ଜୁଲାଇ ପହିଲାରୁ ରେଳ ଯାତ୍ରା ହେଲା ମହଙ୍ଗା, ରେଳ ବିଭାଗ ଜାରି କଲା ଦର ତାଲିକା

ପ୍ରତିଫଳନ ମିଡ଼ିଆ

ଆଜି ଠାରୁ ଅର୍ଥାତ୍ଜୁ ଜୁଲାଇ ପହିଲାରୁ ରେଳ ଟିକେଟ ବଢିଲା । ଆଜି ରେଳ ବିଭାଗ ପକ୍ଷରୁ ଟିକେଟ ବୃଦ୍ଧି ଦର ଜାରି କରାଯାଇଛି। ସାଧାରଣ ଶ୍ରେଣୀ ପାଇଁ ଭଡାରେ ସାମାନ୍ୟ ବୃଦ୍ଧି ହୋଇଥିବା ବେଳେ ସ୍ଲିପର ଟିକେଟ ସହ ଏସି ଟିକେଟ ରେ କିଲୋମିଟର ପିଛା 0.1ପଇସା 0.5ପଇସା ଯାଏଁ ବୃଦ୍ଧି କରାଯାଇଛି। ଦୀର୍ଘ ବର୍ଷ ପରେ ରେଳ ଟିକେଟ ଦର ବୃଦ୍ଧି ପାଇଥିବା ଜଣାପଡିଛି। ରେଳ ଦର କିପରି ବଢିଛି ତଳେ ସବିସ୍ତୃତ ବିବରଣୀ ପ୍ରଦାନ କରାଯାଇଛି।

Spread the love