(ପ୍ରତିଫଳନ ମିଡ଼ିଆ) ସ୍ୱାମୀ ର ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ଘଟିଛି। ସ୍ତ୍ରୀର ମୁଣ୍ଡକୁ ପଥରରେ ମାରି କ୍ଷତାକ୍ତ କରିବା ପରେ ଯନ୍ତ୍ରଣା ରେ ଛଟପଟ ହେଉଥିବା ନୃଶଂସ ସ୍ବାମୀ ର ମନ ବୁଝି ନଥିଲା…
View More ନୃଶଂସ ସ୍ୱାମୀର ଆକ୍ରମଣରେ ସ୍ତ୍ରୀ ମୃତ●ଥାନାରେ ସ୍ବାମୀCategory: ସ୍ଥାନୀୟ
ପଟ୍ଟାଙ୍ଗିର ୩ ଛାତ୍ର ନିଖୋଜ ●ଚିନ୍ତାରେ ପରିବାରବର୍ଗ
ଟ୍ୟୁସନ ଯିବା ପାଇଁ ଘରୁ ବାହାରିଥିଲେ ୩ଜଣ ସାଙ୍ଗ ,ସନ୍ଧ୍ୟା ହେଲା ରାତି ପାହିଗଲା ହେଲେ ଘରକୁ ଫେରିଲେ ନାହିଁ । ସେମାନେ କୁଆଡେ ଗଲେ ପରିବାର ନିକଟରେ କିଛି ଖବର ନାହିଁ ।କୋରାପୁଟ…
View More ପଟ୍ଟାଙ୍ଗିର ୩ ଛାତ୍ର ନିଖୋଜ ●ଚିନ୍ତାରେ ପରିବାରବର୍ଗଗୁପ୍ତେଶ୍ୱର ନିକଟରେ ଓଲଟିଲା ବସ◆ ୩ ମୃତ୍ୟୁ, ବହୁ ଯାତ୍ରୀ ଆହତ● ଉଦ୍ଧାର କାର୍ଯ୍ୟ ଜାରି ରହିଛି
(ପ୍ରତିଫଳନ ମିଡ଼ିଆ) ଗୁପ୍ତେଶ୍ୱର ଦର୍ଶନ କରିବାକୁ ଯାଉଥିବାବେଳେ ପର୍ଯ୍ୟଟକ ବସ ଓଲଟି ୩ଜଣକ ମୃତ୍ୟୁ ଘଟିଛି।ଶୁକୁନାଲ ପୋଲ ନିକଟରେ ବସ ଦୁର୍ଘଟଣା ଘଟି ୩ଜଣକ ମୃତ୍ୟୁ ଘଟିଛି।ଆଉ କିଛି ଜଣ ବସ ତଳେ ଚାପି…
View More ଗୁପ୍ତେଶ୍ୱର ନିକଟରେ ଓଲଟିଲା ବସ◆ ୩ ମୃତ୍ୟୁ, ବହୁ ଯାତ୍ରୀ ଆହତ● ଉଦ୍ଧାର କାର୍ଯ୍ୟ ଜାରି ରହିଛିବ୍ରହ୍ମପୁର ବ୍ୟାଟେରୀ ଗାଡି ଶୋରୁମରେ ଅଗ୍ନିକାଣ୍ଡ◆ଚାଲିଛି ତଦନ୍ତ◆ଲକ୍ଷାଧିକ ଟଙ୍କାର ସରଞ୍ଜାମ ନଷ୍ଟ ଅଭିଯୋଗ
(ପ୍ରତିଫଳନ ମିଡ଼ିଆ) ବ୍ରହ୍ମପୁର ଗେଟବଜାର ରେଡ୍ଡୀ ଗ୍ୟାରେଜ ଛକରେ ଥିବା ଏକ ଇ ଭି ସୋ ରୁମ୍ ରେ ଅଗ୍ନିକାଣ୍ଡ। ଶୋ ରୁମ୍ ର 3ମହଲା କୋଠାରେ ଅଗ୍ନିକାଣ୍ଡ ଘଟିଛି ।ଖବର ପାଇ ଅଗ୍ନିଶମ…
View More ବ୍ରହ୍ମପୁର ବ୍ୟାଟେରୀ ଗାଡି ଶୋରୁମରେ ଅଗ୍ନିକାଣ୍ଡ◆ଚାଲିଛି ତଦନ୍ତ◆ଲକ୍ଷାଧିକ ଟଙ୍କାର ସରଞ୍ଜାମ ନଷ୍ଟ ଅଭିଯୋଗମାଲକାନଗିରି ପୋଲିସକୁ ସଫଳତା●ତିନି ମାଓନେତ୍ରୀଙ୍କୁ ଗିରଫ କଲା ଚିତ୍ରକୋଣ୍ଡା ପୋଲିସ
(ପ୍ରତିଫଳନ ମିଡ଼ିଆ) ମାଲକାନଗିରି ପୁଲିସକୁ ମିଳିଛି ବଡ ସଫଳତା। ତିନି ଦୁର୍ଦାନ୍ତ ମହିଳା ମାଓ ନେତ୍ରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଚିତ୍ରକୋଣ୍ଡା ଥାନା ଗୁଣ୍ଠାବେଡା ଜଙ୍ଗଲରୁ ହାର୍ଡକର 3 ମହିଳା ମାଓବାଦୀଙ୍କୁ…
View More ମାଲକାନଗିରି ପୋଲିସକୁ ସଫଳତା●ତିନି ମାଓନେତ୍ରୀଙ୍କୁ ଗିରଫ କଲା ଚିତ୍ରକୋଣ୍ଡା ପୋଲିସପିଡ଼ିଏସ ଟଙ୍କାର ଦୁରୁପଯୋଗ ଅଭିଯୋଗ ଆଣିଲେ ଆଖୁସିଂ ପଞ୍ଚାୟତ ନିର୍ବାଚିତ ପ୍ରତିନିଧି◆ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କ ବିରୋଧରେ ରାୟଗଡ଼ା ଜିଲ୍ଲାପାଳଙ୍କୁ ହେଲେ ଫେରାଦ
(ପ୍ରତିଫଳନ ମିଡ଼ିଆ) ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଆଖୁସିଙ୍ଗ୍ ପଞ୍ଚାୟତରେ ସୋଲାର ଲାଇଟ କିଣାରେ ବ୍ୟାପକ ଅନିୟମିତତା ହେଇଥିବା ସୋମବାର୍ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ନାଏବ୍ ସରପଞ୍ଚଙ୍କ ସହ ସଭ୍ୟମାନେ ଅଭିଯୋଗ କରିଥିଲେ। ପିଡ଼ିଏସ…
View More ପିଡ଼ିଏସ ଟଙ୍କାର ଦୁରୁପଯୋଗ ଅଭିଯୋଗ ଆଣିଲେ ଆଖୁସିଂ ପଞ୍ଚାୟତ ନିର୍ବାଚିତ ପ୍ରତିନିଧି◆ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କ ବିରୋଧରେ ରାୟଗଡ଼ା ଜିଲ୍ଲାପାଳଙ୍କୁ ହେଲେ ଫେରାଦଉଦଘାଟିତ ହେଲା ରାୟଗଡ ମହୋତ୍ସବ ଚଇତି◆ଚାରି ଜଣ ପ୍ରତିଭା ହେଲେ ସମ୍ମାନିତ
(ପ୍ରତିଫଳନ ମିଡ଼ିଆ) ଉଦଘାଟିତ ହୋଇଯାଇଛି ରାୟଗଡ଼ ମହୋତ୍ସବ ଚଇତି ୨୦୨୪ । ମା ମଝିଘରିଆଣିଙ୍କ ପୀଠରୁ ଆଜ୍ଞା ମାଳ ଗ୍ରହଣ କରିବା ସହ ସହର ପରିକ୍ରମା କରିଥିଲା ସାଂସ୍କୃତିକ ଦଳ ସମୂହ । ସ୍ଥାନୀୟ…
View More ଉଦଘାଟିତ ହେଲା ରାୟଗଡ ମହୋତ୍ସବ ଚଇତି◆ଚାରି ଜଣ ପ୍ରତିଭା ହେଲେ ସମ୍ମାନିତଉତ୍ତର ପ୍ରଦେଶରେ ସମ୍ମାନିତ ହେଲେ କୋରାପୁଟର ବାସ୍ତୁ ବିଶାରଦ ଭାଗିରଥି
(ପ୍ରତିଫଳନ ମିଡ଼ିଆ) ଉତ୍ତର ପ୍ରଦେଶ ର ଗାଜିଆବାଦ ଠାରେ ଶିବ ଶଙ୍କର ଜ୍ୟୋତିଷ ଶାସ୍ତ୍ର ଏବଂ ଭସ୍ତୁ ଅନୁସନ୍ଧାନ କେନ୍ଦ୍ର ଅଧୀନରେ ଅନୁଷ୍ଠିତ ହୋଇଯାଇଛି ଦୁଇ ଦିନିଆ ଜାତୀୟ ଜ୍ୟୋତିଷ ଶାସ୍ତ୍ର ଏବଂ ଭସ୍ତୁ…
View More ଉତ୍ତର ପ୍ରଦେଶରେ ସମ୍ମାନିତ ହେଲେ କୋରାପୁଟର ବାସ୍ତୁ ବିଶାରଦ ଭାଗିରଥିଜିଆଇଇଟି ବିଶ୍ଵବିଦ୍ୟାଳୟର ଟେକ୍ନୋ ସାଂସ୍କୃତିକ ଉତ୍ସବ “ସୃଜନ ୩.୦”
(ପ୍ରତିଫଳନ ମିଡ଼ିଆ) ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ପକ୍ଷରୁ ଗତ ତିନଦିନ ଧରି ଚାଲିଥିବା ବାର୍ଷିକ ଟେକ୍ନୋ ସାଂସ୍କୃତିକ ଉତ୍ସବ “ସୃଜନ ୩.୦ ଉଦଯାପିତ ହୋଇଯାଇଛି।ଏହି ଅବସରରେ ଏକ ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଟିତ…
View More ଜିଆଇଇଟି ବିଶ୍ଵବିଦ୍ୟାଳୟର ଟେକ୍ନୋ ସାଂସ୍କୃତିକ ଉତ୍ସବ “ସୃଜନ ୩.୦”କୋରାପୁଟ ରାଣୀଗଡ଼ ରାସ୍ତାରେ ସଡ଼କ ଦୁର୍ଘଟଣା : ଜଣେ ମୃତ
(ପ୍ରତିଫଳନ ମିଡ଼ିଆ) ରାଣୀଗଡ ରାସ୍ତାର ଉପର ମାଙ୍ଗାରା ଠାରେ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର । କୋରାପୁଟର ରାଣିଗଡ ରାସ୍ତାରେ ସଡ଼କ ଦୁର୍ଘଟଣା ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟ ଅନ୍ୟ ଜଣକ…
View More କୋରାପୁଟ ରାଣୀଗଡ଼ ରାସ୍ତାରେ ସଡ଼କ ଦୁର୍ଘଟଣା : ଜଣେ ମୃତ