ଗୁଡ଼ାରୀ (ପ୍ରତିଫଳନ ମିଡ଼ିଆ) ରାୟଗଡା ଜିଲ୍ଲା ଗୁଡାରୀରେ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଙ୍ଗଠନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ରାଜ୍ୟରେ ଲୋକାୟୁକ୍ତ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇ…
View More ରାଜ୍ୟରେ ଲୋକାୟୁକ୍ତ ବ୍ୟବସ୍ଥା କାର୍ଯ୍ୟକାରୀ ହେଉ: ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଙ୍ଗଠନCategory: ରାଜ୍ୟ
ହାଇ ଟେକ୍ ହେଭେନରେ ବିଜୟ ଶୋଭାଯାତ୍ରା
ଭୁବନେଶ୍ୱର (ପ୍ରତିଫଳନ ମିଡ଼ିଆ) ହାଇଟେକ୍ ହେଭେନ ଭୁବନେଶ୍ୱର, ଶୁକ୍ରବାର ଅପରାହ୍ନରେ ହାଇଟେକ୍ ହେଭେନ ଆପାର୍ଟମେଣ୍ଟର ଅନ୍ତେବାସିନୀମାନଙ୍କ ଦ୍ଵାରା ବିଜୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ହାତରେ ତ୍ରିରଙ୍ଗା ଓ ଜୟ ଧ୍ବନିରେ ସେନା ବାହିନୀର…
View More ହାଇ ଟେକ୍ ହେଭେନରେ ବିଜୟ ଶୋଭାଯାତ୍ରାଆନନ୍ଦ ମାର୍ଗ ପକ୍ଷରୁ ସ୍ବାସ୍ଥ୍ୟ ସଚେତନତା ପ୍ରଶିକ୍ଷଣ ଶିବିର
କୋରାପୁଟ (ପ୍ରତିଫଳନ ମିଡ଼ିଆ) ପ୍ରାକୃତିକ ଉପାୟ ଅବଲମ୍ବନ କରି ଆୟର୍ବେଦିକ ପଦ୍ଧତିକୁ ଉପଯୋଗ କରି ମଣିଷ କିପରି ସର୍ବ ବିଦ୍ଧ ରୋଗରୁ ଆସୁ ନିରାକରଣ ହୋଇପାରିବ ସେଥି ନେଇ କୋରାପୁଟ ରେ ୫ଦିନିଆ ସ୍ବାସ୍ଥ୍ୟ…
View More ଆନନ୍ଦ ମାର୍ଗ ପକ୍ଷରୁ ସ୍ବାସ୍ଥ୍ୟ ସଚେତନତା ପ୍ରଶିକ୍ଷଣ ଶିବିରଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ଅନ୍ତରୀଣ ସୁରକ୍ଷା ବଳବତ୍ତର
ଭୁବନେଶ୍ୱର (ପ୍ରତିଫଳନ ମିଡ଼ିଆ) ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ଚଢ଼ାଉ ମାମଲାରେ ଆଜି ହାଇକୋର୍ଟରେ ଆବେଦନର ଶୁଣାଣି ଶେଷ ହୋଇଛି । ରାୟ ସଂରକ୍ଷିତ ରହିଛି। ବିଷ୍ଣୁପଦ ସେଠୀଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷା…
View More ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ଅନ୍ତରୀଣ ସୁରକ୍ଷା ବଳବତ୍ତରକୋରାପୁଟ ଲୋକସଭା କ୍ଷେତ୍ରରେ ସ୍ଥାପନ ହେବ ଏମ୍ସର ସାଟେଲାଇଟ କେନ୍ଦ୍ର, ସୂଚନା ଦେଲେ କୋରାପୁଟ ସାଂସଦ ସପ୍ତଗିରୀ ଉଲ୍ଲାକା
ରାୟଗଡାରେ ଏମ୍ସର ସାଟେଲାଇଟ କେନ୍ଦ୍ର ସ୍ଥାପନ ପାଇଁ ଦାବୀ ରାୟଗଡା (ପ୍ରତିଫଳନ ମିଡିଆ) ଭୁବନେଶ୍ୱର ଏମ୍ସର ଦଶମ ପ୍ରତିଷ୍ଠାନ ସଂଗଠନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଦସ୍ୟ ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ…
View More କୋରାପୁଟ ଲୋକସଭା କ୍ଷେତ୍ରରେ ସ୍ଥାପନ ହେବ ଏମ୍ସର ସାଟେଲାଇଟ କେନ୍ଦ୍ର, ସୂଚନା ଦେଲେ କୋରାପୁଟ ସାଂସଦ ସପ୍ତଗିରୀ ଉଲ୍ଲାକାବିକଶିତ ଓଡ଼ିଶା ପାଇଁ ପରାମର୍ଶ କର୍ମଶାଳା,ଜର୍ମାନୀ ଭଳି ଓଡ଼ିଶାକୁ ବିକାଶ କରିବା ଲକ୍ଷ୍ୟ,
କୋରାପୁଟ (ପ୍ରତିଫଳନ ମିଡ଼ିଆ) ରାଜ୍ୟର ଅର୍ଥନୈତିକ ସ୍ଥିତିର ଉନ୍ନତି ଆଣି ଜର୍ମାନୀ ସହସମକ୍ଷକ ହେବାକୁ ଲକ୍ଷ୍ୟ ରଖି ଯୋଜନା ପ୍ରସ୍ତୁତ କରିବା ପାଇଁଲୋକ ପ୍ରତିନିଧି ଓ ବିଭିନ୍ନ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନିଆଯାଇଛି ।…
View More ବିକଶିତ ଓଡ଼ିଶା ପାଇଁ ପରାମର୍ଶ କର୍ମଶାଳା,ଜର୍ମାନୀ ଭଳି ଓଡ଼ିଶାକୁ ବିକାଶ କରିବା ଲକ୍ଷ୍ୟ,ଛେଚିଲା ବର୍ଷା,ଥଣ୍ଡା ହୋଇଗଲା ପରିବେଶ,ଗରମରେ ଆଉଟୁ ପାଉଟୁ ହେଉଥିଲେ ଲୋକେ ଓ ଜୀବ ଜଗତ
ପଟ୍ଟାଙ୍ଗି (ପ୍ରତିଫଳନ ମିଡ଼ିଆ) କୋରପୁଟ ରେ ଚେଚ୍ଛିଲା ବର୍ଷା। ଜିଲ୍ଲାର ପଟାଙ୍ଗି ଓ ସମ୍ବାଇ ଅଂଚଳରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ଉତ୍ତପ୍ତ ପରିବେଶ ଥଣ୍ଡା ପଡ଼ିଲା । ପ୍ରବଳ ବର୍ଷା ଯୋଗୁଁ…
View More ଛେଚିଲା ବର୍ଷା,ଥଣ୍ଡା ହୋଇଗଲା ପରିବେଶ,ଗରମରେ ଆଉଟୁ ପାଉଟୁ ହେଉଥିଲେ ଲୋକେ ଓ ଜୀବ ଜଗତବାସ୍ତୁଶାସ୍ତ୍ରରେ ପିଏଚଡି ହାସଲ ସାମ୍ବାଦିକଙ୍କୁ ବିଦ୍ୟାବାରିଧି ସମ୍ମାନ
ଯାଜପୁରରୁ କୈଳାଶ ଚନ୍ଦ୍ର ନାୟକ (ପ୍ରତିଫଳନ ମିଡ଼ିଆ) ଯାଜପୁର ଜିଲ୍ଲା ବ୍ୟାସନଗର ଅଞ୍ଚଳର ବରିଷ୍ଟ ସାମ୍ବାଦିକ ଚିନ୍ତାମଣି ପାଢ଼ୀ ପିଏଚଡ଼ି ହାସଲ କରିଛନ୍ତି । ସାମାଜର ଚଳଣି ଓ ଜୀବନ ଧାରଣର ମାନ ଉପରେ…
View More ବାସ୍ତୁଶାସ୍ତ୍ରରେ ପିଏଚଡି ହାସଲ ସାମ୍ବାଦିକଙ୍କୁ ବିଦ୍ୟାବାରିଧି ସମ୍ମାନଶିଶୁ ମଙ୍ଗଳ କମିଟିର କାର୍ଯ୍ୟଧାରା ସମ୍ପର୍କରେ ପକ୍ଷ ରଖିଲେ ବିଦୁଲତା
ରାୟଗଡା ଶିଶୁ ମଙ୍ଗଳ କମିଟି ବରଖାସ୍ତ ବିବାଦ ରାୟଗଡ଼ା, ପ୍ରତିଫଳନ ମିଡ଼ିଆ :ରାୟଗଡା ଜିଲ୍ଲାରେ ଶିଶୁ ବିକ୍ରୀ ଓ ବାଲ୍ୟ ବିବାହ ଗୁଡ଼ିକ ସରକାରଙ୍କ ବିଫଳତା । କିନ୍ତୁ ପ୍ରଶାସନ ତନ୍ତ୍ର ସରକାରଙ୍କ କାର୍ଯ୍ୟକ୍ରମକୁ…
View More ଶିଶୁ ମଙ୍ଗଳ କମିଟିର କାର୍ଯ୍ୟଧାରା ସମ୍ପର୍କରେ ପକ୍ଷ ରଖିଲେ ବିଦୁଲତାଚାଷୀ ଉପରେ ଲଦା ହେଉଛି ହାଇବ୍ରିଡ ବିହନ,ବୁଡ଼ିଯିବ କୋରାପୁଟର ଦେଶୀ ମାଣ୍ଡିଆ କିସମ!
ରାଇମତିଙ୍କ ଦେଶୀ ମାଣ୍ଡିଆ କିସମ ସଂରକ୍ଷଣ ବ୍ୟର୍ଥ ! କୋରାପୁଟ (ପ୍ରତିଫଳନ ମିଡ଼ିଆ) ବୁଡ଼ିଯିବ କୋରାପୁଟର ଦେଶୀ ମାଣ୍ଡିଆ । ଆଉ କିଛି ବର୍ଷ ପରେ ମିଳିବନି ବିହନ । ଶୁଷ୍କ ଜଳବାୟୁରେ ବେଶ…
View More ଚାଷୀ ଉପରେ ଲଦା ହେଉଛି ହାଇବ୍ରିଡ ବିହନ,ବୁଡ଼ିଯିବ କୋରାପୁଟର ଦେଶୀ ମାଣ୍ଡିଆ କିସମ!
