ପ୍ରତିଫଳନ ମିଡ଼ିଆ ଗୁଣି ଗାରେଡ଼ି ସନ୍ଦେହ ରେ ରାୟଗଡା ଜିଲ୍ଲା ପଦ୍ମପୁର ର ଜଣଙ୍କୁ ହତ୍ୟା ମାମଲାରେ ପୋଲିସ ତ୍ୱରିତ ପଦକ୍ଷେପ ଗ୍ରହଣ କରିଛି। ଘଟଣାରେ ସମ୍ପୃକ୍ତ ୨୧ ଜଣଙ୍କୁ ପୋଲିସ ଗିରଫ କରିଛି…
View More ଗୁଣି ଗାରେଡ଼ି ସନ୍ଦେହରେ ଜଣଙ୍କୁ ହତ୍ୟା ମାମଲା#ଏକ୍ସନ ମୁଡ଼ରେ ପୋଲିସ # ୨୧ ଜଣ ଗିରଫ # ଅଭିଯୁକ୍ତ ଅଛନ୍ତି ୭ଜଣ ନାବାଳକ: ରାୟଗଡା ଏସପି ସ୍ବସ୍ତି ଏସ କୁମାରCategory: ରାଜ୍ୟ
ପଦ୍ମପୁରରେ : ଗୁଣି ସନ୍ଦେହରେ ଜଣଙ୍କୁ ପିଟି ପିଟି ମାରିଦେଲେ ସଂଘବଦ୍ଧ ଲୋକେ #ପୋଲିସ ଆଇଆଇସି ଲୋକଙ୍କ ଆକ୍ରମଣର ଶିକାର
ଅନ୍ଧ ବିଶ୍ବାସର କରୁଣ ପରିଣତି ପ୍ରତିଫଳନ ମିଡ଼ିଆ ଗୁଣି ସନ୍ଦେହରେ ଭୈରବ ସାହୁକୁ ପିଟି ପିଟି ମାରିଦେଲେ କିଛି ଲୋକ। ଘଟଣାକୁ ଶାନ୍ତ କରିବାକୁ ଯାଇ ଆଇଆଇଆଇସି ଧରାଣୀଧର ପ୍ରଧାନ ଆହତ । ପୋଲିସ…
View More ପଦ୍ମପୁରରେ : ଗୁଣି ସନ୍ଦେହରେ ଜଣଙ୍କୁ ପିଟି ପିଟି ମାରିଦେଲେ ସଂଘବଦ୍ଧ ଲୋକେ #ପୋଲିସ ଆଇଆଇସି ଲୋକଙ୍କ ଆକ୍ରମଣର ଶିକାରକୋରାପୁଟକୁ ପ୍ରଧାନମନ୍ତ୍ରୀ ଏକ୍ସଲେନ୍ସ ପୁରସ୍କାର# ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କଲେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ.
ପ୍ରତିଫଳନ ମିଡ଼ିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଏକ୍ସିଲେନ୍ସ ଆବର୍ଡ ଗ୍ରହଣ କଲେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ୍ ।ନୂଆ ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ପ୍ରାଶାସନିକ ସେବା ଦିବସ ଉପଲକ୍ଷେ…
View More କୋରାପୁଟକୁ ପ୍ରଧାନମନ୍ତ୍ରୀ ଏକ୍ସଲେନ୍ସ ପୁରସ୍କାର# ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କଲେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ.ସାଙ୍ଗ ହେବ ଏମିତି#ଏକା ସାଥିରେ ରହିଲେ, ଚାକିରି କଲେ , ଆଗକୁ ବଢ଼ିଲେ ଓ ଶେଷରେ ମରିଲେ
ପ୍ରତିଫଳନ ମିଡ଼ିଆ ଶ୍ବାଶତ ବନ୍ଧୁତ୍ବର ଦୁଃଖଦ କାହାଣୀର ଅନ୍ତ ସାଙ୍ଗ ହୋଇ ବଞ୍ଚୁଥିଲେ । ଭାଗ୍ୟର ବିଡମ୍ବନା ସାଙ୍ଗ ହୋଇ ମଲେ। ଏମିତି ଦୁଃଖଦ କାହାଣୀ ଶୁଣିଲେ ଆପଣ ବି ନିର୍ବାକ ହୋଇଯିବେ ।…
View More ସାଙ୍ଗ ହେବ ଏମିତି#ଏକା ସାଥିରେ ରହିଲେ, ଚାକିରି କଲେ , ଆଗକୁ ବଢ଼ିଲେ ଓ ଶେଷରେ ମରିଲେବିଦ୍ୟୁତ୍ ଲାଇନ ଉପରେ ପଡ଼ିଲାଗଛ. କୁସୁମୀ ନିକଟରେ ଅଟକିଛି ହୀରାଖଣ୍ଡ ଟ୍ରେନ .
ପ୍ରତିଫଳନ ମିଡିଆ କୋରାପୁଟ ରାୟଗଡ଼ା ରେଳ ପଥରେ ଗତ ତିନି ଦିନରେ ୩ଥର ଅଧା ବାଟରେ ଅଟକି ରହିଲା ରେଳ । ଆଜି ପୁଣି ଅଧା ବାଟରେ ଅଟକି ରହିଛି ହୀରାଖଣ୍ଡ ଟ୍ରେନ ।…
View More ବିଦ୍ୟୁତ୍ ଲାଇନ ଉପରେ ପଡ଼ିଲାଗଛ. କୁସୁମୀ ନିକଟରେ ଅଟକିଛି ହୀରାଖଣ୍ଡ ଟ୍ରେନ .Port City Choking Under Growing Pollution, Pre-Mature Deaths On The Rise
Pratiphalan Media (Prasant Kumar Rout) The speeding process of industrialization in the current time has left its mark deep on the environment across the globe,…
View More Port City Choking Under Growing Pollution, Pre-Mature Deaths On The Riseବେଫିକର୍ ବେଦାନ୍ତ, କୋରାପୁଟ ତଳିତଳାନ୍ତ
ଲୋକଙ୍କ ଅଭିଯୋଗ ବେଦାନ୍ତର ଇସାରାରେ ନାଚୁଛନ୍ତି ସ୍ଥାନୀୟ ସଙ୍ଗଠନ ଓ ଜନ ପ୍ରତିନିଧି । ବେଦାନ୍ତକୁ ଅହେତୁକ ପ୍ରୀତି ଦେଖାଉଛନ୍ତି । ଅଞ୍ଚଳର ବିନାଶ ପାଇଁ ଆଖି ବୁଜି ଦେଇଛନ୍ତି ସମସ୍ତେ । ବେଦାନ୍ତ…
View More ବେଫିକର୍ ବେଦାନ୍ତ, କୋରାପୁଟ ତଳିତଳାନ୍ତରେଳ ଇଞ୍ଜିନର ପେଣ୍ଟୋଗ୍ରାଫ ଅଚଳ# ଜରଟି ଷ୍ଟେସନ ନିକଟରେ ଅଟକିଲା ମାଲ ଗାଡ଼ି# ଅଧା ବାଟରେ ଅଟକି ରହିଛି ହୀରାଖଣ୍ଡ ଓ ରାଉରକେଲା ଟ୍ରେନ# ଭୁବନେଶ୍ଵର ଓ ରାଉରକେଲାକୁ ଯାତ୍ରା ବିଳମ୍ବ
ପ୍ରତିଫଳନ ମିଡ଼ିଆ ମାଲ ବୋଝେଇ ଟ୍ରେନ ଇଞ୍ଜିନର ପେଣ୍ଟୋଗ୍ରାଫ ଅଚଳ ହେଲା । ଜୟପୁର ରେ ଅଟକି ରହିଛି ରାଉରକେଲା । କୋଟପାଡ଼ ରେ ଅଟକି ରହିଛି ହୀରାଖଣ୍ଡ ଟ୍ରେନ ।ଜରଟି ନିକଟରେ ରେଳ…
View More ରେଳ ଇଞ୍ଜିନର ପେଣ୍ଟୋଗ୍ରାଫ ଅଚଳ# ଜରଟି ଷ୍ଟେସନ ନିକଟରେ ଅଟକିଲା ମାଲ ଗାଡ଼ି# ଅଧା ବାଟରେ ଅଟକି ରହିଛି ହୀରାଖଣ୍ଡ ଓ ରାଉରକେଲା ଟ୍ରେନ# ଭୁବନେଶ୍ଵର ଓ ରାଉରକେଲାକୁ ଯାତ୍ରା ବିଳମ୍ବଜିଲ୍ଲାର ସାମଗ୍ରୀକ ବିକାଶ ପାଇଁ କୋରାପୁଟ ଜିଲ୍ଲା ପାଇବ ପ୍ରଧାନମନ୍ତ୍ରୀ ଏକ୍ସଲେନସ୍ ପୁରସ୍କାର
ପ୍ରତିଫଳନ ମିଡ଼ିଆ ପ୍ରଶାସନିକ ସେବା ଦିବସରେ ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ କୋରାପୁଟ ଜିଲ୍ଲା ପାଇବ ପ୍ରଧାନମନ୍ତ୍ରୀ ଏକ୍ସସେଲେନ୍ସ ପୁରସ୍କାର ।ଆସନ୍ତା ୨୧ ତାରିଖ ଦିନ ନୂଆଦିଲ୍ଲୀ…
View More ଜିଲ୍ଲାର ସାମଗ୍ରୀକ ବିକାଶ ପାଇଁ କୋରାପୁଟ ଜିଲ୍ଲା ପାଇବ ପ୍ରଧାନମନ୍ତ୍ରୀ ଏକ୍ସଲେନସ୍ ପୁରସ୍କାରବିପନ୍ନଙ୍କ ସେବାରେ ଉତ୍କଳ ବିପନ୍ନ ସହାୟତା ସମିତି.୭ମ ଉତ୍କଳମଣି ସେବା ସମ୍ମାନ ପ୍ରଦାନ .
ପ୍ରତିଫଳନ ମିଡ଼ିଆ ଉତ୍କଳ ବିପନ୍ନ ସହାୟତା ସମିତିର ବାର୍ଷିକୋତ୍ସବ ଓ ଉତ୍କଳମଣି ସେବା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଉତ୍କଳମଣ୍ଡପ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ…
View More ବିପନ୍ନଙ୍କ ସେବାରେ ଉତ୍କଳ ବିପନ୍ନ ସହାୟତା ସମିତି.୭ମ ଉତ୍କଳମଣି ସେବା ସମ୍ମାନ ପ୍ରଦାନ .
