ସ୍ୱଚ୍ଛ ଦେଓମାଳି ସବୁଜ ଦେଓମାଳି ର ବାର୍ତ୍ତା ଦେଇ ଦେଓମାଳିକୁ କଲେ ସଫେଇ କୋରାପୁଟ – ପ୍ରତିଫଳନ ମିଡ଼ିଆ ପର୍ଯ୍ୟଟକ ଙ୍କ ପ୍ରଥମ ପସନ୍ଦ ଦେଓମାଳି । ବୁଲିବା ପାଇଁ କୋରାପୁଟକୁ ଯିଏ ଆସନ୍ତି…
View More ରାଜମୌଲି କହିଲା ପରେ ଚେତିଲା ପ୍ରଶାସନ◆ ସଫା ହେଲା ଦେଓମାଳିCategory: ପରିବେଶ
ସୁପର ଫୁଡ଼ ମାଣ୍ଡିଆ◆ସରକାର କରିବେ ମାଣ୍ଡିଆ ମଦ
ଓଡିଶା ସରକାର ମାଣ୍ଡିଆରୁ ମଦ ପ୍ରସ୍ତୁତ ପାଇଁ ସ୍ଥିର କରିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ମାଣ୍ଡିଆ ମଦ ବିକ୍ରି କେତେ ପ୍ରାସଙ୍ଗିକ !ଏହାକୁ ନେଇ ପ୍ରତିଫଳନ ଆରମ୍ଭ କରିଛି ଏକ ମନ୍ଥନ…
View More ସୁପର ଫୁଡ଼ ମାଣ୍ଡିଆ◆ସରକାର କରିବେ ମାଣ୍ଡିଆ ମଦସହରାଞ୍ଚଳରେ ପରିମଳ ବ୍ୟବସ୍ଥାର ଉନ୍ନତି ପାଇଁ ବୈଠକ● ପରିମଳ ମନିଟରିଂ ପାଇଁ ଡିଜିଟାଲ ଆପ୍ଲିକେସନ୍ ବିକଶିତ କରିବାକୁ ମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ୱର, ପ୍ରତିଫଳନ ମିଡ଼ିଆ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସହରାଞ୍ଚଳରେ ପରିମଳ ଉନ୍ନତି ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ପାଞ୍ଚଟି ନଗର…
View More ସହରାଞ୍ଚଳରେ ପରିମଳ ବ୍ୟବସ୍ଥାର ଉନ୍ନତି ପାଇଁ ବୈଠକ● ପରିମଳ ମନିଟରିଂ ପାଇଁ ଡିଜିଟାଲ ଆପ୍ଲିକେସନ୍ ବିକଶିତ କରିବାକୁ ମନ୍ତ୍ରୀଙ୍କ ପରାମର୍ଶବନ ଅଗ୍ନି ରୋକିବାକୁ କୋରାପୁଟ ବନ ବିଭାଗର ଅଭିନବ ପଦକ୍ଷେପ
ଜିଲ୍ଲାରେ ହୋଇଛି ୭୦ଟି ଅଗ୍ନି ନିରୋଧକ ମଞ୍ଚା ପ୍ରତିଫଳନ ମିଡ଼ିଆ ମାଳଭୂମିରେ ବଢୁଛି ଗ୍ରୀଷ୍ମର ପ୍ରକୋପ । ତା ସହ ପାହାଡ ଜଙ୍ଗଲ ଗୁଡିକରେ ବହୁ ସ୍ଥାନରେ ନିଆଁ ଲାଗି ହୁତୁ ହୁତୁ ହୋଇ…
View More ବନ ଅଗ୍ନି ରୋକିବାକୁ କୋରାପୁଟ ବନ ବିଭାଗର ଅଭିନବ ପଦକ୍ଷେପରୋଗୀଙ୍କୁ ମିଳିବ ଉନ୍ନତ ସ୍ବାସ୍ଥ୍ୟ ସେବା◆ କୋରାପୁଟ ମେଡ଼ିକାଲ କଲେଜ ଓ ହସପିଟାଲକୁ ନାଲକୋ ଦେଲା ୧୦ କୋଟି ୧୦ ଲକ୍ଷ ଟଙ୍କା ସହାୟତା
ପ୍ରତିଫଳନ ମିଡ଼ିଆ ଅବିଭକ୍ତ କୋରାପୁଟ ଜିଲ୍ଲା ତଥା ମାଳଭୂମି ଅଞ୍ଚଳର ଲୋକଙ୍କୁ ମିଳିବଉନ୍ନତ ଚିକିତ୍ସା ସେବା । ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ ଦାମନଯୋଡ଼ି ସ୍ଥିତ ଭାରତ ସରକାରଙ୍କ ନବରତ୍ନ କମ୍ପାନୀ ନାଲକୋ…
View More ରୋଗୀଙ୍କୁ ମିଳିବ ଉନ୍ନତ ସ୍ବାସ୍ଥ୍ୟ ସେବା◆ କୋରାପୁଟ ମେଡ଼ିକାଲ କଲେଜ ଓ ହସପିଟାଲକୁ ନାଲକୋ ଦେଲା ୧୦ କୋଟି ୧୦ ଲକ୍ଷ ଟଙ୍କା ସହାୟତାକୋରାପୁଟରେ ବର୍ଷା◆ଗରମରୁ ଆଶ୍ବସ୍ତି
ପ୍ରତିଫଳନ ମିଡ଼ିଆ କୋରାପୁଟ ରେ ଝିପି ଝିପି ଅସରାଏ ବର୍ଷା ହୋଇଛି ।ଫଳରେ ଉତ୍ତପ୍ତ ପରିବେଶରେ ସାମାନ୍ୟ ଶୀତଳତା ଛୁଇଁ ଯାଇଛି । ଗତ କିଛି ଦିନ ଧରି ସକାଳ ରୁ ଅପରାହ୍ନ ପର୍ଯ୍ୟନ୍ତ…
View More କୋରାପୁଟରେ ବର୍ଷା◆ଗରମରୁ ଆଶ୍ବସ୍ତିବାଲଦା ବକ୍ସାଇଟ ଖଣିରୁ କଳିଙ୍ଗ ଆଲୁମିନାର ଖଣିଜ ଉତ୍ତୋଳନ ମଞ୍ଜୁରୀ କୁ ବିରୋଧ କରି ନନ୍ଦପୁର ଠାରେ ବିଶାଳ ରାଲି◆ସାମିଲ ହେଲେ କଂଗ୍ରେସ ବିଧାୟକ ଦଳ ନେତା
କୋରାପୁଟ -ପ୍ରତିଫଳନ ମିଡ଼ିଆ ବାଲାଦା ବକ୍ସାଇଟ୍ ଖଣିରୁ ଖଣି ଖନନ ପାଇଁ ହୋଇଥିବା ଜଣ ଶୁଣାଣିକୁ ନେଇ ପ୍ରତିବାଦର ସ୍ବର ତୀବ୍ର ହେବାରେ ଲାଗିଛି । ଗତ ୬ ମାର୍ଚ୍ଚ ୨୦୨୫ ରେ ଭେଜା…
View More ବାଲଦା ବକ୍ସାଇଟ ଖଣିରୁ କଳିଙ୍ଗ ଆଲୁମିନାର ଖଣିଜ ଉତ୍ତୋଳନ ମଞ୍ଜୁରୀ କୁ ବିରୋଧ କରି ନନ୍ଦପୁର ଠାରେ ବିଶାଳ ରାଲି◆ସାମିଲ ହେଲେ କଂଗ୍ରେସ ବିଧାୟକ ଦଳ ନେତାTribal Association Protests Against Mining at Balda Mountains .Demands for cancellation of Public Hearing held earlier .
Koraput (Pratiphalan Media) A massive protest erupted in Balda village as thousands of tribals opposed the public hearing conducted by the Odisha State Pollution Control…
View More Tribal Association Protests Against Mining at Balda Mountains .Demands for cancellation of Public Hearing held earlier .ଭେଜାଠାରେ ଆୟୋଜିତ ପରିବେଶ ମଞ୍ଜୁରୀ ଜନ ଶୁଣାଣୀକୁ ବାତିଲ କରିବାକୁ ଦାବି କଲା ମାଁ ନାଗେଶ୍ଵରୀ ଜଙ୍ଗଲ ସୁରକ୍ଷା ସମିତି ଓ କୋରାପୁଟ ଜନ ସୁରକ୍ଷା ସଂଘ
ବାଲଦାସ୍ଥିତ ନାଗେଶ୍ଵରୀ ପାହାଡରୁ ବକ୍ସାଇଟ ଖଣି ଖନନ ପ୍ରସଙ୍ଗ ପ୍ରତିଫଳନ ମିଡ଼ିଆ କଳିଙ୍ଗ ଆଲୁମିନା ଲିମିଟେଡ଼ କୁ ବାଳଦା ଗ୍ରାମର 144.945ହେକ୍ଟର ପରିମିତ ଜମିରୁ ମାତ୍ର 4.0 MTPA ବକସାଇଟ ଖନନ ପାଇଁଓଡ଼ିଶା ପ୍ରଦ୍ୟୁଷଣ…
View More ଭେଜାଠାରେ ଆୟୋଜିତ ପରିବେଶ ମଞ୍ଜୁରୀ ଜନ ଶୁଣାଣୀକୁ ବାତିଲ କରିବାକୁ ଦାବି କଲା ମାଁ ନାଗେଶ୍ଵରୀ ଜଙ୍ଗଲ ସୁରକ୍ଷା ସମିତି ଓ କୋରାପୁଟ ଜନ ସୁରକ୍ଷା ସଂଘଚୋରା ବାଲି ଚାଲାଣ ବେଳେ ଚାରି ଗାଡି ସହ ଚାରି ଅଭିଯୁକ୍ତ ଗିରଫ
ପ୍ରତିଫଳନ ମିଡ଼ିଆ ବାଲି ଚୋରା ଚାଲାଣକୁ ଧରିବା ପାଇଁ କୋରାପୁଟ ଡିଆଜି ଙ୍କ କଡ଼ା ନିର୍ଦ୍ଦେଶ। ନିର୍ଦ୍ଦେଶ କୁ ପାଳନ କରିଛି ପୋଲିସ। ବାଲି ଚୋରା ଚାଲାଣ ବେଳେ ଚାରୋଟି ବାଲି ବୋଝେଇ ଗାଡିକୁ…
View More ଚୋରା ବାଲି ଚାଲାଣ ବେଳେ ଚାରି ଗାଡି ସହ ଚାରି ଅଭିଯୁକ୍ତ ଗିରଫ