କୋରାପୁଟ (ପ୍ରତିଫଳନ ମିଡ଼ିଆ ) ଗତ ବର୍ଷମୁକ୍ତିଲାଭ କରିଥିବା ତେଲୁଗୁ ଚଳଚ୍ଚିତ୍ର ଘାଟି ର କାହାଣୀକୁ ପ୍ରତିଫଳିତ କରି ଏକ ନାଟକୀୟ ବାସ୍ତବ କାର୍ଯ୍ୟାନୁଷ୍ଠାନରେ, ଓଡିଶା ପୋଲିସ ଏକ ବିଶାଳ ଆନ୍ତଃରାଜ୍ୟ ତରଳ ଗଞ୍ଜେଇ…
View More ରାଜ୍ୟର ସବୁଠାରୁ ବଡ଼ ଅବକାରୀ ଚଢ଼ାଉ : ଓଡ଼ିଶା-ଆନ୍ତଃ ରାଜ୍ୟ ସୀମାରେ ₹200 କୋଟି ମୂଲ୍ୟର ତରଳ ଗଞ୍ଜେଇ ଜବତ କଲା କୋରାପୁଟ ପୋଲିସ , ପୋଲିସ ହାତରେ ଆନ୍ତଃରାଜ୍ୟ ଡ୍ରଗ୍ସ ସିଣ୍ଡିକେଟCategory: ରାଜନୀତି
ରାୟଗଡା ଆସୁଛନ୍ତି ମୁଖ୍ୟମନ୍ତ୍ରୀ🔸 ବହୁ କୋଟିର ପ୍ରକଳ୍ପର ଶିଳାନ୍ୟାସ ସହ ଉଦଘାଟନ କରିବେ🔸 ସୁଭଦ୍ରା ଶକ୍ତି ମେଳାର କରିବେ ଶୁଭ ଉଦଘାଟନ 🔸ଗାୟତ୍ରୀ ଯଜ୍ଞରେ ସସ୍ତ୍ରୀକ ପୂର୍ଣ୍ଣାହୁତି ଦେବେ
ରାୟଗଡା (ପ୍ରତିଫଳନ ମିଡ଼ିଆ ) ଆସନ୍ତା କାଲି ରାୟଗଡା ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ହେବା ପରେ ଏହା ରାୟଗଡ଼ାକୁ ତାଙ୍କର ଦ୍ଵିତୀୟ ଗସ୍ତ। ରାୟଗଡାରେ ମିଟ୍ସ ଗ୍ରୁପ ଓ ହରିପୁର…
View More ରାୟଗଡା ଆସୁଛନ୍ତି ମୁଖ୍ୟମନ୍ତ୍ରୀ🔸 ବହୁ କୋଟିର ପ୍ରକଳ୍ପର ଶିଳାନ୍ୟାସ ସହ ଉଦଘାଟନ କରିବେ🔸 ସୁଭଦ୍ରା ଶକ୍ତି ମେଳାର କରିବେ ଶୁଭ ଉଦଘାଟନ 🔸ଗାୟତ୍ରୀ ଯଜ୍ଞରେ ସସ୍ତ୍ରୀକ ପୂର୍ଣ୍ଣାହୁତି ଦେବେନାଲକୋର ନୂଆ ବକ୍ସାଇଟ ଖଣିକୁ ପାଣି ଦେବୁ ନାହିଁ, ଆଦିବାସୀଙ୍କ ପ୍ରବଳ ବିରୋଧ,ନୂଆଗାଁରେ ହୋଇପାରିଲା ନାହିଁ ସ୍ୱତନ୍ତ୍ର ଗ୍ରାମସଭା ଫେରିଗଲେ ପ୍ରଶାସନିକ ଅଧିକାରୀ।
ପ୍ରତିଫଳନ ମିଡ଼ିଆ କୋରାପୁଟରେ ନାଲକୋ ପ୍ରତି ଅଂଚଳର ଆଦିବାସୀଙ୍କ ବିରୋଧଭାସ ବଡୁଛି କୋରାପୁଟ ପ୍ରଶାସନର ଯୋଜନା ବିଫଳ ହେଉଛି । ନାଳକୋର ପଟାଙ୍ଗୀ ଖଣିକୁ ପାଣି ଯୋଗାଣ ପାଇଁ ଜଳ ଅଧିଗ୍ରହଣ କାର୍ଯ୍ୟ କରିବା…
View More ନାଲକୋର ନୂଆ ବକ୍ସାଇଟ ଖଣିକୁ ପାଣି ଦେବୁ ନାହିଁ, ଆଦିବାସୀଙ୍କ ପ୍ରବଳ ବିରୋଧ,ନୂଆଗାଁରେ ହୋଇପାରିଲା ନାହିଁ ସ୍ୱତନ୍ତ୍ର ଗ୍ରାମସଭା ଫେରିଗଲେ ପ୍ରଶାସନିକ ଅଧିକାରୀ।ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କଲେ ରାୟଗଡା ଜିଲ୍ଲାପାଳ ✴️ଅଳସୁଆ ଅଧିକାରୀଙ୍କୁ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଭିତରକୁ ମନା✴️ସମୟାନୁବର୍ତ୍ତିତାର ପାଠ ପଢ଼ାଇଲେ ଜିଲ୍ଲାପାଳ
ରାୟଗଡା ( ପ୍ରତିଫଳନ ମିଡ଼ିଆ ) ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କଲେ ରାୟଗଡ଼ ଜିଲ୍ଲାପାଳ। ପ୍ରଶାସନକୁ କ୍ରିୟାଶୀଳ କରିବା ସହ ସମୟାନୁବର୍ତ୍ତିତା ହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ ଦେଇଥିଲେ। ନୂତନ ଭାବେ ନିଯୁକ୍ତ…
View More ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କଲେ ରାୟଗଡା ଜିଲ୍ଲାପାଳ ✴️ଅଳସୁଆ ଅଧିକାରୀଙ୍କୁ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଭିତରକୁ ମନା✴️ସମୟାନୁବର୍ତ୍ତିତାର ପାଠ ପଢ଼ାଇଲେ ଜିଲ୍ଲାପାଳଡବଲ ଇଂଜିନ ସରକାରଙ୍କ ଦକ୍ଷିଣ ଓଡିଶାକୁ ଉପହାର
ମୋହନା -ରାୟଗଡା- କୋରାପୁଟ ରାସ୍ତାକୁ କ୍ୟାବିନେଟ୍ ଅନୁମୋଦନ, ହେବ ଦୁଇ ଥାକିଆ ପ୍ରଶସ୍ତ ଓ ଆଧୁନିକ ରାସ୍ତା ରାୟଗଡା (ପ୍ରତିଫଳନ ମିଡ଼ିଆ ) ରାଜ୍ୟ ଓ କେନ୍ଦ୍ରର ବିଜେପି ଡବଲ ଇଂଜିନ ସରକାରଙ୍କ ଦକ୍ଷିଣ…
View More ଡବଲ ଇଂଜିନ ସରକାରଙ୍କ ଦକ୍ଷିଣ ଓଡିଶାକୁ ଉପହାରରାୟଗଡା ଜିଲ୍ଲା ବିଜେପିର ନୂତନ କର୍ମକର୍ତା ଘୋଷଣା, ଅଭିଜ୍ଞ ଓ ଦଳପ୍ରତି ଆନୁଗତ୍ୟକୁ ସ୍ବୀକୃତି।
ନଚିକେତା ସାହୁ, ପ୍ରତିଫଳନ ମିଡ଼ିଆ ଦୀର୍ଘଦିନର କସରତ ପରେ ରାୟଗଡ଼ା ଜିଲ୍ଲା ବିଜେପିର ନୂତନ କମିଟି ଗଠନ ହେଇଛି।ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଜିଲ୍ଲା ବିଜେପି ସଭାପତି ଗୋପୀ ଆନନ୍ଦ…
View More ରାୟଗଡା ଜିଲ୍ଲା ବିଜେପିର ନୂତନ କର୍ମକର୍ତା ଘୋଷଣା, ଅଭିଜ୍ଞ ଓ ଦଳପ୍ରତି ଆନୁଗତ୍ୟକୁ ସ୍ବୀକୃତି।ରାୟଗଡା ବିକାଶର ଅପାର ସମ୍ଭାବନା ରହିଛି : ମନ୍ତ୍ରୀ
ତୃତୀୟ ସଞ୍ଜରେ ଗାୟକ ବିଷ୍ଣୁ ମୋହନ କବି ଓ ନାଲ୍ୟା ଜୈଟି ଦର୍ଶକଙ୍କୁ ନଚେଇଲେ ରାୟଗଡ଼ ( ପ୍ରତିଫଳନ ମିଡ଼ିଆ ) ଢାମ୍ପ,ଢୋଲ, ନିଶାନ, ଟାସା, ତୁଡୁମ, ମହୁରୀ ଥିଲା। ମଞ୍ଚ ବି ଥିଲା।…
View More ରାୟଗଡା ବିକାଶର ଅପାର ସମ୍ଭାବନା ରହିଛି : ମନ୍ତ୍ରୀଦକ୍ଷିଣ ଭାରତ ତୀର୍ଥଯାତ୍ରାରେ ବାହାରିଲେ ଛଅ ଜିଲ୍ଲାର ବରିଷ୍ଠ ନାଗରିକ, ଶୁଭେଚ୍ଛା ଜଣାଇଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା
ରାୟଗଡ (ପ୍ରତିଫଳନ ମିଡ଼ିଆ) ତୀର୍ଥଯାତ୍ରା ଭ୍ରମଣରେ ବାହାରିଲେ ୭୭୫ ଜଣ ବରିଷ୍ଠ ନାଗରିକ। ଦକ୍ଷିଣ-ପଶ୍ଚିମାଞ୍ଚଳ ଅନ୍ତର୍ଗତ କୋରାପୁଟ, ରାୟଗଡା, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି ଓ ନୂଆପଡା ଆଦି ୬ ଟି ଜିଲ୍ଲାର ୭୭୫ଜଣ ତୀର୍ଥଯାତ୍ରୀ…
View More ଦକ୍ଷିଣ ଭାରତ ତୀର୍ଥଯାତ୍ରାରେ ବାହାରିଲେ ଛଅ ଜିଲ୍ଲାର ବରିଷ୍ଠ ନାଗରିକ, ଶୁଭେଚ୍ଛା ଜଣାଇଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାହାଇକୋର୍ଟଙ୍କ ନିର୍ଦ୍ଧେଶ,ପୁନଃ ସିଡ଼ବ୍ଲୁସି ଅଧ୍ୟକ୍ଷା ହେଲେ ବିଦ୍ୟୁଲତା ହୁଇକା।
ପ୍ରତିଫଳନ ମିଡ଼ିଆ ପୁନର୍ବାର ଅବସ୍ଥାପିତ ହେଲେ ବିଦ୍ୟୁଲତା ହୁଇକା। ଫେରିପାଇଲେ ନିଜ ପଦବୀ।ରାୟଗଡାର ସିଡ଼ବ୍ଲୁସି ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।ପୂର୍ବତନ ଜିଲ୍ଲାପାଳଙ୍କ ପଦକ୍ଷେପ ତ୍ରୁଟି ପୂର୍ଣ୍ଣ ରହିଥିଲା ତାହା ଅଦାଲତ ଦ୍ୱାରା ପ୍ରମାଣିତ…
View More ହାଇକୋର୍ଟଙ୍କ ନିର୍ଦ୍ଧେଶ,ପୁନଃ ସିଡ଼ବ୍ଲୁସି ଅଧ୍ୟକ୍ଷା ହେଲେ ବିଦ୍ୟୁଲତା ହୁଇକା।କୋରାପୁଟ ମାଳଭୂମିରେ ପ୍ରାଥମିକ ଶିକ୍ଷାର କରୁଣ ଚିତ୍ର, ଚାରି ଜିଲ୍ଲାରେ ବନ୍ଦ ହୋଇଛି 686 ବିଦ୍ୟାଳୟ, ପ୍ରଭାବିତ ହେଲେ 8545 ଶିକ୍ଷାର୍ଥୀ
ସଂସଦରେ ଅବିଭକ୍ତ କୋରାପୁଟର ଶିକ୍ଷାର ସ୍ଥିତି ନେଇ ଚର୍ଚ୍ଚା ରାୟଗଡା ( ପ୍ରତିଫଳନ ମିଡ଼ିଆ ) ଅବିଭକ୍ତ କୋରାପୁଟ ଜିଲ୍ଲାରେ ଶିକ୍ଷାର କରୁଣ ଚିତ୍ର। ବନ୍ଦ ହେଉଛି ବିଦ୍ୟାଳୟ। ସ୍ଥାନାନ୍ତରିତ ହେଉଛନ୍ତି ଛାତ୍ରଛାତ୍ରୀ। ଗତ…
View More କୋରାପୁଟ ମାଳଭୂମିରେ ପ୍ରାଥମିକ ଶିକ୍ଷାର କରୁଣ ଚିତ୍ର, ଚାରି ଜିଲ୍ଲାରେ ବନ୍ଦ ହୋଇଛି 686 ବିଦ୍ୟାଳୟ, ପ୍ରଭାବିତ ହେଲେ 8545 ଶିକ୍ଷାର୍ଥୀ
