ଗୁଣୁପୁର (ପ୍ରତିଫଳନ ମିଡ଼ିଆ ) ସ୍କୁଲ ରୁ ଘର କୁ ଫେରୁଥିବା ବେଳେ ଅଟୋ ଦୁର୍ଘଟଣା ଗସ୍ତ | ରାୟଗଡା ଜିଲ୍ଲା ଗୁଣପୁର ବିକ୍ରମପୁର ଛକରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ | ଅଟୋ…
View More ସ୍କୁଲ ଅଟୋ ଦୁର୍ଘଟଣା🔹କେନ୍ଦ୍ରୀୟ ବିଦ୍ୟାଳୟର ୫ ଛାତ୍ର ଗୁରୁତରCategory: ସ୍ଥାନୀୟ
ବିଳମ୍ବରେ ହେଜିଲେ ଲକ୍ଷ୍ମୀପୁର ନେତା ଓ ଜନତା,ବେଦାନ୍ତକୁ ଅଧିକ ବକ୍ସାଇଟ ଦେବା ନିଷ୍ପତ୍ତିକୁ ବିରୋଧରେ ସବୁ ଦଳ
କୋରାପୁଟରୁ ମଦନ ମୋହନ ସାହୁ ,ପ୍ରତିଫଳନ ମିଡ଼ିଆ କୋଡିଙ୍ଗାମାଳି ପର୍ବତରୁ ବକ୍ସାଇଟ ଖନନ ବୃଦ୍ଧି କରିବା ନିଷ୍ପତ୍ତିକୁ ବିରୋଧ କରି ସବୁ ଦଳ ଏକାଠି ହୋଇଛନ୍ତି। ବାର୍ଷିକ ୬ ମିଲିୟନ ଟନ ବକ୍ସାଇଟ ଖନନ…
View More ବିଳମ୍ବରେ ହେଜିଲେ ଲକ୍ଷ୍ମୀପୁର ନେତା ଓ ଜନତା,ବେଦାନ୍ତକୁ ଅଧିକ ବକ୍ସାଇଟ ଦେବା ନିଷ୍ପତ୍ତିକୁ ବିରୋଧରେ ସବୁ ଦଳରାୟଗଡା ଆଶ୍ରମ ବିଦ୍ୟାଳୟର ଶିକ୍ଷାର୍ଥୀଙ୍କ ପୁଣି ଏକ ସଫଳତା, ପେନିକୋଣା ଉଚ୍ଚ ବିଦ୍ୟାଳୟର ପୂର୍ବତନ ଛାତ୍ର ଏଙ୍କେଟି ପେଦେଣ୍ଟି ହେବେ ଡାକ୍ତର, ଅଂଚଳବାସୀଙ୍କ ସେବା କରିବାକୁ କଲେ ପଣ
ରାୟଗଡା (ପ୍ରତିଫଳନ ମିଡ଼ିଆ ) ରାୟଗଡା କାର୍ଲାକଣା ପଞ୍ଚାୟତ ଅଙ୍ଗୁର ଗ୍ରାମର ଏଙ୍କେଟି ପେଦେଣ୍ଟି ହେବେ ଡାକ୍ତର। ବ୍ରହ୍ମପୁର ଏମକେସିଜିରେ ଡାକ୍ତରୀ ପଢିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଛାତ୍ର ଅବସ୍ଥାରୁ ବାପା ଓ ମାଆଙ୍କୁ…
View More ରାୟଗଡା ଆଶ୍ରମ ବିଦ୍ୟାଳୟର ଶିକ୍ଷାର୍ଥୀଙ୍କ ପୁଣି ଏକ ସଫଳତା, ପେନିକୋଣା ଉଚ୍ଚ ବିଦ୍ୟାଳୟର ପୂର୍ବତନ ଛାତ୍ର ଏଙ୍କେଟି ପେଦେଣ୍ଟି ହେବେ ଡାକ୍ତର, ଅଂଚଳବାସୀଙ୍କ ସେବା କରିବାକୁ କଲେ ପଣରାୟଗଡ଼ ପୌର ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ, ଆଧୁନିକ ରାୟଗଡ଼ ସହର ଗଢିବାକୁ ଜିଲ୍ଲାପାଳଙ୍କ ସଙ୍କଳ୍ପ, ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ତିନୋଟି ବହୁମୁଖୀ ଭବନ ଉଦଘାଟିତ
ରାୟଗଡା (ପ୍ରତିଫଳନ ମିଡ଼ିଆ ) ସପ୍ତାହ ବ୍ୟାପୀ ପାଳନ ହୋଇଛି ସ୍ଵାୟତ ଶାସନ ଦିବସ। ବୃକ୍ଷ ରୋପଣ, ସାମୂହିକ ସଫେଇ, ସ୍ଵଚ୍ଛ ସଚେତନତା ଆୟୋଜିତ ହେଵ। ସ୍ଵାୟତ ଶାସନ ସମ୍ପର୍କରେ ପୌର ପରିଷଦ ଅନ୍ତର୍ଗତ…
View More ରାୟଗଡ଼ ପୌର ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ, ଆଧୁନିକ ରାୟଗଡ଼ ସହର ଗଢିବାକୁ ଜିଲ୍ଲାପାଳଙ୍କ ସଙ୍କଳ୍ପ, ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ତିନୋଟି ବହୁମୁଖୀ ଭବନ ଉଦଘାଟିତହୃଷୀକେଶ ରଥ ପାଇଲେ ମୁକ୍ତାକାଶ ପାଠକ ସମ୍ମାନ ୨୦୨୫
ରାୟଗଡା (ପ୍ରତିଫଳନ ମିଡ଼ିଆ ) ମୁକ୍ତାକାଶ ସାହିତ୍ୟ, ରାୟଗଡ଼ର ପ୍ରଥମ ସ୍ଵନକ୍ଷତ୍ର ସମାରୋହ ଆଜି ପ୍ରେମ ପାହାଡ଼ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଗାଳ୍ପିକ ବିମଳ ଚାନ୍ଦ ପଟ୍ଟନାୟକଙ୍କ ଆବାହକତ୍ବରେ ଆୟୋଜିତ ଏଇ ନିରାଡମ୍ବର…
View More ହୃଷୀକେଶ ରଥ ପାଇଲେ ମୁକ୍ତାକାଶ ପାଠକ ସମ୍ମାନ ୨୦୨୫ଗ୍ରାଉଣ୍ଡ ଜିରୋରେ ରାୟଗଡା ସିଡିଓ- ଅକ୍ଷୟ ଖେମୁଣ୍ଡୁ 🔻ଚାଲି ଚାଲି ଗଲେ ଡଙ୍ଗରିଆ ଗାଁ 🔻ଅବସ୍ଥା ପରଖିଲେ ଓ ବ୍ୟବସ୍ଥାର ସୁଧାର କଲେ
ଛୁଟିରେ ବି କର୍ମ ତତ୍ପର ଅଧିକାରୀ, ରାଜ୍ୟ ପାଇଁ ସୃଷ୍ଟି କଲେ ଉଦାହରଣ, ସରକାରଙ୍କୁ ଦେଖାଇଲେ ବିକାଶ ମଡେଲର ସଫଳ କାର୍ଯ୍ୟକାରିତାର ରାସ୍ତା ରାୟଗଡା (ପ୍ରତିଫଳନ ମିଡ଼ିଆ) ଗାଁ ମୁହାଁ ରାୟଗଡା ପ୍ରଶାସନ। ଗାଁର…
View More ଗ୍ରାଉଣ୍ଡ ଜିରୋରେ ରାୟଗଡା ସିଡିଓ- ଅକ୍ଷୟ ଖେମୁଣ୍ଡୁ 🔻ଚାଲି ଚାଲି ଗଲେ ଡଙ୍ଗରିଆ ଗାଁ 🔻ଅବସ୍ଥା ପରଖିଲେ ଓ ବ୍ୟବସ୍ଥାର ସୁଧାର କଲେମାଲ ବୋଝେଇ ଟ୍ରେନ ଲାଇନ ଚ୍ୟୁତ୍,୬ଟି ବଗି ଲାଇନ୍ ଚ୍ୟୁତ, ବିଜୟ ନଗରମ ରୁ ବିଶାଖାପାଟଣାକୁ ଯିବାକୁ ରେଳ ପଥ ବନ୍ଦ ରହିଛି । ଯାତ୍ରୀବାହୀ ଟ୍ରେନ ଚଳା ଚଳରେ ବିଳମ୍ବ ।ବିଭିନ୍ନ ସ୍ଥାନରେ କିଛି ଟ୍ରେନ ଅଟକି ରହିଛି ।
ଯଶୋବନ୍ତ ପାଢ଼ୀ ବିଶାଖାପାଟଣା ,ପ୍ରତିଫଳନ ମିଡ଼ିଆ ବିଶାଖାପଟ୍ଟଣମ୍ – କୋତବାଲସା ମଧ୍ୟରେ ମାଲ ବୋଝେଇ ଟ୍ରେନ ଦୁର୍ଘଟଣା ଘଟିଛି । ଯାତ୍ରୀବାହୀ ରେଳ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ବହୁ ଯାତ୍ରୀ ବାହି ଟ୍ରେନର…
View More ମାଲ ବୋଝେଇ ଟ୍ରେନ ଲାଇନ ଚ୍ୟୁତ୍,୬ଟି ବଗି ଲାଇନ୍ ଚ୍ୟୁତ, ବିଜୟ ନଗରମ ରୁ ବିଶାଖାପାଟଣାକୁ ଯିବାକୁ ରେଳ ପଥ ବନ୍ଦ ରହିଛି । ଯାତ୍ରୀବାହୀ ଟ୍ରେନ ଚଳା ଚଳରେ ବିଳମ୍ବ ।ବିଭିନ୍ନ ସ୍ଥାନରେ କିଛି ଟ୍ରେନ ଅଟକି ରହିଛି ।ଅଲେଖ ମହିମା ଆଶ୍ରମରେ ନବାନ୍ନ
ଗୁଣୁପୁର (ପ୍ରତିଫଳନ ମିଡ଼ିଆ ) ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଅମ୍ବାବାଡ଼ି ଗାଁ ରେ ଅଲେଖ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି | ଶୁକ୍ଳ ଚତୁର୍ଥୀ ରେ ଏକାଠି ହୋଇଥିଲେ ଅଲେଖ ଧର୍ମାବଲମ୍ବୀ | ସନ୍ଧ୍ୟା…
View More ଅଲେଖ ମହିମା ଆଶ୍ରମରେ ନବାନ୍ନଛାତରୁ ଖସିଗଲା ଛାତ୍ର ,ଲୁହା ଗ୍ରୀଲ ଉପରେ ଗଳି ରହିଲା 🔹ପୁରୁଣା ଗୁଣପୁର ଆଶ୍ରମ ସ୍କୁଲରେ ଅଘଟଣ🔹 ଗଣେଶ ପୂଜା ଆଣିଦେଲା ଦୁଃଖ
ଗୁଣୁପୁର (ପ୍ରତିଫଳନ ମିଡ଼ିଆ ) ଗଣେଶ ପୂଜା ଆଣିଦେଲା ଦୁଃଖ। ରାୟଗଡ଼ା ଜିଲ୍ଲା ପୁରୁଣା ଗୁଣପୁର ଆଶ୍ରମ ସ୍କୁଲ ରେ ଘଟିଗଲା ଅଘଟଣ | ଗଣେଶ ପୂଜା ପାଇଁ ଆସି ଅଘଟଣ ଶିକାର ହେଲେ…
View More ଛାତରୁ ଖସିଗଲା ଛାତ୍ର ,ଲୁହା ଗ୍ରୀଲ ଉପରେ ଗଳି ରହିଲା 🔹ପୁରୁଣା ଗୁଣପୁର ଆଶ୍ରମ ସ୍କୁଲରେ ଅଘଟଣ🔹 ଗଣେଶ ପୂଜା ଆଣିଦେଲା ଦୁଃଖପିଲାଙ୍କୁ ଗାଡି ଦେଉଥିଲେ ସାବଧାନ🔹 ଅଭିଭାବକ ଗଣିବେ ତଣ୍ଡ🔹 ଗୁଣୁପୁରରେ ବେପରୁଆ ଚାଲାକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଆଦାୟ
ଗୁଣୁପୁର ( ପ୍ରତିଫଳନ ମିଡ଼ିଆ ) ପିଲା ଅପେକ୍ଷା ବାପାମାଆ ସାବଧାନ। ପିଲାଙ୍କୁ ଗାଡି ଦେବା ପୂର୍ବରୁ ସାର୍ଟିଫିକେଟରେ ଜନ୍ମ ତାରିଖ ଯାଞ୍ଚ କରନ୍ତୁ। ସାବାଳକ ହୋଇ ନ ଥିଲେ ଗାଡି ଦେବେନି। ଯଦି…
View More ପିଲାଙ୍କୁ ଗାଡି ଦେଉଥିଲେ ସାବଧାନ🔹 ଅଭିଭାବକ ଗଣିବେ ତଣ୍ଡ🔹 ଗୁଣୁପୁରରେ ବେପରୁଆ ଚାଲାକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଆଦାୟ
