କାଳିଆ ଆସୁଛି। ବଡ଼ ଦାଣ୍ଡରେ ଲାଗିବ ଗହଳି। ପତିତ ଉଦ୍ଧାର ଲାଗି ଏ ଯାତ୍ରାର ମହତ୍ତ୍ୱ ଅନେକ। ପବିତ୍ର ରଥଯାତ୍ରା ଅବସରରେ ବିଭିନ୍ନ ଜଗନ୍ନାଥ ମନ୍ଦିର ଓ ଅନନ୍ୟ ପରମ୍ପରାକୁ ନେଇ ପ୍ରତିଫଳନର ବିଶେଷ…
View More ଆଦିବାସୀ ଦେବତାଙ୍କ ଅନନ୍ୟ କ୍ଷେତ୍ର : ଶାବର ଶ୍ରୀକ୍ଷେତ୍ରCategory: ସାହିତ୍ୟ ଓ ସଂସ୍କୃତି
ଝିଅ କଲା ପ୍ରେମ, ପରିବାର ଓ ବଂଶ ଲୋକ ହେଲେ ମୁଣ୍ଡନ, ଜାତିଆଣର ଜଟିଳ ଜାଲରେ ସମାଜ
କାଶୀପୁର (ପ୍ରତିଫଳନ ମିଡ଼ିଆ) ଅନୁସୂଚିତ ଜନଜାତିର ଝିଅ ଓ ଅନୁସୂଚିତ ଜାତିର ପୁଅ ଭିତରେ ପ୍ରେମ ଓ ଘର ଛାଡି ଦୁହେଁ ନୂଆ ସଂସାର କରିବାକୁ ଚାଲିଗଲେ। କିନ୍ତୁ ପରିବାର ଓ ବଂଶ ଉପରେ…
View More ଝିଅ କଲା ପ୍ରେମ, ପରିବାର ଓ ବଂଶ ଲୋକ ହେଲେ ମୁଣ୍ଡନ, ଜାତିଆଣର ଜଟିଳ ଜାଲରେ ସମାଜଶବର ପଣ୍ଡିତ ମାଙ୍ଗେଇ ଗମାଙ୍ଗଙ୍କ ଜୟନ୍ତୀ ପାଳିତ, ଏକାଠି ହେଲେ ରାଜ୍ୟର ସଉରା ସମ୍ପ୍ରଦାୟ
ଗୁଣୁପୁର (ପ୍ରତିଫଳନ ମିଡ଼ିଆ ) ଶବର ପଣ୍ଡିତ ମାଙ୍ଗେଇ ଗମାଙ୍ଗଙ୍କ ୧୦୯ ତମ ଜନ୍ମ ଜୟନ୍ତି ଉତ୍ସବ ପାଳିତ ହୋଇଯାଇଛି । ଶବର ସାଂସ୍କୃତିକ ସଙ୍ଘ ଗୁଣୁପୁର ତରଫରୁ ଶବର ଜାତିର ଗୁରୁ ସ୍ୱର୍ଗତ…
View More ଶବର ପଣ୍ଡିତ ମାଙ୍ଗେଇ ଗମାଙ୍ଗଙ୍କ ଜୟନ୍ତୀ ପାଳିତ, ଏକାଠି ହେଲେ ରାଜ୍ୟର ସଉରା ସମ୍ପ୍ରଦାୟକୋରାପୁଟର ଶାବର ଶ୍ରୀକ୍ଷେତ୍ର ଓ ରାୟଗଡାର ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ସ୍ନାନ ବେଦୀରେ ଗଜାନନ ବେଶରେ ଶୋଭା ପାଉଛନ୍ତି ତିନି ଠାକୁର
କୋରାପୁଟ / ରାୟଗଡା (ପ୍ରତିଫଳନ ମିଡ଼ିଆ ) ଆଜି ଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ତିନି ଠାକୁରଙ୍କ ପବିତ୍ର ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶାବର ଶ୍ରୀକ୍ଷେତ୍ରରେ ପାରମ୍ପରିକ…
View More କୋରାପୁଟର ଶାବର ଶ୍ରୀକ୍ଷେତ୍ର ଓ ରାୟଗଡାର ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ସ୍ନାନ ବେଦୀରେ ଗଜାନନ ବେଶରେ ଶୋଭା ପାଉଛନ୍ତି ତିନି ଠାକୁରପଦ୍ମପୁରରେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୨୫ ତମ ଜୟନ୍ତୀ ପାଳିତ
ପଦ୍ମପୁର ( ପ୍ରତିଫଳନ ମିଡ଼ିଆ ) ସୋମବାର ଏଙ୍ଗର୍ବା ସ୍ଥିତ ଏସ୍ ପି ମାଙ୍ଗାଇ ଆଶ୍ରମ ପରିସରରେ ବିଦ୍ରୋହୀ ନାୟକ ଭଗବାନ ବିର୍ସା ମୁଣ୍ଡା ଙ୍କ ୧୨୫ ତମ ଜନ୍ମ ଜୟନ୍ତି ଉତ୍ସବ ରାଜ୍ୟ…
View More ପଦ୍ମପୁରରେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୨୫ ତମ ଜୟନ୍ତୀ ପାଳିତରଜ ପାଇଁ ରାୟଗଡ ସାହିତ୍ୟ ମହୋତ୍ସବ କମିଟି ପକ୍ଷରୁ କବିତା ଆସର
କବିତା ସୃଜନର ପ୍ରମୁଖ ଅଳଙ୍କାର ରାୟଗଡା (ପ୍ରତିଫଳନ ମିଡ଼ିଆ ) ରଜ ଅବ୍ୟବହିତ ପୂର୍ବରୁ ରାୟଗଡ ସାହିତ୍ୟ ମହୋତ୍ସବ କମିଟି ପକ୍ଷରୁ ନ୍ୟୁ ଟାଉନ ପୂଜା କମିଟି ସମ୍ମିଳନୀ କକ୍ଷରେ କବିତା ଆସର ଆୟୋଜନ…
View More ରଜ ପାଇଁ ରାୟଗଡ ସାହିତ୍ୟ ମହୋତ୍ସବ କମିଟି ପକ୍ଷରୁ କବିତା ଆସରଅଲେଖ ଗୁରୁଙ୍କ ଶ୍ରାଦ୍ଧ ଦିବସ ପାଳିତ
ଗୁଣୁପୁର ( ପ୍ରତିଫଳନ ମିଡ଼ିଆ ) ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଆମ୍ବାବାଡ଼ି ଅଲେଖ ମହିମା ଟ୍ରଷ୍ଟ ପକ୍ଷରୁ ଅନ୍ଧ ଗୁରୁ ମହିମା ଧର୍ମ ମନ୍ଦିର ପ୍ରତିଷ୍ଠାତା ଗୋପାଳ ଶବର ଙ୍କ ଶ୍ରାଦ୍ଧ ଦିବସ…
View More ଅଲେଖ ଗୁରୁଙ୍କ ଶ୍ରାଦ୍ଧ ଦିବସ ପାଳିତକୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ତିନି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ
କୋରାପୁଟ ( ପ୍ରତିଫଳନ ମିଡ଼ିଆ ) ଶାବର ଶ୍ରୀକ୍ଷେତ୍ର କୋରାପୁଟ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆଜି ଠାରୁ ଆରମ୍ଭ ହୋଇଛି। ଠାକୁରଙ୍କ ଠାରୁ ଆଜ୍ଞାମାଳ ଆଣି ରଥଖଳାରେ ରଥ କାଠ ଗୁଡିକୁ…
View More କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ତିନି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭଆଦିବାସୀଙ୍କ ସଂଘର୍ଷର ଗାଥା. ଉଜାଣି ଝଂଝାବତୀ ପାଠକାର୍ପିତ.
କୋରାପୁଟ( ପ୍ରତିଫଳନ ମିଡ଼ିଆ) କୋରାପୁଟସ୍ଥିତ ବିଶ୍ଲେଷଣାତ୍ମକ ଆଦିବାସୀ ପରିଷଦ ସଭା ଗୃହରେ ଶ୍ରୀ ନିଗମାନନ୍ଦ ଷଡଙ୍ଗୀଙ୍କ ରଚିତ ” ଉଜାଣି ଝଞ୍ଜାବତୀ” ଗବେଷଣାତ୍ମକ ପୁସ୍ତକ ଲୋକାର୍ପିତ ହୋଇଯାଇଅଛି। ନାରାୟଣପାଟଣା – ବନ୍ଧୁ ଗାଁ ଅଞ୍ଚଳର…
View More ଆଦିବାସୀଙ୍କ ସଂଘର୍ଷର ଗାଥା. ଉଜାଣି ଝଂଝାବତୀ ପାଠକାର୍ପିତ.ରାୟଗଡା ସାହିତ୍ୟ ମହୋତ୍ସବ କମିଟି ପକ୍ଷରୁ କବି ବାସୁଦେବ ପାତ୍ରଙ୍କ ସ୍ମୃତି ସଭା
ରାୟଗଡା ( ପ୍ରତିଫଳନ ମିଡ଼ିଆ) ରାୟଗଡା ସାହିତ୍ୟ ମହୋତ୍ସବ କମିଟି ପକ୍ଷରୁ ସଭାପତି ଡକ୍ଟର ଦୁଷ୍ମନ୍ତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ କବି ଭାରତୀ ବାସୁଦେବ ପାତ୍ରଙ୍କ ତିରୋଧାନ ଦିବସ ଅବସରରେ ସ୍ମୃତି ସଭା ଅନୁଷ୍ଠିତ…
View More ରାୟଗଡା ସାହିତ୍ୟ ମହୋତ୍ସବ କମିଟି ପକ୍ଷରୁ କବି ବାସୁଦେବ ପାତ୍ରଙ୍କ ସ୍ମୃତି ସଭା
