ଭୁବନେଶ୍ୱର (ପ୍ରତିଫଳନ ମିଡ଼ିଆ ) କଳ୍ପନା ପ୍ରସୂତ ଠାରୁ ବାସ୍ତବଧର୍ମୀ ସାହିତ୍ୟ ଅଧିକ ଗ୍ରହଣୀୟ ଏବଂ ପ୍ରଭାବୀ। ସହଜରେ ଲୋକଙ୍କ ଗ୍ରହଣୀୟତା ହୋଇଥାଏ। ସମାଜ ବିଭିନ୍ନ ସମସ୍ୟା ସାହିତ୍ୟରେ ସ୍ଥାନ ପାଇବା ଆବଶ୍ୟକ। ଏଭଳି…
View More ଶିଶୁ ଶ୍ରମିକ ସମ୍ପର୍କିତ ଡ଼ ସଂଯୁକ୍ତା ମହାରଣାଙ୍କ ପୁସ୍ତକ ଉନ୍ମୋଚିତ🔹 କଳ୍ପନାପ୍ରସୂତ ଠାରୁ ବାସ୍ତବଧର୍ମୀ ସାହିତ୍ୟ ଅଧିକ ଗ୍ରହଣୀୟ 🔹Category: ସାହିତ୍ୟ ଓ ସଂସ୍କୃତି
ଆଦିବାସୀଙ୍କ ସୁରକ୍ଷା,ସାମାଜିକ ଓ ଅର୍ଥନୈତିକ ସ୍ଥିତି ସୁଦୃଢ଼ କରିବାକୁ ଦାବି,ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୨ ଦଫା ଦାବିପତ୍ର ପ୍ରଦାନ
ପ୍ରତିଫଳନ ମିଡ଼ିଆ ଓଡିଶା ଆଦିବାସୀ ମଞ୍ଚ ପକ୍ଷରୁ ବିଶ୍ବ ଆଦିବାସୀ ଦିବସ ପାଳିତ ମଞ୍ଚ ଉପରେ କେହି ଅତିଥି ବସିନଥିଲେ । ହେଲେ ଆଦିବାସୀ ଭାଷା ସଂସ୍କୃତିର ସୁରକ୍ଷା ,ପରମ୍ପରା ଉପରେ ପ୍ରଚାର ପ୍ରସାର…
View More ଆଦିବାସୀଙ୍କ ସୁରକ୍ଷା,ସାମାଜିକ ଓ ଅର୍ଥନୈତିକ ସ୍ଥିତି ସୁଦୃଢ଼ କରିବାକୁ ଦାବି,ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୨ ଦଫା ଦାବିପତ୍ର ପ୍ରଦାନଜନଜାତି ଦିବସରେ ଗୀତ ଗାଇଲେ ଡ଼ଙ୍ଗରିଆ ଯୁବକ, ୟୁ ଟ୍ୟୁବରେ ଟ୍ରେଣ୍ଡ କରୁଛି ଗୀତ
ରାୟଗଡା (ପ୍ରତିଫଳନ ମିଡ଼ିଆ ) ଆଜି ବିଶ୍ଵ ଜନଜାତି ଦିବସ। ସବୁଠାରେ ଜନଜାତି ଭାଇଭଉଣୀମାନେ ହର୍ଷ ଉଲ୍ଲାସର ସହ ପାଳନ କରୁଛନ୍ତି ଜନଜାତି ଦିବସ। ନିଜର ଭାବନା, ଆବେଗକୁ ନାଚ ଗୀତ ସମାବେଶ ଜରିଆରେ…
View More ଜନଜାତି ଦିବସରେ ଗୀତ ଗାଇଲେ ଡ଼ଙ୍ଗରିଆ ଯୁବକ, ୟୁ ଟ୍ୟୁବରେ ଟ୍ରେଣ୍ଡ କରୁଛି ଗୀତକୃଷ୍ଣଚନ୍ଦ୍ର ଗଜପତିଙ୍କ ପୂର୍ଣ୍ଣାଙ୍ଗ ଦଣ୍ଡାୟମାନ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ପୌର ପ୍ରଶାସନ ନିକଟରେ ଦାବି ରଖିଲା ଉତ୍କଳ ସମ୍ମିଳନୀ
ପ୍ରତିଫଳନ ମିଡ଼ିଆ ଓଡ଼ିଆ ଭାଷା ଭାଷୀ ଅଞ୍ଚଳକୁ ଏକତ୍ରୀକରଣ କରି ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ପ୍ରମୁଖ ବିନ୍ଧାଣି କୃଷ୍ଣ ଚନ୍ଦ୍ର ଗଜପତିଙ୍କ ନୂତନ ଭାବେ ପୂର୍ଣ୍ଣାଙ୍ଗ ଦଣ୍ଡାୟମାନ ପୂର୍ବାଭିମୁଖୀ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ…
View More କୃଷ୍ଣଚନ୍ଦ୍ର ଗଜପତିଙ୍କ ପୂର୍ଣ୍ଣାଙ୍ଗ ଦଣ୍ଡାୟମାନ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ପୌର ପ୍ରଶାସନ ନିକଟରେ ଦାବି ରଖିଲା ଉତ୍କଳ ସମ୍ମିଳନୀଆଶା ରହିଗଲା ଅଧା, ଜଳ ଲାଗି ଜଳରେ ଭାସିଗଲେ କାଉଡ଼ିଆ
ଗୁଣୁପୁର (ପ୍ରତିଫଳନ ମିଡ଼ିଆ ) ଭାସି ଗଲେ କାଉଡିଆ | ଜଳ ଲାଗି କରିବା ଆଶା ରହିଗଲା ଅଧା |ରାୟଗଡା ଜିଲ୍ଲା – ପୁଟାସିଂ ଥାନା ଭୀମପୁର ପଞ୍ଚାୟତ ଦିନବନ୍ଧୁପୁର ନିକଟରେ ଜଣେ କାଉଡିଆ…
View More ଆଶା ରହିଗଲା ଅଧା, ଜଳ ଲାଗି ଜଳରେ ଭାସିଗଲେ କାଉଡ଼ିଆଗୁପ୍ତେଶ୍ୱର ଅଞ୍ଚଳରେ ନିଷିଦ୍ଧ ପ୍ଲାଷ୍ଟିକ୍ ଏବଂ ପଲିଥିନ୍ ବ୍ୟାଗର ବ୍ୟବହାର ନିଷେଧ ଦାବୀ, ବାଉଁଶ ଟୋକେଇ, ପତ୍ର ପ୍ଲେଟ୍ ଏବଂ ପତ୍ର ପାତ୍ର ପ୍ରଚଳନ ପାଇଁ ନିବେଦନ
କୋରାପୁଟ (ପ୍ରତିଫଳନ ମିଡ଼ିଆ) ଜୈବ ବିବିଧତା ଐତିହ୍ୟସ୍ଥଳ ଭାବରେ ନାମିତ କୋରାପୁଟ ଜିଲ୍ଲାର ଗୁପ୍ତେଶ୍ୱର ଅଞ୍ଚଳରେ ନିଷିଦ୍ଧ ପ୍ଲାଷ୍ଟିକ୍ ର ହେଉଥିବା ବ୍ୟାପକ ବ୍ୟବହାରକୁ ବନ୍ଦ କରି ସେଠାରେ ବାଉଁଶ ଟୋକେଇ, ପତ୍ର ପ୍ଲେଟ୍…
View More ଗୁପ୍ତେଶ୍ୱର ଅଞ୍ଚଳରେ ନିଷିଦ୍ଧ ପ୍ଲାଷ୍ଟିକ୍ ଏବଂ ପଲିଥିନ୍ ବ୍ୟାଗର ବ୍ୟବହାର ନିଷେଧ ଦାବୀ, ବାଉଁଶ ଟୋକେଇ, ପତ୍ର ପ୍ଲେଟ୍ ଏବଂ ପତ୍ର ପାତ୍ର ପ୍ରଚଳନ ପାଇଁ ନିବେଦନଟିଟଲାଗଡ଼ ଆର ଆଣ୍ଡ ବି ସବ-ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲେଶ୍ୱର ମାଝୀଙ୍କ ବାସଭବନ ସହ 6ଟି ସ୍ଥାନରେ ଭିଜିଲାନ୍ସର ଚଢ଼ାଉ
ଭୁବନେଶ୍ୱର (ପ୍ରତିଫଳନ ମିଡ଼ିଆ) ଭିଜିଲାନସ୍ ଜାଲରେ ଆଉ ଜଣେ ଯନ୍ତ୍ରୀ । କଣ୍ଟାବାଞ୍ଜି ଆର ଆଣ୍ଡ ବି ଡିଭିଜନର ବଲାଙ୍ଗିର ଅନ୍ତର୍ଗତ ଟିଟଲାଗଡ଼ ଆର ଆଣ୍ଡ ବି ସବ-ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE)…
View More ଟିଟଲାଗଡ଼ ଆର ଆଣ୍ଡ ବି ସବ-ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲେଶ୍ୱର ମାଝୀଙ୍କ ବାସଭବନ ସହ 6ଟି ସ୍ଥାନରେ ଭିଜିଲାନ୍ସର ଚଢ଼ାଉପାଇକପଡ଼ାର ଶ୍ରୀକ୍ଷେତ୍ର
କାଳିଆ ଆସୁଛି। ବଡ଼ ଦାଣ୍ଡରେ ଲାଗିବ ଗହଳି। ପତିତ ଉଦ୍ଧାର ଲାଗି ଏ ଯାତ୍ରାର ମହତ୍ତ୍ୱ ଅନେକ। ପବିତ୍ର ରଥଯାତ୍ରା ଅବସରରେ ବିଭିନ୍ନ ଜଗନ୍ନାଥ ମନ୍ଦିର ଓ ଅନନ୍ୟ ପରମ୍ପରାକୁ ନେଇ ପ୍ରତିଫଳନର ବିଶେଷ…
View More ପାଇକପଡ଼ାର ଶ୍ରୀକ୍ଷେତ୍ରହେରା ପଞ୍ଚମୀରେ ରାୟଗଡା ଓ ଗୁଣୁପୁରରେ ପାଳନ ହୁଏ ଭିନ୍ନ ପରମ୍ପରା
ପ୍ରତିଫଳନ ମିଡ଼ିଆ ପତି-ପତ୍ନୀଙ୍କର ରାଗ-ରୁଷା, ମାନ ଅଭିମାନ ସହିତ ଅପୂର୍ବ ପ୍ରେମ ଭାବନା ହେଉଛି ଏହି ହେରାପଞ୍ଚମୀ ଓ ରଥ ଦକ୍ଷିଣ ମୋଡ଼ ହେବାର ଉପକ୍ରମ।ରାଗରେ ମହାପ୍ରଭୁଙ୍କ ରଥକୁ ଲୁଚି ଲୁଚି ଯାଇ ଭାଙ୍ଗି…
View More ହେରା ପଞ୍ଚମୀରେ ରାୟଗଡା ଓ ଗୁଣୁପୁରରେ ପାଳନ ହୁଏ ଭିନ୍ନ ପରମ୍ପରାପାରଳା ନାଗରିକ ମଂଚ ପକ୍ଷରୁ ଭିଜନ୍ ଡକ୍ୟୁମେଣ୍ଟ -୨୦୩୬ ପ୍ରସ୍ତୁତି ବୈଠକ
ପାରଳାଖେମୁଣ୍ଡି (ପ୍ରତିଫଳନ ମିଡ଼ିଆ ) ପାରଳାଖେମୁଣ୍ଡି ନାଗରିକ ମଂଚ ତରଫରୁ ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ଗୃହରେ ପାରଳାଖେମୁଣ୍ଡି ତଥା ଗଜପତି ଜିଲ୍ଲା ପାଇଁ ଭିଜନ୍ ଡକ୍ୟୁମେଣ୍ଟ -୨୦୩୬ ସମ୍ୱନ୍ଧୀୟ ଆଲୋଚନା ଚକ୍ର ଅନୁଷ୍ଠିତ…
View More ପାରଳା ନାଗରିକ ମଂଚ ପକ୍ଷରୁ ଭିଜନ୍ ଡକ୍ୟୁମେଣ୍ଟ -୨୦୩୬ ପ୍ରସ୍ତୁତି ବୈଠକ
