କୋରାପୁଟ (ପ୍ରତିଫଳନ ମିଡ଼ିଆ ) ଗତ ବର୍ଷମୁକ୍ତିଲାଭ କରିଥିବା ତେଲୁଗୁ ଚଳଚ୍ଚିତ୍ର ଘାଟି ର କାହାଣୀକୁ ପ୍ରତିଫଳିତ କରି ଏକ ନାଟକୀୟ ବାସ୍ତବ କାର୍ଯ୍ୟାନୁଷ୍ଠାନରେ, ଓଡିଶା ପୋଲିସ ଏକ ବିଶାଳ ଆନ୍ତଃରାଜ୍ୟ ତରଳ ଗଞ୍ଜେଇ…
View More ରାଜ୍ୟର ସବୁଠାରୁ ବଡ଼ ଅବକାରୀ ଚଢ଼ାଉ : ଓଡ଼ିଶା-ଆନ୍ତଃ ରାଜ୍ୟ ସୀମାରେ ₹200 କୋଟି ମୂଲ୍ୟର ତରଳ ଗଞ୍ଜେଇ ଜବତ କଲା କୋରାପୁଟ ପୋଲିସ , ପୋଲିସ ହାତରେ ଆନ୍ତଃରାଜ୍ୟ ଡ୍ରଗ୍ସ ସିଣ୍ଡିକେଟCategory: ବାଣିଜ୍ୟ
“ଇଷ୍ଟ କୋଷ୍ଟ ରେଲୱେ ଡିଭିଜନ୍” ମାଲ ବୋଝେଇରେ ରେକର୍ଡ ସୃଷ୍ଟି କରିଛି, 250 ମିଲିୟନ ଟନ୍ ମାଲ ଲୋଡିଂରେ ଦେଶରେ ପ୍ରଥମ
ପ୍ରତିଫଳନ ମିଡ଼ିଆ ଭାରତୀୟ ରେଳ ବିଭାଗର ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଛି ପୂର୍ବତଟ ରେଳ ବିଭାଗ (ECoR)। ଚଳିତ ଆର୍ଥିକ ବର୍ଷରେ ବର୍ଷ ନପୂରୁଣୁ କେବଳ 324 ଦିନ ମଧ୍ୟରେ 250…
View More “ଇଷ୍ଟ କୋଷ୍ଟ ରେଲୱେ ଡିଭିଜନ୍” ମାଲ ବୋଝେଇରେ ରେକର୍ଡ ସୃଷ୍ଟି କରିଛି, 250 ମିଲିୟନ ଟନ୍ ମାଲ ଲୋଡିଂରେ ଦେଶରେ ପ୍ରଥମନାଲକୋର ନୂଆ ବକ୍ସାଇଟ ଖଣିକୁ ପାଣି ଦେବୁ ନାହିଁ, ଆଦିବାସୀଙ୍କ ପ୍ରବଳ ବିରୋଧ,ନୂଆଗାଁରେ ହୋଇପାରିଲା ନାହିଁ ସ୍ୱତନ୍ତ୍ର ଗ୍ରାମସଭା ଫେରିଗଲେ ପ୍ରଶାସନିକ ଅଧିକାରୀ।
ପ୍ରତିଫଳନ ମିଡ଼ିଆ କୋରାପୁଟରେ ନାଲକୋ ପ୍ରତି ଅଂଚଳର ଆଦିବାସୀଙ୍କ ବିରୋଧଭାସ ବଡୁଛି କୋରାପୁଟ ପ୍ରଶାସନର ଯୋଜନା ବିଫଳ ହେଉଛି । ନାଳକୋର ପଟାଙ୍ଗୀ ଖଣିକୁ ପାଣି ଯୋଗାଣ ପାଇଁ ଜଳ ଅଧିଗ୍ରହଣ କାର୍ଯ୍ୟ କରିବା…
View More ନାଲକୋର ନୂଆ ବକ୍ସାଇଟ ଖଣିକୁ ପାଣି ଦେବୁ ନାହିଁ, ଆଦିବାସୀଙ୍କ ପ୍ରବଳ ବିରୋଧ,ନୂଆଗାଁରେ ହୋଇପାରିଲା ନାହିଁ ସ୍ୱତନ୍ତ୍ର ଗ୍ରାମସଭା ଫେରିଗଲେ ପ୍ରଶାସନିକ ଅଧିକାରୀ।ଡବଲ ଇଂଜିନ ସରକାରଙ୍କ ଦକ୍ଷିଣ ଓଡିଶାକୁ ଉପହାର
ମୋହନା -ରାୟଗଡା- କୋରାପୁଟ ରାସ୍ତାକୁ କ୍ୟାବିନେଟ୍ ଅନୁମୋଦନ, ହେବ ଦୁଇ ଥାକିଆ ପ୍ରଶସ୍ତ ଓ ଆଧୁନିକ ରାସ୍ତା ରାୟଗଡା (ପ୍ରତିଫଳନ ମିଡ଼ିଆ ) ରାଜ୍ୟ ଓ କେନ୍ଦ୍ରର ବିଜେପି ଡବଲ ଇଂଜିନ ସରକାରଙ୍କ ଦକ୍ଷିଣ…
View More ଡବଲ ଇଂଜିନ ସରକାରଙ୍କ ଦକ୍ଷିଣ ଓଡିଶାକୁ ଉପହାରସରିଗଲା ଚଇତି, ଶେଷ ରଜନୀରେ ଅସମ୍ଭଵ ଭିଡ଼
ପଲ୍ଲିଶ୍ରୀ ମେଳାରେ ୬କୋଟି ୨୩ଲକ୍ଷ ୯୮ହଜାର ଟଙ୍କାର ରେକର୍ଡ ବ୍ୟବସାୟ ରାୟଗଡା (ପ୍ରତିଫଳନ ମିଡ଼ିଆ) ଚାହୁଁ ଚାହୁଁ ସରିଗଲା ଚଇତି। ପାଞ୍ଚ ଦିନ ଧରି ଚାଲିଥିବା ଜିଲ୍ଲାର ଗଣ ପର୍ବର ଶେଷ ଦିନର ମୌକା…
View More ସରିଗଲା ଚଇତି, ଶେଷ ରଜନୀରେ ଅସମ୍ଭଵ ଭିଡ଼ଉନ୍ନତ ଭିତ୍ତିଭୂମି, ନିରାପତ୍ତା ଏବଂ ଡିଜିଟାଲ୍ ପଦକ୍ଷେପ ସହିତ ଯାତ୍ରୀ ସେବାକୁ ସୁଦୃଢ଼ କରୁଛି ଖୋର୍ଦ୍ଧା ରୋଡ ମେମୁ କାର୍ ସେଡ୍
ଭୁବନେଶ୍ୱର( ପ୍ରତିଫଳନ ମିଡ଼ିଆ ) ପୂର୍ବତଟ ରେଳପଥର ଏକମାତ୍ର ମେମୁ ରକ୍ଷଣାବେକ୍ଷଣ ସୁବିଧା, ଖୋର୍ଦ୍ଧା ରୋଡ ମେମୁ କାର୍ ସେଡ୍ ସମଗ୍ର ଓଡ଼ିଶାରେ ଦୈନିକ ଯାତ୍ରୀ ଏବଂ ଉପନଗରୀୟ ଟ୍ରେନ୍ ସେବାକୁ ବଜାୟ ରଖିବା…
View More ଉନ୍ନତ ଭିତ୍ତିଭୂମି, ନିରାପତ୍ତା ଏବଂ ଡିଜିଟାଲ୍ ପଦକ୍ଷେପ ସହିତ ଯାତ୍ରୀ ସେବାକୁ ସୁଦୃଢ଼ କରୁଛି ଖୋର୍ଦ୍ଧା ରୋଡ ମେମୁ କାର୍ ସେଡ୍ଉତ୍କଳ ଆଲୁମିନାର ଉଦ୍ୟମୀ ପ୍ରକଳ୍ପ ଜରିଆରେ ୨ଟି ବ୍ଲକରେ ସୃଷ୍ଟି ହେଲାଣି ୩୦୧ କ୍ଷୁଦ୍ର ଉଦ୍ୟୋଗୀ
ସ୍ବାବଲମ୍ବୀ ହେଉଛନ୍ତି କ୍ଷୁଦ୍ର ଉଦ୍ୟୋଗୀ; ମାସିକ ରୋଜଗାରରେ ୧୨୦ ପ୍ରତିଶତରୁ ଉର୍ଦ୍ଧ୍ବ ବୃଦ୍ଧି ରାୟଗଡ଼ା (ପ୍ରତିଫଳନ ମିଡ଼ିଆ ) ରାୟଗଡ଼ା ଜିଲ୍ଲା ଦୋରାଗୁଡା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର…
View More ଉତ୍କଳ ଆଲୁମିନାର ଉଦ୍ୟମୀ ପ୍ରକଳ୍ପ ଜରିଆରେ ୨ଟି ବ୍ଲକରେ ସୃଷ୍ଟି ହେଲାଣି ୩୦୧ କ୍ଷୁଦ୍ର ଉଦ୍ୟୋଗୀଭୂସ୍ଖଳନ :ରେଳ ଧାରଣା ଉପରେ ପଡିଲା ମାଟି,ପଥର, କୋରାପୁଟ – କୋତୱାଲାସା ରେଳ ପଥରେ ରେଳ ଚଳାଚଳ ବନ୍ଦ
ବିଶାଖାପାଟଣା, ପ୍ରତିଫଳନ ମିଡ଼ିଆ ଚକ୍ରବାତ “ମୋନ୍ଥା” ର ପ୍ରଭାବରେ ପ୍ରବଳ ବର୍ଷା ପାହାଡ଼ରୁ ଧସିଲା ପଥର। ରେଳ ଧାରଣା ଉପରେ ପଡିଲା ବଡ଼ ବଡ଼ ପଥର ପଡିବା ସହ ପାଣି ପ୍ରବାହିତ ହେଉଛି। ମାଟି…
View More ଭୂସ୍ଖଳନ :ରେଳ ଧାରଣା ଉପରେ ପଡିଲା ମାଟି,ପଥର, କୋରାପୁଟ – କୋତୱାଲାସା ରେଳ ପଥରେ ରେଳ ଚଳାଚଳ ବନ୍ଦସାଇକ୍ଲୋନ୍ ମୋନ୍ଥା ପାଇଁ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଦ୍ୱାରା ବ୍ୟାପକ ପ୍ରସ୍ତୁତି, ବାତିଲ ହେଲା ବ୍ରହ୍ମପୁର -ବିଶାଖାପାଟଣା ମଧ୍ୟରେ ଚଳାଚଳ କରୁଥିବା ଅନେକ ଟ୍ରେନ, ହୀରାଖଣ୍ଡ ରାୟଗଡା ପର୍ଯ୍ୟନ୍ତ ଚାଲିବ
ଖୋର୍ଦ୍ଧା (ପ୍ରତିଫଳନ ମିଡ଼ିଆ ) ବଙ୍ଗୋପସାଗର ଉପରେ ଘୂର୍ଣ୍ଣିଝଡ଼ ମୋନ୍ଥIକୁ ଦୃଷ୍ଟିରେ ରଖି, (ଯାହା 28 ଅକ୍ଟୋବର ସୁଦ୍ଧା ଏକ ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ସମ୍ଭାବନା ଅଛି ଏବଂ ସନ୍ଧ୍ୟା/ରାତି ସୁଦ୍ଧା କାକିନଡା…
View More ସାଇକ୍ଲୋନ୍ ମୋନ୍ଥା ପାଇଁ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଦ୍ୱାରା ବ୍ୟାପକ ପ୍ରସ୍ତୁତି, ବାତିଲ ହେଲା ବ୍ରହ୍ମପୁର -ବିଶାଖାପାଟଣା ମଧ୍ୟରେ ଚଳାଚଳ କରୁଥିବା ଅନେକ ଟ୍ରେନ, ହୀରାଖଣ୍ଡ ରାୟଗଡା ପର୍ଯ୍ୟନ୍ତ ଚାଲିବଟ୍ରେଜେରି ଅଫିସରେ ପିଅନର ରାଜତ୍ୱ! ପିଅନ ନେଉଥୁଲା ୪୭ ହଜାର ଟଙ୍କାଲାଞ୍ଚ, ଧରିଲା ଭିଜିଲାନସ।
ଅଫିସର କରୁଛନ୍ତି କାମ। ପିଅନ ନେଉଛି ଲାଞ୍ଚ।ଲାଞ୍ଚୁଆ ପିଅନ କୁ ଧରିଲା ଭିଜିଲାନସ। ପିଅନ ଙ୍କ ଘରୁ ମିଳିଲା 3,79 ହଜାର ଟଙ୍କା ର ନୋଟ ବିଡା,ପ୍ରାୟ ଅଧା କେଜି ସୁନା ଅଳଙ୍କାର, ରହିଛି…
View More ଟ୍ରେଜେରି ଅଫିସରେ ପିଅନର ରାଜତ୍ୱ! ପିଅନ ନେଉଥୁଲା ୪୭ ହଜାର ଟଙ୍କାଲାଞ୍ଚ, ଧରିଲା ଭିଜିଲାନସ।
