅଂଶୀଦାର ହେଉଛନ୍ତି ରାୟଗଡ଼ ଜିଲ୍ଲାରେ ପ୍ରତିଷ୍ଠିତ…
View More ରାୟଗଡ଼ର ପ୍ରକୃତି ଓ ସଂସ୍କୃତି ଅନନ୍ୟକୋରାପୁଟ ପରବ ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କୁ ଚିତ୍ର କଳା ଉପହାର ଦେଲେ ସାମ୍ବାଦିକ। ପେନସିଲ ରେ ପ୍ରସ୍ତୁତ ଚିତ୍ର କଳା ପ୍ରଦାନ କଲେ ସୌମ୍ୟ ରଞ୍ଜନ ସାହୁ।
ପ୍ରତିଫଳନ ମିଡ଼ିଆ ପ୍ରବଳ ଶୀତରେ ଥରୁଛି କୋରାପୁଟ। ଶୀତୁଆ ସନ୍ଧ୍ୟାରେ କଳାକାରଙ୍କ ନୃତ୍ୟ ସଂଗୀତରେ ପ୍ରକମ୍ପିତ ହେଲା ପରଵ ମଞ୍ଚ। ବିଳମ୍ବିତ ରାତି ପର୍ଯ୍ୟନ୍ତ ମନଭରି ଉପଭୋଗ କରିଛନ୍ତି କଳା ପ୍ରେମୀ ଦର୍ଶକ। ମଞ୍ଚରେ…
View More କୋରାପୁଟ ପରବ ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କୁ ଚିତ୍ର କଳା ଉପହାର ଦେଲେ ସାମ୍ବାଦିକ। ପେନସିଲ ରେ ପ୍ରସ୍ତୁତ ଚିତ୍ର କଳା ପ୍ରଦାନ କଲେ ସୌମ୍ୟ ରଞ୍ଜନ ସାହୁ।ଆରମ୍ଭ ହେଲା ପରଵ ଦୁଲୁକିବ କୋରାପୁଟ ।
କୋରାପୁଟ ର ଜାତୀୟ ଲୋକ ମହୋତ୍ସବ ପରବ – ୨୦୨୫ଶୁଭାରମ୍ଭ ହୋଇଛି। ଲକ୍ଷ୍ମୀପୁର ବ୍ଳକର କୁଟୁଣିପଦରରୁ ଶୁଭାରମ୍ଭ ହୋଇଛି। ଏହି ଅବସରରେ ଆଦିବାସୀ ନୃତ୍ୟ ଓ ବାଜା ସହ ଉତ୍ସବ ମୁଖର ହୋଇଛି କୁଟୁଣିପଦର।…
View More ଆରମ୍ଭ ହେଲା ପରଵ ଦୁଲୁକିବ କୋରାପୁଟ ।ରାୟଗଡ ଓାକର୍ସ କ୍ଲବର ସଭାପତି ବ୍ରଜ ସୁନ୍ଦର ନାୟକ,ଉପ ସଭାପତି ହେଲେ ପ୍ରଭାକର ଓ ଜଳନ୍ଧର।
ରାୟଗଡ ଓାକର୍ସ କ୍ଲବର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଭାପତି ଭାବେ ବ୍ରଜ ସୁନ୍ଦର ନାୟକ ନିର୍ବାଚିତ ହୋଇଛନ୍ତି। 2ଜଣ ଉପ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେମାନେ ହେଲେ ପ୍ରଭାକର ଦୋରା ଓ…
View More ରାୟଗଡ ଓାକର୍ସ କ୍ଲବର ସଭାପତି ବ୍ରଜ ସୁନ୍ଦର ନାୟକ,ଉପ ସଭାପତି ହେଲେ ପ୍ରଭାକର ଓ ଜଳନ୍ଧର।ଛାମୁଣ୍ଡାରେ ଗଜ ଲକ୍ଷ୍ମୀ ପୂଜା ପାଇଁ ସଜ ବାଜ,ଶୁଭ ଖୁଣ୍ଟି ସ୍ଥାପନ ।
ପ୍ରତିଫଳନ ମିଡ଼ିଆ ପାର୍ବଣ ସମୟ, ପୁଜା ପାଇଁ ଗାଁ ଗୁଡିକ ଉତ୍ସବ ମୁଖର । ରଙ୍ଗ ବେରଙ୍ଗ ଆଲୋକ ମାଳା ରେ ଝଲସି ଉଠୁଛି ପୂଜା ମଣ୍ଡପ ଗୁଡ଼ିକ । ଦଶହରା ସରିଛି ।…
View More ଛାମୁଣ୍ଡାରେ ଗଜ ଲକ୍ଷ୍ମୀ ପୂଜା ପାଇଁ ସଜ ବାଜ,ଶୁଭ ଖୁଣ୍ଟି ସ୍ଥାପନ ।ଡ଼ଙ୍ଗରିଆଙ୍କ ଦଶରା ପୂଜାକୁ ନେଇ ଗୀତ ଗାଇଲେ ଡ଼ଙ୍ଗରିଆ ଯୁବକ, ୟୁ ଟ୍ୟୁବରେ ଟ୍ରେଣ୍ଡ କରୁଛି ଗୀତ
ରାୟଗଡା (ପ୍ରତିଫଳନ ମିଡ଼ିଆ ) ଦଶହରାରେ ଦେବୀ ପୂଜାର ପରମ୍ପରା ରହିଛି। ପ୍ରକୃତିର ମହାଶକ୍ତି ନିକଟରେ ପୂଜା କରେ ଡ଼ଙ୍ଗରିଆ। ପାରମ୍ପରିକ ରୀତିରେ ଝାଙ୍କିରି ପେନୁ ନିକଟରେ ପୂଜା କରେ। ଏଇ କ୍ରମରେ ଡ଼ଙ୍ଗରିଆ…
View More ଡ଼ଙ୍ଗରିଆଙ୍କ ଦଶରା ପୂଜାକୁ ନେଇ ଗୀତ ଗାଇଲେ ଡ଼ଙ୍ଗରିଆ ଯୁବକ, ୟୁ ଟ୍ୟୁବରେ ଟ୍ରେଣ୍ଡ କରୁଛି ଗୀତଉତ୍କଳ ଆଲୁମିନା ପକ୍ଷରୁ ଦୁର୍ଗା ପୂଜା ଉତ୍ସବ 🔹ମେଳାରେ ଜମୁଛି ଭିଡ଼
ରାୟଗଡ଼ା (ପ୍ରତିଫଳନ ମିଡ଼ିଆ ) ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା ପକ୍ଷରୁ ସ୍ଥାନୀୟ ଦଶହରା ପଡ଼ିଆ ଠାରେ ସାର୍ବଜନୀନ ଶାରଦୀୟ ଦୁର୍ଗା ପୂଜା ମହାଡମ୍ବରରେ ଆୟୋଜିତ ହୋଇଛି ।…
View More ଉତ୍କଳ ଆଲୁମିନା ପକ୍ଷରୁ ଦୁର୍ଗା ପୂଜା ଉତ୍ସବ 🔹ମେଳାରେ ଜମୁଛି ଭିଡ଼ରାୟଗଡା ନ୍ୟୁ ଟାଉନ ପୂଜା କମିଟି ପକ୍ଷରୁ ନାଟକ “ମୁଁ ସମୟ କହୁଛି” ମଞ୍ଚସ୍ଥ🔹ଅଭିନୟରେ ଅଭିଭୂତ ହେଲେ ଦର୍ଶକ
ରାୟଗଡା (ପ୍ରତିଫଳନ ମିଡ଼ିଆ ) ଦଶହରା ଅବସରରେ ରାୟଗଡା ନ୍ୟୁ ଟାଉନ ପୂଜା କମିଟି ପକ୍ଷରୁ ସଚେତନଧର୍ମୀ ନାଟକ ମୁଁ ସମୟ କହୁଛି ମଞ୍ଚସ୍ଥ ହୋଇଛି। ଶିବ ପ୍ରସାଦ ମିଶ୍ରଙ୍କ ରଚନା ଓ ନିର୍ଦ୍ଦେଶନାରେ…
View More ରାୟଗଡା ନ୍ୟୁ ଟାଉନ ପୂଜା କମିଟି ପକ୍ଷରୁ ନାଟକ “ମୁଁ ସମୟ କହୁଛି” ମଞ୍ଚସ୍ଥ🔹ଅଭିନୟରେ ଅଭିଭୂତ ହେଲେ ଦର୍ଶକରାଜ୍ୟ ସ୍ତରରେ ଚମକିଲେ କୁନି ପ୍ରତିଭା, ଫୋଟୋ ଗ୍ରାଫି ଓ ଫ୍ୟାଶନ ପ୍ରତିଯୋଗିତାରେ ପ୍ରଥମ ହେଲେ କୋରାପୁଟର ରୀୟଂଶ ତନଭିଶ
କୋରାପୁଟ, ପ୍ରତିଫଳନ ମିଡ଼ିଆ ରାଜ୍ୟ ସ୍ତରୀୟ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତାରେ କୋରାପୁଟ କୁନି ପ୍ରତିଭା ସଫଳତା ହାସଲ କରିଛନ୍ତି । ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ କନିଷ୍ଠ ବର୍ଗରେ ଚମ୍ପିୟାନ ହୋଇଛନ୍ତି ରୀୟଂଶ ତନଭିଶ…
View More ରାଜ୍ୟ ସ୍ତରରେ ଚମକିଲେ କୁନି ପ୍ରତିଭା, ଫୋଟୋ ଗ୍ରାଫି ଓ ଫ୍ୟାଶନ ପ୍ରତିଯୋଗିତାରେ ପ୍ରଥମ ହେଲେ କୋରାପୁଟର ରୀୟଂଶ ତନଭିଶ
