(ପ୍ରତିଫଳନ ମିଡିଆ) ଝଞ୍ଜାବତୀ ମହିଳା ଓ।କର୍ସ କ୍ଲବ ,ରାୟଗଡ଼ା ପକ୍ଷରୁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଡ଼ ଦ୍ବିତୀ ଚନ୍ଦ୍ର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କ୍ଲବର ସମସ୍ତ ସଦସ୍ୟାମାନେ ଡ଼. ସାହୁଙ୍କ ବାସଭବନକୁ…
View More ଝଞ୍ଜାବତୀ ମହିଳା ଓ।କର୍ସ କ୍ଲବ ପକ୍ଷରୁ ସମ୍ବର୍ଦ୍ଧନା ● ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଡ଼ ଦ୍ବିତୀ ଚନ୍ଦ୍ର ସାହୁଙ୍କୁ କଲେ ସମ୍ବର୍ଦ୍ଧିତ●Category: ସ୍ଥାନୀୟ
ଜିଲ୍ଲା ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ
ରାୟଗଡା ଜିଲ୍ଲା ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ସଭାପତି ବାଦଲ ତାଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂଘର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଗତ…
View More ଜିଲ୍ଲା ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ◆ଉଇ ହୁଙ୍କା ଆକାରରେ ପୂଜିତା କୋରାପୁଟର ମାଆ ମୁତ୍ୟାଲୁମ୍ମା◆ ■ ଦୁଇଟି ପ୍ରସିଦ୍ଧ ନବଦିନ ପର୍ଵ : ଦଶହରା ଓ ଘଟ ପର୍ଵ ■
(ପ୍ରତିଫଳନ ମିଡିଆ) କୋରାପୁଟର ଇଷ୍ଟ ଦେବୀ ମା ମୁତ୍ୟାଲୁମ୍ମା । ଏହା ଦକ୍ଷିଣ ଓଡ଼ିଶାର ଅନ୍ୟତମ ଶକ୍ତି ପୀଠ । ମାଆଙ୍କ ନବ ଦିନ ଦିନ ଘଟଯାତ୍ରା ଓ ଦଶହରା ପୂଜା ପରଂପରାର ସ୍ଵତନ୍ତ୍ରତା…
View More ◆ଉଇ ହୁଙ୍କା ଆକାରରେ ପୂଜିତା କୋରାପୁଟର ମାଆ ମୁତ୍ୟାଲୁମ୍ମା◆ ■ ଦୁଇଟି ପ୍ରସିଦ୍ଧ ନବଦିନ ପର୍ଵ : ଦଶହରା ଓ ଘଟ ପର୍ଵ ■କାଶୀପୁରର ମାଆ ମାଣିକେଶ୍ବରୀ : ଦଶହରା ପ୍ରଥା ଓ ପରଂପରା
(ପ୍ରତିଫଳନ ମିଡିଆ) ଉଭୟ କଳାହାଣ୍ଡି ଓ କାଶୀପୁର ପୀଠରେ ଦେବୀଙ୍କ ପୂଜାବିଧି ସମାନ ଅଟେ । ଭବାନୀପାଟଣାରେ ଦେବୀଙ୍କ ଦେହାବଶେଷ, ଛତ୍ର ପୂଜା ପାଉଥିବାବେଳେ କାଶୀପୁରରେ ହୁତପିଣ୍ଡ ଓ ଯନ୍ତ୍ର ପୂଜା କରାଯାଏ ।…
View More କାଶୀପୁରର ମାଆ ମାଣିକେଶ୍ବରୀ : ଦଶହରା ପ୍ରଥା ଓ ପରଂପରା◆ଶୁଣିଲାନି ସରକାର, ଲୋକେ କଲେ ଗାଁ ରାସ୍ତା ନିର୍ମାଣ◆ ●ନାରାୟଣପାଟଣା ଜାମଡ଼ାବାଲସାର ଘଟଣା●
ନାରାୟଣପାଟଣା- (ପ୍ରତିଫଳନ ମିଡିଆ) ଶୁଣିଲା ନାହିଁ ସରକାର କି ପ୍ରଶାସନ ।ଗାଁ ଲୋକେ ଏକାଠି ହୋଇ କଲେ ରାସ୍ତା ନିର୍ମାଣ । ବୋରିଗି ଗାଁ ଠାରୁ ଜାମଡାୱ୍ବାଲସା ଗାଁ କୁ ଯାଉଥିବା ମାଟି ରାସ୍ତାରେ…
View More ◆ଶୁଣିଲାନି ସରକାର, ଲୋକେ କଲେ ଗାଁ ରାସ୍ତା ନିର୍ମାଣ◆ ●ନାରାୟଣପାଟଣା ଜାମଡ଼ାବାଲସାର ଘଟଣା●●ରାୟଗଡର ଶକ୍ତି ପୀଠ ମାଆ ମଝିଘରିଆଣୀଙ୍କ ଦଶହରା ପରଂପରା●
ରାୟଗଡର ଅଧୀଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ବେଶ ପ୍ରତ୍ୟକ୍ଷ । ବର୍ଷକର ପ୍ରତ୍ୟେକ ଦଶହରା ଓ ଅଷ୍ଟମୀ ଦିନ ଏଠାରେ ବଡ ଧରଣର ଉତ୍ସବ ପାଳନ କରାଯାଏ । ଅଷ୍ଟମୀ ଦିନ ମଝିଘରିଆଣୀ ତାଙ୍କ…
View More ●ରାୟଗଡର ଶକ୍ତି ପୀଠ ମାଆ ମଝିଘରିଆଣୀଙ୍କ ଦଶହରା ପରଂପରା●ମହିମାମୟୀ ମା’ ମଝିଘରିଆଣୀ ◆ଦଶହରା ନବରାତ୍ର ପୂଜାରେ ହୁଏ ମାଆଙ୍କ ସୁନାବେଶ◆
ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ। ମା’ଙ୍କ ପ୍ରତି ଭକ୍ତଙ୍କ ରହିଛି ଅଗାଢ଼ ବିଶ୍ଵାସ ଓ ଭକ୍ତି । ଦର୍ଶନ କରି ମାନସିକ କଲେ ତାହା ପୂରଣ ହୁଏ ବୋଲି ବିଶ୍ଵାସ ରହିଛି। ରାୟଗଡ଼ାର…
View More ମହିମାମୟୀ ମା’ ମଝିଘରିଆଣୀ ◆ଦଶହରା ନବରାତ୍ର ପୂଜାରେ ହୁଏ ମାଆଙ୍କ ସୁନାବେଶ◆ପଦ୍ମପୁର ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ■ ଡ଼ ଦ୍ବିତୀ ଚନ୍ଦ୍ର ସାହୁ ହେଲେ ସମ୍ବର୍ଦ୍ଧିତ
ପଦ୍ମପୁର ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ବ୍ଲକ ଶିକ୍ଷା ଅଧିକାରୀ ହୃଷୀକେଶ ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଡ଼ ଦ୍ବିତୀ ଚନ୍ଦ୍ର ସାହୁ ମୁଖ୍ୟ…
View More ପଦ୍ମପୁର ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ■ ଡ଼ ଦ୍ବିତୀ ଚନ୍ଦ୍ର ସାହୁ ହେଲେ ସମ୍ବର୍ଦ୍ଧିତନୂଆ ଡ଼ିଆଇଜିଙ୍କ ଯୋଗଦାନ
ଦକ୍ଷିଣ ପଶ୍ଚିମାଚଳ ଡିଆଇଜି ଭାବେ ନିତିଶେଖର ଦାୟିତ୍ବ ଗ୍ରହଣ କରିଛନ୍ତିଡିଆଇଜି ଚରଣ ସିଂ ମୀନା ତାଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି । ଚରଣ ସିଂ ମୀନାଙ୍କୁ କେନ୍ଦ୍ରାଂଚଳ ଡିଆଇଜି ଭାବେ ବଦଳି ହୋଇଛି ।ଡିଆଇଜି…
View More ନୂଆ ଡ଼ିଆଇଜିଙ୍କ ଯୋଗଦାନRealesed the Book DENA na thiba SWAPNA
Realesed the Book DENA na thiba SWAPNA
View More Realesed the Book DENA na thiba SWAPNA
