କୋରାପୁଟ (ପ୍ରତିଫଳନ ମିଡ଼ିଆ ) ଗତ ବର୍ଷମୁକ୍ତିଲାଭ କରିଥିବା ତେଲୁଗୁ ଚଳଚ୍ଚିତ୍ର ଘାଟି ର କାହାଣୀକୁ ପ୍ରତିଫଳିତ କରି ଏକ ନାଟକୀୟ ବାସ୍ତବ କାର୍ଯ୍ୟାନୁଷ୍ଠାନରେ, ଓଡିଶା ପୋଲିସ ଏକ ବିଶାଳ ଆନ୍ତଃରାଜ୍ୟ ତରଳ ଗଞ୍ଜେଇ…
View More ରାଜ୍ୟର ସବୁଠାରୁ ବଡ଼ ଅବକାରୀ ଚଢ଼ାଉ : ଓଡ଼ିଶା-ଆନ୍ତଃ ରାଜ୍ୟ ସୀମାରେ ₹200 କୋଟି ମୂଲ୍ୟର ତରଳ ଗଞ୍ଜେଇ ଜବତ କଲା କୋରାପୁଟ ପୋଲିସ , ପୋଲିସ ହାତରେ ଆନ୍ତଃରାଜ୍ୟ ଡ୍ରଗ୍ସ ସିଣ୍ଡିକେଟCategory: ଦେଶ ବିଦେଶ
“ଇଷ୍ଟ କୋଷ୍ଟ ରେଲୱେ ଡିଭିଜନ୍” ମାଲ ବୋଝେଇରେ ରେକର୍ଡ ସୃଷ୍ଟି କରିଛି, 250 ମିଲିୟନ ଟନ୍ ମାଲ ଲୋଡିଂରେ ଦେଶରେ ପ୍ରଥମ
ପ୍ରତିଫଳନ ମିଡ଼ିଆ ଭାରତୀୟ ରେଳ ବିଭାଗର ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଛି ପୂର୍ବତଟ ରେଳ ବିଭାଗ (ECoR)। ଚଳିତ ଆର୍ଥିକ ବର୍ଷରେ ବର୍ଷ ନପୂରୁଣୁ କେବଳ 324 ଦିନ ମଧ୍ୟରେ 250…
View More “ଇଷ୍ଟ କୋଷ୍ଟ ରେଲୱେ ଡିଭିଜନ୍” ମାଲ ବୋଝେଇରେ ରେକର୍ଡ ସୃଷ୍ଟି କରିଛି, 250 ମିଲିୟନ ଟନ୍ ମାଲ ଲୋଡିଂରେ ଦେଶରେ ପ୍ରଥମନିଜେ ଚାଲିଗଲେ କିନ୍ତୁ ବଞ୍ଚାଇଲେ 19 ଜଣକ ଜୀବନ
ବସ ଡ୍ରାଇଭର ଶିଖେଇ ଗଲେ ମହାନତା ଓ ନିସ୍ଵାର୍ଥପରତାର ପାଠ ପରର ଜୀବନ ବଞ୍ଚେଇବାକୁ ନିଜ ଜୀବନକୁ ଲଗେଇଲେ ବାଜି ବିଶାଖାପାଟଣା (ଯଶୋବନ୍ତ ପାଢ଼ୀ )ଜାତୀୟ ରାଜପଥରେ ଗଡ଼ି ଚାଲିଥିଲା ବସ ଏବଂ ବସରେ…
View More ନିଜେ ଚାଲିଗଲେ କିନ୍ତୁ ବଞ୍ଚାଇଲେ 19 ଜଣକ ଜୀବନଡବଲ ଇଂଜିନ ସରକାରଙ୍କ ଦକ୍ଷିଣ ଓଡିଶାକୁ ଉପହାର
ମୋହନା -ରାୟଗଡା- କୋରାପୁଟ ରାସ୍ତାକୁ କ୍ୟାବିନେଟ୍ ଅନୁମୋଦନ, ହେବ ଦୁଇ ଥାକିଆ ପ୍ରଶସ୍ତ ଓ ଆଧୁନିକ ରାସ୍ତା ରାୟଗଡା (ପ୍ରତିଫଳନ ମିଡ଼ିଆ ) ରାଜ୍ୟ ଓ କେନ୍ଦ୍ରର ବିଜେପି ଡବଲ ଇଂଜିନ ସରକାରଙ୍କ ଦକ୍ଷିଣ…
View More ଡବଲ ଇଂଜିନ ସରକାରଙ୍କ ଦକ୍ଷିଣ ଓଡିଶାକୁ ଉପହାରବର୍ଷା ଜଳ ସଞ୍ଚୟରେ ଉତ୍କର୍ଷତା ପାଇଁ ରାୟଗଡା ଜିଲ୍ଲାକୁ ଜାତୀୟ ପୁରସ୍କାର, ସମ୍ମାନ ଗ୍ରହଣ କଲେ ସିଡିଓ, ରାୟଗଡା ଦେଖାଇଲା ଦେଶକୁ ରାହା
ରାୟଗଡା (ପ୍ରତିଫଳନ ମିଡ଼ିଆ ) ସର୍ବଭାରତୀୟ ସ୍ତରରେ ରାୟଗଡା ଜିଲ୍ଲା ପୁରସ୍କୃତ। ବର୍ଷା ଜଳ ସଂଚୟ ଓ ଜନ ଭାଗିଧାରିତା ପାଇଁ ପୂର୍ବ ଭାରତରେ ପ୍ରଥମ ହୋଇଛି ରାୟଗଡା ଜିଲ୍ଲା। ଦୁନିଆକୁ ନୂଆ ରାହା…
View More ବର୍ଷା ଜଳ ସଞ୍ଚୟରେ ଉତ୍କର୍ଷତା ପାଇଁ ରାୟଗଡା ଜିଲ୍ଲାକୁ ଜାତୀୟ ପୁରସ୍କାର, ସମ୍ମାନ ଗ୍ରହଣ କଲେ ସିଡିଓ, ରାୟଗଡା ଦେଖାଇଲା ଦେଶକୁ ରାହାଆରମ୍ଭ ହେଲା ପରଵ ଦୁଲୁକିବ କୋରାପୁଟ ।
କୋରାପୁଟ ର ଜାତୀୟ ଲୋକ ମହୋତ୍ସବ ପରବ – ୨୦୨୫ଶୁଭାରମ୍ଭ ହୋଇଛି। ଲକ୍ଷ୍ମୀପୁର ବ୍ଳକର କୁଟୁଣିପଦରରୁ ଶୁଭାରମ୍ଭ ହୋଇଛି। ଏହି ଅବସରରେ ଆଦିବାସୀ ନୃତ୍ୟ ଓ ବାଜା ସହ ଉତ୍ସବ ମୁଖର ହୋଇଛି କୁଟୁଣିପଦର।…
View More ଆରମ୍ଭ ହେଲା ପରଵ ଦୁଲୁକିବ କୋରାପୁଟ ।ବିଶ୍ବ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ପାଇଁ ବ୍ରହ୍ମପୁର ଦୁଇ ଜଣଙ୍କୁ ବିଚାରକ ଦାୟିତ୍ୱ, ଇଣ୍ଡୋନେସିଆ ଯିବେ ଦୁଇ ଗଞ୍ଜାମ ପୁଅ
ବ୍ରହ୍ମପୁର (ପ୍ରତିଫଳନ ମିଡ଼ିଆ ) ଚଳିତ ମାସ 11ତାରିଖ ଠାରୁ 17 ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆ ର ବଟ୍ଟମ୍ ସିଟି ଠାରେ ଅନୁଷ୍ଠିତ ହେବାକୁ ଥିବା 16ତମ ବିଶ୍ବ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ରେ…
View More ବିଶ୍ବ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ପାଇଁ ବ୍ରହ୍ମପୁର ଦୁଇ ଜଣଙ୍କୁ ବିଚାରକ ଦାୟିତ୍ୱ, ଇଣ୍ଡୋନେସିଆ ଯିବେ ଦୁଇ ଗଞ୍ଜାମ ପୁଅଜବଲପୁରରେ ଆରମ୍ଭ ହେଲା RSS ର ତିନି ଦିନିଆ ଅଖିଲ ଭାରତୀୟ କାର୍ଯ୍ୟକାରି ମଣ୍ଡଳ ସଭା।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଲ ଭାରତୀୟ କାର୍ଯ୍ୟକାରି ମଣ୍ଡଳ ସଭା ଅକ୍ଟୋବର ୩୦ ତାରିଖରୁ ଜବଲପୁରର କଚ୍ଛନାର ସିଟିରେ ଆରମ୍ଭ ହୋଇଛି। ସଂଘର ସରସଂଘଚାଳକ ଡା. ମୋହନ ଭାଗବତ ଜୀ ଓ ସରକାର୍ଯ୍ୟବାହ ମାନ୍ନନୀୟ…
View More ଜବଲପୁରରେ ଆରମ୍ଭ ହେଲା RSS ର ତିନି ଦିନିଆ ଅଖିଲ ଭାରତୀୟ କାର୍ଯ୍ୟକାରି ମଣ୍ଡଳ ସଭା।ବାତ୍ୟା ମୋନ୍ଥାକୁ ନେଇ ଓଡିଶା ଓ ଆନ୍ଧ୍ରପ୍ରଦେଶରେ ସତର୍କ,ଓଡ଼ିଶାର 8 ଜିଲ୍ଲା, ଆନ୍ଧ୍ର ର 23 ଜିଲାରେ ହାଇଆଲର୍ଟ ଜାରି
ବିଶାଖାପାଟଣା -( ଯଶୋବନ୍ତ ପାଢୀ) ଭୁବନେଶ୍ୱର -ସନ୍ତୋଷ ସ୍ବାଇଁଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ତୀବ୍ର ହେବା ସହ ଆସନ୍ତା 28 ଅକ୍ଟୋବର 2025 ରେ ଆନ୍ଧ୍ରପ୍ରଦେଶ ଉପକୂଳରେ ଅବତରଣ କରିବ ବୋଲି ପାଣିପାଗ…
View More ବାତ୍ୟା ମୋନ୍ଥାକୁ ନେଇ ଓଡିଶା ଓ ଆନ୍ଧ୍ରପ୍ରଦେଶରେ ସତର୍କ,ଓଡ଼ିଶାର 8 ଜିଲ୍ଲା, ଆନ୍ଧ୍ର ର 23 ଜିଲାରେ ହାଇଆଲର୍ଟ ଜାରିସହସ୍ର ଶିବ ଲିଙ୍ଗର ପୀଠ କୁଟୁଣିପଦରରୁ ଶୁଭାରମ୍ଭ ହେବ ପରଵ🔹ପ୍ରତି ପଂଚାୟତରେ ଆୟୋଜିତ ହେବ ପରଵ🔹ପରଵ ଷ୍ଟଲରେ ପ୍ରଦର୍ଶିତ ହେବ ଦ୍ରବ୍ୟ ଉତ୍ପାଦନର ଲାଇଭ ଡେମୋ
ଡିସେମ୍ବର 18 ତାରିଖରୁ 22 ତାରିଖରୁ ହେବ ମୁଖ୍ୟ ପରବ କୋରାପୁଟ (ପ୍ରତିଫଳନ ମିଡ଼ିଆ ) ପରବ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ନଭେମ୍ବର ମାସ ୧୨ ତାରିଖରେ କୁଟୁଣି ପଦରରୁ ଶୁଭାରମ୍ଭ…
View More ସହସ୍ର ଶିବ ଲିଙ୍ଗର ପୀଠ କୁଟୁଣିପଦରରୁ ଶୁଭାରମ୍ଭ ହେବ ପରଵ🔹ପ୍ରତି ପଂଚାୟତରେ ଆୟୋଜିତ ହେବ ପରଵ🔹ପରଵ ଷ୍ଟଲରେ ପ୍ରଦର୍ଶିତ ହେବ ଦ୍ରବ୍ୟ ଉତ୍ପାଦନର ଲାଇଭ ଡେମୋ
