କାଶୀପୁର (ପ୍ରତିଫଳନ ମିଡ଼ିଆ ) ନିତି ସମସ୍ୟା ଭୋଗୁଛନ୍ତି ଲୋକ। ଅପହଞ୍ଚ ଇଲାକାକୁ ପହଂଚିବାକୁ କେବଳ ଏକ ମାତ୍ର ସାହାରା ପାଦ ଚଲା ରାସ୍ତା। ପାହାଡ଼ ସେପାଖ ଗାଁକୁ ଯିବା ପାଇଁ ଡେଇଁବାକୁ ହୁଏ…
View More ଲୋକେ ଚାଲୁଥିଲେ, ଏବେ ଚାଲିଲା ପ୍ରଶାସନ 🔹 କାଶୀପୁରର ଅପହଞ୍ଚ ମନୁଷପଦରରେ ଚାଲି ଚାଲି ପହଁଚିଲେ ସିଡିଓ🔹ଲୋକଙ୍କ ସହ କଥା ହେଲେ, ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତିCategory: ସ୍ଥାନୀୟ
ଗାଁକୁ ପ୍ରବେଶ ମନା, ପ୍ରବେଶ ପଥ ସିଲ, ମୃତ୍ୟୁ ତାଣ୍ଡବ ରୋକିବା ଲାଗି ଗାଁ ଝାଙ୍କିରୀ ପୀଠରେ ଚାଲିଛି ପୂଜା
କୋରାପୁଟ ଜିଲ୍ଲା ନାରାୟଣପାଟଣାର ଗାଦବାଗୁଡା ଗାଁର ଘଟଣା ନାରାୟଣପାଟଣା (ପ୍ରତିଫଳନ ମିଡ଼ିଆ ) ଏବେ ଗାଁକୁ ପ୍ରବେଶ ମନା। କୋରାପୁଟ ଜିଲ୍ଲା ନାରାୟଣପାଟଣାର ଗାଦବାଗୁଡା ଗାଁରେ ଏମିତି ଅଘୋଷିତ କରଫ୍ୟୁ। ଗାଁ ପ୍ରବେଶ ପଥ…
View More ଗାଁକୁ ପ୍ରବେଶ ମନା, ପ୍ରବେଶ ପଥ ସିଲ, ମୃତ୍ୟୁ ତାଣ୍ଡବ ରୋକିବା ଲାଗି ଗାଁ ଝାଙ୍କିରୀ ପୀଠରେ ଚାଲିଛି ପୂଜାଆଦିବାସୀ ଅଂଚଳରେ ସଂଘର ଶକ୍ତି ବୃଦ୍ଧି,ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପଥ ସଂଚାଳନ, ପରମ ବୈଭବଶାଳୀ ଭାରତ ଗଠନ ଲକ୍ଷ୍ୟ।
ସଂଘ କୌଣସି ଜାତି ଏବଂ ଧର୍ମକୁ ପ୍ରାଥମିକତା ଦିଏନାହିଁ ସେ ଯେ କୌଣସି ଜାତିର କିମ୍ବା ଧର୍ମର ହୋଇଥିଲେ ମଧ୍ୟ ରାଷ୍ଟ୍ର ଭକ୍ତି ଏବଂ ରାଷ୍ଟ୍ର ନିର୍ମାଣର ଅଗ୍ରଦୁତ ହେବା ଦରକାର। ବ୍ୟକ୍ତିତ୍ବ ନିର୍ମାଣ…
View More ଆଦିବାସୀ ଅଂଚଳରେ ସଂଘର ଶକ୍ତି ବୃଦ୍ଧି,ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପଥ ସଂଚାଳନ, ପରମ ବୈଭବଶାଳୀ ଭାରତ ଗଠନ ଲକ୍ଷ୍ୟ।ପଦ୍ମପୁର,ରାମନାଗୁଡ଼ା କଲ୍ୟାଣସିଂଙ୍ଗପୁରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉପ-ନିବନ୍ଧନଙ୍କ କାର୍ଯ୍ୟାଳୟ ଉଦଘାଟିତ,
ରାୟଗଡା ଜିଲ୍ଲାର ପଦ୍ମପୁର,ରାମନାଗୁଡ଼ା ଓ କଲ୍ୟାଣସିଙ୍ଗପୁର ତହସିଲରେ ଏବେ ଉପ ନିବନ୍ଧନ କାର୍ଯ୍ୟାଳୟ ଖୋଲିଲା। ଏଣିକି ଜମି ରେଜିଷ୍ଟ୍ରେସନ କାମ ଉପରୋକ୍ତ ତହସିଲ ରେ ହୋଇପାରିବ।ନଭେମ୍ବର ମାସ ୧ ତାରିଖରୁ ତହସିଲ କାର୍ଯ୍ୟାଳୟଗୁଡିକରେ ଜମି…
View More ପଦ୍ମପୁର,ରାମନାଗୁଡ଼ା କଲ୍ୟାଣସିଂଙ୍ଗପୁରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉପ-ନିବନ୍ଧନଙ୍କ କାର୍ଯ୍ୟାଳୟ ଉଦଘାଟିତ,ଆନ୍ଧ୍ରପ୍ରଦେଶ : କାସିବୁଗା ଭେଙ୍କଟଶ୍ୱର ମନ୍ଦିରରେ ଦଳଚକଟା 9 ମୃତ 10ରୁ ଉର୍ଧ୍ଵ ଆହତ।
ବିଶାଖାପାଟଣାରୁ ଯଶୋବନ୍ତ ପାଢୀ, ପ୍ରତିଫଳନ ମିଡ଼ିଆ କାର୍ତିକ ମାସ ପୁଣ୍ୟ ମାସ। ପୁଣି ଏକାଦଶୀ ତିଥି। ଏହି ଦିନରେ ଠାକୁରଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳିବ। ଏହି ଆଶାରେଠାକୁରଙ୍କ ଦର୍ଶନ ପାଇଁ ମନ୍ଦିର…
View More ଆନ୍ଧ୍ରପ୍ରଦେଶ : କାସିବୁଗା ଭେଙ୍କଟଶ୍ୱର ମନ୍ଦିରରେ ଦଳଚକଟା 9 ମୃତ 10ରୁ ଉର୍ଧ୍ଵ ଆହତ।କୋରାପୁଟରେ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ – ଓକିଲ ସଂଘ
କୋରାପୁଟ ରୁ ମଦନମୋହନ ସାହୁ ପ୍ରତିଫଳନ ମିଡ଼ିଆ କୋରାପୁଟ ଓକିଲ ସଂଘ ପକ୍ଷରୁ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜିତ କରାଯିବ।ଆସନ୍ତା ନଭେମ୍ବର ୨ ରୁ ୧୦ ତାରିଖ ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲାରେ ଆୟୋଜିତ…
View More କୋରାପୁଟରେ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ – ଓକିଲ ସଂଘରାୟଗଡ ଓାକର୍ସ କ୍ଲବର ସଭାପତି ବ୍ରଜ ସୁନ୍ଦର ନାୟକ,ଉପ ସଭାପତି ହେଲେ ପ୍ରଭାକର ଓ ଜଳନ୍ଧର।
ରାୟଗଡ ଓାକର୍ସ କ୍ଲବର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଭାପତି ଭାବେ ବ୍ରଜ ସୁନ୍ଦର ନାୟକ ନିର୍ବାଚିତ ହୋଇଛନ୍ତି। 2ଜଣ ଉପ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେମାନେ ହେଲେ ପ୍ରଭାକର ଦୋରା ଓ…
View More ରାୟଗଡ ଓାକର୍ସ କ୍ଲବର ସଭାପତି ବ୍ରଜ ସୁନ୍ଦର ନାୟକ,ଉପ ସଭାପତି ହେଲେ ପ୍ରଭାକର ଓ ଜଳନ୍ଧର।ନିୟମଗିରିରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ, ମୋନ୍ଥା ପରିସ୍ଥିତିର କଲେ ତଦାରଖ
ବିଷମକଟକ ( ପ୍ରତିଫଳନ ମିଡ଼ିଆ ) ମୋନ୍ଥା ପାଇଁ ଦକ୍ଷିଣ ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲା କୁ ନାଲି ଚେତାବନୀ ଜାରି କରାଯାଇଅଛି। ଅଧିକ ରୁ ଅଧିକ ବର୍ଷା ଥିବା ଯୋଗୁଁ ରାୟଗଡା ଜିଲ୍ଲା…
View More ନିୟମଗିରିରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ, ମୋନ୍ଥା ପରିସ୍ଥିତିର କଲେ ତଦାରଖଉତ୍କଳ ଆଲୁମିନା ପକ୍ଷରୁ କିଶୋରୀମାନଙ୍କ ପାଇଁ ୯୦ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର
କାଶୀପୁରରେ ୫ଟି ବିଦ୍ୟାଳୟର ୫୦୦ କିଶୋରୀଙ୍କୁ ପ୍ରଶିକ୍ଷଣ ପାଇଁ ଲକ୍ଷ୍ୟରାୟଗଡା ( ପ୍ରତିଫଳନ ମିଡ଼ିଆ ) ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପ୍ର…
View More ଉତ୍କଳ ଆଲୁମିନା ପକ୍ଷରୁ କିଶୋରୀମାନଙ୍କ ପାଇଁ ୯୦ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିରଭିଜିଲାନ୍ସ ହାତରେ ଲାଞ୍ଚୁଆ ପୋଲିସ, ବିସିଂପୁର ଥାନା ଏଏସଆଇ ନରସିଂହ ଦୋରା 40 ହଜାର ଲାଞ୍ଚ ନେଉଥୁଲେ, ଧରିଲା ଭିଜିଲାନ୍ସ, ଜଣେ ଦଲାଲ ଅଟକ।
କୋରାପୁଟ (ପ୍ରତିଫଳନ ମିଡ଼ିଆ ) ଲାଞ୍ଚ ନଦେଲେ ଶୁଣୁନାହିଁ ପୋଲିସ। ଲାଞ୍ଚ ଦେଲେ ନିର୍ଦୋଷଙ୍କୁ ବି ଗିରଫ କରିବାକୁ ଭୟ ଦେଖାଉଛି ପୋଲିସ। କୋରାପୁଟ ଜିଲ୍ଲାର କିଛି ଥାନା ର କିଛି ପୋଲିସ ଅଫିସରଙ୍କ…
View More ଭିଜିଲାନ୍ସ ହାତରେ ଲାଞ୍ଚୁଆ ପୋଲିସ, ବିସିଂପୁର ଥାନା ଏଏସଆଇ ନରସିଂହ ଦୋରା 40 ହଜାର ଲାଞ୍ଚ ନେଉଥୁଲେ, ଧରିଲା ଭିଜିଲାନ୍ସ, ଜଣେ ଦଲାଲ ଅଟକ।
