ରାଜ୍ୟ ସରକାରଙ୍କ ଫୋକସରେ କୋରାପୁଟ, ବିକାଶର ଗତି ହେବ ତ୍ବରାନ୍ବିତ କୋରାପୁଟ ( ପ୍ରତିଫଳନ ମିଡ଼ିଆ) କୋରାପୁଟ ଜିଲ୍ଲାର ବିକାଶ ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଗୁରୁତ୍ଵ ଦେଇ ଆସୁଛନ୍ତି ।…
View More କୋରାପୁଟଗସ୍ତରେ ମୁଖ୍ୟ ଶାସନ ସଚିବ, ଜିଲ୍ଲାର ଦ୍ରୁତ ବିକାଶ ନକ୍ସାର କଲେ ସମୀକ୍ଷାCategory: ରାଜ୍ୟ
ରାୟଗଡା ଓଭରବ୍ରିଜ ତଳୁ ଖସିଲା ଟ୍ୟାଙ୍କର, ଘଟିଗଲା ବଡ ଦୁର୍ଘଟଣା
ରାୟଗଡା (ପ୍ରତିଫଳନ ମିଡ଼ିଆ) ରାୟଗଡ଼ା ସହରର ଓଭର୍ ବ୍ରିଜ ଉପରେ ଦୁର୍ଘଟଣା ଘଟିଛି। ଏକ ବଡ ବକ୍ସାଇଟ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଭର ବ୍ରିଜ ଉପରୁ ତଳକୁ ଖସି ପଡ଼ିଛି। ଏହି ଦୁର୍ଘଟଣା…
View More ରାୟଗଡା ଓଭରବ୍ରିଜ ତଳୁ ଖସିଲା ଟ୍ୟାଙ୍କର, ଘଟିଗଲା ବଡ ଦୁର୍ଘଟଣାନୋଡାଲ ସଚିବଙ୍କ କୋରାପୁଟ ଜିଲ୍ଲା ଗସ୍ତ,ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ସରକାରଙ୍କ କାର୍ଯ୍ୟକ୍ରମ ପହଞ୍ଚାଇବା ଆବଶ୍ୟକ-ରାଜେଶ ପ୍ରଭାକର ପାଟିଲ।
ପ୍ରତିଫଳନ ମିଡ଼ିଆ କୋରାପୁଟ ଜିଲ୍ଲା ଦାୟିତ୍ୱରେ ଥିବା ଜିଲ୍ଲା ନୋଡାଲ ଅଧିକାରୀ ରାଜେଶ ପ୍ରଭାକର ପାଟିଲଙ୍କ ଦୁଇ ଦିନିଆ ଗସ୍ତ କରି ବିଭିନ୍ନ ଅଞ୍ଚଳ ବୁଲି ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା…
View More ନୋଡାଲ ସଚିବଙ୍କ କୋରାପୁଟ ଜିଲ୍ଲା ଗସ୍ତ,ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ସରକାରଙ୍କ କାର୍ଯ୍ୟକ୍ରମ ପହଞ୍ଚାଇବା ଆବଶ୍ୟକ-ରାଜେଶ ପ୍ରଭାକର ପାଟିଲ।ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ମୋଚିକିପଦର ଛକରେ ଖଣି ଓ ପରିବହନ ମନ୍ତ୍ରୀଙ୍କୁ ସ୍ବାଗତ ସମ୍ୱର୍ଦ୍ଧନା
ସାମିଲ ହୋଇଥିଲେ ରାୟଗଡା, ରାମନଗୁଡ଼ା, ଗୁଣୁପୁର ଓ ପଦ୍ମପୁର ବିଜେପିର ବହୁ କାର୍ଯ୍ୟକର୍ତ୍ତା ପଦ୍ମପୁର(ପ୍ରତିଫଳନ ମିଡିଆ) ରାୟଗଡ଼ା ଜିଲ୍ଲା ଗସ୍ତରେ ରାଜ୍ୟ ସରକାରଙ୍କ ଖଣି, ଇସ୍ପାତ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା…
View More ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ମୋଚିକିପଦର ଛକରେ ଖଣି ଓ ପରିବହନ ମନ୍ତ୍ରୀଙ୍କୁ ସ୍ବାଗତ ସମ୍ୱର୍ଦ୍ଧନାଭାଗିରଥିର ଭାଗ୍ୟ ବଦଳିବ କେବେ?ପୁନରୁଦ୍ଧାର କାର୍ଯ୍ୟ ସମୂର୍ଣ୍ଣ୍ କରିବାକୁ ଜିଲ୍ଲାପାଳଙ୍କୁ ଦେଲେ ଦାବୀପତ୍ର
ଚିନ୍ତାରେ ସଚେତନ ନାଗରିକ ଓ ବୁଦ୍ଧିଜିବୀ ଢେଙ୍କାନାଳ (ପ୍ରତିଫଳନ ମିଡିଆ) ମୁଣ୍ଡ ଫଟା ଖରା ସହ ପ୍ରବଳ ଗରମ । ପାଣି ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି । ହେଲେ ଢେଙ୍କାନାଳ ସହର…
View More ଭାଗିରଥିର ଭାଗ୍ୟ ବଦଳିବ କେବେ?ପୁନରୁଦ୍ଧାର କାର୍ଯ୍ୟ ସମୂର୍ଣ୍ଣ୍ କରିବାକୁ ଜିଲ୍ଲାପାଳଙ୍କୁ ଦେଲେ ଦାବୀପତ୍ରଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ର ପ୍ରଦାନ
ରାୟଗଡ଼ା (ପ୍ରତିଫଳନ ମିଡ଼ିଆ) ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର…
View More ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ର ପ୍ରଦାନTowards the LAST mile
Roopa roshan Sahoo,IAS Collaboration with the last mile institutions for service delivery at the last mile . Effective service delivery and community collaboration. The effectiveness of…
View More Towards the LAST mileଶେଷ ମାଇଲ ଆଡକୁ
ରୂପା ରୋଶନ ସାହୁ ଶେଷ ମାଇଲ ପର୍ଯ୍ୟନ୍ତ ସେବା ପ୍ରଦାନ ପାଇଁ ଶେଷ ମାଇଲ ସଂସ୍ଥା ସହିତ ସହଯୋଗ # ପ୍ରଭାବଶାଳୀ ସେବା ପ୍ରଦାନ ଏବଂ ଗୋଷ୍ଠୀ ସହଯୋଗ ନାଗରିକଙ୍କ କଲ୍ୟାଣ ସୁନିଶ୍ଚିତ କରିବା…
View More ଶେଷ ମାଇଲ ଆଡକୁକୋରାପୁଟର ଜନଜାତିଙ୍କୁ କେନ୍ଦୁପତ୍ର ବିକ୍ରି ପାଇଁ ମିଳୁନି ଅଧିକାର# କେନ୍ଦୁଲିଫ ବିଭାଗ ନିକଟରେ ବନ୍ଧା ପଡ଼ିଛି କୋରାପୁଟ ଜିଲ୍ଲାର କେନ୍ଦୁପତ୍ର ତୋଳାଳୀଙ୍କ ଭାଗ୍ୟ !
କେନ୍ଦୁପତ୍ର ବିକ୍ରି ହୋଇପାରୁନି । ମେରୀ ରାୟରେ ଚାଲିଛି କେନ୍ଦୁ ଲିଫ ବିଭାଗ। କୋରାପୁଟ ଜିଲ୍ଲାରେ ଗ୍ରାମସଭାକୁ ମିଳିଛି ଗୋଷ୍ଠୀ ଜଙ୍ଗଲ ଅଧିକାର । ହେଲେ ନିଜ ଇଚ୍ଛାରେ କେନ୍ଦୁ ପତ୍ର ବିକି ପାରୁ…
View More କୋରାପୁଟର ଜନଜାତିଙ୍କୁ କେନ୍ଦୁପତ୍ର ବିକ୍ରି ପାଇଁ ମିଳୁନି ଅଧିକାର# କେନ୍ଦୁଲିଫ ବିଭାଗ ନିକଟରେ ବନ୍ଧା ପଡ଼ିଛି କୋରାପୁଟ ଜିଲ୍ଲାର କେନ୍ଦୁପତ୍ର ତୋଳାଳୀଙ୍କ ଭାଗ୍ୟ !କୋଡ଼ିଙ୍ଗାମାଳି ଖଣି ଖନନ ପ୍ରସଙ୍ଗ# ବେଦାନ୍ତ ସପକ୍ଷରେ ବିଜେପି# ବିଜେଡ଼ି ପାଟି ଚୁପ୍ # କଂଗ୍ରେସତିନି ଫାଳ !
ପ୍ରତିଫଳନ ମିଡ଼ିଆ ବେଦାନ୍ତକୁ ତାରା ଓ ପବିତ୍ରଙ୍କ ସମର୍ଥନ ! ସପ୍ତଗିରୀ ଓ କୃଷ୍ଣଙ୍କ ବିରୋଧ ! ରାମ କାଡାମ ନୀରବ ! କୋଡ଼ିଙ୍ଗାମାଳିରେ ବକ୍ସାଇଟ୍ ଖନନ ନେଇ ବିଭିନ୍ନ ସଙ୍ଗଠନ ଆନ୍ଦୋଳନ ଚଳାଇଛନ୍ତି।…
View More କୋଡ଼ିଙ୍ଗାମାଳି ଖଣି ଖନନ ପ୍ରସଙ୍ଗ# ବେଦାନ୍ତ ସପକ୍ଷରେ ବିଜେପି# ବିଜେଡ଼ି ପାଟି ଚୁପ୍ # କଂଗ୍ରେସତିନି ଫାଳ !
