କୋରାପୁଟ (ପ୍ରତିଫଳନ ମିଡ଼ିଆ) କୋରାପୁଟ ଜିଲ୍ଲା ବାଳଦାସ୍ଥିତ ନାଗେଶ୍ୱରୀ ପାହାଡ଼ରେ ବକ୍ସାଇଟ ଗଚ୍ଛିତ ରହିଛି । ଏହାକୁ ସ୍ଥାନୀୟ ଲୋକେ ବିରୋଧ କରି ଆସୁଛନ୍ତି। ପ୍ରକୃତି ଓ ପରିବେଶକୁ ଧ୍ବଂସ ନ କରିବାକୁ ପଣ…
View More ବିଜେଡ଼ି ସରକାରଙ୍କ ପାପ କୁ ପ୍ରଶୟ ଦେଉଛି ବିଜେପି ସରକାର, ଗ୍ରାମ ସଭାର ବିନା ଅନୁମୋଦନରେ ବାଳଦା ନାଗେଶ୍ୱରୀ ପାହାଡ଼ରୁ ବକ୍ସାଇଟ ଖନନ ପାଇଁ ପରିବେଶ ମଞ୍ଜୁରୀ ପ୍ରଦାନକୁ ବେଆଇନ ଓ ବାତିଲ କରିବାକୁ ଦାବି କଲେ ◽ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା,Category: ରାଜନୀତି
🔹ବ୍ରହ୍ମପୁର–ଉଧନା (ସୁରତ) ମଧ୍ୟରେ ଚାଲିବ “ଅମୃତ ଭାରତ ଏକ୍ସପ୍ରେସ” ଟ୍ରେନ 🔹 ପ୍ରଧାନମନ୍ତ୍ରୀ କରିବେ ଶୁଭାରମ୍ଭ 🔹ଦକ୍ଷିଣ ପଶ୍ଚିମ ଓଡିଶାବାସୀଙ୍କୁ ପୂଜା ଭେଟି।
ରାୟଗଡ଼ାକୁ ମିଳିଲା ଆଉ ଏକ ଟ୍ରେନ ରାୟଗଡା (ପ୍ରତିଫଳନ ମିଡ଼ିଆ ) ବିଜେପି ସରକାରଙ୍କ ଓଡ଼ିଶା ବାସୀଙ୍କ ପାଇଁ ଆଉ ଏକ ଭେଟି। ମିଳିଲା ଅମୃତ ଭାରତ ଏକ୍ସପ୍ରେସ। ଦକ୍ଷିଣ ଓ ପଶ୍ଚିମ ଓଡିଶା…
View More 🔹ବ୍ରହ୍ମପୁର–ଉଧନା (ସୁରତ) ମଧ୍ୟରେ ଚାଲିବ “ଅମୃତ ଭାରତ ଏକ୍ସପ୍ରେସ” ଟ୍ରେନ 🔹 ପ୍ରଧାନମନ୍ତ୍ରୀ କରିବେ ଶୁଭାରମ୍ଭ 🔹ଦକ୍ଷିଣ ପଶ୍ଚିମ ଓଡିଶାବାସୀଙ୍କୁ ପୂଜା ଭେଟି।ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ,ସରକାରୀ କର୍ମଚାରୀଙ୍କ ପାଇଁ ଶୁଭ ଖବର,ପୂଜା ପାଇଁ ଆଗୁଆ ମିଳିବ ଦରମା।
ଭୁବନେଶ୍ବର,ପ୍ରତିଫଳନ ମିଡ଼ିଆ କେନ୍ଦ୍ର ସରକାର ଜିଏସଟି ରେ ସୁଧାର ଆଣିଛନ୍ତି।ଘରୋଇ ଉପକରଣ ଠାରୁ ଗାଡ଼ି ଗୁଡ଼ିକର ଯଥେଷ୍ଟ ଦର୍ କମିଛି।ଦଶହରା ଉପଲକ୍ଷେ ସମସ୍ତ କମ୍ପାନୀ ଗ୍ରାହକ କୁ ଆକର୍ଷିତ କରିବା ପାଇଁ ଆକର୍ଷଣୀୟ ଅଫର୍…
View More ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ,ସରକାରୀ କର୍ମଚାରୀଙ୍କ ପାଇଁ ଶୁଭ ଖବର,ପୂଜା ପାଇଁ ଆଗୁଆ ମିଳିବ ଦରମା।ଶ୍ରୀକୃଷ୍ଣ ହୋଇ ନାଶୁଛି, ଦଳରେ ଘମାସାନ ଚାଲିଛି, ପୁରୁଖା ଶୂନ୍ୟ ହେବ ବିଜେଡି !
ବହୁ ନାମରେ ଅଦୃଶ୍ୟ ଶକ୍ତି କିଏ କହୁଛି ଧୃତରାଷ୍ଟ୍ର। ସବୁ ଆଖି ବୁଝି ଦେଖୁଛନ୍ତି। ଅନ୍ୟାୟକୁ ପ୍ରଶୟ ଦେଉଛନ୍ତି। ଆଉ କିଏ କହୁଛି ଅଦୃଶ୍ୟ ଶକ୍ତି କାର୍ଯ୍ୟ କରୁଛି। ଆଉ କିଏ କହୁଛି କେହି…
View More ଶ୍ରୀକୃଷ୍ଣ ହୋଇ ନାଶୁଛି, ଦଳରେ ଘମାସାନ ଚାଲିଛି, ପୁରୁଖା ଶୂନ୍ୟ ହେବ ବିଜେଡି !ଶଙ୍ଖରେ ଫାଟ ! ବିଜେଡ଼ିରୁ ଇସ୍ତଫା ଦେଲେ ଭାସ୍କର ରାଓ,ଲାଲ ବିହାରୀ ହିମରିକା ! ଦଳକୁ ଅଧିକ ସଂଗଠିତ କରାହେବ – ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକା
ରାୟଗଡ ପ୍ରତିଫଳନ ମିଡ଼ିଆ ପୂର୍ବତନ ଜିଲ୍ଲା ସଭାପତି ଏନ୍ ଭାସ୍କର ରାଓ ବିଜେଡ଼ି ଦଳରୁ ଇସ୍ତଫା ଦେଇଥିବା କହିଛନ୍ତି। ତାଙ୍କ ସହ ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମରିକା ଓ ଗଙ୍ଗାଧର ପୁଆଲା ମଧ୍ୟ…
View More ଶଙ୍ଖରେ ଫାଟ ! ବିଜେଡ଼ିରୁ ଇସ୍ତଫା ଦେଲେ ଭାସ୍କର ରାଓ,ଲାଲ ବିହାରୀ ହିମରିକା ! ଦଳକୁ ଅଧିକ ସଂଗଠିତ କରାହେବ – ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକାବିଳମ୍ବରେ ହେଜିଲେ ଲକ୍ଷ୍ମୀପୁର ନେତା ଓ ଜନତା,ବେଦାନ୍ତକୁ ଅଧିକ ବକ୍ସାଇଟ ଦେବା ନିଷ୍ପତ୍ତିକୁ ବିରୋଧରେ ସବୁ ଦଳ
କୋରାପୁଟରୁ ମଦନ ମୋହନ ସାହୁ ,ପ୍ରତିଫଳନ ମିଡ଼ିଆ କୋଡିଙ୍ଗାମାଳି ପର୍ବତରୁ ବକ୍ସାଇଟ ଖନନ ବୃଦ୍ଧି କରିବା ନିଷ୍ପତ୍ତିକୁ ବିରୋଧ କରି ସବୁ ଦଳ ଏକାଠି ହୋଇଛନ୍ତି। ବାର୍ଷିକ ୬ ମିଲିୟନ ଟନ ବକ୍ସାଇଟ ଖନନ…
View More ବିଳମ୍ବରେ ହେଜିଲେ ଲକ୍ଷ୍ମୀପୁର ନେତା ଓ ଜନତା,ବେଦାନ୍ତକୁ ଅଧିକ ବକ୍ସାଇଟ ଦେବା ନିଷ୍ପତ୍ତିକୁ ବିରୋଧରେ ସବୁ ଦଳରାଜନୀତିରୁ ଉର୍ଦ୍ଧ୍ଵରେ ରହି ଦେଶର ବିକାଶ ପାଇଁ ଅଟଳ ଥିଲେ ବାଜପେୟୀ ।
ପ୍ରତିଫଳନ ମିଡ଼ିଆ ଅଟଳ ବିହାରୀ ବାଜପେୟୀ ସ୍ମୃତି ସଂସଦ ପକ୍ଷରୁ ରାୟଗଡରେ ଭାରତ ରତ୍ନ ପୂର୍ବତନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି । ବାଜପେୟୀଙ୍କ ନୀତି, ନିଷ୍ଠା…
View More ରାଜନୀତିରୁ ଉର୍ଦ୍ଧ୍ଵରେ ରହି ଦେଶର ବିକାଶ ପାଇଁ ଅଟଳ ଥିଲେ ବାଜପେୟୀ ।କୋରାପୁଟରେ ଆଦର,ନବରଙ୍ଗ ପୁରରେ ହତାଦର🔺ତତ୍କାଳୀନ କୋରାପୁଟ ଜିଲ୍ଲାପାଳଙ୍କ ସାର୍ଟିଫିକେଟକୁ ମାନୁ ନାହାଁନ୍ତି ସରକାର🔻 ସଂଗ୍ରାମୀ ନେତା ଜୟଦେବ ପରିଡାଙ୍କୁ ମିଶା ବନ୍ଦୀର ମାନ୍ୟତା ଦେବାକୁ ଦାବି
ସମ୍ମାନ ପାଇଁ ସଂଗ୍ରାମ, ପେନସନକୁ ମନା ନବରଙ୍ଗପୁର (ପ୍ରତିଫଳନ ମିଡ଼ିଆ) ୧୯୭୫ ମସିହାରେ କଂଗ୍ରେସ ଦଳର ନେତା ଇନ୍ଦିରା ଗାନ୍ଧୀଙ୍କ ପକ୍ଷରୁ ଦେଶରେ ଲାଗୁ କରାଗଲା ଜରୁରୀକାଳୀନ ପରିସ୍ଥିତି।ଏହାକୁ ନେଇ ଦେଶ ବ୍ୟାପୀ ବିରୋଧ…
View More କୋରାପୁଟରେ ଆଦର,ନବରଙ୍ଗ ପୁରରେ ହତାଦର🔺ତତ୍କାଳୀନ କୋରାପୁଟ ଜିଲ୍ଲାପାଳଙ୍କ ସାର୍ଟିଫିକେଟକୁ ମାନୁ ନାହାଁନ୍ତି ସରକାର🔻 ସଂଗ୍ରାମୀ ନେତା ଜୟଦେବ ପରିଡାଙ୍କୁ ମିଶା ବନ୍ଦୀର ମାନ୍ୟତା ଦେବାକୁ ଦାବିମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମ୍ବାଦିକଙ୍କସହ କଲେ ଆଲୋଚନା।ଦାବୀ ପୂରଣ କରାଯିବ ବୋଲି ଦେଲେ ଆଶ୍ଵାସନା।
ପ୍ରତିଫଳନ ମିଡ଼ିଆ ଓଡ଼ିଶାର କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ଶୁଭ ଖବର । ସାମ୍ବାଦିକଙ୍କ ବୃତ୍ତିଗତ ସୁରକ୍ଷା ପାଇଁ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି…
View More ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମ୍ବାଦିକଙ୍କସହ କଲେ ଆଲୋଚନା।ଦାବୀ ପୂରଣ କରାଯିବ ବୋଲି ଦେଲେ ଆଶ୍ଵାସନା।୬୫୦ ଶଯ୍ୟା ବିଶିଷ୍ଟ କୋରାପୁଟ ମେଡିକାଲ କଲେଜ୍ ହସପିଟାଲ କୋଠାର ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ🔹 କହିଲେ କୋରାପୁଟରେ ହେଵ କ୍ୟାନ୍ସର ହସପିଟାଲ ଓ ନବରଙ୍ଗପୁରରେ ହେଵ ମେଡିକାଲ କଲେଜ🔹ସାଧାରଣରେ ଖୁସିର ଲହରୀ
କୋରାପୁଟ (ପ୍ରତିଫଳନ ମିଡ଼ିଆ ) ଆଦିବାସୀ ଅଞ୍ଚଳର ଲୋକଙ୍କୁ ମିଳିବ ଭଲ ଚିକିତ୍ସା । ଅବିଭକ୍ତ କୋରାପୁଟ ଜିଲ୍ଲାର ସ୍ବାସ୍ଥ୍ୟ ସେବାରେ ଅଧିକ ଉନ୍ନତ ଆସିବ । ଶଯ୍ୟା ପାଇଁ ରୋଗୀଙ୍କୁ ଅସୁବିଧା ହେବ…
View More ୬୫୦ ଶଯ୍ୟା ବିଶିଷ୍ଟ କୋରାପୁଟ ମେଡିକାଲ କଲେଜ୍ ହସପିଟାଲ କୋଠାର ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ🔹 କହିଲେ କୋରାପୁଟରେ ହେଵ କ୍ୟାନ୍ସର ହସପିଟାଲ ଓ ନବରଙ୍ଗପୁରରେ ହେଵ ମେଡିକାଲ କଲେଜ🔹ସାଧାରଣରେ ଖୁସିର ଲହରୀ
