ପ୍ରତିଫଳନ ମିଡ଼ିଆ ଓଡିଶା ଆଦିବାସୀ ମଞ୍ଚ ପକ୍ଷରୁ ବିଶ୍ବ ଆଦିବାସୀ ଦିବସ ପାଳିତ ମଞ୍ଚ ଉପରେ କେହି ଅତିଥି ବସିନଥିଲେ । ହେଲେ ଆଦିବାସୀ ଭାଷା ସଂସ୍କୃତିର ସୁରକ୍ଷା ,ପରମ୍ପରା ଉପରେ ପ୍ରଚାର ପ୍ରସାର…
View More ଆଦିବାସୀଙ୍କ ସୁରକ୍ଷା,ସାମାଜିକ ଓ ଅର୍ଥନୈତିକ ସ୍ଥିତି ସୁଦୃଢ଼ କରିବାକୁ ଦାବି,ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୨ ଦଫା ଦାବିପତ୍ର ପ୍ରଦାନCategory: ରାଜନୀତି
କୋରାପୁଟ ମାଟିରେ ଭାଇ ଭଉଣୀ ହର୍ଷ ଗଦଗଦ, ଭଉଣୀମାନେ ମୁଖ୍ୟମନ୍ତ୍ରୀଙ୍କୁ ବାନ୍ଧିଲେ ରାକ୍ଷୀ, ଭାଇ ଦେଲେ ଶୁଭଦ୍ରା ତୃତୀୟ କିସ୍ତି
ନିଆରା ପରମ୍ପରା ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ, ରାଜଧାନୀ ଠାରୁ ଦୂରରେ ଭଉଣୀମାନଙ୍କ ଗହଣରେ ପାଳିଲେ ରକ୍ଷା ବନ୍ଧନ କୋରାପୁଟ (ପ୍ରତିଫଳନ ମିଡ଼ିଆ ) ଭାଇ ଓ ଭଉଣୀଙ୍କ ମିଳନର ସ୍ଥଳ ପାଲଟିଛି କୋରାପୁଟ। କୋରାପୁଟର…
View More କୋରାପୁଟ ମାଟିରେ ଭାଇ ଭଉଣୀ ହର୍ଷ ଗଦଗଦ, ଭଉଣୀମାନେ ମୁଖ୍ୟମନ୍ତ୍ରୀଙ୍କୁ ବାନ୍ଧିଲେ ରାକ୍ଷୀ, ଭାଇ ଦେଲେ ଶୁଭଦ୍ରା ତୃତୀୟ କିସ୍ତିହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମାରକ ଉଦ୍ୟାନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ, ପ୍ରତିମୂର୍ତ୍ତି ଉନ୍ମୋଚିତ
ଜୟପୁର (ପ୍ରତିଫଳନ ମିଡ଼ିଆ ) ଓଡ଼ିଶାର ବିଶିଷ୍ଟ ରାଜନେତା ଆଦିବାସୀ, ଚାଷୀ, ମୂଲିଆ, ଶ୍ରମିକଙ୍କ ସଂଗ୍ରାମୀ ସାଥୀ ଉତ୍କଳ ସମ୍ମିଳନୀର ପ୍ରାକ୍ତନ ସଭାପତି, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କର ପ୍ରତିମୂର୍ତି ଜୟପୁର ଠାରେ…
View More ହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମାରକ ଉଦ୍ୟାନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ, ପ୍ରତିମୂର୍ତ୍ତି ଉନ୍ମୋଚିତମୁଖ୍ୟମନ୍ତ୍ରୀ ସାମ୍ବାଦିକଙ୍କ ସ୍ବାର୍ଥ ଓ ସୁରକ୍ଷା ପାଇଁ ପଦକ୍ଷେପ ନିଅନ୍ତୁ ଏସୟୁଜେ ସଂଘର ଦାବି ।
ଭୁବନେଶ୍ୱର ପ୍ରତିଫଳନ ମିଡ଼ିଆ ଏକ୍ରିଡେସନ କମିଟିର ପୁନର୍ଗଠନ କରିବା ସହ ଜିଲ୍ଲା ସ୍ତରରେ ସାମ୍ବାଦିକଙ୍କୁ ସାମିଲ କରିବାକୁ ଏସୟୁଜେ ସାମ୍ବାଦିକ ସଙ୍ଗଠନ ଦାବି କରିଛି । ବାରିପଦା ଠାରେ ଏସୟୁଜେ ସାମ୍ବାଦିକ ସଂଘର ମୟୁରଭଞ୍ଜ…
View More ମୁଖ୍ୟମନ୍ତ୍ରୀ ସାମ୍ବାଦିକଙ୍କ ସ୍ବାର୍ଥ ଓ ସୁରକ୍ଷା ପାଇଁ ପଦକ୍ଷେପ ନିଅନ୍ତୁ ଏସୟୁଜେ ସଂଘର ଦାବି ।IASଙ୍କ ବଦଳି,ରୁପା ରୋଶନ ସାହୁ ହେଲେ ରାଜ୍ୟପାଳଙ୍କ ସଚିବ, କୀର୍ତିୱାସନ୍ ହେଲେ ଗଞ୍ଜାମ ଜିଲ୍ଲାପାଳ, ୧୬ ଜିଲ୍ଲାକୁ ନୂଆ ଜିଲ୍ଲାପାଳ ।
ଭୁବନେଶ୍ବର ପ୍ରତିଫଳନ ମିଡ଼ିଆ ସଚିବ ଓ ଜିଲ୍ଳାପାଳ ସ୍ତରରେ ଅଦଳବଦଳ କରିଛନ୍ତି ସରକାର ।IAS ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ।ପ୍ରଶାସନକୁ ଅଧିକ ଲୋକାଭିମୁଖୀ ଓ ପ୍ରଭାବୀ କରିବା ପାଇଁ ଦକ୍ଷତା କୁ…
View More IASଙ୍କ ବଦଳି,ରୁପା ରୋଶନ ସାହୁ ହେଲେ ରାଜ୍ୟପାଳଙ୍କ ସଚିବ, କୀର୍ତିୱାସନ୍ ହେଲେ ଗଞ୍ଜାମ ଜିଲ୍ଲାପାଳ, ୧୬ ଜିଲ୍ଲାକୁ ନୂଆ ଜିଲ୍ଲାପାଳ ।ଦୁଷ୍କର୍ମ ଅଭିଯୋଗରେ କଂଗ୍ରେସ ଛାତ୍ର ନେତା ଜେଲରେ, ବେକ ଫୁଟରେ କଂଗ୍ରେସ
ଭୁବନେଶ୍ୱର ( ପ୍ରତିଫଳନ ମିଡ଼ିଆ) ଚାରି ମାସ ପୂର୍ବରୁ ଘଟିଛି ଘଟଣା। ସାହସ କରି ପାରୁ ନଥିଲେ ପୀଡିତା। ଛାତ୍ର ନେତାଙ୍କ ନାଲି ଆଖିରେ ଚୁପ ହୋଇଥିଲେ। ରାଜ୍ୟ ସରକାରଙ୍କ ଏକ୍ସନ ମୁଡ଼ ଦେଖି…
View More ଦୁଷ୍କର୍ମ ଅଭିଯୋଗରେ କଂଗ୍ରେସ ଛାତ୍ର ନେତା ଜେଲରେ, ବେକ ଫୁଟରେ କଂଗ୍ରେସସ୍ଥିତି ପାଇଁ ସଂଗ୍ରାମ, ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ଚାଲିଛି କସରତ, ବିରୋଧୀଙ୍କ ଆକ୍ରମଣ ମୋହନଙ୍କ ପାଇଁ ସୃଷ୍ଟି ହେଉଛି ଅନୁକମ୍ପା
ବିଗତ ଦିନର ମହିଳା ନିର୍ଯ୍ୟାତନାକୁ ଚାପୁଥିଲେ, ଏବେ ଏକ୍ସନ ମୁଡ଼ରେ ବିଜେପି ସରକାର ଭୁବନେଶ୍ୱର (ପ୍ରତିଫଳନ ମିଡ଼ିଆ) ଗତକିଛି ଦିନ ଧରି ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ଓଡିଶା ରାଜନୀତିରେ ଦୁଇ ବିରୋଧୀ ଦଳ ରୋଟି…
View More ସ୍ଥିତି ପାଇଁ ସଂଗ୍ରାମ, ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ଚାଲିଛି କସରତ, ବିରୋଧୀଙ୍କ ଆକ୍ରମଣ ମୋହନଙ୍କ ପାଇଁ ସୃଷ୍ଟି ହେଉଛି ଅନୁକମ୍ପାସୌମ୍ୟଶ୍ରୀଙ୍କ ବିୟୋଗରେ ପଦ୍ମପୁର ଏଭିବିପି ତରଫରୁ ଶୋକ ଶୋଭା।
ପଦ୍ମପୁର (ପ୍ରତିଫଳନ ମିଡ଼ିଆ ) ବାଲେଶ୍ୱରଫକୀରମୋହନସ୍ୱୟଂଶାସିତମହବିଦ୍ୟାଳୟ ର ଛାତ୍ରୀ ସୌମ୍ୟାଶ୍ରୀଙ୍କ ବିୟୋଗରେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପଦ୍ମପୁର ଏଭିବିପି ତରଫରୁ ଶୋକସଭା ପାଳନ କରାଯାଇଥିଲା।ଏହା ପଦ୍ମପୁର ସୁନାରିଘାଇ ଛକ ନିକଟସ୍ଥ ଖିଲାମୁଣ୍ଡା…
View More ସୌମ୍ୟଶ୍ରୀଙ୍କ ବିୟୋଗରେ ପଦ୍ମପୁର ଏଭିବିପି ତରଫରୁ ଶୋକ ଶୋଭା।ଧୃତରାଷ୍ଟ୍ର ନବୀନଙ୍କ ଏବେ ଯୁଧିଷ୍ଟିର ରୂପ, ଇତିଶ୍ରୀ ପାଇଁ ଲିପାପୋଛା ସୌମ୍ୟାଶ୍ରୀ ପାଇଁ ବିଚଳିତ, ବିଜେଡିର କୃତ କର୍ମ ପାଇଁ ଓଡିଶା ଏବେ ଭୋଗୁଛି !
ଭୁବନେଶ୍ୱର (ପ୍ରତିଫଳନ ମିଡ଼ିଆ) ସୌମ୍ୟଶ୍ରୀଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଛି। ଅକାଳରେ ଜଣେ ଝିଅର ପ୍ରାଣ ଗଲା। ଏହା ସମସ୍ତଙ୍କୁ ବିଚଳିତ କରୁଛି। ବ୍ୟବସ୍ଥାର ବିଫଳତା ଯୋଗୁଁ ଏଭଳି ଘଟଣା ଘଟିଛି ସତ। ସରକାର…
View More ଧୃତରାଷ୍ଟ୍ର ନବୀନଙ୍କ ଏବେ ଯୁଧିଷ୍ଟିର ରୂପ, ଇତିଶ୍ରୀ ପାଇଁ ଲିପାପୋଛା ସୌମ୍ୟାଶ୍ରୀ ପାଇଁ ବିଚଳିତ, ବିଜେଡିର କୃତ କର୍ମ ପାଇଁ ଓଡିଶା ଏବେ ଭୋଗୁଛି !ନୂଆ ଡିଆଇଜିଙ୍କ ନୂଆ ପ୍ଲାନ, ମାଓ ମୂଳପୋଛ,ପବ୍ଲିକ ଗ୍ରିଭିଏନସକୁ ଅଗ୍ରାଧିକାର ଦିଆଯିବ : ଡିଆଇଜି ଡ. କନୱର ଵିଶାଲ ସିଂ
କୋରାପୁଟ ପ୍ରତିଫଳନ ମିଡ଼ିଆ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଭାବେ ଯୋଗ ଦେଲେ ଡାକ୍ତର କନୱାର ଵିଶାଲ ସିଂ। କୋରାପୁଟ ଡିଆଇଜି କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡଅଫ ଅନର ଦେଇ ସ୍ୱାଗତ କରିଥିଲେ କର୍ମଚାରୀ।…
View More ନୂଆ ଡିଆଇଜିଙ୍କ ନୂଆ ପ୍ଲାନ, ମାଓ ମୂଳପୋଛ,ପବ୍ଲିକ ଗ୍ରିଭିଏନସକୁ ଅଗ୍ରାଧିକାର ଦିଆଯିବ : ଡିଆଇଜି ଡ. କନୱର ଵିଶାଲ ସିଂ
