ଜୟପୁର (ପ୍ରତିଫଳନ ମିଡ଼ିଆ ) ଓଡ଼ିଶାର ବିଶିଷ୍ଟ ରାଜନେତା ଆଦିବାସୀ, ଚାଷୀ, ମୂଲିଆ, ଶ୍ରମିକଙ୍କ ସଂଗ୍ରାମୀ ସାଥୀ ଉତ୍କଳ ସମ୍ମିଳନୀର ପ୍ରାକ୍ତନ ସଭାପତି, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କର ପ୍ରତିମୂର୍ତି ଜୟପୁର ଠାରେ…
View More ହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମାରକ ଉଦ୍ୟାନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ, ପ୍ରତିମୂର୍ତ୍ତି ଉନ୍ମୋଚିତCategory: ସ୍ଥାନୀୟ
କୃଷ୍ଣଚନ୍ଦ୍ର ଗଜପତିଙ୍କ ପୂର୍ଣ୍ଣାଙ୍ଗ ଦଣ୍ଡାୟମାନ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ପୌର ପ୍ରଶାସନ ନିକଟରେ ଦାବି ରଖିଲା ଉତ୍କଳ ସମ୍ମିଳନୀ
ପ୍ରତିଫଳନ ମିଡ଼ିଆ ଓଡ଼ିଆ ଭାଷା ଭାଷୀ ଅଞ୍ଚଳକୁ ଏକତ୍ରୀକରଣ କରି ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ପ୍ରମୁଖ ବିନ୍ଧାଣି କୃଷ୍ଣ ଚନ୍ଦ୍ର ଗଜପତିଙ୍କ ନୂତନ ଭାବେ ପୂର୍ଣ୍ଣାଙ୍ଗ ଦଣ୍ଡାୟମାନ ପୂର୍ବାଭିମୁଖୀ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ…
View More କୃଷ୍ଣଚନ୍ଦ୍ର ଗଜପତିଙ୍କ ପୂର୍ଣ୍ଣାଙ୍ଗ ଦଣ୍ଡାୟମାନ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ପୌର ପ୍ରଶାସନ ନିକଟରେ ଦାବି ରଖିଲା ଉତ୍କଳ ସମ୍ମିଳନୀମୃତ ଶିକ୍ଷକଙ୍କୁବି ଛାଡ଼ୁ ନାହିଁ ଲାଞ୍ଚୁଆ କିରାଣୀ,ବକେୟା ବିଲ କରିବାକୁ ନେଉଥିଲେ ଟଙ୍କା,ଲାଞ୍ଚୁଆ କିରାଣୀ ସମ୍ବିତ ତ୍ରିପାଠୀ କୁ ଧରିଲା ଭିଜିଲାନସ୍ ।
ପ୍ରତିଫଳନ ମିଡ଼ିଆ ଧର୍ମ ସହିଲା ନାହିଁ । ଭିଜିଲାନସ୍ ହାତରେ ଧରି ପଡ଼ିଲେନନ୍ଦପୂର୍ ବ୍ଲକ୍ ଶିକ୍ଷାଧକାରୀଙ୍କ କାର୍ଯ୍ୟାଳୟର କିରାଣୀ ସମ୍ବିତ ତ୍ରିପାଠୀ । ମୃତ ଶିକ୍ଷକଙ୍କ ଏରିଅର ବିଲ କରିବାକୁ ୩୦ ହଜାର ଟଙ୍କାଲାଞ୍ଚ…
View More ମୃତ ଶିକ୍ଷକଙ୍କୁବି ଛାଡ଼ୁ ନାହିଁ ଲାଞ୍ଚୁଆ କିରାଣୀ,ବକେୟା ବିଲ କରିବାକୁ ନେଉଥିଲେ ଟଙ୍କା,ଲାଞ୍ଚୁଆ କିରାଣୀ ସମ୍ବିତ ତ୍ରିପାଠୀ କୁ ଧରିଲା ଭିଜିଲାନସ୍ ।Rayagada Truck Owners’Association levels ₹.60 crores misappropriation charges against Ex-MP & BJD leader N Bhaskar Rao
Badal Tah Rayagada, August 02: “For last two financial years, the turnover of Rayagada Truck Owners’ Association(RTOA) is more than ₹.2 crores since I have…
View More Rayagada Truck Owners’Association levels ₹.60 crores misappropriation charges against Ex-MP & BJD leader N Bhaskar Raoବାଇକସହ ଜଳିଗଲା ଜଣେ ଯୁବକ, ୩୨୬ନମ୍ବର ଜାତୀୟ ରାଜପଥ ପୋଡ଼ାଗଡ଼ ନିକଟରେ ଟ୍ରକ୍ ସହ ମୁହଁମୁହିଁ ଧକ୍କା,ଦୁଇ ମୃତ, ଜଣେ ଗୁରୁତର
କୋରାପୁଟ ( ପ୍ରତିଫଳନ ମିଡ଼ିଆ ) ୩୨୬ ନମ୍ୱର ଜାତୀୟ ରାଜପଥରେ ଅଘଟଣ । ଦୁର୍ଘଟଣା ରେ ବାଇକ୍ ଜଳିଗଲା ।ବାଇକ୍ ରେ ବସିଥିବା ୩ଜଣକ ମଧ୍ୟରୁ ୨ଜଣକ ମୃତ୍ୟୁ ଘଟିଛି।ଜଣେ ଗୁରୁତର ଆହତ…
View More ବାଇକସହ ଜଳିଗଲା ଜଣେ ଯୁବକ, ୩୨୬ନମ୍ବର ଜାତୀୟ ରାଜପଥ ପୋଡ଼ାଗଡ଼ ନିକଟରେ ଟ୍ରକ୍ ସହ ମୁହଁମୁହିଁ ଧକ୍କା,ଦୁଇ ମୃତ, ଜଣେ ଗୁରୁତରଆକାଂକ୍ଷା ହାଟ ଉଦଘାଟିତ, ରାୟଗଡାରେ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଆୟୋଜିତ, ପଦ୍ମପୁର ଓ ମୁନିଗୁଡା ଆକାଂକ୍ଷା ବ୍ଲକର ସଫଳ କର୍ମଚାରୀ ହେଲେ ସମ୍ମାନିତ।
ରାୟଗଡା (ପ୍ରତିଫଳନ ମିଡ଼ିଆ)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଗଦର୍ଶନକ୍ରମରେ ସମଗ୍ର ଭାରତ ବର୍ଷରେ ଚାଲୁରହିଛି ସମ୍ପୂର୍ଣ୍ଣତା ଅଭିଯାନ। ରାୟଗଡା ଜିଲ୍ଲାରେ ଦୀର୍ଘ ତିନି ମାସ ଧରି ଚାଲିଥିବା ସମ୍ପୂର୍ଣ୍ଣତା ଅଭିଯାନର ସଫଳତାରେ ଅଗ୍ରଦୂତ ଭୂମିକା ନିର୍ବାହ…
View More ଆକାଂକ୍ଷା ହାଟ ଉଦଘାଟିତ, ରାୟଗଡାରେ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଆୟୋଜିତ, ପଦ୍ମପୁର ଓ ମୁନିଗୁଡା ଆକାଂକ୍ଷା ବ୍ଲକର ସଫଳ କର୍ମଚାରୀ ହେଲେ ସମ୍ମାନିତ।ଓଡ଼ିଶା ସୂଚନା ସେବା (ଓଆଇଏସ୍) ରେ ସତ୍ୟବ୍ରତ ପାଣିଗ୍ରାହୀଙ୍କ ସଫଳତା
ରାୟଗଡା (ପ୍ରତିଫଳନ ମିଡ଼ିଆ ) ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ଵାରା ଆୟୋଜିତ ଓଡ଼ିଶା ସୂଚନା ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଗୁଣପୁରର ସତ୍ୟବ୍ରତ ପାଣିଗ୍ରାହୀ। ଗତ କାଲି ଏହାର ପରୀକ୍ଷା ଫଳ ପ୍ରକାଶିତ…
View More ଓଡ଼ିଶା ସୂଚନା ସେବା (ଓଆଇଏସ୍) ରେ ସତ୍ୟବ୍ରତ ପାଣିଗ୍ରାହୀଙ୍କ ସଫଳତାକାଉ ମିଳନ ଦେଖିବାର ପାପ ଛଡ଼ାଇବାକୁ ୨ଯୁବକଙ୍କ ପ୍ରତୀକାତ୍ମକ ଶଵ କରି ଦାହ କଲେ, ପୁଣି ଆଉ ଏକ ଅନ୍ଧବିଶ୍ୱାସର ନଗ୍ନ ଦୃଶ୍ୟ।
ଜୟପୁର (ପ୍ରତିଫଳନ ମିଡ଼ିଆ ) କାଉ ମିଳନ ଦେଖିଲେ କାଳେ ମୃତ୍ୟୁର ଆଭାସ। ମୃତ୍ୟୁକୁ ଏଡାଇବା ପାଇଁ ଲୋଡ଼ା ପ୍ରତିକାର। ଆଉ ଏମିତି କାକ ମିଳନ ଦେଖିଲେ ବୋଲି ୨ ଯୁବକଙ୍କ ପ୍ରତିକାରତ୍ମକ ଶବ…
View More କାଉ ମିଳନ ଦେଖିବାର ପାପ ଛଡ଼ାଇବାକୁ ୨ଯୁବକଙ୍କ ପ୍ରତୀକାତ୍ମକ ଶଵ କରି ଦାହ କଲେ, ପୁଣି ଆଉ ଏକ ଅନ୍ଧବିଶ୍ୱାସର ନଗ୍ନ ଦୃଶ୍ୟ।ୟୁଏଆଇଏଲ୍ର ‘ନିରୋଗଶାଳା’ରେ ହେଉଛି ରୋଗୀ ଚିକିତ୍ସା
ରାୟଗଡା (ପ୍ରତିଫଳନ ମିଡ଼ିଆ ) ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ୍) ‘ନିରୋଗଶାଳା’ ପ୍ରଚଳନ କରିଛି । ଏହି ସିଏସ୍ଆର ପ୍ରୟାସ ଓଡ଼ିଶାର ରାୟଗଡା…
View More ୟୁଏଆଇଏଲ୍ର ‘ନିରୋଗଶାଳା’ରେ ହେଉଛି ରୋଗୀ ଚିକିତ୍ସାଆଶା ରହିଗଲା ଅଧା, ଜଳ ଲାଗି ଜଳରେ ଭାସିଗଲେ କାଉଡ଼ିଆ
ଗୁଣୁପୁର (ପ୍ରତିଫଳନ ମିଡ଼ିଆ ) ଭାସି ଗଲେ କାଉଡିଆ | ଜଳ ଲାଗି କରିବା ଆଶା ରହିଗଲା ଅଧା |ରାୟଗଡା ଜିଲ୍ଲା – ପୁଟାସିଂ ଥାନା ଭୀମପୁର ପଞ୍ଚାୟତ ଦିନବନ୍ଧୁପୁର ନିକଟରେ ଜଣେ କାଉଡିଆ…
View More ଆଶା ରହିଗଲା ଅଧା, ଜଳ ଲାଗି ଜଳରେ ଭାସିଗଲେ କାଉଡ଼ିଆ
