ପୋଲାଭରମ ପୋଲଟିକ୍ସ ମାଲକାନଗିରି (ପ୍ରତିଫଳନ ମିଡ଼ିଆ) ପୋଲାଭରମ ପ୍ରକଳ୍ପକୁ ଜୋରଦାର ବିରୋଧ କରାଯିବ। ମାଲକାନଗିରି ସୀମାନ୍ତ ମୋଟୁଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଲଢେଇ ହେବ । ଏଭଳି ନିଷ୍ପତି ନେଇଛି ପୋଲାଭରମ କ୍ରିୟାନୁଷ୍ଠାନ କମିଟି l…
View More ବିଜେଡିର ଆଶାବାଡ଼ି ପୋଲାଭରମ ! ◆ପୋଲାଭରମ କ୍ରିୟାନୁଷ୍ଠାନ କମିଟି ସହ ଆନ୍ଦୋଳନ କରିବ ବିଜେଡ଼ି◆ ବିଜେଡି ତୁଚ୍ଛା ନାଟକ କରୁଛି : କଂଗ୍ରେସCategory: ସ୍ଥାନୀୟ
ଜାତୀୟ ରାଜପଥ ଉପରେ ଟ୍ରଲର ହେଲା ଦୁଇ ଫାଳ
(ପ୍ରତିଫଳନ ମିଡ଼ିଆ) ଲୋକଙ୍କ ଜୀବନ ବଞ୍ଚିଗଲା । ବିପଦରୁ ରକ୍ଷା ପାଇଗଲା ଜୀବନକୋରାପୁଟ ସହର ର ଆର ଟିଓ ଅଫିସ ଓ ମଙ୍ଗଲା ମନ୍ଦିର ଛକ ମଧ୍ୟରେ ଟ୍ରଲର ଦୁର୍ଘଟଣା ଗ୍ରସ୍ତ । ଟ୍ରଲର…
View More ଜାତୀୟ ରାଜପଥ ଉପରେ ଟ୍ରଲର ହେଲା ଦୁଇ ଫାଳନାଳରୁ ମୃତ ଦେହ ଠାବ, ପୋଲିସର ଅନୁସନ୍ଧାନ ଆରମ୍ଭ
(ପ୍ରତିଫଳନ ମିଡ଼ିଆ) ରାୟଗଡା ଜିଲ୍ଲା ଗୁଣପୁର ଥାନା ଆଚବା ନାଳରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଠାବ। କିଏ କାହିଁକି କେତେବେଳ ଏମିତି ମୃତ୍ୟୁ ହୋଇଛି କାରଣ ଅଷ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୋଲିସର ତଦନ୍ତ…
View More ନାଳରୁ ମୃତ ଦେହ ଠାବ, ପୋଲିସର ଅନୁସନ୍ଧାନ ଆରମ୍ଭବହୁ ପ୍ରତୀକ୍ଷିତ ଦୁଇ ରେଳ ପ୍ରକଳ୍ପ ପାଇଁ ଜନ ସାଧାରଣ ସରକାରଙ୍କୁ ଜଣାଇଲେ କୃତଜ୍ଞତା
ପଦ୍ମପୁର (ପ୍ରତିଫଳନ ମିଡ଼ିଆ)ଗୋପାଳପୁର- ଥେରୁବାଲି ଓ ଗୁଣୁପୁର – ନୂଆପଡା ରେଳପଥ ଲାଗି ସର୍ଭେ ବାବଦକୁ ଅର୍ଥ ପ୍ରଦାନ କରି ମୋଦି ସରକାର ଦକ୍ଷିଣ ଓଡ଼ିଶାର ବିକାଶରେ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି ।…
View More ବହୁ ପ୍ରତୀକ୍ଷିତ ଦୁଇ ରେଳ ପ୍ରକଳ୍ପ ପାଇଁ ଜନ ସାଧାରଣ ସରକାରଙ୍କୁ ଜଣାଇଲେ କୃତଜ୍ଞତାଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନର ସାମ୍ବାଦିକ ସମ୍ମିଳନୀ◆ଗାଁ ବିକାଶ ପାଇଁ ଦୁର୍ନୀତି ବିରୋଧରେ ହେବ ସ୍ବର ଉତ୍ତୋଳନ
ଗୁଣୁପୁର (ପ୍ରତିଫଳନ ମିଡ଼ିଆ) ଜାତୀୟ ହାର ଠାରୁ ଆମ ରାଜ୍ୟରେ ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ସଂଖ୍ୟା ସର୍ବାଧିକ । ଗ୍ରାମାଞ୍ଚଳର ବହୁବିଧ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆମ ବିକାଶ କାର୍ଯ୍ୟକ୍ରମ ଆରମ୍ଭ…
View More ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନର ସାମ୍ବାଦିକ ସମ୍ମିଳନୀ◆ଗାଁ ବିକାଶ ପାଇଁ ଦୁର୍ନୀତି ବିରୋଧରେ ହେବ ସ୍ବର ଉତ୍ତୋଳନଦକ୍ଷିଣ ଓଡ଼ିଶାର ବହୁ ପ୍ରତିକ୍ଷିତ ଦୁଇଟି ପ୍ରମୁଖ ରେଳ ପ୍ରକଳ୍ପକୁ ରେଳ ମନ୍ତ୍ରଣାଳୟ ଦ୍ୱାରା ମଞ୍ଜୁର◆ରାୟଗଡାରୁ ଗୋପାଳପୁର ବନ୍ଦରକୁ ରେଳ ଲାଇନ ନିର୍ମାଣ ହେବ◆ ଦକ୍ଷିଣ ଓଡିଶାରେ ଖୁସିର ଲହରୀ
(ପ୍ରତିଫଳନ ମିଡ଼ିଆ) ଓଡ଼ିଶା ବାସୀଙ୍କୁ ମୋଦୀ ସରକାରଙ୍କ ବଡ ଉପହାର। ଦକ୍ଷିଣ ଓଡ଼ିଶା ପାଇଁ ବଡ଼ ପଦକ୍ଷେପ । ଦକ୍ଷିଣ ଓଡ଼ିଶା ବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହେବ । ରାୟଗଡାରୁ ଗୋପାଳପୁର…
View More ଦକ୍ଷିଣ ଓଡ଼ିଶାର ବହୁ ପ୍ରତିକ୍ଷିତ ଦୁଇଟି ପ୍ରମୁଖ ରେଳ ପ୍ରକଳ୍ପକୁ ରେଳ ମନ୍ତ୍ରଣାଳୟ ଦ୍ୱାରା ମଞ୍ଜୁର◆ରାୟଗଡାରୁ ଗୋପାଳପୁର ବନ୍ଦରକୁ ରେଳ ଲାଇନ ନିର୍ମାଣ ହେବ◆ ଦକ୍ଷିଣ ଓଡିଶାରେ ଖୁସିର ଲହରୀଯାଜପୁର ଜିଲ୍ଲାର ସଫଳ ନାରୀ◆ଛତୁଆ ଓ ଛତୁର ରାଣୀ : ଅବନ୍ତି
(ପ୍ରତିଫଳନ ମିଡ଼ିଆ) ଅବନ୍ତି ସାମଲ ଦାନଗଦି ବ୍ଲକର ଜଣେ ବହୁଚର୍ଚ୍ଚିତା ବ୍ୟକ୍ତିତ୍ଵ । ଘର ଯାଜପୁର ଜିଲ୍ଲା ସ୍ଥିତ ଦାନଗଦି ବ୍ଲକ ଅଞ୍ଚଳର ତେଲି ବାହାଳି ଗ୍ରାମ । ଗାଁ, ପଞ୍ଚାୟତ ଓ ବ୍ଲକରେ…
View More ଯାଜପୁର ଜିଲ୍ଲାର ସଫଳ ନାରୀ◆ଛତୁଆ ଓ ଛତୁର ରାଣୀ : ଅବନ୍ତିଗୁଣୁପୁର ପୋଲିସକୁ ପୁଣି ସଫଳତା◆୬୩୦ କେଜି ଗଞ୍ଜେଇ ସହ ଗାଡି ଜବତ
(ପ୍ରତିଫଳନ ମିଡ଼ିଆ) ଚୋରା ଚାଲାଣ ବେଳେ ରାୟଗଡା ଜିଲ୍ଲା ଗୁଣପୁର ଥାନା ଖର୍ଲୀଂ ଗାଁ ନିକଟ ମୁଖ୍ୟ ରାସ୍ତା ରୁ ୬୩୦ କେଜି ଗଂଞ୍ଜେଇ ସହ ବୋଲେରୋ ପିକ୍ଅପ ଗାଡିକୁ ଜବତ କରିଛି ଗୁଣପୁର…
View More ଗୁଣୁପୁର ପୋଲିସକୁ ପୁଣି ସଫଳତା◆୬୩୦ କେଜି ଗଞ୍ଜେଇ ସହ ଗାଡି ଜବତ୧୫ବର୍ଷ ପରେ ଘରକୁ ଫେରିଲେ ବାମଦେବ◆ମୁମ୍ବାଇର ଶ୍ରଦ୍ଧା ଫାଉଣ୍ଡେସନ କଲେ ସହଯୋଗ
(କାଶୀପୁର ) ପ୍ରତିଫଳନ ମିଡ଼ିଆ ୧୫ ବର୍ଷ ପରେ ଘରକୁ ଫେରିଲା ପୁଅ । ଗାଁ ରେ ଖୁସିର ଲହରୀ । ୧୫ ବର୍ଷ ତଳେ ରାୟଗଡା ଜିଲ୍ଲା କାଶୀପୁର ସଦର ବ୍ଲକ କଲୋନୀ…
View More ୧୫ବର୍ଷ ପରେ ଘରକୁ ଫେରିଲେ ବାମଦେବ◆ମୁମ୍ବାଇର ଶ୍ରଦ୍ଧା ଫାଉଣ୍ଡେସନ କଲେ ସହଯୋଗGM ECoRly Parmeshwar Funkwal Conducts Intensive Safety Inspection of Rayagada-Vizianagaram Section
keerti Chandra sahu (Pratiphalan Media) General Manager of East Coast Railway, Parmeshwar Funkwal, along with the Divisional Railway Managers of Waltair (DRM) Manoj Kumar Sahoo,…
View More GM ECoRly Parmeshwar Funkwal Conducts Intensive Safety Inspection of Rayagada-Vizianagaram Section